Home

ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ

ଭଞ୍ଜନଗର,୨୭ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅଗଝୋଳ ମା’ ଠାକୁରାଣୀ ମନ୍ଦିର ପରିସରରେ ରବିବାର ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା କଳାକାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ବବୃବାହନ ଗୌଡ଼ ଅଧ୍ୟକ୍ଷତା…

ICUରେ ଶ୍ରେୟସ ଆୟର: ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୨୭।୧୦: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ICUରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ଆୟରଙ୍କ ଇଣ୍ଟରନାଲ୍‌ ବ୍ଲିଡିଂ ହେଉଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆୟରଙ୍କୁ ICUରେ ରଖାଯାଇଛି। ତାଙ୍କୁ ୫ ରୁ…

ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ, ପର୍ଯ୍ୟଟକଙ୍କୁ ବେଳାଭୂମି ବୁଲିବା ମନା

ଗୋପାଳପୁର,୨୭ା୧୦(ନବୀନ ରାଜ ଆଚାରୀ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବଳ ଗୋଟାଇ ଭୀଷଣ ବାତ୍ୟା ରୂପ ଧାରଣ କରି ସ୍ଥଳଭାଗମୁହାଁ ହୋଇ ମାଡି ଆସୁଛି। ଏହାର ନାମ ‘ମୋନ୍ଥା’ ରହିଛି। ମଙ୍ଗଳବାର ସନ୍ଧ୍ୟା ରାତି…

ହୋଇଗଲା ଫାଇନାଲ, ଓ୍ବାର୍ଲଡ କପ ଖେଳିବେ ରୋହିତ-ବିରାଟ, ଏହା ପଛର କାରଣ କହିଲେ ଗାଭାସ୍କର

ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଏବଂ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ ନିଜର ମତ ରଖିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଉଭୟ ଟିମ ଇଣ୍ଡିଆ ଷ୍ଟାର ୨୦୨୭ ODI ବିଶ୍ୱକପ ପାଇଁ…

ଏହିସବୁ କ୍ରିକେଟର୍‌ଙ୍କ ରହିଛି ଅନ୍ଧବିଶ୍ୱାସ: ପଡ଼ିଆରେ କରନ୍ତି ଏସବୁ କାମ

ନୂଆଦିଲ୍ଲୀ,୨୭।୧୦: କ୍ରିକେଟକୁ କୌଶଳ, ଫିଟନେସ ଏବଂ ରଣନୀତିର ଖେଳ ଭାବରେ ବିବେଚନା କରାଯାଇପାରେ। କିନ୍ତୁ ଭାଗ୍ୟ ମଧ୍ୟ ଏକ ଭୂମିକା ଗ୍ରହଣ କରେ। ବିଶ୍ୱର ଅନେକ ପ୍ରସିଦ୍ଧ କ୍ରିକେଟର ବିଶ୍ୱାସ କରନ୍ତି ଯେ, କିଛି ଜିନିଷ କିମ୍ବା ଅଭ୍ୟାସ ସେମାନଙ୍କୁ ପଡ଼ିଆରେ…

ଓ୍ବାନ ଡେ’ରେ ସବୁଠାରୁ ଅଧିକ ଷ୍ଟମ୍ପିଂ କରିଥିବା ଓ୍ବିକେଟକିପର କିଏ? ଏବେବି…

ନୂଆଦିଲ୍ଲୀ,୨୭।୧୦: ODI କ୍ରିକେଟରେ ଜଣେ ୱିକେଟକିପରଙ୍କ ଭୂମିକା କେବଳ ବଲକୁ ଧରିବା କିମ୍ବା ବନ୍ଦ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ। କେତେକ ସମୟରେ, ଏକ ଦ୍ରୁତ ଷ୍ଟମ୍ପିଂ ଏକ ମ୍ୟାଚର ମୋଡ଼ ବଦଳାଇ ଦେଇପାରେ। ଏହି ଫର୍ମାଟରେ ଅନେକ ମହାନ ୱିକେଟକିପର…

ବାତ୍ୟା ମୋନ୍ଥାର ପ୍ରଭାବ, ଗଞ୍ଜାମରେ ଛେଚିଲା ବର୍ଷା, ଫିକା ପଡ଼ିଲା କାର୍ତ୍ତିକ ସୋମବାର

ଗଞ୍ଜାମ,୨୭।୧୦,(ବିଦ୍ୟାଧର ସାହୁ ): ବାତ୍ୟା ମୋନ୍ଥାର ପ୍ରଭାବରେ ସୋମବାର ସକାଳେ ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ ପୀଠ…

ପ୍ରଥମଥର ପାଇଁ ନିକଟତର ହେଲେ ପାକିସ୍ତାନ-ବାଂଲାଦେଶ, ଅପରେଶନ ସିନ୍ଦୂର ପରେ ମିଶିକି ରଚୁଛନ୍ତି କି…

ଢାକା/ଇସଲାମାବାଦ,୨୭।୧୦: ବାଂଲାଦେଶର ଶାସକ, ଯାହାଙ୍କ ବର୍ବରତା ଭାରତ ସହାୟତାରେ ଏକ ସ୍ବାଧୀନ ରାଷ୍ଟ୍ର ସୃଷ୍ଟି କରିଥିଲା, ସେମାନେ ଏବେ ପାକିସ୍ତାନର ସାମରିକ କମାଣ୍ଡରଙ୍କ ସହିତ ସମ୍ପର୍କ ସ୍ଥାପନ କରୁଛନ୍ତି। କେବଳ ଏତିକି ନୁହେଁ, ସେମାନେ ଭାରତ ବିରୁଦ୍ଧରେ ମଧ୍ୟ ଷଡ଼ଯନ୍ତ୍ର କରୁଛନ୍ତି।…

ଶୌଚ ହେବାକୁ ଯାଇ ୨ ଦିନ ହେବ ନିଖୋଜ ଥିଲେ ପ୍ରଚଣ୍ଡ: ଆଜି ମିଳିଲା…

ପରଜଙ୍ଗ,୨୭।୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ସ୍ଥିତ ଖଣ୍ଡିଆବନ୍ଧରୁ ସୋମବାର ଜଣେ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବାବେଳେ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ପରଜଙ୍ଗ ବାଉଁଶ କାରିଗର ସାହିର ପ୍ରଚଣ୍ଡ ନାଏକ। ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ…

ସାରା ଦେଶରେ SIR ଲାଗୁକୁ ନେଇ ହେବ ଘୋଷଣା, ପ୍ରଥମ ପର୍ଯ୍ୟାୟରେ ଏହିସବୁ ରାଜ୍ୟରେ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ,୨୭।୧୦: ବିହାର ପରେ, ସାରା ଦେଶରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)ର ପ୍ରଥମ ପର୍ଯ୍ୟାୟ ମଙ୍ଗଳବାରଠାରୁ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ନିର୍ବାଚନ କମିଶନ ସୋମବାର SIR ଘୋଷଣା କରିବା ପାଇଁ ଏକ ବୈଠକ ଡାକିଛନ୍ତି। ପ୍ରଥମ…

ଭବିଷ୍ୟତରେ କ’ଣ ହେବେ ଧୋନୀଙ୍କ ଝିଅ: ନିଜେ କଲେ ଖୁଲାସା

ନୂଆଦିଲ୍ଲୀ,୨୭।୧୦:ମହେନ୍ଦ୍ର ସିଂହ ଧୋନୀ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେବେଠାରୁ ଧୋନୀ କେବଳ IPLରେ ଖେଳୁଛନ୍ତି। ଅବସର ପରେ ଧୋନୀ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି। ଧୋନୀ, ତାଙ୍କ ସ୍ତ୍ରୀ ସାକ୍ଷୀ ଏବଂ ଝିଅ…

ବିଦ୍ୟାଳୟ ପାଇଁ ଗୌରବ ଆଣିଲେ ପ୍ରିୟାଂଶୁ

ଭଞ୍ଜନଗର,୨୭ା୧୦(ବାବୁଲା ପ୍ରଧାନ): କନ୍ଧମାଳ ଜିଲା ଫୁଲବାଣୀରେ ଶୁକ୍ରବାର ଓ ଶନିବାର ଦୁଇଦିନ ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍‌ ବୟସର ବିଦ୍ୟାଳୟ ସମୂହ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭଞ୍ଜନଗର ପିଏମ୍‌ ଶ୍ରୀ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri