ଚନ୍ଦ୍ରକୁ ଛୁଉଁଥିବା ବାମନର ହାତ
୨୯ ଡିସେମ୍ବର ୧୯୫୯ ଘଟଣା। ଆମେରିକାନ୍ ଫିଜିକାଲ ସୋସାଇଟି ଆନୁକୂଲ୍ୟରେ ପାସାଡେନା (କାର୍ଲିଫର୍ନିଆ)ସ୍ଥିତ କାଲ୍ଟେକ (କାଲିଫର୍ନିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି)ଠାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସଙ୍ଗ ରଖାଯାଇଥିଲା ”ତଳସ୍ତରରେ ଯଥେଷ୍ଟ ଜାଗା ଅଛି“ (ଦେର୍ ଇଜ୍ ପ୍ଲେଣ୍ଟି ଅଫ୍ ରୁମ୍…
ଏକାକୀ ଜୀବନ ବିତାଉଥିଲେ ଦେଖାଦିଏ ଏହି ସମସ୍ୟା…
ସବୁବେଳେ ହସଖୁସିରେ ରହିବାକୁ କିଏ ବା ନ ଚାହେଁ? ହେଲେ ତାହା ଅନେକ ସମୟରେ ସମ୍ଭବ ହୋଇ ନ ଥାଏ। କେତେକ ଏକୁଟିଆ ଜୀବନ ବିତାଇବାକୁ ଭଲପାଆନ୍ତି। ହେଲେ ଏହା ଯଦି ଦୀର୍ଘ ବର୍ଷ ଧରି ଲାଗି ରହେ ତେବେ ତାହାର…
ସଡ଼କ ଦୁର୍ଘଟଣାରେ ଆଖି ବୁଜିଲେ ଟିମ୍ ଇଣ୍ଡିଆର ଏହି ଯୁବ କ୍ରିକେଟର, ଖେଳଜଗତରେ ଶୋକର ଛାୟା
ମୁମ୍ବାଇ,୨।୧୧: ମୁମ୍ବାଇରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ସଡ଼କ ଦୁର୍ଘଟଣାରେ ଜଣେ ପ୍ରତିଭାବାନ ଯୁବ କ୍ରିକେଟରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାଜେଶ ବଣିକ(୩୦)। ସେ ଭାରତୀୟ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଦଳର ପୂର୍ବତନ ସଦସ୍ୟ ତଥା ରଣଜୀ ଟ୍ରଫିରେ…
‘ରୁଚି ମସଲା’ ପ୍ରତିଷ୍ଠାତା ଡକ୍ଟର ଶରତ କୁମାର ସାହୁଙ୍କ ପରଲୋକ
ଭୁବନେଶ୍ୱର,୨।୧୧: ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି ମସଲା ପ୍ରତିଷ୍ଠାତା ଏବଂ MD ଡକ୍ଟର ଶରତ କୁମାର ସାହୁଙ୍କର ରବିବାର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ…
Alert: ବନ୍ଦ ହୋଇଯିବ ଉଜ୍ଜ୍ୱଳା ସିଲିଣ୍ଡରରେ ମିଳୁଥିବା ସବ୍ସିଡି! ଯଦି କରିବେ ନାହିଁ ଏହି କାମ…
ନୂଆଦିଲ୍ଲୀ,୨।୧୧: LPG ସିଲିଣ୍ଡର ଗ୍ରାହକଙ୍କ ପାଇଁ ଆଧାର ପ୍ରମାଣୀକରଣ ପ୍ରକ୍ରିୟାକୁ ଏବେ ବହୁତ ସରଳ କରାଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏକ ନୂତନ ସୁବିଧା ଆରମ୍ଭ କରିଛି ଯାହା ଗ୍ରାହକମାନଙ୍କୁ ସେମାନଙ୍କ ଘରେ ବସି ମାଗଣାରେ, ସ୍ମାର୍ଟଫୋନ ବ୍ୟବହାର…
କେନାଲରୁ ମିଳିଲା ପୁଅର ଗଳାକଟା ମୃତଦେହ, ଦାଦାଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ବାପା କହିଲେ …
କଟକ ସଦର,୨ା୧୧(ସୁଶାନ୍ତ କୁମାର ଜେନା): କିଶନନଗର ଥାନା ଅନ୍ତର୍ଗତ ଥୋରିଆପଡ଼ା ଗ୍ରାମର ନିଖୋଜ ଯୁବକ ଦିଲ୍ଲୀପ ଭୋଇ (୨୪)ର ଗଳାକଟା ମୃତଦେହ ରବିବାର ସକାଳୁ ତାଳଦଣ୍ଡା କେନାଲର ଅଇନିପୁର ସ୍ବାଇଁ ସାହି ନିକଟରୁ ଉଦ୍ଧାର କରାଯାଇଛି। କେନାଲରେ ମୃତଦେହ ଭାସୁଥିବା ଖବର…
ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ
ସାକ୍ଷୀଗୋପାଳ,୨ା୧୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ସହିତ ଶ୍ରାରାଧାଙ୍କ ସୁନାବେଶ ଦର୍ଶନ ପାଇଁ ରବିବାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼…
କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍ ଚଳାଚଳ ଦାବି
ଜି.ଉଦୟଗିରି,୨ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା କଳିଙ୍ଗା ଘାଟି ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ ତଥା ଗଞ୍ଜାମ ଓ କନ୍ଧମାଳ ଜିଲା ସହ ଯାତାୟାତର ସବୁଠାରୁ ସହଜ ରାଜପଥଟି ଭୂସ୍ଖଳନ ଯୋଗୁ ଦୀର୍ଘଦିନ ହେବ ବନ୍ଦ ରହିଥିଲା।…
ବଡ଼ ଖୁଲାସା କଲେ ଶଙ୍କର ପୃଷ୍ଟି, କହିଲେ ହଜାରେ କୋଟିର ଡିଲ୍ ହୋଇଛି, ମୁଁ ସରେଣ୍ଡର କରି ନ ଥିଲେ…
ଭୁବନେଶ୍ୱର,୨ା୧୧: ଗିରଫ ହୋଇଥିବା ଏସ୍ଆଇ ସ୍କାମର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି, ପୂର୍ବ ସରକାରରେ ହଜାରେ କୋଟି ଟଙ୍କାର ଡିଲ ହୋଇଛି। ଯଦି ମୁଁ ସରେଣ୍ଡର କରି ନ ଥାନ୍ତି…
ଶୌଚାଳୟ ଥାଇ ହଇରାଣ ହେଉଛନ୍ତି ପର୍ଯ୍ୟଟକ, ମିଳୁନି ଆବଶ୍ୟକ ସୁବିଧା
ଦାରିଙ୍ଗବାଡ଼ି,୨ା୧୧(ଅରୁଣ ସାହୁ): ଏବେ ଆସିଯାଇଛି ପର୍ଯ୍ୟଟନ ଋତୁ। ଖାସ୍କରି ଏଥିପାଇଁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ରବିବାର ଛୁଟିଦିନ ଥିବାରୁ ଦାରିଙ୍ଗବାଡ଼ିରେ ସକାଳୁ ସକାଳୁ ପର୍ଯ୍ୟଟକ ଦାରିଙ୍ଗବାଡ଼ିରେ ପହଞ୍ଚିଛନ୍ତି। ତେବେ ଆବଶ୍ୟକତାଠାରୁ ବହୁତ କମ୍…
ରାତିଅଧରେ ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ, ବାଟରେ ଦାଉ ସାଧିଲା ଦଇବ, ଏବେ ବାହୁନି ବାହୁନି କାନ୍ଦୁଛନ୍ତି…
ବୌଦ୍ଧ,୨ା୧୧(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାଙ୍କୁ ଘରୁ ଉଠାଇ ଆଣିଥିଲେ ପ୍ରେମିକ। ଗଢ଼ିଥାନ୍ତେ ସୁଖ ସଂସାର। ହେଲେ ବାଟରେ ଦାଉ ସାଧିଲା ଦଇବ। ଅଧା ରାସ୍ତାରେ ମୋଟରସାଇକେଲ ଦୁର୍ଘଟଣାରେ ପ୍ରେମିକଙ୍କ ମୃତ୍ୟୁ…
ଭାଇରାଲ ହେଉଛି ନୀତା ଅମ୍ବାନୀଙ୍କ ଜନ୍ମଦିନର ଲୁକ୍, ଭିଡିଓ ଦେଖିଲେ…
ମୁମ୍ବାଇ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ୬୨ ବର୍ଷରେ ପାଦ ଥାପିଛନ୍ତି। ତେବେ ତାଙ୍କର ଜନ୍ମଦିନ ନଭେମ୍ବର ୧ରେ ପାଳନ କରିଥିଲେ। ଏବେ ତାଙ୍କ ଜନ୍ମଦିନ ପାଳନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅମ୍ବାନୀ ପରିବାରର…
Archives


