Home

ମହିଳାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି, ଜୀବିକା ନିଧି ଯୋଜନାର କଲେ ଶୁଭାରମ୍ଭ

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିହାରରେ ଜୀବିକା ନିଧିର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଋଣ ଯୋଗାଇ ଦିଆଯିବ। ବିହାରର ନୀତିଶ ସରକାର ଏଥିପାଇଁ ୧୦୦୦ ଟଙ୍କା ମଞ୍ଜୁର…

ମାଆଙ୍କ ପ୍ରତି କରାଯାଇଥିବା ଅପମାନକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ମୋଦି

ନୂଆଦିଲ୍ଲୀ,୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର (ସେପ୍ଟେମ୍ବର ୨) ବିହାରର ଦରଭଙ୍ଗାରେ କଂଗ୍ରେସ-ଆରଜେଡି ଭୋଟର ଅଧିକାର ରାଲିରେ ତାଙ୍କ ମାଆଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାର ଉପରେ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ କେବେ କଳ୍ପନା କରିନଥିଲେ…

ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ରାଗିଯାଇ ଏମିତି କଲେ ୩୩ ବର୍ଷୀୟ ଷ୍ଟାର କ୍ରିକେଟର

ଇସଲାମାବାଦ,୨।୯: ପାକିସ୍ତାନର ବ୍ୟାଟ୍ସମ୍ୟାନ ଆସିଫ ଅଲି ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ୩୩ ବର୍ଷୀୟ ଆସିଫ ୨୧ ଟି ଦିନିକିଆ ଏବଂ ୫୮ ଟି୨୦ ମ୍ୟାଚ ଖେଳିଛନ୍ତି, ମୁଖ୍ୟତଃ ମଧ୍ୟକ୍ରମରେ ଫିନିସର ଭାବରେ। ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ, ତାଙ୍କର ସବୁଠାରୁ…

ବିଏସଏନଏଲ ସେବା ଅଚଳ: ରାଜରାସ୍ତାକୁ ଓହ୍ଲାଇଲେ ଦାସିଙ୍ଗବାଡି ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ ହୋଇପଡିଛି। ଏନେଇ ଅଞ୍ଚଳବାସୀ ବାରମ୍ବାର ବିଏସଏନଏଲ ବିଭାଗକୁ ଅବଗତ କରାଇଲେ ମଧ୍ୟ ଫଳ ଶୂନ।…

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବି

ଖଡ଼ିଆଳ,୨।୯(ସୁଜିତ କୁମାର ପ୍ରଧାନ):ନୂଆପଡ଼ା ଜିଲା ସିନାପାଲି ସଦର ଗାଁରୁ ଗୋଡାଲ ଗାଁ ଯିବା ରାସ୍ତାରେ ଶ୍ରଦ୍ଧାଞ୍ଜଳି କିରାନା ଦୋକାନରେ କାମ କରୁଥିବା ଜଣେ ନାବାଳକ ଶ୍ରମିକର ବିଦ୍ୟୁତ ଆଘାତରେ ମୃତ୍ୟ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସୂଚନାନୁସାରେ, ସିନାପାଲିସ୍ଥିତ ଗୋଡାଲ…

ପୋଲିସ ହେପାଜତରୁ ଖସିଗଲେ ଏଏପି ବିଧାୟକ

ଚଣ୍ଡିଗଡ଼,୨।୯: ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଅଭିଯୁକ୍ତ ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ବିଧାୟକ ହରମିତ ସିଂହ ପଠାଣମାଜରା ପୋଲିସ ହେପାଜତରୁ ଖସି ପଳାଇଛନ୍ତି। ଅଭିଯୋଗ ହୋଇଛି ଯେ ମଙ୍ଗଳବାର (ସେପ୍ଟେମ୍ବର ୨)ରେ, ଗିରଫ ପରେ ସ୍ଥାନୀୟ ପୋଲିସ ଷ୍ଟେଶନକୁ…

ଆମେରିକା କହୁଛି, ‘ଆମେ ମିଳିମିଶି କରିବା ସମସ୍ୟାର ସମାଧାନ’, ଅଡୁଆ ହେଲାକି ମୋଦିଙ୍କ ଚାଇନା ଗସ୍ତ!

ଓ୍ବାଶିଂଟନ,୨।୯: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଏବଂ କୂଟନୈତିକ ଉତ୍ତେଜନାର ଖବର ମୁଖ୍ୟ ପ୍ରସଙ୍ଗ ପାଲଟିଛି। ଆମେରିକାର ଅର୍ଥମନ୍ତ୍ରୀ ସ୍କଟ ବେସାଣ୍ଟ ଫକ୍ସ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ମତଭେଦ ଅଛି, କିନ୍ତୁ…

ଜାହ୍ନବୀଙ୍କୁ ମିଳିଲା ସୂବର୍ଣ୍ଣ ସୁଯୋଗ, ମା’ ଶ୍ରୀଦେବିଙ୍କ ରିମେକ ମୁଭିରେ ଆସିବେ ନଜର!

ମୁମ୍ବାଇ: ଜାହ୍ନବୀ କପୁର ହେଉଛନ୍ତି ବଲିଉଡର ସେମିତି ଜଣେ ଷ୍ଟାର କିଡ ଯାହାଙ୍କ ପାଖରେ ପ୍ରୋଜେକ୍ଟର କୌଣସି ଅଭାବ ନାହିଁ। ୨୯ ଅଗଷ୍ଟରେ ତାଙ୍କ ଫିଲ୍ମ ‘ପରମ ସୁନ୍ଦରୀ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ଯାହା ଭଲ ବ୍ୟବସାୟ କରୁଛି। ଏହି ଫିଲ୍ମ…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଲା କାର୍‌: ବିଦ୍ୟୁତ ସେବା ପ୍ରଭାବିତ

ଭଞ୍ଜନଗର,୨/୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଆସିକା ମୁଖ୍ୟ ରାସ୍ତାର ସାଲୁଆପଲ୍ଲୀ ନିକଟରେ ମଙ୍ଗଳବାର ସକାଳେ ଏକ କାର ଗାଡ଼ି ଧକ୍କାରେ ୩୩ କେଭି ବିଦ୍ୟୁତ ଖୁଣ୍ଟ ଭାଙ୍ଗିଯାଇଛି। ଫଳରେ କଣ୍ଟେଇପଲ୍ଲୀ ଗ୍ରିଡ ସବ ଷ୍ଟେଶନରୁ ଭଞ୍ଜନଗର ବିଦ୍ୟୁତ ସେବା ବନ୍ଦ ହୋଇଯାଇଛି।…

ଚଳନ୍ତା କାର୍‌ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ: ଆଉ ତା’ପରେ…

କଟକ ସଦର,୨।୯(ସୁଶାନ୍ତ କୁମାର ଜେନା): କଟକ ସଦର ଅଞ୍ଚଳରେ ମଙ୍ଗଳବାର ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଆଜି ଦିନ ୧୦ଟାରେ କଟକ-ପାରାଦୀପ ଏନଏଚ ୫୫ର ନାହାଭଙ୍ଗା ନିକଟରେ ଏକ ବଡ ଆକାଶି ଗଛ ଭାଙ୍ଗି ପଡିଥିଲା। ଫଳରେ ଗଛର ମୋଟା ଡାଳ…

‘ଶେହବାଜ ସରିଫ ଚପରାଶି, ମୋଦି ସାହୁକାର’, SCO ବୈଠକର ଫଟୋ ଦେଖି କାହିଁକି ରାଗିଲେ ପାକିସ୍ତାନୀ ଏକ୍ସପର୍ଟ? ଜାଣନ୍ତୁ…

ଇସଲାମାବାଦ,୨।୯: ଚାଇନାର ତିଆନଜିନରେ ଚାଲିଥିବା ସାଂଘାଇ ସହଯୋଗ ସଂଗଠନ (SCO ସମ୍ମିଳନୀ ୨୦୨୫) ଶିଖର ସମ୍ମିଳନୀର ମଞ୍ଚରୁ ଆସିଥିବା ଫଟୋଗୁଡ଼ିକ ବିଷୟରେ ସାରା ବିଶ୍ୱ ଆଲୋଚନା କରୁଛି। ଅନ୍ତର୍ଜାତୀୟ ମଞ୍ଚରେ ଭାରତକୁ କେତେ ସମ୍ମାନ ମିଳୁଛି ସେ ବିଷୟରେ ପାକିସ୍ତାନରେ ବହୁତ…

ଭାରତ-ରୁଷିଆ ବନ୍ଧୁତା ଦେଖି ରାଗିଗଲା ଆମେରିକା: ପୁଣି ଦେଲା ଧମକ

ନୂଆଦିଲ୍ଳୀ/ଓ୍ବାଶିଂଟନ,୨।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ସେ ସାଂଘାଇ ସହଯୋଗ ସଂଗଠନ (SCO ସମ୍ମିଳନୀ) ସମୟରେ ପୁଟିନଙ୍କୁ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ଏକ ବିଶେଷ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହାକୁ ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri