ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ,୪।୮: ଭାରତ-ଚାଇନା ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ସମ୍ବନ୍ଧୀୟ ମାମଲାକୁ ରଦ୍ଦ କରିବାକୁ ଆସିଥିବା…
ଆମେରିକାକୁ ଧୋକା ଦେଲା ପାକିସ୍ତାନ? ଇରାନ ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ସପୋର୍ଟ କଲେ ଶହବାଜ
ଇସଲାମାବାଦ,୪।୮: ଆମେରିକା ସମ୍ପ୍ରତି ଇରାନର ଫୋର୍ଡୋ ଏବଂ ଇସଫାହାନ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଏହା B-2 ବୋମାବର୍ଷୀ ବିମାନରୁ ବିଧ୍ୱଂସକାରୀ ବୋମା ପକାଇଥିଲା। ପାକିସ୍ତାନ ଏବେ ସେହି ଉଦ୍ଦେଶ୍ୟ ବିରୋଧରେ ଠିଆ ହୋଇଛି ଯେଉଁ ଉଦ୍ଦେଶ୍ୟରେ ଆମେରିକା ଆକ୍ରମଣ…
ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର,୪।୮: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କେଉଁଠି ବେଞ୍ଚ ପ୍ରତିଷ୍ଠା ହେବ ତାହା ଓକିଲ ସଂଘ ସ୍ଥିର କରନ୍ତୁ। ସେମାନେ ନିଜ ଭିତରେ ଆଲୋଚନା କରି ଏହା ସ୍ଥିର କରନ୍ତୁ।…
ଅଗଷ୍ଟ ୨୦ ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ: ପ୍ରଚାର ରଥ ଶୁଭାରମ୍ଭ
ଭଞ୍ଜନଗର,୪।୮(ବାବୁଲା ପ୍ରଧାନ)ଷଣ୍ଡିରେ ଖରିଫ ଧାନ ଫସଲ ବିକ୍ରି ପାଇଁ ବର୍ତ୍ତମାନ ଅନଲାଇନ ମାଧ୍ୟମରେ ଚାଷୀ ପଞ୍ଜିକରଣ ଚାଲିଛି। ଏହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିକରୁ ଅଧିକ ଯୋଗ୍ୟ ଚାଷୀ କିଭଳି ନିଜ ନାମକୁ ନିଜ ଅଞ୍ଚଳର ସୋସାଇଟିରେ…
ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କର ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪।୮: ବିଶିଷ୍ଟ ସାହିତ୍ୟ ସାଧିକା, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଧରିତ୍ରୀର ପ୍ରେରଣାଦାୟିନୀ ନନ୍ଦିନୀ ଶତପଥୀଙ୍କର ଆଜି ଊନବିଂଶ ଶ୍ରାଦ୍ଧ ବାର୍ଷିକୀ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି,…
କେତେ ସମ୍ପତ୍ତି ଛାଡି ଦେଇଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ? ଜାଣନ୍ତୁ…
ରାଞ୍ଚି,୪।୮: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସଭାପତି ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଗୁରୁତର ରୋଗରେ ପୀଡିତ ଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା…
ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ରାଣୀ ପଣ୍ଡା: ଦେଲେ ଏତିକି ଟଙ୍କା
ବଳଙ୍ଗା,୪।୮: ଶୋକାକୂଳ ପରିବେଶରେ ବଳଙ୍ଗା ପୀଡ଼ିତାଙ୍କ ତାଙ୍କ ବାୟବର ଗାଁରେ ଅନ୍ତିମ ସଂସ୍କାର କରାଯାଇଛି। ଆଜି ସକାଳେ ଇସଲାମ ଧର୍ମ ଅନୁସାରେ, ନମାଜ ପାଠ ପରେ ପୀଡ଼ିତାଙ୍କୁ କବର ଦିଆଯାଇଛି। ସେପଟେ ବଳଙ୍ଗା ପୀଡ଼ିତାଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ଯାତ୍ରା…
ବଳଙ୍ଗା ପୀଡ଼ିତାଙ୍କ ଶେଷ ଦର୍ଶନ ପରେ ଏତେ ବଡ଼ କଥା କହିଲେ ଉପ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪।୮: ଶେଷରେ ହାରିଗଲେ ବଳଙ୍ଗା ପୀଡ଼ତା। ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯିବା ପରେ ତାଙ୍କର ମୃତ୍ୟୁକୁ ନେଇ ସମସ୍ତେ ଯେଭଳି ସ୍ତବ୍ଧ ହୋଇଯାଇଛନ୍ତି। ସୋମବାର ସକାଳେ ଇସଲାମ ଧର୍ମ ଅନୁଯାୟୀ ପୀଡ଼ିତାଙ୍କୁ ତାଙ୍କ ଜନ୍ମିତ ଗାଁରେ କବର ଦିଆଯାଇଛି। ଶୋକାକୂଳ…
କୋଟିପତି MVI ଗୋଲାପ ଚନ୍ଦ୍ର ହାଁସଦା ଗିରଫ: ୪୪ ପ୍ଲଟ ସହ ଘରୁ ମିଳିଥିଲା ପୁଳାପୁଳା ସୁନା-ରୁପା
ଭୁବନେଶ୍ୱର,୪।୮: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ମୋଟର ଭେଇକିଲ୍ ଇନ୍ସପେକ୍ଟର (ଏମ୍ଭିଆଇ) ଗୋଲାପ ଚନ୍ଦ୍ର ହାଂସଦାଙ୍କୁ ଭିଜିଲାନ୍ସ ଗିରଫ କରିଛି। ରବିବାର ଗୋଟିଏ ଦିନର ଯାଞ୍ଚରେ ଗୋଲାପଚନ୍ଦ୍ରଙ୍କର ୪୪ ପ୍ଲଟ୍ ଥିବା…
ରାଷ୍ଟ୍ରପତିଙ୍କ ସୁରକ୍ଷାରେ ତ୍ରୁଟି, ଥରହର ଆମେରିକା
ଓ୍ବାଶିଂଟନ,୪।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ଏକ ତ୍ରୁଟି ସାମ୍ନାକୁ ଆସିଛି। ରବିବାର ଏକ ବେସାମରିକ ବିମାନ ନ୍ୟୁ ଜର୍ସିର ଟ୍ରମ୍ପଙ୍କ ଗଲ୍ଫ କ୍ଲବ ଉପରେ ପ୍ରତିବନ୍ଧିତ ଆକାଶ ସୀମାରେ ପ୍ରବେଶ କରିଥିଲା। ଫକ୍ସ ନ୍ୟୁଜ ଅନୁଯାୟୀ, ଘଟଣାଟି ଅପରାହ୍ନ…
ଏଣିକି ନାଇଟ୍ ଶିଫ୍ଟ କରିବେ ମହିଳା: ଆସିଲା ନୂଆ ନିୟମ
ଭୁବନେଶ୍ୱର,୪ା୮(ରବିନାରାୟଣ ଜେନା): ଦୀର୍ଘଦିନ ଧରି ଘରୋଇ ପ୍ରତିଷ୍ଠାନରେ ମହିଳାମାନେ ରାତିରେ କାର୍ଯ୍ୟ କରିବା ନେଇ ଥିବା ସରକାରୀ ବାଧ୍ୟବାଧକତାକୁ ଏବେ କୋହଳ କରାଯାଇଛି। ରାଜ୍ୟରେ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଏବଂ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିିରେ ରଖି ଶ୍ରମ ବିଭାଗ ପକ୍ଷରୁ ଓଡ଼ିଶା…
‘କୁଜିବର ପତ୍ର’ରୁ ଓଡ଼ିଆ ସାମ୍ବାଦିକତାର ଯାତ୍ରା: ଜାଣନ୍ତୁ ଇତିହାସ
‘କୁଜିବର ପତ୍ର’ରୁ ଆରମ୍ଭ ହୋଇଥିଲା ଓଡ଼ିଆ ସାମ୍ବାଦିକତାର ଯାତ୍ରା। କଟକ ଚୌଦ୍ବାର ନିକଟ କୁବିଜର ମଠର ମହନ୍ତ ସାଧୁସୁନ୍ଦର ଦାସ ୧୭୬୯ରେ ‘କୁଜିବର ପତ୍ର’ ନାମରେ ଏକ ହାତଲେଖା ପତ୍ରିକା ଆରମ୍ଭ କରିଥିଲେ। ସେତେବେଳେ ସାଧାରଣ ଲୋକଙ୍କୁ ସାମ୍ପ୍ରତିକ ସାମାଜିକ ଅବସ୍ଥା…
Archives


