Home

୧୯ରେ ସିଜିଏଲ୍‌ ପରୀକ୍ଷା: ଡାଉନ୍‌ଲୋଡ୍‌ ହେଉନି ଆଡ୍‌ମିଟ କାର୍ଡ, ଆଶାୟୀଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ଭୁବନେଶ୍ୱର,୧୪।୪(ସୁଚିସ୍ମିତା ସାହୁ): ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରିଚାଳିତ କମ୍ବାଇନ୍‌ଡ ଗ୍ରାଜୁଏଟ୍‌ ଲେଭଲ (ସିଜିଏଲ) ପରୀକ୍ଷା ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଗତ ୧୦ ତାରିଖରୁ ଓଏସ୍‌ଏସ୍‌ସି ପକ୍ଷରୁ ଆଡ୍‌ମିଟ୍‌ କାର୍ଡ ଉପଲବ୍ଧ କରାଯାଇଛି। ହେଲେ…

US Iran War: ପରମାଣୁ ଅସ୍ତ୍ରକୁ ନେଇ ଇରାନକୁ ନୂଆ ଧମକ ଦେଲେଣି ଟ୍ରମ୍ପ

ତେହରାନ,୧୪।୪: ଆମେରିକା ଏବଂ ଇରାନ ଉପରେ ଯୁଦ୍ଧର କଳା ବାଦଲ ଘୋଡ଼ାଇ ଚାଲିଛି। ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ଆମେରିକା ହର୍ମୁଜ ପ୍ରଣାଳୀର ଅବରୋଧ ଆରମ୍ଭ କରିଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ…

ବଡ଼ ବୟାନ ଦେଲେ ଭକ୍ତ ଦାସ; ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ, ମେଣ୍ଟ…

ଖୋର୍ଦ୍ଧା,୧୪।୪(ପ୍ରଭାତ ପାଣିଗ୍ରାହୀ): ପଞ୍ଚାୟତ ନିର୍ବାଚନରେ ଏକାଠି ଲଢ଼ିପାରନ୍ତି ବିଜେଡି-କଂଗ୍ରେସ। ଜିଲା ପରିଷଦ ସିଟ୍‌ ପାଇଁ ହୋଇପାରେ ବୁଝାମଣା। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ବୟାନ ପରେ ବଢ଼ିଛି ଚର୍ଚ୍ଚା। ରାଜ୍ୟ ସଭା ନିର୍ବାଚନଠାରୁ ରାଜ୍ୟରେ ବିଜେଡି-କଂଗ୍ରେସ ମେଣ୍ଟ ଚର୍ଚ୍ଚା ଲାଗିରହିଥିବାବେଳେ…

ଆସିଲା ଖୁସି ଖବର, ବଢିଲା କର୍ମଚାରୀଙ୍କ ଦରମା! ଜାଣନ୍ତୁ କାହାକୁ ମିଳିବ…

ନୋଏଡା,୧୪।୪: ନୋଏଡା ଏବଂ ଗାଜିଆବାଦର ଶ୍ରମିକମାନଙ୍କ ପାଇଁ ଏକ ବଡ଼ ଖବର, ଯେଉଁମାନେ ଦରମା ଏବଂ ସୁବିଧା ପାଇଁ ପ୍ରତିବାଦ କରୁଛନ୍ତି। ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ମଜୁରୀ ବୃଦ୍ଧି ଘୋଷଣା କରିଛି। ନୂତନ ମଜୁରୀ ହାର ଏପ୍ରିଲ ୧ ତାରିଖରୁ…

ହର୍ମୁଜକୁ ନେଇ ଟ୍ରମ୍ପ-ଜିନପିଙ୍ଗ ମୁହାଁମୁହିଁ; ଆମେରିକାକୁ ଚେତାବନୀ ଦେଲା ଚାଇନା, ଆମ ବ୍ୟାପାରରେ ହସ୍ତକ୍ଷେପ କଲେ

ନୂଆଦିଲ୍ଲୀ,୧୪।୪: ଇରାନ ହର୍ମୁଜ୍ ପ୍ରଣାଳୀରେ ଜାହାଜ ଜବତ କରିବା ପରେ, ଆମେରିକା ରାଷ୍ଟ୍ରପତି ଏବେ ସେହି ପ୍ରଣାଳୀରୁ ବାହାରୁଥିବା ଜାହାଜଗୁଡ଼ିକୁ ଅବରୋଧ କରିବାକୁ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ଏହି ପଦକ୍ଷେପ ଚାଇନା ପାଇଁ ଏକ ବଡ଼ ଆଘାତ ଆଣିପାରେ । ଜଣେ…

ସର୍ଟଲିଷ୍ଟ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମ! ଟିମ ଇଣ୍ଡିଆ ପାଇଁ କରିପାରନ୍ତି ଡେବ୍ୟୁ

ନୂଆଦିଲ୍ଲୀ,୧୪।୪: ଇଣ୍ଡିଆନ ପ୍ରିମିୟର ଲିଗରେ ବର୍ତ୍ତମାନ ଚହଳ ସୃଷ୍ଟି କରୁଥିବା ବିସ୍ଫୋରକ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଗତ ବର୍ଷେ ଧରି କ୍ରିକେଟ ଜଗତରେ ଝଡ଼ ସୃଷ୍ଟି କରିଛନ୍ତି। ୧୯ ବର୍ଷରୁ କମ ଦଳ ପାଇଁ ଖେଳି ସେ ସ୍ମରଣୀୟ ଇନିଂସ…

ପଣା ସଂକ୍ରାନ୍ତିରେ ଖୋଲିବ ୩ରାଶିର ଭାଗ୍ୟର ଦ୍ବାର, ହେବ ଧନବର୍ଷା!

୧୪ ଏପ୍ରିଲ୍ ୨୦୨୬, ନୂତନ ଆରମ୍ଭ ପାଇଁ ସଂକଳ୍ପ ଏବଂ ଗମ୍ଭୀର ଦାୟିତ୍ୱ ପୂରଣ ପାଇଁ ଉତ୍ସର୍ଗୀକୃତ ଏକ ଦିନ। ସୂର୍ଯ୍ୟଙ୍କ ମେଷ ରାଶିରେ ପ୍ରବେଶ ସହିତ, ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଆଭ୍ୟନ୍ତରୀଣ ଶକ୍ତି ଏବଂ ଆଲୋକ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି…

ଜୀବନରେଖା ଉପରେ ପ୍ରହାର… ହର୍ମୁଜ ଅବରୋଧ ହେଲେ ଇରାନ ପ୍ରତିଦିନ କେତେ କ୍ଷତି ସହିବ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ତେହରାନ,୧୪।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥ ମଧ୍ୟରୁ ଗୋଟିଏ – ହର୍ମୁଜ ପ୍ରଣାଳୀ ବର୍ତ୍ତମାନ ଆର୍ଥିକ ଏବଂ ସାମରିକ ସଂଘର୍ଷର ଏକ କ୍ଷେତ୍ର ପାଲଟିଛି। ପ୍ରଥମେ, ଇରାନ ଏହି ପଥ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକ ଉପରେ ଟୋଲ ଆଦାୟ…

ପରପାରିରେ ଗଞ୍ଜାମର ପୂର୍ବତନ ସରପଞ୍ଚ, ହୃଦଘାତରେ ଚାଲିଗଲା ଜୀବନ

ଗଞ୍ଜାମ,୧୪।୪(ଅନାଥ ତରାଇ/ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ବରପଲ୍ଲୀ ଗ୍ରାମର ଜଣେ ଜନପ୍ରିୟ ରାଜନୈତିକ ବ୍ୟକ୍ତିତ୍ୱ ତଥା ପୂର୍ବତନ ସରପଞ୍ଚ ନରସିଂହ ପଲାଇ (୭୭)ଙ୍କର ଆଜି ହୃଦ୍‌ଘାତରେ ପରଲୋକ ହୋଇଛି । ଆଜି ସକାଳ ସମୟରେ ସେ ହଠାତ୍ ଅସୁସ୍ଥ…

US Iran Peace Talk: ସ୍ଥିର ହେଲା ତାରିଖ ହେଲେ ପାକିସ୍ତାନରେ ନୁହେଁ…, ବଡ଼ ସର୍ତ୍ତ ମାଳିଲା ଇରାନ! ଶାନ୍ତି ଆଲୋଚନା ୨.୦ ପାଇଁ ରାଜି ଟ୍ରମ୍ପ

ତେହରାନ,୧୪।୪: ପାକିସ୍ତାନରେ ଅନୁଷ୍ଠିତ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବା ବେଳେ, ଏବେ କଳ୍ପନାଜଳ୍ପନା ବୃଦ୍ଧି ପାଉଛି ଯେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଖୁବ ଶୀଘ୍ର ଆରମ୍ଭ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ ବର୍ଷ ପାଳନ କରାଯାଉଛି ସେହି ଅବସରରେ ମୁଁ ଆପଣମାନଙ୍କୁ ମୋର ଶୁଭେଚ୍ଛା ଜ୍ଞାପନ…

ଲତା-ଆଶାଙ୍କ ସ୍ମୃତିରେ ନିର୍ମାଣ ହେବ ଏସିଆର ସର୍ବବୃହତ ହସ୍ପିଟାଲ; ଘୋଷଣା କଲେ ଭାଇ ହୃଦୟନାଥ

ମୁମ୍ବାଇ,୧୪।୪: ମଙ୍ଗେସକର ପରିବାରର ସଙ୍ଗୀତ ଐତିହ୍ୟ ଏବେ ସମାଜ ସେବା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବାକୁ ପ୍ରସ୍ତୁତ। ‘ସ୍ବର କୋକିଳ’ ଲତା ମଙ୍ଗେସକର ଏବଂ ନିକଟରେ ଅଫେରା ରାଇଜକୁ ଚାଲି ଯାଇଥିବା ତାଙ୍କ ସାନ ଭଉଣୀ ତଥା ବଲିଉର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?