Home

ଗର୍ଲଫ୍ରେଣ୍ଡଙ୍କ ବିବାହ ସ୍ଥିର ହୋଇଯିବାରୁ ରାଗିକି ଏମିତି ନିଷ୍ପତ୍ତି ନେଲେ ବୟଫ୍ରେଣ୍ଡ: ଭାବି ସ୍ବାମୀଙ୍କୁ ପଠାଇଦେଲେ…

ବେଙ୍ଗାଲୁରୁ,୧୪।୪: ପ୍ରେମ ଯେବେ ପାଗଳାମୀରେ ପରିଣତ ହୁଏ, ଏହା କେବଳ ସମ୍ପର୍କକୁ ନଷ୍ଟ କରିଦିଏ ନାହିଁ ବରଂ ଜୀବନ ମଧ୍ୟ ନେଇଯାଏ। କର୍ନାଟକର ବିଜୟପୁରା ଜିଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ପ୍ରେମିକଙ୍କପ୍ରତିଶୋଧପରାୟଣ ମନୋଭାବ ୨୨ ବର୍ଷୀୟା…

କିଏ ସେହି ପ୍ରଫୁଲ୍ଲ ହିଙ୍ଗେ, ଯିଏ ଡେବ୍ୟୁ ମ୍ୟାଚ୍‌ରେ ରଚିଲେ ଇତିହାସ, ବାପା ଜଣେ…

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି କ୍ୱଚିତ୍‌ କଳ୍ପନା କରିଥିବେ ଯେ, ଉଭୟ ବ୍ୟାଟସମ୍ୟାନ ବିଫଳ ହେବେ ଏବଂ ମ୍ୟାଚ୍‌ର…

‘ପାରସ୍ୟ ଉପସାଗରର ଦୟନୀୟ ଜଳଦସ୍ୟୁ’: ମିମ୍ସ ଆଉ ଭିଡିଓ ମାଧ୍ୟମରେ ଟ୍ରମ୍ପଙ୍କୁ ଉପହାସ କଲା ଇରାନ

ତେହରାନ,୧୪।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ସମ୍ପ୍ରତି ଅନିଶ୍ଚିତ ଶାନ୍ତି ଆଲୋଚନା ମଧ୍ୟରେ, ଇରାନ ଏକ ନୂତନ ପ୍ରକାରର କୂଟନୈତିକ ଆକ୍ରମଣ ଆରମ୍ଭ କରିଛି। ଇରାନର ଅନେକ ଅନ୍ତର୍ଜାତୀୟ କୂଟନୈତିକ ହ୍ୟାଣ୍ଡେଲ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ପ୍ରସବ ଯନ୍ତ୍ରଣା ସମୟରେ ବାହାରିଗଲା ଶିଶୁର ଗୋଡ଼; ନର୍ସ ଟାଣିଦେବାରୁ ହେଲା ମୁଣ୍ଡ-ଗଣ୍ତି ଅଲଗା, ଏମିତି ବଞ୍ଚିଲା ଜୀବନ

ଲକ୍ଷ୍ନୌ,୧୪।୪: ଉତ୍ତରପ୍ରଦେଶର ବସ୍ତି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ, ସରକାରୀ ଡାକ୍ତରଖାନା କର୍ମଚାରୀଙ୍କ ଅସମ୍ବେଦନଶୀଳତା ଏବଂ ଅବହେଳା କେବଳ ଏକ ନବଜାତ ଶିଶୁର ଜୀବନ ନେଇନାହିଁ ବରଂ ମାଆକୁ ମୃତ୍ୟୁ ମୁଖକୁ ଠେଲି ଦେଇଛି ।…

ଆମ୍ବେଦକରଙ୍କ ଜନ୍ମଦିନରେ ବଡ଼ ଘୋଷଣା: ST-SC ଅଧିକାର ସୁରକ୍ଷା ମହାସଂଘ ପକ୍ଷରୁ…

କର୍ଲାମୁଣ୍ଡା,୧୪।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଆତ୍ମା କାର୍ଯ୍ୟାଳୟ ସମ୍ମୁଖରେ (ରିଞ୍ଜା ଛକ) ମଙ୍ଗଳବାର ST-SC ଅଧିକାର ସୁରକ୍ଷା ମହାସଂଘ ପକ୍ଷରୁ ବି ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀଛାତ୍ର କଲେ ଏମିତି କାମ: ସାଧୁବାଦ ଜଣାଇଲେ ଯାତ୍ରୀ

ଦାରିଙ୍ଗବାଡି, ୧୪।୪ (ଅରୁଣ ସାହୁ ):ଆଜି ହନୁମାନ ଜୟନ୍ତୀ ଏବଂ ବିଷୁବ ସଂକ୍ରାନ୍ତି ଏଥିପାଇଁ ଚଳ ଚଞ୍ଚଳ ହୋଇପଡିଛି ଦାରିଙ୍ଗବାଡି। ଗୋଟିଏ ପଟେ ଗ୍ରୀଷ୍ମର ପ୍ରଭାବ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବାବେଳେ ଏହି ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି ଭାବେ ମଧ୍ୟ ପାଳନ…

ମହିଳାଙ୍କୁ ଚିଠି ଲେଖିଲେ ମୋଦି,କହିଲେ ନାରୀ ଦେଶର ପ୍ରଗତିର ମୂଳଦୁଆ

ନୂଆଦିଲ୍ଲୀ,୧୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ମହିଳାମାନଙ୍କୁ ସମ୍ବୋଧିତ କରି ଏକ ଚିଠି ଲେଖିଛନ୍ତି, ଯେଉଁଥିରେ ସେ ବିଧାନସଭା ସଂସ୍ଥା (ସଂସଦ, ବିଧାନସଭା ଏବଂ ବିଧାନସଭା ପରିଷଦ)ରେ ମହିଳାମାନଙ୍କ ପାଇଁ ସଂରକ୍ଷଣ ପ୍ରଦାନ କରିବା ପାଇଁ ହୋଇଥିବା ପଦକ୍ଷେପ ସମ୍ପର୍କରେ ମିଳିଥିବା…

ହନୁମାନ ଜୟନ୍ତୀ ପାଇଁ ଉତ୍ସବମୁଖର: ମନ୍ଦିରରେ ଭକ୍ତଙ୍କ ଭିଡ଼

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଙ୍ଗଳବାର ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି, ଓଡିଆ ନବବର୍ଷ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ହନୁମାନ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ଭିଡ ଜମିଥିଲା।…

‘ସଂଘର୍ଷର ସମାଧାନ ସାମରିକ ବ୍ୟବସ୍ଥା ନୁହେଁ’, ଆମେରିକା-ଇରାନ ଯୁଦ୍ଧବିରତି ଉପରେ ଗୁଟେରେସଙ୍କ ବଡ଼ ବୟାନ

ଜେନେଭା,୧୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଶେଷ ତାରିଖ ଶେଷ ହେବାକୁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ସମୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ କହିଛନ୍ତି ଯେ ଏହି ଯୁଦ୍ଧବିରତି ବଜାୟ ରହିବା ଉଚିତ…

IPL ଇତିହାସରେ ପ୍ରଥମଥର ଘଟିଲା ଏମିତି: କମାଲ କଲେ ପ୍ରଫୁଲ୍ଲ

ନୂଆଦିଲ୍ଲୀ,୧୪।୪: ସନରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସମସ୍ତଙ୍କ ନଜର ଅଭିଷେକ ଶର୍ମା ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ଥିଲା। କିନ୍ତୁ କେହି କ୍ୱଚିତ୍‌ କଳ୍ପନା କରିଥିବେ ଯେ, ଉଭୟ ବ୍ୟାଟସମ୍ୟାନ ବିଫଳ ହେବେ ଏବଂ ମ୍ୟାଚ୍‌ର…

ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା, ମେରୁ ପାଇଁ ଚଳଚଞ୍ଚଳ ଗାଁ ଠୁ ସହର

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ସରିଲା ଗଞ୍ଜାମ ଜିଲା ପ୍ରସିଦ୍ଧ ଦଣ୍ଡ ଯାତ୍ରା । ଦୀର୍ଘ ୨୧ଦିନ ଧରି ମା’ ଦଣ୍ଡକାଳୀ ଗାଁ ଗାଁ ବୁଲି ମାନସିକଧାରୀଙ୍କ ଦାଣ୍ଡରେ ଯାତ୍ରା କରିବା ପରେ ଦାମୋଦର ପୁର କଲେଜ ରୋଡ଼ ସ୍ଥିତ ନିଜ ମନ୍ଦିରକୁ ଫେରିଛନ୍ତି…

ସୁନାବେଶରେ ଝଲସିବେ ମା’ ରାମଚଣ୍ଡୀ: ଉନ୍ମୋଚନ ହେବ ‘ମା ଦରିଆ ରାଣୀ’ ପୁସ୍ତକ

ମହାକାଳପଡ଼ା,୧୪ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ):ପୂର୍ବ ଉପକୂଳ ଐତିହାସିକ ଜମ୍ବୁ ଦ୍ୱୀପ ଇଲାକାର ବଙ୍ଗୋପସାଗର ତଟରେ ମା’ ଦରିଆରାଣୀ ଭାବେ ପରିଚିତ ମା’ ରାମଚଣ୍ଡୀ ବିରାଜିତ। କାହିଁ କେଉଁ ଅନାଦି କାଳରୁ ମା’ ଦଣ୍ଡାୟମାନ। କିମ୍ବଦନ୍ତୀ ଅନୁସାରେ ୧୭୩୭ ମସିହାରେ ଘଞ୍ଚ ଜଙ୍ଗଲରେ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?