ସାର ଅଭାବ, ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
କୋଟପାଡ଼,୧୬।୮(ରାଜଶେଖର):କୋରାପୁଟ ଜ଼ିଲା କୋରପାଡ଼ ଅଞ୍ଚଳରେ ସାରର ଅଭାବକୁ ନେଇ ଶନିବାର ଚାଷୀ ସମବାୟ ବିଭାଗ ଘେରାଉ ସହ କେନ୍ଦୁଗୁଡା ଛକ ଜାତୀୟ ରାଜପଥ ୬୩ ନମ୍ବର ଅବରୋଧ କରିଛନ୍ତି। ଦୀର୍ଘ ଦିନ ହେବ କୋରପାଡ଼ ଅଞ୍ଚଳରେ ସାର କଳା ବଜାର ହେଇ…
ଆମ ମୁଖ୍ୟମନ୍ତ୍ରୀ ବହୁତ ଭଲ, ଆଶାଠୁ ଅଧିକ ଦିଅନ୍ତି ଅନୁଦାନ: ପ୍ରଶଂସାରେ ପୋତିଲେ ମନ୍ତ୍ରୀ
ଭଞ୍ଜନଗର,୧୬।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଗୋଟିଏ ଗଛ ମା’ଙ୍କ ନାମରେ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଘୁମୁସର ଉତ୍ତର ବନଖଣ୍ଡ,ଅଟଳ ଯୁବ ବାହିନୀ, ଜାତୀୟ ସେବା ଯୋଜନା ପୁରୁଷ ଶାଖା (୧),…
ସରକାରୀ କାର୍ଯ୍ୟକ୍ରମରେ ଗଣମାଧ୍ୟମ ଅଲୋଡା: ତେଜିଲା ଅସନ୍ତୋଷ
କେସିଙ୍ଗା,୧୬।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଳକରେ ବିଭିନ୍ନ ସମୟ ବିଭିନ୍ନ ବିଭାଗ ପକ୍ଷରୁ ଅନେକ ଉନ୍ନୟନ କାର୍ଯ୍ୟକ୍ରମ କରାଯାଉଛି। କିନ୍ତୁ ଏହିସବୁ କାର୍ଯ୍ୟକ୍ରମକୁ ସମ୍ପୃକ୍ତ ବିଭାଗ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧଙ୍କୁ ଡକାଯାଉନାହିଁ। କେସିଙ୍ଗା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ…
RSS ନେବ ବଡ଼ ନିଷ୍ପତ୍ତି! ଅଚାନକ ଡାକିଲା ବୈଠକ, ଯୋଗଦେବେ….
ନୂଆଦିଲ୍ଲୀ,୧୬।୮: ନିକଟରେ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଘୋଷଣା କରିଥିଲା। ଭାରତ ମଧ୍ୟ ଆମେରିକାର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠାଇ କରିଥିଲା। କିନ୍ତୁ, ଏପର୍ଯ୍ୟନ୍ତ ଆମେରିକା ଏହାର ନିଷ୍ପତ୍ତି ପ୍ରତ୍ୟାହାର କରିନାହିଁ କିମ୍ବା ଏହାକୁ ପ୍ରତ୍ୟାହାର କରିବା…
କାର୍ଯ୍ୟାଳୟରେ ଲାଗିଲା ନିଆଁଁ: ସବୁକିଛି ଜଳିପୋଡ଼ି ପାଉଁଶ
ଛତ୍ରପୁର,୧୬।୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଲାଗିଲା ନିଆଁ। ସର୍ଟସର୍କିଟ ପାଇଁ ଲାଗିଲା ନିଆଁ। ନିଆଁରେ ସମସ୍ତ ଅଫିସ କାଗଜ ପତ୍ର ଓ କମ୍ପୁଟର, ପ୍ରିଣ୍ଟର ପୋଡି ନଷ୍ଟ। ନିଆଁକୁ ଆୟତ କଲେ ଅଗ୍ନିଶମ…
ତୁହାକୁ ତୁହା ବର୍ଷା, ଚାଷୀ ବ୍ୟସ୍ତ: ବଜାର ଶୂନଶାନ୍
ଦାରିଙ୍ଗବାଡି,୧୬/୮(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ମାସ ହେଲା ତୁହାକୁ ତୁହା ବର୍ଷା ହେଉଛି। ଫଳରେ ଚାଷୀକୂଳକୁ ଯେତିକି ଫାଇଦା ହେବା କଥା କିଛି ଚାଷରେ ଫାଇଦା ହେଉଥିବାବେଳେ ଆଉ କିଛି ଚାଷରେ କ୍ଷତି ସହିବାକୁ ପଡୁଛି। ବିନ୍…
