ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା ଅପରାଧ ନୁହେଁ, କୋର୍ଟଙ୍କ ରାୟ…
ମୁମ୍ବାଇ, ୨୦।୬ : ବିଳମ୍ବିତ ରାତ୍ରରେ ରାସ୍ତାରେ ବୁଲିବା କୌଣସି ଅପରାଧ ନୁହେଁ ବୋଲି ମୁମ୍ବାଇ ଏକ କୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି। କର୍ଫ୍ୟୁ ଜାରି ହୋଇ ନ ଥିଲେ ରାସ୍ତାରେ ବୁଲିବା ଅପରାଧ ନୁହେଁ ବୋଲି କୋର୍ଟ…
ବିଦ୍ୟୁତ୍ ଖୁଣ୍ଟ ପଡ଼ି ୬ ଗୋରୁଙ୍କ ଜୀବନ ଗଲା
ବୌଦ୍ଧ/ବଘିଆପଡ଼ା,୨୦ା୬(ସ୍ବ.ପ୍ର./ଡି.ଏନ୍.ଏ.): ବୌଦ୍ଧ ଜିଲା ବଘିଆପଡ଼ା ଅଞ୍ଚଳରେ ସୋମବାର ବିଦ୍ୟୁତ୍ତାର ସଂସ୍ପର୍ଶରେ ଆସି ୬ ଗୋରୁଙ୍କର ମୃତ୍ୟୁ ଘଟିଥିଛି। ୨ ଆହତ ହୋଇଛନ୍ତି। ବଘିଆପଡ଼ାସ୍ଥିତ ପାଲଝାର କୃଷି ଫାର୍ମରେ ବିଦ୍ୟୁତ୍ ଖୁଣ୍ଟ ପଡ଼ିଯିବାରୁ ଏହି ଅଘଟଣ ଘଟିଛି। ତେବେ ଫାର୍ମର ୨ କର୍ମଚାରୀ…
ବ୍ରହ୍ମାଣ୍ଡର ମୃତ୍ୟୁ
ଘଟଣାଟି ଏତିକିରେ ସୀମିତି ନୁହେଁ। ଆହୁରି ଏକ ପଦ୍ଧତି ଅଛି, ଯାହାଦ୍ୱାରା ମଧ୍ୟ ବ୍ରହ୍ମାଣ୍ଡ ଧ୍ୱଂସ ହୋଇପାରେ। ପୁଣି ଅଧିକାଂଶ ବିଜ୍ଞାନୀ ଏହି ପଦ୍ଧତିଟିକୁ ବେଶି ଗ୍ରହଣଯୋଗ୍ୟ ବୋଲି ମନେ କରିଥାନ୍ତି। ବ୍ରହ୍ମାଣ୍ଡର ସମସ୍ତ କ୍ଷେତ୍ରରେ ପରିଲକ୍ଷିତ ହୁଏ ଏକ ‘ସିମେଟ୍ରି’…
ସୁସ୍ଥ ଶରୀର ଓ ଯୋଗ
ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ରରେ ବିଭିନ୍ନ ଖାଇବା ପ୍ରଣାଳୀ, ଶୋଇବା ସମୟ ଓ ବଞ୍ଚିବାର ବିଭିନ୍ନ ପ୍ରକାର ଜୀବନଶୈଳୀ ଦ୍ୱାରା ମନୁଷ୍ୟ ଦୈନନ୍ଦିନ ଜୀବନ ଅତିବାହିତ କରିଥାନ୍ତି। କିନ୍ତୁ ପୃଥିବୀର ସମସ୍ତ ବର୍ଗର ମନୁଷ୍ୟ ସମାଜର ଜୀବନଶୈଳୀ ଯାହା ଥାଉନା କାହିଁକି…
ଝିଅକୁ ଉପହାର ଦେଲେ ପ୍ରିୟଙ୍କା
ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଫାଦର୍ସ ଡେ’ ଅବସରରେ ସ୍ବାମୀ ନିକ ଜୋନାସ ଏବଂ ଝିଇ ମାଳତୀ ମ୍ୟାରିଙ୍କ ପାଇଁ ସୋସିଆଲ ମିଡିଆରେ ଫଟୋ ସହ ଏକ ଭାବପ୍ରବଣ ନୋଟ ଶେୟାର କରିଛନ୍ତି। ଏହି ଫଟୋରେ, ନିକ ଝିଅ ମାଳତୀଙ୍କୁ ହାତ…
ଖଣିକୁ ଅଡ଼ୁଆ ରପ୍ତାନି ଶୁଳ୍କ
ଯୋଡ଼ା,୨୦।୬(ଡି.ଏନ.ଏ.): ଖଣିଜ ସମ୍ପଦ ରପ୍ତାନି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବର୍ଦ୍ଧିତ ଶୁଳ୍କ ଓଡ଼ିଶାର ଖଣି ସମୃଦ୍ଧ ଅଞ୍ଚଳ ପାଇଁ ଅଭିଶାପ ସଦୃଶ ହୋଇଛି। ଗତ ମେ ମାସରେ କେନ୍ଦ୍ର ସରକାର ଲୁହାପଥର ରପ୍ତାନି ଉପରେ ୪୯% ଏବଂ ଲୁହାପଥର ଗୁଣ୍ଡ ବ୍ୟବହାର…
ମାକ୍ରୋନ୍ ସଂଖ୍ୟା ଗରିଷ୍ଠତା ହରାଇବା ଆଶଙ୍କା…
ନୂଆଦିଲ୍ଲୀ, ୨୦।୬ : ଦେଶର ସଂସଦ ନିର୍ବାଚନର ଅନ୍ତିମ ରାଉଣ୍ଡରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମିଳିତ ମଞ୍ଚ ସର୍ବାଧିକ ଆସନ ଜିଣିଛି, କିନ୍ତୁ ସଂସଦୀୟ ସଂଖ୍ୟାଗରିଷ୍ଠତା ହରାଇଛି। ଏକଜିଟ ପୋଲ ଆଧାରରେ ଏହା କୁହାଯାଉଛି। ଆଂଶିକ ଫଳାଫଳ ଉପରେ ଆଧାର…
ଆହ୍ବାନକୁ ସାମ୍ନା କରିବା ଓଡ଼ିଆ ଜାତିର ଜାତୀୟ ଚରିତ୍ର
ଆଜି ବି ଶ୍ରୀପଦ୍ମକେଶର ମନ୍ଦିରର ଉତ୍ତରପାର୍ଶ୍ୱରେ ଦୁଇଟି ହାତୀ ରହିଛନ୍ତି। ସୁଦେହିକା ଯେଉଁ ମୁଦ୍ରାରେ ଗଜପତିଙ୍କୁ ଶୁଣ୍ଢରେ ଧରି ଉଦ୍ଧାର କରିଥିଲା, ସେଇ ମୁଦ୍ରାରେ ଶୋଭା ପାଉଛି। ବିଶ୍ୱ ଆଜି ଦେଖୁଛି ଓଡ଼ିଆ ଶିଳ୍ପୀ ଧର୍ମପଦର ଜୀବନ୍ତ ପଥର ମୂର୍ତ୍ତିର ଅବିକଳ…
ଅଗ୍ନିପଥ ଭାରତୀୟ ଯୁବବର୍ଗଙ୍କ ପାଇଁ ଏକ ସୁଅବସର, ରବିଶଙ୍କର…
ନୂଆଦିଲ୍ଲୀ, ୨୦।୬ : ଦେଶରେ ଅଗ୍ନିପଥ ଯୋଜନା ନେଇ ଯୁବବର୍ଗଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ପ୍ରଦର୍ଶନ ଜାରି ରହିଛି। ଏପରିସ୍ଥଳେ ଆର୍ଟ ଅଫ ଲିଭିଂ ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି…
ରାଜ୍ୟରୁ ୧୨୨ ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ୱର, ୨୦।୬ (ବ୍ୟୁରୋ): ରାଜ୍ୟରେ ଏବେ ଡେଙ୍ଗୁ ସଂକ୍ରମଣ ମାଡ଼ି ଚାଲିଛି। ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଜିଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ମୌସୁମୀ ବର୍ଷା ଆରମ୍ଭ ହୋଇଥିବାରୁ ଆଗକୁ ଏହି ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଇତିମଧ୍ୟରେ ଚଳିତ…
‘ବିଜୟଭର୍ଗୀୟ ହେଉଛନ୍ତି ‘ଅଗ୍ନିପଥ’ର ଖଳନାୟକ’
ନୂଆଦିଲ୍ଲୀ,୨୦।୬: ଭାଜପା ରାଷ୍ଟ୍ରୀୟ ସମ୍ପାଦକ କୈଳାଶ ବିଜୟଭର୍ଗୀୟ ସରକାରଙ୍କ ନୂଆ ଅଗ୍ନିପଥ ଯୋଜନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଅଗ୍ନିବୀରମାନେ ୪ ବର୍ଷ ପରେ ଅବସର ନେଲେ ସେମାନଙ୍କୁ ଭାଜପା ଦଳୀୟ କାର୍ଯ୍ୟାଳୟରେ ସିକ୍ୟୁରିଟି ଗାର୍ଡ ଚାକିରି…
ଅଗ୍ନିପଥ ନିଆଁ, ୫୩୯ ଟ୍ରେନ୍ ଚଳାଚଳ ବ୍ୟାହତ, ୧୮୧ ଏକ୍ସପ୍ରେସ୍ ବାତିଲ…
ନୂଆଦିଲ୍ଲୀ, ୨୦।୬ : ଅଗ୍ନିପଥ ଯୋଜନା ବିରୋଧରେ ଦେଶ ବ୍ୟାପି ଭାରତ ବନ୍ଦ ଡାକରାରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ଚକାଜାମ୍ ଯୋଗୁ ଭାରତୀୟ ରେଲଓ୍ବେ ପକ୍ଷରୁ ୧୮୧ ଏକ୍ସପ୍ରେସକୁ ବାତିଲ କରାଯାଇଛି। ଏହା ସହିତ ୩୪୮ ଯାତ୍ରୀବାହୀ ଟ୍ରେନ ମଧ୍ୟ…
Archives


