ରାସ୍ତାରେ ବସି ପାଠ ପଢ଼ିଲେ ପିଲା, ଯାତାୟାତ ଠପ୍
ଗୋପବନ୍ଧୁ ନଗର,୩ା୯(ଶାନ୍ତନୁ କୁମାର ମଢୁଆଳ): ଗୋପବନ୍ଧୁ ନଗର ବ୍ଲକ ଜୟପୁର ପଞ୍ଚାୟତ ପୁରଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏକ ବିପଦପୂର୍ଣ୍ଣ ଶ୍ରେଣୀ ଗୃହକୁ ନେଇ ମଙ୍ଗଳବାର ଅଭିଭାବକମାନେ ନିଜ ନିଜ ପିଲାମାନଙ୍କ ସହ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ପାଠପଢ଼ା ବ୍ୟାହତ ହୋଇଛି।…
ଆଫଗାନିସ୍ତାନ ଆଗରେ ମାଟି କାମୁଡ଼ିଲା ପାକିସ୍ତାନ
ନୂଆଦିଲ୍ଲୀ,୩।୯: ତ୍ରିକୋଣୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନକୁ ପାକିସ୍ତାନ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ଏହି ମ୍ୟାଚ ପରେ ଆଫଗାନିସ୍ତାନର ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିଥିଲା। ଆଫଗାନିସ୍ତାନ ଦଳ ପ୍ରଥମେ ୟୁଏଇ ଏବଂ ଏବେ ପାକିସ୍ତାନକୁ ପରାସ୍ତ କରି…
ବୁଡ଼ିବା ପରିସ୍ଥିତିରେ ଆମେରିକା: ମାନ୍ଦାବସ୍ଥାର ଦ୍ୱାରଦେଶରେ ବିଶ୍ୱକୁ ‘ଦାଦାଗିରି’ ଦେଖାଉଥିବା ୟୁଏସ୍
ଓ୍ବାଶିଂଟନ୍,୩।୯: ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରିବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର ଏପରି ନିଷ୍ପତ୍ତି ନେଉଛନ୍ତି,ଯାହା ବିଶ୍ୱ ଅର୍ଥନୀତିରେ ଏକ ବଡ଼ ହଇଚଇ ସୃଷ୍ଟି କରିଛି। ‘ଆମେରିକୀୟ ପ୍ରଥମ’ ସ୍ଲୋଗାନ ଦେବାର ଟ୍ରମ୍ପଙ୍କ ପଦକ୍ଷେପ ଏବେ ବିପରୀତ…
ଭାରତକୁ ବଡ଼ ଉପହାର ଦେଲେ ପୁଟିନ୍: ଟ୍ରମ୍ପଙ୍କ ସବୁ ପ୍ଲାନ୍ ଫେଲ୍
ନୂଆଦିଲ୍ଲୀ,୩।୯: ଭାରତ ଖୁବଶୀଘ୍ର ରୁଷିଆରୁ ଶସ୍ତା ତେଲ ଆମଦାନୀ କରିପାରେ। ରୁଷିଆ ଭାରତକୁ ବ୍ରେଣ୍ଟ ତୁଳନାରେ Urals ଅଶୋଧିତ ତୈଳ ଉପରେ ପ୍ରତି ବ୍ୟାରେଲ ପିଛା ୩ ରୁ ୪ ଡଲାର ରିହାତି ପ୍ରଦାନ କରିଛି। ଗତ ସପ୍ତାହରେ ଏହି ରିହାତି…
ନିଶା କାରବାରକୁ ନେଇ ନାବାଳକଙ୍କୁ ନିର୍ମମ ହତ୍ୟା: ଘଟଣାସ୍ଥଳରେ ଉତ୍ତେଜନା
ସମ୍ବଲପୁର,୩।୯(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଭୁତାପ ଓରାମପଡ଼ାରେ ଜଣେ ନାବାଳକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି। ନିଶା କାରବାରକୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଇଛି। ମୃତ ନାବାଳକ ମହମ୍ମଦ ରିଙ୍କୁ(୧୭) ବୋଲି ପରିଚୟ ମିଳିଛି। ଖବର…
ରାସ୍ତାରେ ଯାଉଥିଲା କାର୍, ହଠାତ୍ ପାହାଡ଼ ଉପରୁ ଖସିଲା ଏକ ବିଶାଳକାୟ ପଥର, ଆଉ ତା’ ପରେ…
ଦେବଭୂମି ଉତ୍ତରାଖଣ୍ଡରେ ବର୍ଷାର ପ୍ରକୋପ ଦେଖାଦେଇଛି। ଏଥର ମୌସୁମୀ ବର୍ଷା ରାଜ୍ୟରେ ବହୁତ କ୍ଷୟକ୍ଷତି ଘଟାଇଛି। ଅନେକ ସ୍ଥାନରେ ବାଦଲ ଫଟା ବର୍ଷା ହୋଇଛି। ଏପରିକି ଅନେକ ସ୍ଥାନରେ ବନ୍ୟା ଆସିଥିବାବେଳେ ବହୁ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି। ଏହି ସମୟରେ,…
ଓଡ଼ିଶା ବହୁ ଆଗରୁ ଜଳବାୟୁ ପରିବର୍ତ୍ତନକୁ ବୁଝିସାରିଛି: ତଥାଗତ
ଭୁବନେଶ୍ୱର,୩ା୯(ବନ୍ଦନା ସେଠୀ):ଇଣ୍ଟରନ୍ୟାଶନାଲ୍ ଫୋରମ୍ ଫର୍ ଏନ୍ଭାଇରନ୍ମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ୍ ଟେକ୍ନୋଲୋଜି (ଆଇଫରେଷ୍ଟ) ଏବଂ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଇଣ୍ଟିଗ୍ରେଟେଡ୍ ହିଟ୍ ଆଣ୍ଡ୍ କୁଲିଂ ଆକ୍ସନ ପ୍ଲାନ୍ (ଆଇଏଚ୍ସିଏପି) ସମ୍ମିଳନୀ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି…
ଏକାଠି ହେଲେ ପୁଟିନ-କିମ ଜଙ୍ଗ ଉନ: ଭୟଭୀତ ହୋଇ ଟ୍ରମ୍ପ କହିଲେ…
ଓ୍ବାଶିଂଟନ,୩।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନାର ବିଜୟ ପରେଡ ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗ, ଭ୍ଲାଦିମିର ପୁଟିନ ଏବଂ କିମ ଜଙ୍ଗ ଉନଙ୍କୁ କଟାକ୍ଷ କରିଛନ୍ତି। ଟ୍ରମ୍ପ କହିଛନ୍ତି, ଆମେରିକା ଚାଇନାର ସ୍ବାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ…
ବିପଦରେ ଗାଜଲବାଡି ଘାଟି: ଖସୁଛି ମାଟି ଅତଡ଼ା, ଯାତ୍ରୀ ଭୟଭୀତ
ଦାରିଙ୍ଗବାଡି, ୩।୯(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡି ଘାଟି ଏବେ ବିପଦରେ। ଗତ କିଛି ଦିନ ହେଲା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଚାଲିଥିବାବେଳେ ଏବେ କନ୍ଧମାଳ ଜିଲାର ବିଭିନ୍ନ ରାସ୍ତା କଡ଼ରେ ବିପଦ ଦେଖାଯାଇଛି। ୫୯ନଂ ଜାତୀୟ ରାଜପଥର…
ସାର ଅଭାବୀ ବିକ୍ରିକୁ ନେଇ ମୁଣ୍ଡରେ ହାତ ଦେଲେଣି ଚାଷୀ
ମହାକାଳପଡ଼ା,୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ରାଜ୍ୟରେ ସାର ଅଭାବୀ ବିକ୍ରିକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଲେଣି। ଚାଷୀ ବେଉଷଣ କାମ ସରିବା ପରେ ସାର ମୁଠେ ଜମିରେ ପକାଇ ଭଲ ଅମଳ କରିବେ ବୋଲି ଆଶା କରିଛନ୍ତି। ହେଲେ ରାଜ୍ୟରେ ସାର…
ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବି ପ୍ରତିବାଦରେ ସ୍କୁଲରେ ତାଲା
ମହାକାଳପଡ଼ା, ୩ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସୀ ପଞ୍ଚାୟତ ହରିଆବାଙ୍କ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପ୍ରତିବାଦରେ ମଙ୍ଗଳବାର ପୂର୍ବାହ୍ନରେ ପରିଚାଳନା କମିଟି ସଦସ୍ୟ, ଅଭିଭାବକମାନେ ତାଲା ପକାଇ ଦେଇଥିଲେ। ଫଳରେ…
ଭାରତ ଉପରେ ସବୁ ଦୋଷ ଝାଡ଼ିଦେଲେ ଟ୍ରମ୍ପ: କହୁ କହୁ ସାଂଘାତିକ କଥା କହିଦେଲେ…
ଓ୍ବାଶିଂଟନ,୩।୯: ଚାଇନାରେ ଅନୁଷ୍ଠିତ SCO ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି, ପୁଟିନ ଏବଂ ସି ଜିନପିଙ୍ଗଙ୍କ ମଧ୍ୟରେ ମିଳନ ଟ୍ରମ୍ପଙ୍କୁ ବିରକ୍ତ କରିଛି। SCO ପରେ ତୁରନ୍ତ ଟ୍ରମ୍ପ ତାଙ୍କ ଟାରିଫ୍ ପଦକ୍ଷେପକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଥିଲେ।…
Archives