ଏହି ମହାନ କ୍ରିକେଟର୍ଙ୍କ ପରଲୋକ: ଖେଳିଗଲା ଶୋକର ଛାୟା
ସିଡନୀ,୧୬।୮: ଅଷ୍ଟ୍ରେଲିଆ ମହାନ କ୍ରିକେଟର୍ ବବ ସିମ୍ପସନଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଏହା କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ନିଶ୍ଚିତ କରାଯାଇଛି। ୧୯୮୭ ମସିହାରେ ଅଷ୍ଟ୍ରେଲିଆକୁ ପ୍ରଥମ ବିଶ୍ୱକପ ଜିତିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି…
ପୁଟିନ ଏମିତି କ’ଣ କହିଲେ ଆଶ୍ଚର୍ଯ୍ୟ ହୋଇଗଲେ ଟ୍ରମ୍ପ: ଆଉ ତା’ପରେ…
ଓ୍ବାଶିଟନ୍,୧୬।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଲାସ୍କାରେ ହୋଇଥିବା ବହୁଚର୍ଚ୍ଚିତ ସାକ୍ଷାତରେ ୟୁକ୍ରେନ ଯୁଦ୍ଧ, ପାରସ୍ପରିକ ସମ୍ପର୍କ ଏବଂ ସହଯୋଗର ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ବୈଠକ ପରେ ଅନୁଷ୍ଠିତ ମିଳିତ ସାମ୍ବାଦିକ ସମ୍ମିଳନୀ…
ରିସର୍ଟର ସୁଇମିଂପୁଲ୍ରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ
ଢେଙ୍କାନାଳ,୧୬।୮(ରତନ ନାୟାର): ଢେଙ୍କାନାଳ ଜିଲା ଅଗ୍ନିଶମ ସେବା କର୍ମଚାରୀ ରିସର୍ଟରୁ ଶନିବାର ଭୋର ୫ଟାରୁ ଜଣେ ପର୍ଯ୍ୟଟକଙ୍କ ମୃତଦେହକ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ତେଜ ଆହୁଜା ଏବଂ ତାଙ୍କ ଘର ଉତ୍ତରାଖଣ୍ଡରେ ବୋଲି ଜଣାପଡିଛି। ମୃତ୍ୟୁର କାରଣ ବର୍ତ୍ତମାନ…
ଟ୍ରମ୍ପ-ପୁଟିନଙ୍କ ସାକ୍ଷାତ ପରେ ୧୦୦ ଦେଶକୁ ମିଳିଲା ଗୁଡ୍ ନ୍ୟୁଜ୍: ଜାଣନ୍ତୁ କେମିତି
ଓ୍ବାଶିଂଟନ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ପ୍ରାୟ ୩ ଘଣ୍ଟାର ବୈଠକ ‘ଫଳଦାୟକ’ ଥିଲା। ପୁଟିନ ପରବର୍ତ୍ତୀ ବୈଠକ ପାଇଁ ଟ୍ରମ୍ପଙ୍କୁ ମସ୍କୋକୁ ନିମନ୍ତ୍ରଣ କରିଥିଲେ। ଏହା ପରେ ବିଶ୍ୱର ପ୍ରାୟ ୧୦୦…
ଟ୍ରମ୍ପଙ୍କୁ ଭେଟିବା ପରେ କହୁ କହୁ ଏମିତି କହିଦେଲେ ପୁଟିନ: ବିଶ୍ୱରେ ଖେଳିଗଲା…
ଓ୍ବାଶିଂଟନ,୧୬।୮: ଆମେରିକାର ଆଲାସ୍କାରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ ପରେ ପୁଟିନ କହିଥିଲେ, ଯଦି ଡୋନାଲ୍ଡ ଟ୍ରମ୍ପ ୨୦୨୨ ମସିହାରେ ହ୍ବାଇଟ ହାଉସରେ ଥାଆନ୍ତେ, ତେବେ ୟୁକ୍ରେନରେ…
୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ-ପୁଟିନ ଆଲୋଚନା: ଜାଣନ୍ତୁ କ’ଣ ଘଟିଲା
ଓ୍ବାଶିଂଟନ,୧୬।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ଶିଖର ସମ୍ମିଳନୀ କରିଥିଲେ। ଦୁଇ ନେତା ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ବିଷୟରେ ଆଲୋଚନା କରିଥିଲେ, କିନ୍ତୁ କୌଣସି ଚୂଡ଼ାନ୍ତ…
Archives


