ତୃତୀୟ ଦିବସରେ ପହଞ୍ଚିଲା ରାଜସ୍ବ ଅମଲା ସଂଘର ଆନ୍ଦୋଳନ
କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ସାମୁହିକ ଛୁଟି ଆଜି ତୃତୀୟ ଦିବସରେ ପହଞ୍ଚିଲା। କେନ୍ଦୁଝରରେ ଏହି ଆନ୍ଦୋଳନ ଯୋଗୁ ବିଭିନ୍ନ ଜିଲାର ସମସ୍ତ ବ୍ଲକ, ତହସିଲ, ICDS, ITDA,RTO ପ୍ରଭୃତି ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ଠପ୍…
ସରକାରୀରୁ ନେଇ ପ୍ରାଇଭେଟ୍.. କେଉଁ ବ୍ୟାଙ୍କରେ କେତେ ମିନିମମ୍ ବାଲାନ୍ସ ଜରୁରୀ, ଜାଣି ରଖନ୍ତୁ ନଚେତ…
ନୂଆଦିଲ୍ଲୀ,୧୩।୮: ଭାରତର ଦୁଇ ପ୍ରମୁଖ ଘରୋଇ ବ୍ୟାଙ୍କ ଏଚ୍ଡିଏଫ୍ସି ଏବଂ ଆଇସିଆଇସିଆଇ ନିକଟରେ ସେଭିଙ୍ଗ୍ସ ଆକାଉଣ୍ଟ ପାଇଁ ମିନିମମ ଏଭରେଜ ବାଲାନ୍ସ (MAB) ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ ଏବେ ମେଟ୍ରୋ ଓ ସହରାଞ୍ଚଳରେ ରହୁଥିବା ଗ୍ରାହକଙ୍କୁ ଆକାଉଣ୍ଟରେ…
ନାବାଳିକା ଅପହରଣକାରୀଙ୍କୁ ୭ ବର୍ଷ ଜେଲ୍ଦଣ୍ଡ ସହ…
କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍ ଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ସାନସିଆଡ଼ିମାଳ ଗ୍ରାମର ଚିତ୍ତରଞ୍ଜନ ମହାନ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ତ ସହ ୫ହଜାର…
ଭାରତୀୟ ସେନାଠାରୁ ଅପରେଶନ ସିନ୍ଦୂରର ଅଭିଜ୍ଞତା ନେବ ଆମେରିକା ସେନା
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଶୁଳ୍କ ନେଇ ବିବାଦରେ ଅଛନ୍ତି, କିନ୍ତୁ ଏହି ସମୟରେ ଭାରତ ଏବଂ ଆମେରିକାର ସେନା ଏକ ବଡ଼ ସାମରିକ ଅଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଅଭ୍ୟାସର ନାମ ‘ଯୁଦ୍ଧ ଅଭ୍ୟାସ’,…
ଦୀର୍ଘ ୨୦ ବର୍ଷ ପରେ ପୁଣିଥରେ ଭାରତ ଆୟୋଜନ କରିବ କମନଓ୍ବେଲ୍ଥ ଗେମ? ଏହି ସହର କରିବ ହୋଷ୍ଟ
ନୂଆଦିଲ୍ଲୀ,୧୩।୮: ଭାରତ ପୁଣିଥରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ପ୍ରସ୍ତୁତ। ଭାରତୀୟ ଅଲିମ୍ପିକ ସଂଘ (IOA) ବୁଧବାର, ଅଗଷ୍ଟ ୧୩ ତାରିଖରେ ଭାରତକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛି। ୨୦୨୩ରେ ଅହମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ…
ପାକିସ୍ତାନରେ ଘର ଛାଡିଲେ ୫୫ ହଜାର ଲୋକ, ୨୭ ସ୍ଥାନରେ ୭୨ ଘଣ୍ଟାର କର୍ଫ୍ୟୁ, କ’ଣ ଏହା ପଛର କାରଣ ଜାଣନ୍ତୁ
ଇସଲାମାବାଦ,୧୩।୮: ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶର ବାଜୌର ଜିଲାରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ବିରୁଦ୍ଧରେ ପାକିସ୍ତାନୀ ସେନା ଏକ ବଡ଼ ଧରଣର ଅପରେଶନ ସରବାକାଫ ଆରମ୍ଭ କରିଛି। ଏହି ଅପରେଶନ ମୁଖ୍ୟତଃ ଲୋଇ ମାମୁଣ୍ଡ ଏବଂ ୱାର ମାମୁଣ୍ଡ ତହସିଲରେ ଚାଲିଛି,…
