ପୁରୁଷୋତ୍ତମପୁରରେ ହରଘର ତ୍ରିରଙ୍ଗା, ବିଧାୟକ ପ୍ରତିନିଧିଙ୍କ ସହ ସାମିଲ ହେଲେ…
ପୁରୁଷୋତ୍ତମପୁର,୧୩ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଭାଜପା ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍ଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ନାୟକ,ମନୋଜ କୁମାର ମହାପାତ୍ର, ଟୁକୁନା…
୨ ମହିଳାଙ୍କ ହାତଗୋଡ଼ ବାନ୍ଧି ମୁହଁରେ ସେଲୋ ଟେପ୍ ଲଗାଇ ଘରୁ ଲୁଟିନେଲେ ଦୁର୍ବୃତ୍ତ, ଚୋରି ବ୍ୟାଗ୍ ଖସି ପଡ଼ିବାରୁ…
ବାସୁଦେବପୁର,୧୩ା୮(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଢୁଆଁ ବଜାର ନିକଟରେ ଅବସ୍ଥିତ ପଳନ୍ଦ୍ର ମିଶ୍ରଙ୍କ ଘରେ ମଙ୍ଗଳବାର ରାତିରେ ସଶସ୍ତ୍ର ଡକାୟତି ହୋଇଛି, ଘରେ କେହି ପୁରୁଷ ଲୋକ ନ ଥିବା ବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ସ୍ତ୍ରୀ ସତ୍ୟଭାମା ଓ…
ଲକର ଭାଙ୍ଗି ନଗଦ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଲୁଟେରା
ଭୁବନ,୧୩ା୮(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ଡେଙ୍ଗାବାହାଳି ଗ୍ରାମର ବାସୁଦେବ ସାହୁଙ୍କ ଘରୁ ମଙ୍ଗଳବାର ରାତି ଗଡ୍ରେଜ ଭାଙ୍ଗି ନଗଦ ୫୦ ହଜାର ଟଙ୍କା ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟେରାମାନେ ଲୁଟି ନେଇଥିବା ବୁଧବାର ଭୁବନ…
ହାଇକୋର୍ଟଙ୍କ ବଡ଼ ଭୁଲ, ଜେଲ ଯିବାକୁ ଥିବା ବ୍ୟକ୍ତିଙ୍କୁ ମିଳିଲା ଜାମିନ, ଜାମିନ ମିଳିବା ବ୍ୟକ୍ତିଙ୍କୁ ହୋଇଗଲା ଜେଲ, ସବୁଠୁ ଆଶ୍ଚର୍ଯ୍ୟକର ଥିଲା ଏମାନଙ୍କର ସମ୍ପର୍କ
ନୂଆଦିଲ୍ଲୀ,୧୩।୮: ମଧ୍ୟପ୍ରଦେଶ ହାଇକୋର୍ଟରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଟାଇପିଂ ଭୁଲ ଯୋଗୁ ଜାମିନ ପାଇବାକୁ ନଥିବା ଅଭିଯୁକ୍ତଙ୍କୁ ଜାମିନ ମିଳିଗଲା ଏବଂ ଜାମିନ ପାଇବାକୁ ଥିବା ଅଭିଯୁକ୍ତଙ୍କ ଜାମିନ ଖାରଜ ହୋଇଗଲା। ତଥାପି, ଏହି ଭୁଲକୁ…
ବିଳିବିଳାଉଛି ପାକିସ୍ତାନ: ଭାରତକୁ ଖୋଲା ଧମକ ଦେଲେ ଶେହବାଜ
ନୂଆଦିଲ୍ଲୀ,୧୩।୮: ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ଅସ୍ଥାୟୀ ଭାବରେ ସ୍ଥଗିତ କରିବା ପରେ ପାକିସ୍ତାନ ବାରମ୍ବାର ନିଜର ରାଗ ପ୍ରକାଶ କରୁଛି। ପ୍ରତିଦିନ ପାକିସ୍ତାନର ସାମରିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା ପର୍ଯ୍ୟନ୍ତ ବୟାନ ଦେଉଛନ୍ତି। ସିନ୍ଧୁ ଜଳ…
ସୁସ୍ଥ ରହିବାକୁ ଚାହୁଁଥିଲେ…
ସୁସ୍ଥ ରହିବାକୁ କିଏ ବା ନ ଚାହେଁ? ହେଲେ ଏଥିପ୍ରତି ଆମକୁ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ତନ୍ମଧ୍ୟରୁ ପ୍ରଥମ ହେଲା ଜୀବନଶୈଳୀ। ଆମେ ଯଦି ଏକ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରିବା ତେବେ ନିଜକୁ କେତେକାଂଶରେ ସୁସ୍ଥ…
‘ହରିଜନ’ ଲେଖନାହିଁ: ସବୁ ବିଭାଗକୁ ଅନୁସୂଚିତ ଜାତି ବିଭାଗର ତାଗିଦ
