Home

୬ ମାନବାଧିକାର ସଂଗଠନକୁ ଭାରତ ସମେତ ୬ ଦେଶ ପକ୍ଷରୁ ଝଟ୍‌କା, ଜାତିସଂଘରେ ମାନ୍ୟତା ବିରୋଧରେ ଦେଲେ ଭୋଟ…

ଜେନେଭା, ୨୩।୭ : ଭାରତ ସମେତ ଅନ୍ୟ ୬ଟି ଦେଶ ଯୋଗୁ ୬ଟି ମାନବିକ ଅଧିକାର ଗୋଷ୍ଠୀକୁ ଏକ ବଡ଼ ଝଟକା ଲାଗିଛି। ଜାତିସଂଘରେ ଏସବୁ ସଂଗଠନଗୁଡ଼ିକୁ ମାନ୍ୟତା ଦେବାଲାଗି ଅଣାଯାଇଥିବା ପ୍ରସ୍ତାବ ବିରୋଧରେ ୬ ଦେଶ ଭୋଟ ଦେଇଛନ୍ତି। ଏହି…

ଶ୍ରୀଲଙ୍କାର ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ପାଇଁ ୫୦୦ କୋଟି ସହାୟତା ଦାବି କଲା ଡବ୍ଲୁଏଫପି …

ଜେନେଭା/କଲମ୍ବୋ, ୨୩।୭ : ଆର୍ଥିକ ସଙ୍କଟ ଯୋଗୁଁ ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କୁ ଦୁଇବେଳା ଖାଇବାକୁ ମିଳୁନି। ଦେଶରେ ୬୦ ଲକ୍ଷରୁ ଅଧିକ ଭୋକିଲାଙ୍କ ସମସ୍ୟାର ସମାଧାନ ପାଇଁ ବିଶ୍ୱ…

ଜୀବନ-ମୃତ୍ୟୁର ୩୨ କାହାଣୀ, କରୋନା ଯୋଦ୍ଧାଙ୍କ ଉପରେ ପୁସ୍ତକ…

ନୂଆଦିଲ୍ଲୀ, ୨୩।୭ : ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶନିବାର କରୋନା ସଙ୍କଟ ସମୟରେ ଦେଶର ଲୋକଙ୍କୁ ସେବା କରୁଥିବା ତଥା ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ ସମୟରେ ସେମାନଙ୍କୁ ସାହାଯ୍ୟ କରୁଥିବା କରୋନା ଯୋଦ୍ଧା ସେନାର…

ଏନଡିଏ-ନୋ ଡାଟା ଏଭଲେବୁଲ, ରାହୁଲଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୨୩।୭ : କଂଗ୍ରେସ ପକ୍ଷରୁ ଭାଜପା ନେତୃତ୍ୱାଧିନ ଏନଡିଏ ସରକାରଙ୍କୁ ଟାର୍ଗେଟ କରିବା ଜାରି ରଖିଛି। ଏହି ମର୍ମରେ ପୂର୍ବତନ ରାହୁଲ ଗାନ୍ଧୀ ଶନିବାର କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କରୋନା ମହାମାରୀ ସମୟରେ ଅମ୍ଳଜାନ ଅଭାବ, କୃଷକଙ୍କ…

ବିନା ଯାଞ୍ଚ୍‌ରେ ମିଡ଼ିଆ ଚଳାଉଛି କଙ୍ଗାରୁ କୋର୍ଟ, ସିଜେଆଇଙ୍କ କଡ଼ା ଟିପ୍ପଣୀ…

ନୂଆଦିଲ୍ଲୀ,୨୩।୭ : ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଏନ.ଭି ରମନା ଶନିବାର ଇଲେକ୍ଟ୍ରୋନିକ ଏବଂ ସୋସିଆଲ ମିଡିଆକୁ କଡ଼ା ସମାଲୋଚନା କରି ଗଣତନ୍ତ୍ରର କ୍ଷତି କରୁଛନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଗଣମାଧ୍ୟମ ବିନା ଯାଞ୍ଚରେ କଙ୍ଗାରୁ କୋର୍ଟ ଚଳାଉଛି। ପୂର୍ବତନ…

ଦେଢ଼ ଲକ୍ଷ ଟପିଲା ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ସ୍ବାଇନ୍‌ ଫ୍ଲୁରେ ଜଣଙ୍କର ମୃତ୍ୟୁ

ମୋରାଦାବାଦ,୨୩।୭: ଉତ୍ତରପ୍ରଦେଶର ମୋରାଦାବାଦରେ ସ୍ବାଇନ୍‌ ଫ୍ଲୁରେ ଜଣଙ୍କ ମୃତ୍ୟୁ ଘଟିଛି। ଏହି ମୃତ୍ୟୁ ପରେ ଉକ୍ତ ଅଞ୍ଚଳରେ ଭୟର ବାତବରଣ ଖେଳିଯାଇଛି। ଦିଲ୍ଲୀର ସର୍‌ ଗଙ୍ଗାରାମ ହସ୍ପିଟାଲରେ ସ୍ବାଇନ୍‌ ଫ୍ଲୁ ଯୋଗୁ ମୋରାଦାବାଦର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ଏହି ଖବର…

‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଦୀପେଶ ଭାନଙ୍କ ନିଧନ

ମୁମ୍ବାଇ,୨୩।୭: ଟିଭି ଇଣ୍ଡଷ୍ଟ୍ରିରୁ ଆଉ ଏକ ବଡ଼ ଦୁଃଖଦ ଖବର ସାମ୍ନାକୁ ଆସିଛି। ଟିଭି ଜଗତର ବେଶ୍‌ ଲୋକପ୍ରିୟ ସିରିୟଲ୍‌ ‘ଭାଭିଜୀ ଘର ପେ ହେ’ର ମଲଖାନ ଫେମ୍‌ ଅଭିନେତା ଦୀପେଶ ଭାନଙ୍କ ପରଲୋକ ଘଟିଛି। ଶନିବାର ୪୧ବର୍ଷ ବୟସରେ ତାଙ୍କର…

ଆମେରିକାରେ ପ୍ରଥମ ଥର ଶିଶୁଙ୍କଠାରେ ମଙ୍କିପକ୍ସ ଚିହ୍ନଟ

ଓ୍ବାଶିଂଟନ୍‌,୨୩।୭: ଭାରତ ପରେ ଆମେରିକାରେ ପ୍ରଥମ ଥର ପାଇଁ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି। ଏଠାରେ ଦୁଇ ଶିଶୁଙ୍କଠାରେ ମଙ୍କିପକ୍ସ ସଂକ୍ରମଣ ଦେଖିବାକୁ ମିଳିଛି। ଏନେଇ ଶନିବାର ଆମେରିକା ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। କାଲିଫର୍ନିଆର ଜଣେ ଶିଶୁ ଏବଂ ଆଉ…

୨୬ ଘଣ୍ଟାର ପଚରାଉଚରା ପରେ ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଗିରଫ

କୋଲକାତା,୨୩।୭: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମମତା ବାନାର୍ଜୀଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଛି। ଏଥିସହ ତାଙ୍କ ଘନିଷ୍ଠ ବନ୍ଧୁ ଅର୍ପିତା ମୁର୍ଖାଜୀଙ୍କୁ ମଧ୍ୟ ଇଡି ଗିରଫ କରିଛି। ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ଚଢ଼ାଉ କରି ୨୬ଘଣ୍ଟାର ପଚରାଉଚରା ପରେ ଚାଟାର୍ଜୀଙ୍କୁ…

ଉଦ୍ଧବ, ଶିନ୍ଦେଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ମାଗିଲେ ଇସି

ନୂଆଦିଲ୍ଲୀ,୨୩ା୭: ଶିବସେନା ଉପରେ କର୍ତ୍ତୃତ୍ୱକୁ ନେଇ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ଲଢ଼େଇ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ଦଳର ନେତୃତ୍ୱ କିଏ ନେବେ ତାହା ପ୍ରମାଣିତ କରିବା ଲାଗି ଉଭୟଙ୍କୁ…

ବୈଠକରେ ହେଲାନି ଅଗ୍ନିପଥ ଆଲୋଚନା

ନୂଆଦିଲ୍ଲୀ,୨୩ା୭: ପ୍ରତିରକ୍ଷା ସମ୍ପର୍କିତ ଏକ ସଂସଦୀୟ କମିଟିରେ ଶୁକ୍ରବାର ଅଗ୍ନିପଥ ଯୋଜନା ସମ୍ପର୍କରେ ଆଲୋଚନା ପାଇଁ ଅନୁମତି ନ ମିଳିବାରୁ ବିରୋଧୀ ସଦସ୍ୟମାନେ ଅଧାରୁ ଉଠି ବୈଠକ ବର୍ଜନ କରିଛନ୍ତି। କଂଗ୍ରେସ ଏବଂ ବିଏସ୍‌ପି ସଦସ୍ୟମାନେ ଉକ୍ତ କମିଟି ଅଧ୍ୟକ୍ଷ ଜୁଏଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?