ବିଜେଡି ମୋତେ ଧୋକା ଦେଇଛି: ସାଂଘାତିକ ଅଭିଯୋଗ ଆଣିଲେ ଛାତ୍ର ନେତା ହରିଶଙ୍କର
ଭୁବନେଶ୍ୱର,୮।୯: ଛାତ୍ର ବିଜେଡି ସଭାପତି ଚୟନକୁ ନେଇ ସଂଗଠନ ଭିତରେ କନ୍ଦଳ ଦେଖାଯାଇଛି। ଛାତ୍ର ବିଜେଡି ନେତା ହରିଶଙ୍କର ରାଉତ ଦଳ ଧୋକା ଦେଇଥିବା କହିଛନ୍ତି। ହରିଶଙ୍କର କହିଛନ୍ତି,୨୦୧୭, ୨୦୨୦, ୨୦୨୫ରେ କହିଲେ ସଭାପତି କରିବୁ, କଲେ ନାହିଁ। ଏବେ କହୁଛନ୍ତି…
ତୋରଣରେ ଝଲସିବ ଦକ୍ଷିଣ ଭାରତୀୟ କଳା ସଂସ୍କୃତି
ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ହେଉଥିବା ମା’ଙ୍କ ପୂଜା ଏଥର ୩୮ ବର୍ଷରେ ପଦାର୍ପଣ କରୁଛି। ପ୍ରତିବର୍ଷ ଭଳି ସ୍ବତନ୍ତ୍ରତା ବହନ କରୁଥିବା ଏହି ଅନୁଷ୍ଠାନ ଏବର୍ଷ ମଧ୍ୟ ନିଆରା ଆୟୋଜନ କରୁଛି। ତୋରଣରେ ଝଲସିବ ଦକ୍ଷିଣ ଭାରତର କଳା…
ନେପାଳ ସଂସଦରେ ପଶିଲେ Gen-Z ପ୍ରଦର୍ଶନକାରୀ, ପୋଲିସ ଗୁଳିରେ ଜଣେ ମୃତ
କାଠମାଣ୍ଡୁ,୮।୯: ନେପାଳ ସରକାର ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ପରେ, ସୋମବାର ରାଜଧାନୀ କାଠମାଣ୍ଡୁ ଉପତ୍ୟକା ସମେତ ଦେଶର ବିଭିନ୍ନ ସହରରେ କ୍ରୋଧିତ ଯୁବକମାନେ ନେପାଳ ସଂସଦରେ ପ୍ରବେଶ କରି ପ୍ରତିବାଦ କରିଥିଲେ। ଏହି ସମୟରେ ପୋଲିସ ଗୁଳିରେ…
ଆଗେଇବ ସ୍ମାର୍ଟ ସିଟି, ମେଟ୍ରୋ ପ୍ରକଳ୍ପ
ଭୁବନେଶ୍ୱର,୮।୯(ଅନୁରାଧା ମହାରଣା): ନିର୍ମାଣ ସାମଗ୍ରୀ ଜିଏସଟି ହ୍ରାସ ମଧ୍ୟବିତ୍ତଙ୍କ ପାଇଁ ଖୁବ୍ ସହାୟକ ହେବ। ଏହା ଆଗାମୀ ଦିନରେ ଦେଶର ଅର୍ଥନୀତି ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପୂର୍ବରୁ ଦେଖାଯାଇଛି କେତେକ ନିର୍ମାଣ ସାମଗ୍ରୀ ବ୍ୟବସାୟୀ ଟିକସ ଫାଙ୍କୁଥିଲେ…
ନବୀନ ବାବୁ ଆମକୁ ସମର୍ଥନ କରୁଛନ୍ତି: କାହିଁକି ଏମିତି କହିଲେ ଜୁଏଲ ଓରାମ
ଭୁବନେଶ୍ୱର,୮।୯:ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିଜେଡି ବିରତ ରହିବ ବୋଲି ଚର୍ଚ୍ଚା ହେଉଛି। ଭୋଟିଂରୁ ବିଜେଡିର ବିରତ ନିଷ୍ପତ୍ତି ନେଇ ଭାଜପାର ବରିଷ୍ଠ ନେତା ଜୁଏଲ ଓରାମ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଉପରାଷ୍ଟ୍ରପତି ନିର୍ବାଚନରେ ବିରତ ରହିବା ଅର୍ଥ ଆମକୁ ସପୋର୍ଟ…
ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଭାଜପାକୁ ଝଟକା ଦେବା ଭଳି ବୟାନ ଦେଲେ ସଞ୍ଜୟ ରାଉତ, କହିଲେ…
ନୂଆଦିଲ୍ଲୀ,୮।୯: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ବିରୋଧୀ ମେଣ୍ଟ ଇଣ୍ଡିଆ ଆଜି (ସେପ୍ଟେମ୍ବର ୮) ଏହାର ଏମପିମାନଙ୍କ ପାଇଁ ଏକ ମକ ପୋଲ ଆୟୋଜନ କରିଛି। ଏହି ଅଭ୍ୟାସ ପୁରୁଣା ସଂସଦ ଭବନରେ ଅପରାହ୍ନ ୨ଟା ୩୦ରେ ହେବ, ଯେଉଁଥିରେ…
ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ଭୋଟ ଦେବ ବିଜେଡି: ଆସିଲା ବଡ଼ ଅପ୍ଡେଟ୍
ଭୁବନେଶ୍ୱର,୮।୯: ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟିଂରୁ ବିରତ ରହିପାରେ ବିଜେଡି। ଏନେଇ ଦଳୀୟ ଏମ୍ପିଙ୍କ ସୂତ୍ରରୁ ସୂଚନା ମିଳିଛି। ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ବିରୋଧୀ…
ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ଥାନାରେ ଏତଲା ଦେଲେ ଭାଇ
ଦାରିଙ୍ଗବାଡ଼ି,୮ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ପ୍ରଧାନ ଓରଫ ଟିଟୁଙ୍କୁ ରବିବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ଟିଟୁ ଏବେ ବ୍ରହ୍ମପୁର ଏମ୍କେସିଜିରେ ଚିକିତ୍ସାଧୀନ ଥିବାବେଳେ ଏପଟେ ଟିଟୁଙ୍କ ପରିବାରରେ କେହି…
ପାକିସ୍ତାନ ମନ୍ତ୍ରୀ-ରାଜନେତାଙ୍କ ଲୋକେସନ ମିଳିଯାଉଛି ମାତ୍ର ୧୫୦ଟଙ୍କାରେ, ଫୋନ ରେକର୍ଡିଂ ମାତ୍ର ୬ଶହ ଟଙ୍କାରେ
ଇସଲାମାବାଦ,୮।୯: ପାକିସ୍ତାନରୁ ଏକ ବଡ଼ ଖବର ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାକିସ୍ତାନରେ ମନ୍ତ୍ରୀ, ରାଜନେତା, ଅଧିକାରୀ ଏବଂ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ଏବଂ ଡାଟା ଲିକ ସମ୍ପର୍କିତ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ…
‘ଧୃତରାଷ୍ଟ୍ର’ଙ୍କ ଉଦାହାରଣ ଦେଇ କଡ଼ା ଆକ୍ଷେପ କଲେ ଶ୍ରୀମୟୀ ମିଶ୍ର, କହିଲେ ଅଯୋଗ୍ୟ ରାଜାଙ୍କୁ କେବେ…
ଭୁବନେଶ୍ୱର,୮ା୯: ସୋସିଆଲ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀ ମିଶ୍ର କାହା ନାଁ ନ ନେଇ କଡ଼ା ଆକ୍ଷେପ କରିଛନ୍ତି। ସେ କହିଛନ୍ତି, ଦ୍ରୌପଦୀଙ୍କୁ ଅପମାନ ହେଉଥିବା ସଭାରେ ରାଜା ଧୃତରାଷ୍ଟ୍ର ଅଧ୍ୟକ୍ଷତା କରିଥିଲେ। ଅନ୍ୟାୟ ବିଷୟରେ ଜାଣି ମଧ୍ୟ ସେ…
ଜେଲ ଲାଇବ୍ରେରିରେ କ୍ଲର୍କ କାମ କରୁଛନ୍ତି ପୂର୍ବତନ ଏମପି, ଜାଣନ୍ତୁ ପ୍ରତିଦିନର ଆୟ କେତେ
ନୂଆଦିଲ୍ଲୀ,୮।୯: କର୍ନାଟକ ହାସନର ପୂର୍ବତନ ଏମପି ପ୍ରଜ୍ୱଳ ରେବନ୍ନାଙ୍କୁ ପରପ୍ପାନା ଅଗ୍ରହାରା ଜେଲରେ ପାଠାଗାର ବା ଲାଇବ୍ରେରି କ୍ଲର୍କ ଭାବରେ କାର୍ଯ୍ୟ ଦିଆଯାଇଛି। ଜେଲ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ରେବନ୍ନା ଏକ ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଜେଲ…
ବିପଦସଙ୍କୁଳ ଅବସ୍ଥାରେ ଅଙ୍ଗନୱାଡି କେନ୍ଦ୍ର: ଜମିଛି ଦୁଇ ଫୁଟ ପାଣି
କର୍ଲାମୁଣ୍ଡା:୮/୯(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ଦାଣ୍ଡିଭାଜା ଅଙ୍ଗନୱାଡି କେନ୍ଦ୍ର ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି। ସୂଚନା ମତେ, ପ୍ରବଳ ବର୍ଷା ଯୋଗୁ ଜଳ ନିଷ୍କାସନ ହୋଇ ନ ପାରି କେନ୍ଦ୍ର ସମ୍ମୁଖରେ ଦୁଇ…
Archives


