ସକାଳୁ ସକାଳୁ ୨ ଭାଇଙ୍କୁ ଗିରଫ କଲା ପୋଲିସ, ଘରୁ ଜବତ କଲା ଏସବୁ…
ଯାଜପୁର,୧୮ା୯(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ପୋଲିସ ଗୁରୁବାର ସକାଳୁ ଦୁଇ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ, ୧୧ ତାରିଖ ବିଳମ୍ବିତ ରାତିରେ ଓଡ଼ଙ୍ଗ ଅଞ୍ଚଳର ଏକ ଦୋକାନରୁ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ…
ବଢୁଛି ବାଘୁଆ ଜଳଭଣ୍ଡାର ଜଳସ୍ତର, ତଥାପି ସ୍ଥିତି ନଗଣ୍ୟ
ବୁଗୁଡ଼ା,୧୮ା୯(କାଳୀଚରଣ ଦାଶ): ଏଇ କିଛି ଦିନ ହେଲା ଲଗାତର ଭାବେ ବର୍ଷା ହେବାରୁ ଏଠାକାର ବାଘୁଆ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ମଙ୍ଗଳବାର ସୁଦ୍ଧା ୯୧୩.୧୮ ହେକ୍ଟର ମିଟର ଜଳ ଗଚ୍ଛିତ ଥିବା ଜଣାଯାଇଛି। ୩୧୦୦ ହେକ୍ଟର ମିଟର…
ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନବଣ: ନାକ ଟେକୁଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡି, ୧୮।୯ (ଅରୁଣ ସାହୁ): ଆଉ କିଛି ଦିନ ପରେ ଦଶହରା ଛୁଟି। ପର୍ଯ୍ୟଟନ ଋତୁ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ପର୍ଯ୍ୟଟନକ୍ଷେତ୍ର ଡୁଲୁରୀକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଆଗମନ ହେବ ଏଥିପାଇଁ ଡୁଲୁରୀକୁ ସୌନ୍ଦର୍ଯ୍ୟ କରାଇବାରେ ସ୍ଥାନୀୟ ପ୍ରଶାସନ…
ଲୁଚିଛପି ଭାରତ ପିଠିରେ ଛୁରି ମାରିଲା ପାକିସ୍ତାନ: ସାଉଦି ଆରବ ସହ କଲା ବଡ଼ ଡିଲ୍
ଇସଲାମାବାଦ୍,୧୮।୯: ପାକିସ୍ତାନ ଏବେ ବି ଅପରେଶନ ସିନ୍ଦୂରକୁ ନେଇ ଭୟଭୀତ। ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଲୁଚିଛପି ସାଉଦି ଆରବ ସହ ବଡ଼ ଡିଲ୍ କରିଛନ୍ତି। ସେ ସାଉଦି ଆରବ ସହିତ ଏକ ସ୍ବତନ୍ତ୍ର ପ୍ରତିରକ୍ଷା ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।…
ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ
ଭୁବନେଶ୍ୱର,୧୮ା୯ (ରବିନାରାୟଣ ଜେନା): ଗୁରୁବାରଠାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ୭ଟି କାର୍ଯ୍ୟଦିବସ ରହିଛି। ସରକାର ସୁରୁଖୁରୁରେ ଅଧିବେଶନ ଚଳାଇବାକୁ ଚାହୁଁଥିବାବେଳେ କେତେକ ପ୍ରସଙ୍ଗରେ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି। ବୁଧବାର ସନ୍ଧ୍ୟା ସୁଦ୍ଧା କଂଗ୍ରେସ ଓ…
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୯: ଆଜି ଅର୍ଥାତ୍ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏହି ଉପଲକ୍ଷେ ଗଛ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ବର ଏକାମ୍ର କଲେଜ ପରିସରରେ ମୁଖ୍ୟମନ୍ତ୍ରୀ ‘ଏକ ପେଡ୍ ମାକେ ନାମ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଗଛ…
ବଦଳି ଦାବି କରି ଅଡ଼ି ବସିଥିଲେ ଆନ୍ଦୋଳନକାରୀ, ଛୁଟିରେ ପଳେଇଲେ ପ୍ରଧାନଶିକ୍ଷକ
ଭୋଗରାଇ,୧୭ା୯(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ସିଆଁରୋଇ ପଞ୍ଚାୟତ ବେଲଦା ଗାଁ ନୀଳକଣ୍ଠ ସରକାରୀ ଉଚ୍ଚବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ବିଭିନ୍ନ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରି ସୋମବାର ଓ ମଙ୍ଗଳବାର ଅଭିଭାବକ ଛାତ୍ରୀଛାତ୍ର ସ୍କୁଲ ଗେଟ୍ରେ ତାଲାପକାଇ ଉକ୍ତ ପ୍ରଧାନଶିକ୍ଷକଙ୍କୁ…
ମହିଳା କନଷ୍ଟେବଳଙ୍କୁ ହତ୍ୟା କରି କାର୍ରେ ମୃତଦେହ ନେଇଥିଲେ ପୁରୁଷ ବନ୍ଧୁ, ସାମ୍ନାକୁ ଆସିଲା ଅନେକ ଚାଞ୍ଚଲ୍ୟକର ତଥ୍ୟ
ଭୁବନେଶ୍ୱର,୧୭ା୯: ନିଖୋଜ ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ମୃତଦେହ କେନ୍ଦୁଝରର ଘଟଗାଁରୁ ମିଳିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ତେବେ ତାଙ୍କ ପୁରୁଷ ବନ୍ଧୁ ଦୀପକ ରାଉତ ଶୁଭମିତ୍ରାଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ଜଣାପଡ଼ିଛି। ଗତ ୬ ତାରିଖରେ…
ସରକାରଙ୍କ କଡା ନିର୍ଦ୍ଦେଶ, ବୁଲା କୁକୁରଙ୍କୁ ମିଳିବ ଆଜୀବନ ଦଣ୍ଡ
ନୂଆଦିଲ୍ଲୀ, ୧୬।୯: ଉତ୍ତରପ୍ରଦେଶରେ ବୁଲା କୁକୁରଙ୍କ ଆକ୍ରମଣ ବଢ଼ିଥିବାରୁ ଯୋଗୀ ଆଦିତ୍ୟନାଥ ସରକାର ସମସ୍ତ ନଗର ନିଗମକୁ ଏକ କଡ଼ା ଆଦେଶ ଜାରି କରିଛନ୍ତି। ପ୍ରମୁଖ ସଚିବ (ନଗର ବିକାଶ) ଅମୃତ ଅଭିଜାତଙ୍କ ଆଦେଶ ଅନୁଯାୟୀ, ଯଦି କୌଣସି ବୁଲା କୁକୁର…
ତାଜୁଙ୍ଗିଆ-ହାତୀମୁଣ୍ଡା ପଞ୍ଚାୟତରେ ଲାଗିଲା ନାଲି ରଙ୍ଗର ନୋଟିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ
ଦାରିଙ୍ଗବାଡି, ୧୬।୯ (ଅରୁଣ ସାହୁ): ସରକାର କଚ୍ଚା ଘରକୁ ପକ୍କା ଘରେ ପରିଣତ କରିବା ଲାଗି ଆବାସ ଯୋଜନା ଆଣିଛନ୍ତି। ହେଲେ ଏହି ଯୋଜନାର ଲାଭ ମିଳିଥିଲେ ମଧ୍ୟ ବହୁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଯୋଜନାରେ ଗୃହ…
ମିଛୁଆ ଟ୍ରମ୍ପ! ଏବେ ପାକିସ୍ତାନ କଲା ବଡ଼ ଖୁଲାସା, ମୁହଁ ଲୁଚାଇବାକୁ…
ନୂଆଦିଲ୍ଲୀ,୧୬।୯: ମିଛ କହିବାର କିଛି ସୀମା ଥାଏ। ହେଲେ ସବୁକିଛି ଟପି ଗଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଭାରତର ଅପରେସନ ସିନ୍ଦୂର’ ସମୟରୁ ସେ ଦାବି କରୁଛନ୍ତି ଯେ ସେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରାମ (ସିଜ୍ଫାୟାର)…
ଏସିଆ କପ୍ରୁ ବାହାରିଯିବ ପାକିସ୍ତାନ! ହ୍ୟାଣ୍ଡଶେକ୍ ବିବାଦ ପରେ ପଛକୁ ହଟିବାକୁ ପ୍ରସ୍ତୁତ ନୁହେଁ PCB
ଦୁବାଇ,୧୬।୯: ଏସିଆ କପ ୨୦୨୫ରେ ଭାରତ-ପାକିସ୍ତାନ ମ୍ୟାଚ୍ରେ ହାଣ୍ଡଶେକ ନ କରିବାର ବିବାଦ ବଢ଼ିବାରେ ଲାଗିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଏହି ମାମଲାରେ ପଛାଇବାକୁ ପ୍ରସ୍ତୁତ ନାହିଁ। ରିପୋର୍ଟ ଅନୁଯାୟୀ, ମ୍ୟାଚ୍ର ଦିନକ ପୂର୍ବରୁ ହେବାକୁ ଥିବା ପ୍ରେସ କନ୍ଫରେନ୍ସକୁ ଟିମ…
Archives


