Home

ଭାଜପାକୁ ଶକ୍ତ ଧକ୍କା, ଦଳରୁ ଇସ୍ତଫା ଦେଲେ ପୂର୍ବତନ ଏମପିଙ୍କ ସମେତ ପ୍ରାୟ ୧୮ ନେତା

ଗୁଆହାଟି,୯।୧୦: ଆସାମରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଚାରିଥର ଭାଜପା ଏମପି ରାଜେନ ଗୋହାଇନ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଅନ୍ୟ ୧୭ ଜଣ ସଦସ୍ୟଙ୍କ ସହ ଇସ୍ତଫାପତ୍ର ଦାଖଲ କରିଛନ୍ତି।…

କିଏ ସବୁଠୁ ଅଧିକ ଧନୀ, କୋହଲି ନା ରୋହିତ: ଉଭୟଙ୍କ ମୋଟ ସମ୍ପତ୍ତି ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୯।୧୦: ଟିମ ଇଣ୍ଡିଆର ଦୁଇ ସବୁଠାରୁ ବଡ଼ ଷ୍ଟାର ହେଉଛନ୍ତି ବିରାଟ କୋହଲି ଏବଂ ରୋହିତ ଶର୍ମା। ଉଭୟେ ପଡ଼ିଆରେ ବ୍ୟାଟିଂ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଛନ୍ତି, କିନ୍ତୁ ଯେତେବେଳେ ରୋଜଗାର କଥା ଆସେ, ବିରାଟ କୋହଲି ଏବେ…

ସରୋଗେସିକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କହିଲେ ମାତାପିତା କିଏ ହେବେ ତାହା ସରକାର…

ନୂଆଦିଲ୍ଲୀ,୯।୧୦: ସୁପ୍ରିମକୋର୍ଟ ସରୋଗେସି (ରେଗୁଲେଶନ) ଆଇନ, ୨୦୨୧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ୨୫ଜାନୁଆରୀ, ୨୦୨୨ରେ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ସରୋଗେସି ଆରମ୍ଭ କରିଥିବା ଦମ୍ପତିଙ୍କ ପାଇଁ ବୟସ ସୀମା ପ୍ରଯୁଜ୍ୟ ହେବ ନାହିଁ।…

ଘର ଭିତରେ ଜିଅନ୍ତା ଜଳିଗଲେ ଯବାନଙ୍କ ସ୍ତ୍ରୀ

କୋରାପୁଟ,୯ା୧୦: ଘର ଭିତରେ ପୋଡ଼ିଯାଇ ଜଣେ ଆଇଆର୍‌ବି ଯବାନଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ସହର ଉପକଣ୍ଠସ୍ଥ ଓଏମ୍‌ପିସ୍ଥିତ ଉପର ଲାଇନ୍‌ କ୍ବାର୍ଟର୍ସରେ ରହୁଥିବା ଯବାନଙ୍କ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। ବିଦ୍ୟୁତ୍‌ ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ଘଟି ପୋଡ଼ିଯାଇଥିବା ସୂଚନାରୁ ଜଣାପଡ଼ିଛି। ତେବେ…

ମୁଁ ଫିଟ୍‌ ଅଛି କିନ୍ତୁ…ଟିମ୍‌ ଚୟନକୁ ନେଇ ସାଂଘାତିକ କଥା କହିଦେଲେ ମହମ୍ମଦ ଶାମି

ନୂଆଦିଲ୍ଲୀ,୯।୧୦: ବରିଷ୍ଠ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଶେଷରେ ତାଙ୍କର ନୀରବତା ଭାଙ୍ଗିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳରୁ ବାଦ ପଡ଼ିବା ପରେ, ଶାମି ସ୍ପଷ୍ଟ ଭାବରେ କହିଛନ୍ତି, ଫିଟନେସ ତାଙ୍କର ପ୍ରସଙ୍ଗ ନୁହେଁ,…

କାହାକୁ ଛାଡିଲେନି ପ୍ରଶାନ୍ତ କିଶୋର, ସିଙ୍ଗର-ଡାଇରେକ୍ଟରଙ୍କ ସହ କିନ୍ନରଙ୍କୁ ବି ମିଳିଲା…

ପାଟନା,୯।୧୦: ଜନସୁରାଜ ପାର୍ଟି ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତା’ର ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ଦଳ ୫୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହି ତାଲିକା ସହିତ ପ୍ରଶାନ୍ତ କିଶୋର ତାଙ୍କର ପ୍ରାର୍ଥୀଙ୍କ ନାମ…

ଉତ୍କଳମଣିଙ୍କ ଜନ୍ମପୀଠ ଚଳଚଞ୍ଚଳ, ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି

ସାକ୍ଷୀଗୋପାଳ,୯ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଦାସଙ୍କ ୧୪୮ ତମ ଜୟନ୍ତୀ ଅବସରରେ ଗୁରୁବାର ସତ୍ୟବାଦୀ ଯୁବ ସଂଗଠନ ପକ୍ଷରୁ ପ୍ରତିବର୍ଷ ପରି ପଞ୍ଚସଖା ସମାଧିପୀଠରେ ପ୍ରାର୍ଥନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂର୍ବତନ ପିସିସି ସଭାପତି ପ୍ରସାଦ…

ମାତ୍ର ୮୮୬ ବଲ୍‌ରେ ଶେଷ ହେଲା ଟେଷ୍ଟ ମ୍ୟାଚ୍‌: ଭାଙ୍ଗିଲା ୩୦ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୯।୧୦: ଭାରତର ୧୯ ବର୍ଷରୁ କମ ଦଳ ଅଷ୍ଟ୍ରେଲିଆକୁ ତାଙ୍କ ନିଜ ପଡ଼ିଆରେ ପରାସ୍ତ କରି ଇତିହାସ ରଚିଛି। ଆୟୁଷ ମହାତ୍ରେଙ୍କ ଅଧିନାୟକତ୍ୱରେ, ଭାରତୀୟ ଯୁବ ଦଳ ଦୁଇ ମ୍ୟାଚ ବିଶିଷ୍ଟ ଯୁବ ଟେଷ୍ଟ ସିରିଜ ୨-୦ରେ ଜିତିଛି। ଏହି ବିଜୟକୁ…

ଦାରିଙ୍ଗବାଡ଼ିରେ ଦେବଗଡ଼ ଜିଲା ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା, ସ୍ବାବଲମ୍ବୀ ହେବାକୁ ଖୋଜୁଛନ୍ତି ବାଟ

ଦାରିଙ୍ଗବାଡ଼ି,୯ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦେବଗଡ଼ ଜିଲାରୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୯ ଜଣିଆ ଟିମ୍‌ ଆସିଛନ୍ତି। ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ବହୁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସ୍ବ ରୋଜଗାରକ୍ଷମ ହେବା ସହ ସଶକ୍ତ…

କେମିତି ଚିହ୍ନିବେ ନକଲି ମସଲା: ଜାଣିରଖନ୍ତୁ କେତୋଟି ସହଜ ଉପାୟ…

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ମସଲାରେ ମଧ୍ୟ ଅପମିଶ୍ରଣ କରାଯାଉଛି, ଯାହା ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି। ତେଣୁ ନକଲି ମସଲା କିପରି ଚିହ୍ନିବେ ଜାଣିରଖନ୍ତୁ କେତୋଟି ସହଜ ଉପାୟ… ଯଦି ପ୍ୟାକେଟ୍‌ ନ ଆଣି ଖୋଲାରେ ଲଙ୍କାଗୁଣ୍ଡ ଆଣିଛନ୍ତି…

କଟକ ଦଶହରା ଗଣ୍ଡଗୋଳ: ଆଉ ୩ ଜଣଙ୍କୁ ବାନ୍ଧିଲା ପୋଲିସ

କଟକ,୯ା୧୦: କଟକ ଦଶହରା ଭସାଣି ଗଣ୍ଡଗୋଳ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୂର୍ବରୁ ୬ ଜଣ ଗିରଫ ହୋଇଥିବାବେଳେ ଗୁରୁବାର ଆଉ ୩ ଗିରଫ ହୋଇଥିବା କହିଛନ୍ତି ଏସିପି ଗିରିଜା ଚକ୍ରବର୍ତ୍ତୀ। ତେବେ ଆଗକୁ ଆଉ ଅଧିକଙ୍କୁ…

ପ୍ରତି ପରିବାରର ଜଣଙ୍କୁ ମିଳିବ ସରକାରୀ ଚାକିରି: ନିର୍ବାଚନ ପୂର୍ବରୁ ବଡ ଗେମ୍‌ ଖେଳିଦେଲେ ତେଜସ୍ବୀ

ପାଟନା,୯।୧୦: ରାଷ୍ଟ୍ରୀୟ ଜନତା ଦଳ ନେତା ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ୨୦୨୫ ବିହାର ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ ତେଜସ୍ବୀ କହିଛନ୍ତି, ଆଜିର ସାମ୍ବାଦିକ ସମ୍ମିଳନୀ ସ୍ବତନ୍ତ୍ର। ଆଜି,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri