ମୋଦିଙ୍କୁ ନେଇ ଏମିତି କଥା କହିଦେଲେ ନୀତୀଶ କୁମାର: ବଢୁଛି ଚର୍ଚ୍ଚା
ପାଟନା,୧୬।୧୦: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସମସ୍ତିପୁରର ସରାଇରଞ୍ଜନରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ମୋଦିଙ୍କୁ ନେଇ ଏକ ବଡ଼ କଥା କହିଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉଲ୍ଲେଖ କରି ସେ କହିଛନ୍ତି, ଆମର ପ୍ରଧାନମନ୍ତ୍ରୀ ବିହାରକୁ ବହୁତ ଥର…
କିଏ ହେବେ ବିହାରର ଆଗାମୀ ମୁଖ୍ୟମନ୍ତ୍ରୀ: ହୋଇଗଲା ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧୬।୧୦: ଜେଡିୟୁର ବରିଷ୍ଠ ନେତା ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତର କେସି ତ୍ୟାଗୀ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି, ସମସ୍ତ ଭାଜପା ନେତା ସର୍ବସମ୍ମତିକ୍ରମେ ଘୋଷଣା କରିଛନ୍ତି ଯେ, ନୀତୀଶ କୁମାରଙ୍କ ନେତୃତ୍ୱରେ ନିର୍ବାଚନ…
ଚଳନ୍ତା କଣ୍ଟେନରରେ ଲାଗିଲା ନିଆଁ, ଆଉ ତା’ ପରେ…
ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ): ରାସ୍ତା ଉପରେ ହୁତୁହୁତୁ ହୋଇ ଜଳିଗଲା କଣ୍ଟେନର। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଗୁରୁବାର ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ନିକଟ ଜାତୀୟ ରାଜପଥ ଉପରେ ଏହି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।…
ଖୋଲି କହିଦେଲେ ସ୍ନେହାଙ୍ଗିନୀ, ଜିତିବା ହାରିବା ଅଲଗା କଥା କିନ୍ତୁ ମୁଁ…
ନୂଆପଡ଼ା,୧୬ା୧୦: ନୂଆପଡ଼ା ଉପନିର୍ବାଚନକୁ ନେଇ ବିଜେଡି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆ ମନର କଥା ଖୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଓଡ଼ିଶା ସାରା ବୁଲୁଛି, ପାଖ ଦୂର କିଛି ନୁହେଁ, ବାହାରିଆ ବି ମୁଁ ନୁହେଁ। ମୁଁ ପ୍ରାର୍ଥୀ ବାଛିବା କମିଟିରେ…
ଅବସର ଚର୍ଚ୍ଚା ମଧ୍ୟରେ କୋହଲି କଲେ ଏମିତି ପୋଷ୍ଟ: କ୍ରିକେଟ୍ ଜଗତରେ ହଲଚଲ
ପର୍ଥ,୧୬।୧୦: ଭାରତୀୟ ଷ୍ଟାର କ୍ରିକେଟର୍ ବିରାଟ କୋହଲି ଆଜିକାଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିନିକିଆ ଖେଳାଯିବ। ଏହି ସିରିଜ ପରେ କୋହଲି ଦିନିକିଆରୁ ଅବସର ନେବେ ବୋଲି ଗୁଜବ ଜୋର ଧରିଛି। ଏସବୁ…
ଭାରତକୁ ନେଇ ବଡ଼ କଥା କହିଦେଲା ରୁଷିଆ: ଆମେରିକାକୁ ଲାଗିଲା ଝଟ୍କା
ମସ୍କୋ,୧୬।୧୦: ଭାରତ ଆଉ ରୁଷିଆଠାରୁ ତେଲ କିଣିବ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଦାବି କରିଛନ୍ତି। ମସ୍କୋ ଏହି ମାମଲାରେ ପ୍ରତିକ୍ରିୟା ଦେଇଛି। ଭାରତରେ ଅବସ୍ଥାପିତ ରୁଷିଆ ରାଷ୍ଟ୍ରଦୂତ ଡେନିସ ଆଲିପୋଭ କହିଛନ୍ତି, ଭାରତର ଅର୍ଥନୀତିକୁ ରୁଷିଆ ତେଲ…
ଆମେରିକା ପରେ ଭାରତକୁ ଝଟ୍କା ଦେଲା ବ୍ରିଟେନ୍: ଲାଗିଲା ବ୍ୟାନ୍
ନୂଆଦିଲ୍ଲୀ,୧୬।୧୦: ବ୍ରିଟେନ ରୁଷିଆ ବିରୋଧରେ ଏହାର ଆର୍ଥିକ ପଦକ୍ଷେପକୁ ଆହୁରି କଠୋର କରି ଏକ ବଡ଼ ନିଷ୍ପତ୍ତି ନେଇଛି। ଏଥର କେବଳ ରୁଷିଆ ନୁହେଁ ବରଂ ଭାରତ ଏବଂ ଚାଇନାର କିଛି ତୈଳ କମ୍ପାନୀ ମଧ୍ୟ ଟାର୍ଗେଟରେ ଅଛନ୍ତି। ୟୁକ୍ରେନରେ ଚାଲିଥିବା…
ଆଇନଜୀବୀ ପୀତବାସ ମର୍ଡର ମିଷ୍ଟ୍ରି: ପୋଲିସ କବ୍ଜାରେ କିଙ୍ଗ୍ପିନ୍ ସମେତ ୬ ଜଣ, ବିହାରୀ ବନ୍ଧୁକରେ…
ବ୍ରହ୍ମପୁର,୧୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଭାଜପା ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଅତି ନିକଟରୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ପଛରେ ବିହାର ଲିଙ୍କ୍ ଥିବା ଜଣାପଡ଼ିଥିଲା। ଶତାଧିକ ସିସିଟିଭି ଓ ଡମ୍ପ ଡାଟା ଆନାଲିସିସ୍…
ଅଧିନାୟକ ପଦରୁ ବିଦା ହେବାପରେ ପ୍ରଥମଥର ଗିଲ୍ଙ୍କୁ ଏମିତି କଥା ପଚାରିଦେଲେ ରୋହିତ ଶର୍ମା: ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ,୧୬।୧୦: ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ଗସ୍ତ କରିଛି। କିନ୍ତୁ ଦଳ ଯିବା ପୂର୍ବରୁ ବିମାନବନ୍ଦରର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଅଧିନାୟକତ୍ୱ ପରିବର୍ତ୍ତନ ପରେ ରୋହିତ ଶର୍ମା ଏବଂ ଶୁବମନ ଗିଲ ପ୍ରଥମ ଥର ପାଇଁ ମୁହାଁମୁହିଁ ହୋଇଥିଲେ। ସେହି…
ରାସ୍ତାରେ ପଡ଼ିଲା ୧୩୨ କେଭି ବିଦ୍ୟୁତ୍ତାର, ଅଟକିଲା ଶହଶହ ଗାଡ଼ିମୋଟର
ମୋହନା,୧୬ା୧୦(ମନ୍ମଥ ମିଶ୍ର): ରାଜପଥରେ ୧୩୨ କେଭି ବିଦ୍ୟୁତ୍ତାର ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ବ୍ରହ୍ମପୁର, ଭୁବନେଶ୍ୱର, ରାୟଗଡ଼ା, ମାଲକାନଗିରି କୋରାପୁଟକୁ ଯାତାୟାତ ବନ୍ଦ ହୋଇପଡ଼ିଛି। ସୂଚନାନୁଯାୟୀ, ବିଦ୍ୟୁତ୍ ବିଭାଗର ବାର୍ଷିକ ମେଣ୍ଟେନାନ୍ସ ଚାଲିଥିବାବେଳେ ବିରାଟ ଗଛକୁ ବିଦ୍ୟୁତ୍ ବିଭାଗର କର୍ମଚାରୀ…
ପ୍ୟାଣ୍ଟ୍ ଛାଡ଼ି ଯୁଦ୍ଧ ମଇଦାନରୁ ଦୌଡ଼ିଲେ ପାକିସ୍ତାନ ସୈନିକ: ସେଲିବ୍ରେଶନ କଲେ ତାଲିବାନ
ନୂଆଦିଲ୍ଲୀ,୧୬।୧୧: ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ରହିଛି। କିଛି ସମୟ ଧରି ଉଭୟ ପକ୍ଷରୁ ଆକ୍ରମଣ ଚାଲିଛି, ଯାହା ଫଳରେ ଅନେକ ସୈନିକଙ୍କ ମୃତ୍ୟୁ ଘଟିଛି। ତାଲିବାନ ଏବଂ ପାକିସ୍ତାନ ୪୮ ଘଣ୍ଟାର ଅସ୍ତ୍ରବିରତି ପାଇଁ ରାଜି ହୋଇଛନ୍ତି।…
ବିଜେଡିକୁ ବଡ଼ ଝଟ୍କା! ନୂଆପଡା ନିର୍ବାଚନ ପୂର୍ବରୁ ଭାଜପାରେ ମିଶିବେ ବଡ଼ ବିଜେଡି ନେତା
ନୂଆପଡା ରାଜନୀତିରେ ବଡ଼ ହଲଚଲ। ରାଜନୀତିରେ ନୂଆ ମୋଡ ଦେଖିବାକୁ ମିଳିଛି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ଘରେ ଲମ୍ବୋଦର ନିଆଲ। ଜୟ ଢୋଲକିଆ ଓ ଲମ୍ବୋଦର ନିଆଲଙ୍କ ମଧ୍ୟରେ ରୁଦ୍ଧଦ୍ୱାର ବୈଠକ ହୋଇଛି। କଳାହାଣ୍ଡି ଲୋକ ସଭା ଆସନର ବିଜେଡି…
Archives


