Home

କମିଲା ଗ୍ୟାସ ଦର

ନୂଆଦିଲ୍ଲୀ,୧।୭: ପ୍ରତି ମାସରେ କିଛି ନା କିଛି ନୂଆ ପରିବର୍ତ୍ତନ ଆସୁଛି। ଏହି କ୍ରମରେ, ଆଜି ଅର୍ଥାତ ୧ ଜୁଲାଇ ଠାରୁ, ଏପରି କିଛି ନିୟମ ପରିବର୍ତ୍ତନ କରାଯାଉଛି ଯାହା ଆପଣଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ…

ହିମାଚଳରେ ବାଦଲ ଫଟା ବର୍ଷା, ୩ ମୃତ ୩୦ ନିଖୋଜ

ମଣ୍ଡି,୧।୭: ହିମାଚଳ ପ୍ରଦେଶର ମଣ୍ଡି ଜିଲାରେ ସୋମବାର ରାତିରେ ଏବଂ ମଙ୍ଗଳବାର ସକାଳେ ବାଦଲ ଫଟା ବର୍ଷା ଯୋଗୁ ବହୁ କ୍ଷୟକ୍ଷତି ଘଟିଛି। କାରସୋଗ, ସେରାଜ ଏବଂ ଧରମପୁର ଉପଖଣ୍ଡରେ ଏହି ବାଦଲ ଫଟା ବର୍ଷା ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇଛି।…

ଏଇ ଭାରତରେ

ଚେନ୍ନାଇର ୩୬ ବର୍ଷୀୟା ଡି. ଉମାରାନୀ ଅସହାୟ ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବିଶେଷକରି ଅନ୍ୟମାନଙ୍କ ଘରେ କାମ କରୁଥିବା ଗରିବ ମହିଳା, ଶ୍ରମିକ ଶ୍ରେଣୀର ଲୋକ କିମ୍ବା ପରିବାର ଛାଡ଼ି ଅସହାୟ ଅବସ୍ଥାରେ ରହୁଥିବା ୮୦୦ ଲୋକଙ୍କୁ ପ୍ରତିଦିନ ଦୁଇବେଳା…

ଶହେବର୍ଷର ଆହ୍ବାନ

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶକୁ ଶହେ ବର୍ଷ ପୂର୍ତ୍ତି ହେବାକୁ ଆଉ ଏଗାର ବର୍ଷ ବାକି ଅଛି। ଗୋଟିଏ ପ୍ରଦେଶକୁ ଶହେ ବର୍ଷ ପୂରଣ ହେବା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‌ଖୁଣ୍ଟ। ଏହି ଅବସରରେ ରାଜ୍ୟ ସରକାର, ରାଜନୈତିକ ଦଳ ଓ…

ଆମ ସମବେଦନା କେତେ ନିରପେକ୍ଷ

ପର ଦୁଃଖରେ ଦୁଃଖୀ ହେବା ତଥା ସମବେଦନା ପରିପ୍ରକାଶ କରିବା ଏକ ସ୍ବୟଂକ୍ରୀୟ ପ୍ରବୃତ୍ତି। ସେଥିପାଇଁ ଗୁଜରାଟୀ କବି ନରସିଂହ ମେହଟ୍ଟାଙ୍କ ଭାଷାରେ ”ବୈଷ୍ଣବ ଜନତୋ ତେନେ କହିଏ ଯୋପୀଡ଼ ପରାଇ ଜାନେରେ।“ କିନ୍ତୁ ଏହି ସହାନୁଭୂତିକୁ ଜାତି, ଧର୍ମ, ବର୍ଣ୍ଣ,…

ଜନ ଓ ଗଣନା

ଭାରତର ଜନଗଣନା ୨୦୧୧ରେ ଶେଷଥର ପାଇଁ ହୋଇଥିଲା ଓ ସେହି ଅନୁଯାୟୀ ଦେଶର ଲୋକ ସଂଖ୍ୟା ପାଖାପାଖି ୧୨୧ କୋଟି ଥିଲା। ଜାତିସଂଘ ତଥ୍ୟ ଅନୁଯାୟୀ, ଏହି ସଂଖ୍ୟା ୧୪୨ କୋଟିରୁ ଊର୍ଦ୍ଧ୍ୱରେ ପହଞ୍ଚତ୍ କେବେଠାରୁ ଚାଇନାକୁ ଟପିଗଲାଣି। ବେସରକାରୀ ଭାବେ…

ବଙ୍କର-ବଷ୍ଟର ମିଶାଇଲ ବିକଶିତ କରୁଛି ଭାରତ

ନୂଆଦିଲ୍ଲୀ,୧।୭: ଇରାନର ୩ଟି ନ୍ୟୁକ୍ଲିୟର ଫାସିଲିଟିକୁ ଧ୍ୱଂସ କରିବା ଲାଗି ଆମେରିକା ଗତ ୨୨ ତାରିଖରେ ଜିବିୟୁ-୫୭/ଏ ବଙ୍କର-ବଷ୍ଟରକୁ ନିୟୋଜିତ କରିଥିଲା। ଏହି ଅତ୍ୟାଧୁନିକ ସାମର୍ଥ୍ୟ ହାସଲ କରିବା ଲାଗି ଭାରତ ଜୋର୍‌ଦାର ଉଦ୍ୟମ ଚଳାଇଛି। ନୂଆ ତଥା ଶକ୍ତିଶାଳୀ ମିଶାଇଲ୍‌ ସିଷ୍ଟମ୍‌…

ଟ୍ରମ୍ପ୍‌ଙ୍କ ନୂଆ ବିଲ୍‌ରେ ରିମିଟାନ୍ସ ଟ୍ୟାକ୍ସ ୧%କୁ ହ୍ରାସ

ନୂଆଦିଲ୍ଲୀ,୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଗ୍‌ ବିଉଟିଫୁଲ୍‌ ବିଲ୍‌ରେ ପ୍ରସ୍ତାବିିତ ୫ ପ୍ରତିଶତ ରିମିଟାନ୍ସ ଟ୍ୟାକ୍ସକୁ ୧ ପ୍ରତିଶତକୁ ହ୍ରାସ କରାଯାଇଛି। ଏହି ବିଲ୍‌ ସିନେଟ୍‌ର ଏକ ପ୍ରମୁଖ ପ୍ରତିବନ୍ଧକକୁ ଅତିକ୍ରମ କରିଛି। ସଂଶୋଧିତ ବିଲ୍‌ରେ ଟିକସ ହ୍ରାସ କରାଯାଇଥିବାରୁ ଆମେରିକାରେ…

ସାର୍କର ବିକଳ୍ପ ଗଢ଼ୁଛନ୍ତି ଚାଇନା, ପାକିସ୍ତାନ

ନୂଆଦିଲ୍ଲୀ,୧।୭: ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ରେ ଭାରତ ପ୍ରମୁଖ ସଦସ୍ୟ ରହିଛି। ଏଥିରେ ଭାରତର ପ୍ରାଧାନ୍ୟ ରହିଥିବାରୁ ଏହାକୁ ଟକ୍କର ଦେବା ପାଇଁ ଏକ ବିକଳ୍ପ ସଂଗଠନ ଗଢ଼ିବା ପାଇଁ ଚାଇନା ଏବଂ ପାକିସ୍ତାନ ଯୋଜନା ଚଳାଇଛନ୍ତି। ବାଂଲାଦେଶ ସେମାନଙ୍କ…

ଆଜିଠୁ ରେଳଯାତ୍ରୀ ଦେବେ ବର୍ଦ୍ଧିତ ଭଡ଼ା

ଭୁବନେଶ୍ୱର,୧ା୭(ଅନୁରାଧା ମହାରଣା): ଭାରତୀୟ ରେଳ ପକ୍ଷରୁ କେତେକ କ୍ଷେତ୍ରରେ ଯାତ୍ରୀଭଡ଼ା ବୃଦ୍ଧି କରାଯାଇଛି। ଏହି ଭଡ଼ା ମଙ୍ଗଳବାରଠାରୁ ଲାଗୁ ହେବ। ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ଭଡ଼ା ବୃଦ୍ଧି ହୋଇ ନ ଥିବାବେଳେ ୫୦୧ରୁ ୧୫୦୦ କି.ମି. ଦୂରତା ପାଇଁ…

ଭାଜପାକୁ ଲାଗିଲା ବଡ଼ ଝଟକା, ଦଳ ଛାଡିଲେ ଫାୟାର ବ୍ରାଣ୍ଡ ନେତା

ନୂଆଦିଲ୍ଲୀ,୩୦।୬୫: ତେଲଙ୍ଗାନାର ଫାୟାରବ୍ରାଣ୍ଡ ନେତା ଏବଂ ଗୋଶାମହଲ ବିଧାୟକ ଟି ରାଜା ସିଂହ ଭାରତୀୟ ଜନତା ପାର୍ଟି(ଭାଜପା)ରୁ ଇସ୍ତଫା ଦେଇଛନ୍ତି। ତାଙ୍କର ତେଲଙ୍ଗାନା ପାର୍ଟି ନେତୃତ୍ୱ ସହିତ କିଛି ଦିନ ଧରି ବିବାଦ ଚାଲିଥିଲା। ରାଜ୍ୟ ଭାଜପା ସଭାପତି ପଦ ପାଇଁ…

ଶରଧାବାଲି ଦଳାଚକଟାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ କହିଲେ ସରକାର ବାକ୍ୟ ବୀର ନ ହୋଇ…

ଭୁବନେଶ୍ୱର,୩୦ା୬: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ସରକାର ବାକ୍ୟ ବୀର, କର୍ମ ବୀର ନୁହନ୍ତି। ରଥଯାତ୍ରାରେ ସମ୍ପୂର୍ଣ୍ଣ ତ୍ରୁଟି ହୋଇଛି। ଜିଲାପାଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri