Home

ଟ୍ରମ୍ପଙ୍କ ପ୍ରଶଂସା ଶୁଣି ମୋଦି ଦେଲେ ଏମିତି ଜବାବ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୬।୯: ଗତ କିଛି ଦିନ ଧରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର ବଦଳି ଯାଇଛି। ଭାରତ ଉପରେ ଟାରିଫ୍‌ ଲାଗୁ କରିବା ପରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହୁଛନ୍ତି। ଅନ୍ୟପକ୍ଷରେ, ସେ ତାଙ୍କୁ ପ୍ରଶଂସା…

କେବେ ୭୦-୮୦ ଲକ୍ଷ ତ ପୁଣି କେତେବେଳେ କାର, ଆଉ କେତେବେଳେ ଅନ୍ୟର ବିବାହାର ସମସ୍ତ ଖର୍ଚ୍ଚ ଉଠାନ୍ତି ପାଣ୍ଡ୍ୟା ବଦର୍ସ, ଜାଣନ୍ତୁ ଏମାନଙ୍କ ମହାନତା

ନୂଆଦିଲ୍ଲୀ,୬।୯: ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କୃଣାଲ ପାଣ୍ଡ୍ୟା ସେମାନଙ୍କ ବଦାନ୍ୟତା ପାଇଁ ବେଶ ଚର୍ଚ୍ଚାରେ। ଗ୍ରାଉଣ୍ଡରେ ବୋଲରମାନଙ୍କୁ ଚକମା ଦେଉଥିବା ପାଣ୍ଡ୍ୟା ଭାଇମାନେ ପଡ଼ିଆ ବାହାରେ ବହୁତ ସମ୍ବେଦନଶୀଳ। ପିଲାଦିନର ପ୍ରଶିକ୍ଷକ ଜିତେନ୍ଦ୍ର କୁମାର ସେମାନଙ୍କ ମାନବୀୟ ଚେହେରାକୁ ପ୍ରକାଶ କରିଛନ୍ତି।…

ବହୁ ସମସ୍ୟା ଦେଇ ଗତି କରୁଛି ଶିକ୍ଷକ ସମାଜ: ସମାନ କାମକୁ ସମାନ ଦରମା ଦାବି

ଦାରିଙ୍ଗବାଡି, ୬।୯ (ଅରୁଣ ସାହୁ):ବିଦ୍ୟାଳୟରେ ବିଭିନ୍ନ ବର୍ଗର ଶିକ୍ଷକ ରହିଛନ୍ତି। ସେମାନେ ସମାନ କାମ କରୁଛନ୍ତି। ତେଣୁ ସମାନ କାମକୁ ସମାନ ଦରମା ଦେବାକୁ ନିଖିଳ ଉତ୍କଳ ଶିକ୍ଷକ ଫେଡେରେସନର ପୂର୍ବତନ ମହାସଚିବ ଶେଖ ଅବଦୁଲ ଖାଲିକ ଦାବି କରିଛନ୍ତି। ଏକ…

ଆମେରିକା ଯିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦି: ଟାରିଫ୍‌ ବିବାଦ ମଧ୍ୟରେ ଭାରତର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ଶେଷରେ ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭା (UNGA) ଅଧିବେଶନରେ ଯୋଗଦେବେ ନାହିଁ। ତାଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ୟୁଏନଜିଏରେ ଭାରତକୁ ପ୍ରତିନିଧିତ୍ୱ କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ…

ସୀମା ଲଂଘିଲେ ସୀମା ହାଇଦର! ଜାଣନ୍ତୁ କୁଆଡେ ଗଲେ କାହାକୁ ଭେଟିଲେ

ନୂଆଦିଲ୍ଲୀ,୬।୯: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ପ୍ରାୟ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଆସିଛନ୍ତି। ସୀମା ହାଇଦର, ଯିଏ ଏପର୍ଯ୍ୟନ୍ତ ସଚିନ ମୀନାଙ୍କ ସହିତ ଗ୍ରେଟର ନୋଏଡା ଏବଂ ନୋଏଡାରେ ସୀମିତ ଥିଲେ, ଏଥର ସିଧାସଳଖ…

ସରକାରୀ ଯୋଜନାର ଲାଭ ଉଠାନ୍ତୁ ଯୁବ ଚାଷୀ: କୁକୁଡ଼ା ପାଳନ ଉପରେ ଦକ୍ଷତା ବୃଦ୍ଧି ତାଲିମ ଶିବିର

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁକୁଡ଼ା ପାଳନ ଉପରେ ୫ ଦିନିଆ ଦକ୍ଷତା ବୃଦ୍ଧି ତାଲିମ ଶିବିର ଚାଲିଥିଲା। ତାହା ଉଦଯାପିତ ହୋଇଯାଇଛି। ଉକ୍ତ ତାଲିମ ଶିବିରରେ ଜିଲାର ବିଭିନ୍ନ ବ୍ଲକରୁ ୪୦ ଜଣ ଅଗ୍ରଣୀ…

ବନ୍ୟାରେ ବୁଡ଼ିଗଲାଣି ୨ହଜାର ଗାଁ, ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୬।୯: ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ରାଜ୍ୟ ବନ୍ୟା କବଳରେ। ସବୁଠାରୁ ଖରାପ ପରିସ୍ଥିତି ପଞ୍ଜାବରେ। ଯେଉଁଠି ୨୦୦୦ରୁ ଅଧିକ ଗାଁ ଜଳମଗ୍ନ ହୋଇଯାଇଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଶହ ଶହ ଗାଈଗୋରୁ ମଧ୍ୟ…

ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି: ଆମେରିକାରେ ହଲଚଲ

ଓ୍ବାଶିଂଟନ୍‌,୬।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିରକ୍ଷା ବିଭାଗ ଅର୍ଥାତ୍‌ ପେଣ୍ଟାଗନର ନାମକୁ ଯୁଦ୍ଧ ବିଭାଗରେ ପରିବର୍ତ୍ତନ କରିବା ପାଇଁ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି। ସେ କହିଛନ୍ତି, ଏହି ନାମ ଆମେରିକାର ସାମରିକ ଶକ୍ତି ଏବଂ ଆକ୍ରମଣାତ୍ମକ ରଣନୀତିକୁ…

ଘାଇଲା ପରିସ୍ଥିତିରେ ଭାରତୀୟ ଅର୍ଥନୀତି: ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଟଙ୍କା

ମୁମ୍ବାଇ,୬ା୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟାରିଫ୍‌ ମାଡ଼ ଭାରତୀୟ ଅର୍ଥନୀତିକୁ ଘାଇଲା କରିଦେଇଥିବାବେଳେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ପୁଞ୍ଜିବଜାରରୁ ବିପୁଳ ନିବେଶ ପ୍ରତ୍ୟାହାର କରିବାରେ ଲାଗିଛନ୍ତି। ଏହାର ପ୍ରଭାବରେ ଟଙ୍କା ଦିନକୁ ଦିନ ନିମ୍ନଗାମୀ ହୋଇ ନୂଆ ରେକର୍ଡ ଭାଙ୍ଗୁଛି।…

ମୋଦି ଜି ମୋର ଭଲ ବନ୍ଧୁ: ଟାରିଫ୍‌ ଯୁଦ୍ଧ ମଧ୍ୟରେ ୟୁ-ଟର୍ନ ନେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୬।୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଆମେରିକା ଭାରତ ଏବଂ ରୁଷିଆକୁ ଚାଇନା ପ୍ରଭାବ ପାଇଁ ହରାଇଛି। କିଛି ଘଣ୍ଟା ପରେ, ସେ ସ୍ପଷ୍ଟ କରିଥିଲେ, ମୁଁ ଭାବୁନାହିଁ ଯେ ଆମେ…

ଆସନ୍ତା ୯ ଯାଏ ଛେଚିବ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା….

ଭୁବନେଶ୍ୱର, ୫ା୯(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ଟ୍ରପ୍‌ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆହୁରି ୨୪ଘଣ୍ଟା ଧରି ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ…

ଘରେ ପଶି ଗର୍ଭବତୀଙ୍କୁ ଆକ୍ରମଣ, ସ୍ବାମୀ ପହଞ୍ଚିବା ପରେ ବନ୍ଧୁକ ଧରି ହତ୍ୟା ଉଦ୍ୟମ; ଜେଲ ଗଲେ…

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ରାଇଗୁଡା ଗ୍ରାମରେ ପୂର୍ବ ଶତ୍ରୁତାରୁ ଘଟିଥିବା ହତ୍ୟା ଉଦ୍ୟମ ଘଟଣାରେ କେ. ନୂଆଗାଁ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାଇଗୁଡା ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri