ବାଲାସାହେବ ଯାହା କରିପାରିନଥିଲେ, ତାହା କରିଦେଖାଇଲେ ଫଡ଼ନଭୀସ: ରାଜ ଠାକ୍ରେ
ମୁମ୍ବାଇ,୫।୭: ବହୁ ବର୍ଷ ପରେ ଆଜି ମହାରାଷ୍ଟ୍ରରେ ଏକ ନୂତନ ରାଜନୈତିକ ଚିତ୍ର ଦେଖାଯାଇଛି। ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ଏବଂ MNS ମୁଖ୍ୟ ରାଜ ଠାକରେଙ୍କୁ ୨୦ ବର୍ଷ ପରେ ଆଜି ଏକ ମଞ୍ଚରେ ଏକାଠି ଦେଖିବାକୁ ମିଳିଛି।…
ପୁରୁଷୋତ୍ତମପୁର ଏନ୍ଏସିରେ ପରିମଳ ସେବା ବିପର୍ଯ୍ୟସ୍ତ
ପୁରୁଷୋତ୍ତମପୁର,୫ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଯାହାକି ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ରାସ୍ତାଟି ଜଳାର୍ଣ୍ଣବ ହୋଇପଡ଼ିଛି। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଚାଲିଥିବା ହେତୁ ପ୍ରତ୍ୟହ…
ପ୍ରେମ ବିବାହ କରି ହନିମୁନ୍ ପାଇଁ ଯାଇଥିଲେ ନବଦମ୍ପତି, ପରେ ସ୍ତ୍ରୀଙ୍କୁ ଟ୍ରେନ୍ ଆଗକୁ ଠେଲିଦେଲେ ସ୍ବାମୀ, ଶାଳୀ କହିଲେ…
ରାଞ୍ଚି,୫ା୭: ଝାଡ଼ଖଣ୍ଡର ରାମଗଡ଼ରେ ପ୍ରେମ ବିବାହ ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ପଡ଼ିଛି। ସେ ତାଙ୍କ ପରିବାର ବିରୋଧରେ ଯାଇ ପ୍ରେମିକଙ୍କୁ ବିବାହ କରିଥିଲେ। ସେହି ପ୍ରେମିକ ହିଁ ବିଶ୍ୱାସଘାତକ ସାବ୍ୟସ୍ତ ହୋଇଛନ୍ତି। ପ୍ରେମିକରୁ ସ୍ବାମୀ ହେବା ମାତ୍ରେ ସେ ତାଙ୍କ…
ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ନୂଆ ଟ୍ବିଷ୍ଟ୍: ସବୁ ପ୍ଲାନ୍ ରଚିଥିଲେ ଯୁବତୀ
ପୁଣେ,୫ା୭:ମହାରାଷ୍ଟ୍ରର ପୁଣେ ସହର କୋନ୍ଧଓ୍ବା ଅଞ୍ଚଳରେ ଥିବା ଏକ ହାଉସିଂ ସୋସାଇଟିରେ ବୁଧବାର ରାତିରେ ମହିଳା ଆଇଟି ଇଞ୍ଜିନିୟରଙ୍କୁ ବଳାତ୍କାର ଘଟଣାରେ ଅଭିଯୁକ୍ତ ଜଣକ ଅପରିଚିତ ନ ଥିଲେ। ସେ ଯୁବତୀଙ୍କ ବନ୍ଧୁ ବୋଲି ପୋଲିସ ଶୁକ୍ରବାର କହିଛି। ପୋଲିସ ଅଭିଯୁକ୍ତଙ୍କୁ…
ମୁଁ ୧୩୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବି: କାହିଁକି ଏମିତି କହିଲେ ଦଲାଇ ଲାମା
ନୂଆଦିଲ୍ଲୀ,୫।୭: ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ଶନିବାର ତାଙ୍କ ଉତ୍ତରାଧିକାରୀଙ୍କ ଘୋଷଣାକୁ ନେଇ ଚାଲିଥିବା ଗୁଜବର ଅନ୍ତ ଘଟାଇଛନ୍ତି। ସେ ପ୍ରାୟ ୧୩୦ ବର୍ଷ ବୟସ ପର୍ଯ୍ୟନ୍ତ ବଞ୍ଚିବାକୁ ଆଶା କରୁଥିବା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସେ…
ଦୁଇ ଦଶନ୍ଧି ଦୁଇଭାଇଙ୍କ ମିଳନ: ଉଦ୍ଧବଙ୍କ ଆଗରେ ରାଜ ଠାକରେ କହିଦେଲେ ମନର କଥା
ମୁମ୍ବାଇ,୫।୭: ଶିବସେନା (UBT) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଅଧ୍ୟକ୍ଷ ରାଜ ଠାକରେ ଦୁଇ ଦଶନ୍ଧି ପରେ ମୁମ୍ବାଇରେ ଆୟୋଜିତ ଏକ ମିଳିତ ରାଲିରେ ମଞ୍ଚ ଉପରେ ଏକାଠି ଦେଖା ଦେଇଥିଲେ। ଏହି ଭାବପ୍ରବଣ ମୁହୂର୍ତ୍ତରେ,…
ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ନୂତନ ଭାରତ ନିର୍ମାଣର ଦୂର ଦୃଷ୍ଟିଦାତା
ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡଃ.…
ରଥଯାତ୍ରା ଡ୍ୟୁଟିକୁ ଆସୁଥିଲେ ମହିଳା କନଷ୍ଟେବଳ, ପଛରୁ ପିଟିଲା ଟ୍ରେଲର, ଆଉ ତା’ ପରେ…
ରାୟଗଡ଼ା,୫ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ୨…
୭ ବର୍ଷ ପରେ ମହମ୍ମଦ ଶାମିଙ୍କୁ ‘I Love You’ କହିଲେ ହାସିନ ଜାହାଁ: ସୁଧୁରିଯିବ କି ସମ୍ପର୍କ
ନୂଆଦିଲ୍ଲୀ,୫।୭: ଭାରତୀୟ ଷ୍ଟାର୍ ବୋଲର୍ ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହାସିନ ଜାହାଁ ପ୍ରାୟ ୭ ବର୍ଷ ଧରି ଅଲଗା ରହୁଛନ୍ତି। କଲିକତା ହାଇକୋର୍ଟ ହାସିନଙ୍କ ଭରଣପୋଷଣ ଆବେଦନର ଶୁଣାଣି କରି ଶାମିଙ୍କୁ ତାଙ୍କ ସ୍ତ୍ରୀ ଏବଂ ଝିଅଙ୍କୁ ପ୍ରତି…
ଆର୍ଜେଣ୍ଟିନାରେ ପହଞ୍ଚିଲେ ମୋଦି: ୫୭ ବର୍ଷ ପ୍ରଥମଥର ଘଟିଲା…
ନୂଆଦିଲ୍ଲୀ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତାଙ୍କର ପାଞ୍ଚଟି ରାଷ୍ଟ୍ର ଗସ୍ତରେ ଅଛନ୍ତି। ଏହି କ୍ରମରେ ସେ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି। ଏହି ଗସ୍ତ ଅନେକ ଦୃଷ୍ଟିରୁ ଐତିହାସିକ। କାରଣ ଗତ ୫୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ…
ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…
ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ ବାହାରକୁ ଯିବା ମୁସ୍କିଲ ହୋଇପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ କର୍ମଚାରୀମାନେ…
ଏମିତି ପତ୍ରରେ ଖାଇଲେ ପ୍ରଧାନମନ୍ତ୍ରୀ ମୋଦି: ସ୍ବତନ୍ତ୍ରତା ଜାଣିଲେ…
ତ୍ରିନିଦାଦ ଏବଂ ଟୋବାଗୋ,୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ତ୍ରିନିଦାଦ ଏବଂ ଟୋବାଗୋ ଗସ୍ତରେ ଅଛନ୍ତି। ସେଠାରେ ତାଙ୍କ ସମ୍ମାନାର୍ଥେ ଏକ ରାତ୍ରୀଭୋଜନର ଆୟୋଜନ କରାଯାଇଥିଲା। ଏହି ସମୟରେ ତାଙ୍କୁ ଏକ ସ୍ବତନ୍ତ୍ର ପତ୍ର ସୋହରୀରେ ଖାଦ୍ୟ ପରିବେଷଣ କରାଯାଇଥିଲା। ଏହି…
Archives


