ବିଫଳ ହେଲା ମୁନିରଙ୍କ ସହ ଟ୍ରମ୍ପଙ୍କ ମଧ୍ୟାହ୍ନ ଭୋଜନ ଯୋଜନା, ଆମେରିକାକୁ ଧମକ ଦେବା ଆରମ୍ଭ କଲାଣି ପାକିସ୍ତାନ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ଭବନ ହ୍ବାଇଟ ହାଉସରେ ପାକିସ୍ତାନୀ ସେନା ମୁଖ୍ୟ ଅସୀମ ମୁନିରଙ୍କ ସହ ମଧ୍ୟାହ୍ନ ଭୋଜନ କରିବାର ଚାଲ ବିଫଳ ହୋଇଛି। ଇରାନ ଉପରେ ବିମାନ ଆକ୍ରମଣ ପରେ, ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ…
କେମିତି ରହିବେ ନୀରୋଗ: ଆପଣାନ୍ତୁ ଏହି ଟିପ୍ସ
ଆମର ଏଭଳି କେତେକ ଅଭ୍ୟାସ ରହିଛି ଯାହା ପ୍ରତି ଆମେ ନଜର ନେବା ନିହାତି ଦରକାର। କାରଣ ନିଜକୁ ସୁସ୍ଥ ରଖିବା ଲାଗି କେତେକ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ। ଖାଇବାର ଠିକ୍ ପରେ ପରେ ଫଳମୂଳ ଆଦୌ ଖାଆନ୍ତୁ ନାହିଁ।…
ଦୁର୍ଘଟଣା ଏଡାଇବାକୁ ଏଥର ରିୟାଦ ଡାଇଭର୍ଟ ହେଲା ଏୟାର ଇଣ୍ଡିଆ ବିମାନ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା
ନୂଆଦିଲ୍ଲୀ,୨୩।୬: ବର୍ମିଂହାମରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆର AI114 ବିମାନରେ ବୋମା ଥିବା ଖବର ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏହାକୁ ସାଉଦି ଆରବର ରିୟାଦ ବିମାନବନ୍ଦରକୁ ସ୍ଥାନାନ୍ତରିତ କରାଯାଇଥିଲା। ଶନିବାର (୨୧ ଜୁନ) ବିମାନଟି ଉଡ଼ାଣ କରିଥିଲା ଏବଂ ରବିବାର…
ଆଜି ଆସିବ ଚାରି ରାଜ୍ୟର ୫ ବିଧାନସଭା ଉପନିର୍ବାଚନର ଫଳାଫଳ
ନୂଆଦିଲ୍ଲୀ,୨୩।୬: ଗୁରୁବାର (ଜୁନ ୧୯) ଚାରିଟି ରାଜ୍ୟର ପାଞ୍ଚଟି ବିଧାନସଭା ଆସନରେ ହୋଇଥିବା ବିଧାନସଭା ଉପନିର୍ବାଚନର ଫଳାଫଳ ସୋମବାର ଆସୁଛି। ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି। ଭୋଟ ଗଣତି ଆରମ୍ଭ ହେବାର କିଛି ସମୟ ପରେ ଟ୍ରେଣ୍ଡ ମଧ୍ୟ…
ଆଜ୍ମା ରୋଗୀଙ୍କ ପାଇଁ ଉପକାରୀ ଶାଗ
ସ୍ବାସ୍ଥ୍ୟ ପାଇଁ ଶାଗ କେତେ ଉପକାରୀ ତାହା ଅନେକ ଜାଣନ୍ତି। ଏଥିରେ କ୍ୟାଲ୍ସିୟମ୍, ଆଇରନ୍ ବ୍ୟତୀତ ଭିଟାମିନ୍-ଏ, ସି ଏବଂ ଇ ଆଦି ଭରି ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଶାଗ ଖାଆନ୍ତି, ତେବେ ତାଙ୍କର ଓଜନ କେତେକାଂଶରେ ନିୟନ୍ତ୍ରଣରେ…
ଆଙ୍ଗୁଠି ଫୁଟାଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନରେତ୍ ହୋପାରେ…
ଆଙ୍ଗୁଠି ଫୁଟାଇଲେ ଟିକେ ଆରାମ ଲାଗେ। କିନ୍ତୁ କେତେକ ବ୍ୟକ୍ତିଙ୍କର ଏହା ଏକ ଅଭ୍ୟାସର ପରିଣତ ହୋଇଯାଇଥାଏ। ତେବେ ଏଭଳି ଅଭ୍ୟାସର ଖରାପ ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିବାର ଆଶଙ୍କା ରହିଛି ବୋଲି ବର୍ଲିନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।…
ପରିସ୍ଥିତି ଓ ମନୋସ୍ଥିତି
ସତୁରି ଦଶକରେ ଆମେରିକାର ଜେଲ୍ଗୁଡିକରେ କ୍ଷମତା ଓ ବ୍ୟକ୍ତିତ୍ୱକୁ ନେଇ ନୌସେନା/ତଟରକ୍ଷୀ ବିଭାଗ ଅନୁସନ୍ଧିତ୍ସୁ ହୋଇପଡ଼ିିଥିଲେ। ଜେଲର୍ ଓ କଏଦୀମାନଙ୍କ ମଧ୍ୟର ସମ୍ପର୍କ ଥିଲା ଗବେଷଣାର ବିଷୟବସ୍ତୁ। ୧୯୭୧ ଅଗଷ୍ଟ ମାସରେ କାଲିଫର୍ନିଆସ୍ଥିତ ଷ୍ଟାନ୍ଫୋର୍ଡ ରିସର୍ଚ୍ଚ ୟୁନିଭରସିଟିର ମନୋବୈଜ୍ଞାନିକ ପ୍ରଫେସର ଫିଲିପ୍…
ଜୀବନରେ ସତ୍ୟର ସନ୍ଧାନ
ଈଶାବାସ୍ୟ ଉପନିଷଦରେ ପ୍ରାର୍ଥନା କରାଯାଇଛି, ”ହିରଣ୍ମୟେନ ପାତ୍ରେଣ ସତ୍ୟସ୍ୟାପିହିତଂ ମୁଖଂ। ତତ୍ତ୍ୱଂ ପୂଷନ୍ନପାବୃଣୁ ସତ୍ୟଧର୍ମାୟ ଦୃଶ୍ୟତେ।“ ଅର୍ଥାତ୍ ସତ୍ୟର ମୁଖ ସ୍ବର୍ଣ୍ଣମୟ ପାତ୍ର ଭିତରେ ଢଙ୍କା ହୋଇ ରହିଛି। ହେ ସୂର୍ଯ୍ୟଦେବ! ସତ୍ୟର ସାଧକ ପାଇଁ ତାକୁ ଅନାବୃତ କରିଦିଅନ୍ତୁ। ବ୍ୟାବହାରିକ…
ନଦୀକୂଳରେ ବଉଳାକୁମ୍ଭୀର ବସା
ମହାକାଳପଡ଼ା,୨୩ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ନଦୀ ନାଳଘେରା ଅଞ୍ଚଳରେ ବହୁସଂଖ୍ୟାରେ କୁମ୍ଭୀର ଘୂରି ବୁଲୁଛନ୍ତି। ଅନେକ ସମୟରେ ଲୋକେ ନଦୀ ନାଳରେ ପ୍ରବେଶ କରିବା ଯୋଗୁ କୁମ୍ଭୀର ଆକ୍ରମଣରେ ଶିକାର ହୋଇ ଜୀବନ ଯାଉଛି। ସେହିପରି ମହାନଦୀ, ଚିତ୍ରୋତ୍ପଳା,…
ପଶିଲା ଆମେରିକା
ଇସ୍ରାଏଲ-ଇରାନ୍ ଯୁଦ୍ଧର ୧୦ ଦିନ ମଧ୍ୟରେ ଆମେରିକା ସେମାନଙ୍କ ମଝିରେ ପ୍ରବେଶ କରିବା ନୂଆ ଅନ୍ତର୍ଜାତୀୟ ବିବାଦ ସୃଷ୍ଟି କଲାଣି। ଯେତେବେଳେ ଇରାନ୍ ଉପରକୁ ଇସ୍ରାଏଲ ଆକ୍ରମଣ କରିଥିଲା ସେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କହିଥିଲେ ଯେ, ଇରାନ୍ ଓ…
ଇରାନର ଆଣବିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଛି: ପେଣ୍ଟାଗନ ମୁଖ୍ୟ
ଓ୍ବାଶିଂଟନ,୨୩ା୬: ଇରାନର ନ୍ୟୁକ୍ଲିୟର ଫାସିଲିଟି ଉପରେ ଆମେରିକାର ଆକ୍ରମଣ ଯୋଗୁ ଏହାର ଆଣବିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା ପେଣ୍ଟାଗନ ମୁଖ୍ୟ ତଥା ଆମେରିକା ପ୍ରତିରକ୍ଷା ସଚିବ ପେଟେ ହେଗ୍ସେଠ୍ କହିଛନ୍ତି। ଆମ କମାଣ୍ଡର-ଇନ୍-ଚିଫ୍ (ଟ୍ରମ୍ପ୍)ଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ…
ଆମେରିକାର ଘାତକ ବି-୨ ବମ୍ବର
ଓ୍ବାଶିଂଟନ୍,୨୩ା୬: ଇରାନ୍ର ୩ ଆଣବିକ କେନ୍ଦ୍ରକୁ ଧ୍ୱସ୍ତବିଧ୍ୱସ୍ତ କରିବାରେ ସକ୍ଷମ ହୋଇଥିବା ଆମେରିକାର ବି-୨ ବମ୍ବର ମିସୋରିଠାରୁ ଲଗାତର ୩୭ ଘଣ୍ଟା ଉଡ଼ାଣ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମିଶନକୁ ସଫଳ କରିଥିଲା। ଶନିବାର ବି-୨ ବମ୍ବରଗୁଡ଼ିକ ଗୁଆମ୍ ପାସିଫିକ୍ ଆଇଲାଣ୍ଡରେ…
Archives