ଧାନ ବିକ୍ରି ପଞ୍ଜୀକରଣକୁ ସରଳ କରିବା ଦିଗରେ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ
ପଦ୍ମପୁର,୧୩ା୮(ପ୍ରଦୀପ୍ତ ଦାଶ): ଧାନବିକ୍ରି କରିବାକୁ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି। ପଞ୍ଜୀକରଣ ପାଇଁ କରାଯାଇଥିବା ନୂଆ ବ୍ୟବସ୍ଥା ଯୋଗୁ ଚାଷୀମାନେ ଚାଷ ବିଲରୁ କାମ ଛାଡ଼ି ସମବାୟ ସମିତିକୁ ଦୌଡୁଛନ୍ତି । ଦୀର୍ଘବର୍ଷ ଧରି ବନ୍ଦୋବସ୍ତ ହୋଇ ନ ଥିବାରୁ ଶତକଡ଼ା…
ଭାରତ ମାତା କି ଜୟ ଧ୍ୱନିରେ ପ୍ରକମ୍ପିତ ରାଜପଥ
ପାଟଣା,୧୩ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକରେ ବୁଧବାର ପାଟଣା ମଣ୍ଡଳ ଭାଜପା ତରଫରୁ ବିରାଟ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ବାଇକ୍ ରାଲି ଓ ଶୋଭାଯାତ୍ରା ମଲ୍ଲିପୋଷିଠାରୁ ଆରମ୍ଭ ହୋଇ ସାଧୁପଡ଼ା ଦେଇ ପାଟଣା ବଜାର ପରିକ୍ରମା କରି ଆନନ୍ଦେଶ୍ୱର…
ଟ୍ରମ୍ପଙ୍କ ଧମକ, ଟାରିଫ ଓ୍ବାର ମଧ୍ୟରେ ରୁଷିଆ ଗସ୍ତ କରିବେ ଜୟଶଙ୍କର
ନୂଆଦିଲ୍ଲୀ,୧୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ, ଭାରତ ଏବଂ ରୁଷିଆ ମଧ୍ୟରେ ସମ୍ପର୍କ ବହୁତ ନିବିଡ଼ ହେଉଛି। ସମ୍ପ୍ରତି ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରୁଷିଆ ଗସ୍ତ…
‘ପ୍ଲେୟାର ଅଫ ଦ ମଂଥ’ ଜିତି ବଡ଼ ରେକର୍ଡ କଲେ ଶୁବମନ, ଜାଣନ୍ତୁ…
ନୂଆଦିଲ୍ଲୀ,୧୩।୮: ଭାରତୀୟ ଟେଷ୍ଟ ଅଧିନାୟକ ଶୁବମନ ଗିଲଙ୍କ ନାମ ଏବେ ବି ଖବରରେ ରହିଛି। ଜୁଲାଇରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ ‘ପ୍ଲେୟାର ଅଫ ଦି ମଂଥ’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଟାଇଟଲ ଜିତିବା ସହିତ, ଶୁବମନ ଏକ…
କେନାଲରେ ଗାଧୋଇବାବେଳେ ବୁଡ଼ିଗଲେ ଛାତ୍ରୀ
ସାଲେପୁର/ନିଶ୍ଚିନ୍ତକୋଇଲି,୧୩ା୮(ଅରବିନ୍ଦ ଭୂୟାଁ/ଅଶୋକ ମହାପାତ୍ର): କେନାଲରେ ଗାଧୋଉ ଥିବାବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀ ପାଣିରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲା ସାଲେପୁର ବ୍ଲକ ପଟ୍ଟାମୁଣ୍ଡାଇ କେନାଲ ନରଦା ଗ୍ରାମ ନିକଟରେ। କେନାଲ ପାଣିରେ…
‘ଭାରତୀୟ ନାଗରିକ ହେବା ପୂର୍ବରୁ ଭୋଟର ଲିଷ୍ଟରେ ଯୋଡା ଯାଇଥିଲା ସୋନିଆଙ୍କ ନାଁ,’ ଭାଜପାର ଅଭିଯୋଗକୁ ନେଇ ରାଜନୀତି ସରଗରମ
ନୂଆଦିଲ୍ଲୀ,୧୩।୮: ବିରୋଧୀ ଦଳଗୁଡ଼ିକ ଭାରତୀୟ ଜନତା ପାର୍ଟି (ଭାଜପା) ଉପରେ ଭୋଟର ଜାଲିଆତିରେ ନିର୍ବାଚନ କମିଶନଙ୍କ ସହ ହାତ ମିଳାଇଥିବା ଅଭିଯୋଗ କରିଛନ୍ତି। ଏହି ସମୟରେ, ବୁଧବାର (୧୩ ଅଗଷ୍ଟ, ୨୦୨୫) ଭାଜପା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ…
Archives


