Home

ପରିତ୍ୟକ୍ତ ଝାଟି ମାଟି ଘରେ ୧୭୬ ରାଶନ କାର୍ଡ, କିଏ -କାହିଁକି ଫିଙ୍ଗିଛି ତାହା ଏବେ ବଡ଼ ପ୍ରଶ୍ନବାଚୀ

ତୁମୁଡିବନ୍ଧ,୨୫।୯,(ଦୀପକ କୁମାର ପରାସେଠ): ପରିତ୍ୟକ୍ତ ଝାଟି ମାଟି ଘରୁ ରାଶନ କାର୍ଡ ମିଳିବା ପରେ ଏବେ ଅନେକ ପ୍ରଶ୍ନ ଉଠିଛି। କିଏ ଆଉ କେଉଁ ଉଦ୍ଦେଶ୍ୟରେ ଏହାକୁ ଫିଙ୍ଗିଛି ତାହା ପ୍ରଶ୍ନବାଚୀ ହୋଇଥିବା ବେଳେ ବିଭାଗୀୟ ଅଧିକାରୀ ପଡିରହିଥିବା କାର୍ଡ଼କୁ ଉଦ୍ଧାର…

ଆଇପିଏଲ ନାଁରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ରେ ଅଭିଯୋଗ

ଭବାନୀପାଟଣା,୨୫।୯(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ତଳଜାରିଙ୍ଗରେ ଅବସ୍ଥାପିତ ଥିବା ଆଇପିଏଲ (ଇଣ୍ଡିଆନ ପଟାସ ଲିମିଟେଡ) କମ୍ପାନୀ ଇଥାନଲ ଉତ୍ପାଦନ କରୁଥିବା ସମୟରେ, ସ୍ଥାନୀୟ ଖମାର ନାଳରେ ଦୂଷିତ କେମିକାଲ ପାଣି ଛାଡୁଥିବା ଓ ନିଷ୍କାସିତ ହେଉଥିବା ଗ୍ୟାସ ପୋଚକା…

ଯୁବକଙ୍କ ପେଟରୁ ବାହାରିଲା ୨୯ ଚାମଚ,୧୯ ଟୁଥବ୍ରଶ, ହେଲେ ଏହା ପେଟକୁ ଗଲା କେମିତି? କାରଣ ଜାଣିଲେ…

ହାପୁଡ,୨୫।୯: ଉତ୍ତର ପ୍ରଦେଶର ହାପୁର ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଏଠାରେ ଏକ ଅସ୍ତ୍ରୋପଚାର ସମୟରେ ଜଣେ ରୋଗୀଙ୍କ ପେଟରୁ ୨୯ ଚାମଚ ବାହାର କରାଯାଇଥିଲା। କେବଳ ଏତିକି ନୁହେଁ, ୧୯ ଟି ଟୁଥବ୍ରସ ଏବଂ ଦୁଇଟି କଲମ ମଧ୍ୟ…

କୋର୍ଟ ଶୁଣାଇଲେ ବଡ଼ ରାୟ, ପୂର୍ବତନ ରାଷ୍ଟ୍ରପତିଙ୍କୁ ୫ ବର୍ଷ ଜେଲ, ଗଦ୍ଦାଫିଙ୍କ ସହ କ’ଣ ରହିଛି କନେକ୍ସନ ଜାଣନ୍ତୁ

ପ୍ୟାରିସ,୨୫।୯: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜିଙ୍କୁ ୫ ବର୍ଷ ଜେଲ ଦଣ୍ଡ ଦିଆଯାଇଛି। କୋର୍ଟ ରାୟ ଦେଇଛନ୍ତି ଯେ ସାର୍କୋଜି ୨୦୦୭ ରାଷ୍ଟ୍ରପତି ନିର୍ବାଚନ ପାଇଁ ଲିବିୟାର ଏକଛତ୍ରବାଦୀ ମୁଅମ୍ମର ଗଦ୍ଦାଫିଙ୍କଠାରୁ ବେଆଇନ ପାଣ୍ଠି ପାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ।…

The Taj Story: ସତରେ କ’ଣ ଶାହଜାହାନ ତିଆରି କରିଥିଲେ ତାଜମହଲ? ନା ଆଉ…, ପୋଲ୍‌ ଖୋଲିବେ…

ମୁମ୍ବାଇ: ସ୍ବର୍ଣ୍ଣିମ ଗ୍ଲୋବାଲ ସର୍ଭିସେସ ପ୍ରାଇଭେଟ ଲିମିଟେଡ ଏବଂ ସିଏ ସୁରେଶ ଝାଙ୍କ ଚଳଚ୍ଚିତ୍ର ‘ଦି ତାଜ ଷ୍ଟୋରି’, ଏହାର ପ୍ରଥମ ଟିଜର ସହିତ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଗୁଞ୍ଜରଣ ସୃଷ୍ଟି କରିଛି। ଏବେ, ଏହି କୌତୁହଳକୁ ଆହୁରି…

ତୁଡୁକିବାଡିରେ ଗଜଲଷ୍ମୀ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡି, ୨୫।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ତୁଡୁକିବାଡି ଗ୍ରାମରେ ଚଳିତ ଗଜଲଷ୍ମୀ ପୂଜା ବଡ଼ ଧୂମଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଗୁରୁବାର ଅପରାହ୍ନରେ ଗ୍ରାମରେ ସମସ୍ତ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଗଜଲଷ୍ମୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି…

ମନ୍ଦିର ବୁଲାଇବାକୁ ନେଇ ୩ ନାବାଳିକାଙ୍କୁ ବଳାତ୍କାର, ୪ ଗିରଫ

ହାଇଦ୍ରାବାଦ,୨୫।୯: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦର ଅଲୱାଲ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ତିନି ଜଣ ନାବାଳିକା ଝିଅ, ସମସ୍ତ ୯ମ ଶ୍ରେଣୀର ଛାତ୍ରୀଙ୍କୁ ଯଦାଦ୍ରିଗୁଟ୍ଟାକୁ ପ୍ରଲୋଭିତ କରାଯାଇ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଯୌନ ଅପରାଧରୁ…

ମା’ ସାମ୍ନାରେ ପୁଅକୁ ହତ୍ୟା କରିବା ଘଟଣା: ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବଲାଙ୍ଗିର,୨୫/୯( ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ଖଦାଲ ପଡା ମା’ ମଙ୍ଗଳା ମନ୍ଦିର ନିକଟରେ ଗତ ୨୦ ତାରିଖ ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ତାଙ୍କ ମା’ ସାମ୍ନାରେ ପୂଅକୁ ହତ୍ୟା କରାଯାଇଥିଲା l ହତ୍ୟା ମାମଲାରେ ଆଉ ଦୁଇ…

Leh Violence: ସୋନମ ଓ୍ବାଙ୍ଗଚୁକଙ୍କ ବଡ଼ ଅଭିଯୋଗ, କହିଲେ ସରକାର ଖୋଜୁଛନ୍ତି ‘ବଲି କା ବକ୍ରା’

ଲଦାଖ,୨୫।୯: ଲଦାଖରେ ଘଟିଥିବା ହିଂସାକୁ ନେଇ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ ସ୍ପଷ୍ଟ ଭାବରେ ଚେତାବନୀ ଦେଇଛନ୍ତି ଯେ ଯଦି ତାଙ୍କୁ ଗିରଫ କରାଯାଏ, ତେବେ ସରକାରଙ୍କ ସମସ୍ୟା ତାଙ୍କ ସ୍ବାଧୀନତାଠାରୁ ବହୁ ଦୂରକୁ…

ଭାରତ ବିରୋଧରେ ବିଷ ଓଗାଳିଲେ ମହମ୍ମଦ ୟୁନୁସ: ପାକିସ୍ତାନ ପରେ ବାଂଲାଦେଶ ବି…

ଢାକା,୨୫।୯: ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଗୁରୁବାର ଭାରତ-ବାଂଲାଦେଶ ସମ୍ପର୍କ ଉପରେ ଏକ ମହମ୍ମଦ ୟୁନୁସ ଦେଇଛନ୍ତି। ସେ କହିଛନ୍ତି, ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନ ସମସ୍ୟା ରହିଛି। କାରଣ ସେମାନେ ଗତ ବର୍ଷର ଛାତ୍ର ପ୍ରତିବାଦକୁ ପସନ୍ଦ…

ଚର୍ଚ୍ଚାରେ ଓଡ଼ିଶାର ଆଉଜଣେ ସାରଥୀ: ଅଫିସ ସାଜିଥିଲା ବେଡ୍ ରୁମ୍, ଯୌନ ନିର୍ଯାତନା ଅଭିଯୋଗ ପରେ ଫେରାର

ନୂଆଦିଲ୍ଲୀ,୨୫।୯: ନୂଆଦିଲ୍ଲୀର ଶ୍ରୀ ଶାରଦା ଇନଷ୍ଟିଟ୍ୟୁଟ୍‌ ଅଫ୍‌ ଇଣ୍ଡିଆନ ମ୍ୟାନେଜମେଣ୍ଟର ନିର୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ (ପାର୍ଥ ସାରଥୀ) ବିରୋଧରେ ୧୭ ଜଣ ଛାତ୍ରୀ ଯୌନ ନିର୍ଯାତନ, ଅଶୋଭନୀୟ ମେସେଜ୍‌ ଓ ଧମକ ଅଭିଯୋଗ କରିଛନ୍ତି। ଓଡ଼ିଶାରେ ଜନ୍ମିତ ୫୨ ବର୍ଷୀୟ…

ଆପଣଙ୍କ ପାଖରେ ୨ଟି କ୍ରେଡିଟ୍‌ କାର୍ଡ ଅଛି କି? ମିଳିବ ଏହି ୫ ଲାଭ, ଜାଣନ୍ତୁ କିଭଳି…

ନୂଆଦିଲ୍ଲୀ,୨୫।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ନୂଆ ତଥ୍ୟ ଅନୁଯାୟୀ, ୨୦୨୫ ଜୁଲାଇରେ ଦେଶରେ ମୋଟ କ୍ରେଡିଟ କାର୍ଡ ଖର୍ଚ୍ଚ ୧.୯୩ ଲକ୍ଷ କୋଟି ଟଙ୍କା ଥିଲା, ଯାହା ଜୁନ ୨୦୨୫ରେ ୧.୮୩ ଲକ୍ଷ କୋଟି ଟଙ୍କା ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri