ଖୁସିରେ ଜେଜେ ମା’ଙ୍କୁ ରଙ୍ଗ ଲଗାଇଲେ ନାତି, ରାଗରେ ପଞ୍ଚମ ହୋଇ ଗରମ ପାଣି ଢ଼ାଳିଦେଲେ….
ମୁମ୍ବାଇ,୫ା୩: ନାଗପୁର ଜିଲାର କୋରାଡି ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ହୋଲିରେ ରଙ୍ଗ ଖେଳୁଥିବା ସମୟରେ ଜେଜେ ମା’ ଉପରେ ପକାଇ ଦେଇଥିଲେ । ଏହାପରେ ସେ କ୍ରୋଧିତ ହୋଇ ଫୁଟୁଥିବା ଗରମ ପାଣି ଆଣି ନାତି…
ଭାରତ ସହ ସେମିଫାଇନାଲ ମ୍ୟାଚ ପୂର୍ବରୁ ବଡ଼ ଚେତାବନୀ ଦେଲେ ଇଂଲଣ୍ଡର ପୂର୍ବତନ ଖେଳାଳି
ନୂଆଦିଲ୍ଲୀ,୫।୩: ଭାରତ ବିପକ୍ଷ ସେମିଫାଇନାଲ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ ତାଙ୍କ ଦଳକୁ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ବ୍ରଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଜଣେ ଖେଳାଳି ଭାବରେ ବର୍ଣ୍ଣନା କରିଛନ୍ତି ଯିଏ ଏକାକୀ ସମ୍ପୂର୍ଣ୍ଣ ମ୍ୟାଚର ମୋଡ଼…
ଶ୍ରୀମନ୍ଦିରର ୩ ସେବକଙ୍କୁ କୈଫିୟତ ତଲବ: ଜଣେ ସେବକଙ୍କ ଶାଢ଼ିବନ୍ଧା ଆଦେଶ ପ୍ରତ୍ୟାହାର ନେଇ…
ପୁରୀ,୫ା୩(ଅଜିତ କୁମାର ମହାନ୍ତି): ଫେବୃଆରୀ ୨୮ରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି। ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ…
ବିହାରରେ ପ୍ରଥମ ଥର BJP ମୁଖ୍ୟମନ୍ତ୍ରୀ! ନୀତୀଶଙ୍କ ପରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଜାଣନ୍ତୁ…
ପାଟନା,୫।୩: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିଛନ୍ତି। ଏବେ ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ ଭାରତୀୟ ଜନତା ପାର୍ଟି (ଭାଜପା)ରୁ ମିଳିପାରେ। ସୂତ୍ର ଅନୁସାରେ ନୀତୀଶ କୁମାର ଖୁବ ଶୀଘ୍ର…
ବୈଶାଖ ନପଶୁଣୁ ଉତ୍କଟ ଜଳ ସମସ୍ୟା, ବ୍ଲକ ଅଫିସ୍ ସମ୍ମୁଖରେ ଗରା ବାଲିଟି ଧରି ମହିଳାଙ୍କ ପ୍ରତିବାଦ
ପାଟଣା,୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ତଣ୍ଡ ବାଙ୍କ ଘାଟ ସାହିରେ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଏକ ମାତ୍ର ନଳକୂପ ୨୩ଦିନ ହେବ ଅଚଳ ହୋଇ ପଡ଼ିବାରୁ ସାହିର ୨୫ରୁ ଉର୍ଦ୍ଧ୍ବ ମହିଳା…
ପ୍ରଥମ ଥର ପାଇଁ କାହିଁକି ଆତଙ୍କବାଦ ତଦନ୍ତରେ ଚାଇନାର ସାହାଯ୍ୟ ଲୋଡ଼ିବ ଭାରତ? ଗୁପ୍ତ ସୂଚନା ଲୋଡ଼ିବ NIA, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୫।୩: ପହଲଗାମ ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତ ସଂସ୍ଥା (NIA) ଏବେ ଚାଇନାରେ ପହଞ୍ଚିଛି। ତଦନ୍ତ ସମୟରେ ଉଦ୍ଧାର ହୋଇଥିବା GoPro Hero-12 କଳା କ୍ୟାମେରା ପ୍ରଥମେ ଚାଇନାରେ ସକ୍ରିୟ ହୋଇଥିଲା। NIA ଜାଣିବାକୁ ଚାହୁଁଛି ଯେ ଏହି କ୍ୟାମେରା…
ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ ଅଫିସ ଆଗରେ ଧାନ ଗଦାକଲେ ଚାଷୀ
ବରଗଡ,୫।୩(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ସାଢେ ୩ମାସ ବିତିଯିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି। ଗୋଟିଏ ପଟେ ରବି ଚାଷକାର୍ଯ୍ୟ ଆଗେଇ ଚାଲିଥିବାବେଳେ ଅନ୍ୟପଟେ ଖରିଫରେ ଅମଳ ଧାନ…
ବୁଗୁଡ଼ାରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ, ପୂର୍ବତନ ଶ୍ରମ ମନ୍ତ୍ରୀ….
ବୁଗୁଡା,୫।୩(କାଳିଚରଣଦାଶ): ବୁଗୁଡ଼ା ବଳଦେବସ୍ବାମୀ ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ବ୍ଲକ…
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ମନ୍ତ୍ରୀ ସୁରେଶ ପୂଜାରୀ
ଭୁବନେଶ୍ୱର,୫ା୩: ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହୋଇଛନ୍ତି। ତାଙ୍କର ହୃଦ୍ରୋଗ ସମସ୍ୟା ଥିବାରୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ଡାକ୍ତରମାନେ ତାଙ୍କର ଆଞ୍ଜିଓଗ୍ରାଫି କରିଥିବାବେଳେ ଅନ୍ୟ ଚିକିତ୍ସା ବି କରିଥିଲେ। ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ…
‘ମୋଦି ଜଣେ ଭିନ୍ନ ପ୍ରକାରର ନେତା… ୨୫ ବର୍ଷ ମଧ୍ୟରେ ଗୋଟିଏ ଦିନ ବି ଛୁଟି ନେଇନାହାଁନ୍ତି’, କାନାଡିୟ ପ୍ରଧାନମନ୍ତ୍ରୀ ମାର୍କ କାର୍ନି କହିଲେ…
ନୂଆଦିଲ୍ଲୀ,୫।୩: ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କରେ କିଛି ସମୟ ପରେ, ଦୁଇ ଦେଶ ମଧ୍ୟରେ ଏକ ନୂତନ ଆରମ୍ଭ ସ୍ଥାପନ ପାଇଁ ପ୍ରୟାସ ତୀବ୍ର ହୋଇଛି ଏବଂ ଏହା ଦୃଶ୍ୟମାନ ହେଉଛି। ଏହି ସମୟରେ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି…
ରାଜ୍ୟ ସଭା ଯିବା ପରେ କେତେ ଦରମା ପାଇବେ ନୀତୀଶ କୁମାର?
ନୂଆଦିଲ୍ଲୀ,୫।୩: ରାଜ୍ୟ ସଭା ଯିବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ନୀତୀଶ କୁମାର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଏହି ଖବରକୁ ନିଶ୍ଚିତ କରିଛନ୍ତି । ସେ ଲେଖିଛନ୍ତି, “ମୁଁ ଏହି ନିର୍ବାଚନରେ ରାଜ୍ୟ ସଭାର ସଦସ୍ୟ ହେବାକୁ ଚାହୁଁଛି।”…
‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଥିଲା ଯୋଜନା’, ଇରାନୀ ଗୁପ୍ତଚର ଏଜେଣ୍ଟଙ୍କ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ
ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଜଣେ ପାକିସ୍ତାନୀ ନାଗରିକ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଇରାନୀ ଗୁପ୍ତଚର ଏଜେଣ୍ଟମାନେ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତି…
Archives