ଭୁବନେଶ୍ୱର,୧୩ା୮ (ରବିନାରାୟଣ ଜେନା):ଏଣିକି ‘ହରିଜନ’ ଶବ୍ଦ କୌଣସି ସରକାରୀସ୍ତର କିମ୍ବା ଶିକ୍ଷାକ୍ଷେତ୍ରରେ ବ୍ୟବହାର କରାଯିବନାହିଁ। ଏନେଇ ବହୁ ପୂର୍ବରୁ ରୋକ୍ ଲାଗିଥିଲେ ହେଁ ମଙ୍ଗଳବାର ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ ବିଭାଗ ସଚିବ ବି. ପରମେଶ୍ୱର ପୁନର୍ବାର ସମସ୍ତ…
ଏହି ମାସରେ ହେବ RI -AMIN ପ୍ରିଲିମିନାରୀ ପରୀକ୍ଷା: ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର,୧୩ା୮(ସୁଚିସ୍ମିତା ସାହୁ):ଆର୍ଆଇ, ଏଆର୍ଆଇ, ଅମିନ ଏବଂ ଆଇସିଡିଏସ୍ ସୁପରଭାଇଜର୍ ପଦବୀରେ ନିଯୁକ୍ତି ପାଇଁ ପୁଣିଥରେ ପ୍ରିଲିମିନାରୀ ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଅକ୍ଟୋବର ଓ ନଭେମ୍ବରରେ ଏହି ପରୀକ୍ଷା ହେବ। କମ୍ପ୍ୟୁଟରବେସ୍ଡ ନିଯୁକ୍ତି ପରୀକ୍ଷା (ସିବିଆର୍ଇ) ମାଧ୍ୟମରେ…
ଦାଦାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ, ପୋଖରୀରେ ବୁଡ଼ିଗଲେ ପୁତୁରା: ଆଉ ତା’ପରେ…
ଆଳି,୧୩/୮(ବନମାଳୀ ସେନାପତି):ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି ହେବାକୁ ଯାଇ ପୋଖରୀରେ ବୁଡି ଶିଶୁପୁତ୍ର ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ମୁତାବକ, ଆଳି ଥାନା ଅନ୍ତର୍ଗତ ସାନମଙ୍ଗ ଗ୍ରାମର ରବି ନାରାୟଣ ଜେନାଙ୍କ ପୁଅ ଆୟୁଷ୍ମାନ କୁମାର ଜେନା (୧୧) ସମ୍ପର୍କୀୟ ଦାଦାଙ୍କୁ ଶୁଦ୍ଧି…
ପୁରୀ ଶ୍ରୀମନ୍ଦିରକୁ ମାଡି ଆସୁଛି ବିପଦ! ମନ୍ଦିର କାନ୍ଥରେ ଲେଖାହେଲା… ରାଜ୍ୟରେ ହଇଚଇ
ପୁରୀ,୧୩।୮: ଶ୍ରୀମନ୍ଦିର ସୁରକ୍ଷା ସହ ପରିହାସ । ପରିକ୍ରମା ପ୍ରକଳ୍ପରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ଖୋଲାଖୋଲି ସୁରକ୍ଷା କର୍ମୀଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି ଦୁବୃର୍ତ୍ତ। ମଦ ନିଶାରେ ହେଉ ଅବା ଜାଣତରେ ହେଉ ପୁରୀ ପୋଲିସକୁ ଦିଆଯାଇଛି ଚ୍ୟାଲେଞ୍ଜ । ପରିକ୍ରମା ପ୍ରକଳ୍ପ…
ଏହି ଛୋଟ କାମ ପାଇଁ ୧.୨ କୋଟି ଟଙ୍କାର ଚାକିରି ଛାଡ଼ିଦେଲେ ଯୁବକ: ସମସ୍ତେ କରୁଛନ୍ତି ବାଃ ବାଃ
ସମସ୍ତେ ଚାହାଁନ୍ତି ତାଙ୍କୁ ଏପରି ଏକ ଚାକିରି ମିଳୁ, ଯେଉଁଥିରେ ଲକ୍ଷ ଲକ୍ଷ ଟଙ୍କା ଦରମା ଏବଂ ସବୁ ପ୍ରକାର ସୁବିଧା ଥିବ। ଏହାଦ୍ୱାରା ସେ ଶାନ୍ତିରେ ନିଜ ଜୀବନ ବଞ୍ଚିପାରିବେ। ଯଦିଓ ଏହା ସମସ୍ତଙ୍କ ଭାଗ୍ୟରେ ଲେଖା ନ ଥାଏ,…
ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ସ୍ବାମୀଙ୍କ ତଣ୍ଟି ଚିପିଦେଲେ ସ୍ତ୍ରୀ
ସୁନ୍ଦରଗଡ଼, ୧୩।୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏଠାରେ ସ୍ବାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଛନ୍ତି ସ୍ତ୍ରୀ। ଟାଉନ ଥାନା ମିଶନ ରୋଡ୍ରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ପୋଲିସ…
Archives


