Home

ଯୁଦ୍ଧକୁ ନେଇ ମୋଦି ଦେଲେ ବଡ଼ ବୟାନ, ସିଧା କଲେ ଟାର୍ଗେଟ…

ନୂଆଦିଲ୍‌ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରୁ ନିଜ ଭାଷଣରେ ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଯୁଦ୍ଧ ବିଷୟରେ କହିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଯେତେବେଳେ ସମଗ୍ର ବିଶ୍ୱ ଏବଂ ଭାରତ ସରକାର ଉପସାଗରୀୟ ଦେଶଗୁଡ଼ିକରେ…

ଯୁଦ୍ଧ ପାଇଁ ବଢ଼ିବ ବିମାନ ଟିକେଟ୍‌ର ଦାମ୍‌, ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୧୧ା୩: ଯଦି ବିମାନ ଯାତ୍ରା ପାଇଁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଟିକେଟ୍‌ ପାଇଁ ଟିକେ ଅଧିକ ଦେୟ ଦେବାକୁ ପଡ଼ିପାରେ। ବିମାନ କମ୍ପାନୀଗୁଡ଼ିକର ବର୍ଦ୍ଧିତ ମୂଲ୍ୟ ଏବେ ଯାତ୍ରୀଙ୍କ ପକେଟ୍‌କୁ ପ୍ରଭାବିତ କରୁଛି। ବିମାନ କମ୍ପାନୀଗୁଡ଼ିକ ବିମାନ ଟର୍ବାଇନ ଇନ୍ଧନର…

ଭୁଶୁଡୁଛି ମାଓବାଦୀଙ୍କ ଗଡ଼, ଏକାଥରେ ଆତ୍ମସମର୍ପଣ କଲେ ୧୦ ଦୁର୍ଦ୍ଦାନ୍ତ….

ଫୁଲବାଣୀ,୧୧।୩(ରାକେଶ କୁମାର ରାଉତ): ଫୁଲବାଣୀ ରିଜର୍ଭ ପୋଲିସ୍ ପଡ଼ିଆରେ ଆତ୍ମସମର୍ପଣ କଲେ ୧୦ ମାଓବାଦୀ  । ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଆସି ଫେରି ଯାଇଛନ୍ତି । ପୋଲିସ ମାଓବାଦୀ…

ଏପ୍ରିଲ ୨୬ରୁ ଭଞ୍ଜନଗର ଠାକୁରାଣୀ ଯାତ୍ରା: ବିଧାୟକ କହିଲେ, ଏଥର ଲେଖାଯିବ ନୂଆ ଇତିହାସ

ଭଞ୍ଜନଗର,୧୧/୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ପାଇଁ ବୁଧବାର ଶୁଭ ସ୍ତମ୍ଭ ସ୍ଥାପନ ହୋଇଛି। ଏନେଇ ଠାକୁରାଣୀ ମନ୍ଦିର ଏବଂ କୁଲାଡ ବ୍ୟାଘ୍ର ଦେବୀ ମନ୍ଦିରରୁ ଶୋଭାଯାତ୍ରାରେ ବରଣମାଳା ଶୁଭ ସ୍ତମ୍ଭ ସ୍ଥାପନସ୍ଥଳକୁ ଅଣାଯାଇଥିଲା। ଏହାପରେ ପୂଜାର୍ଚ୍ଚନା ପରେ…

ଜାରକା ବଜାରରେ ନକଲି ଡାକ୍ତର! ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ନକଲି….

ଧର୍ମଶାଳା,୧୧।୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅଧୀନ ବିଭିନ୍ନ ଛକ ବଜାରରେ ମାଳମାଳ ଔଷଧ ଦୋକାନ ସହିତ ରୋଗୀ ଦେଖିବା ପାଇଁ ଡାକ୍ତର ଚାମ୍ବର କରାଯାଇଛି । ଏହି ଚମ୍ବାରକୁ ବିଭିନ୍ନ ବିଭାଗର ଡାକ୍ତରମାନେ ଆସି ରୋଗୀମାନଙ୍କୁ ଦେଖିଥାନ୍ତି…

ବର୍ଷାରେ ଭିଜିଲା ସହର, ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ଆସନ୍ତା ୧୬ ପର୍ଯ୍ୟନ୍ତ…

ଚେନ୍ନାଇ,୧୧ା୩: ବୁଧବାର ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ତାମିଲନାଡୁର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି, ଯାହା ଗ୍ରୀଷ୍ମ ପ୍ରବାହରୁ କିଛି ଆଶ୍ୱସ୍ତି ଆଣିବ। ଆଇଏମ୍‌ଡି ରିପୋର୍ଟ ଅନୁଯାୟୀ, ଥୁଥୁକୁଡି,…

୫ ମାସ ପରେ ମିଳିଲା ଚୋରି ଟ୍ରାକ୍ଟର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଲୋଇସିଂହା,୧୧।୩(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ସାହାଜଛାପର ଗାଁରୁ ୨୦୨୫ ଅକ୍ଟୋବର ମାସରେ ଚୋରି ହୋଇଥିବା ଏକ ଟ୍ରାକ୍ଟରକୁ ଲୋଇସିଂହା ପୋଲିସ ଆନ୍ଧ୍ରରୁ ଉଦ୍ଧାର କରିଛି। ଏହି ଚୋରି ଘଟଣାରେ ୫ ଜାଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ…

ଖପୁରୀ ଧରି ପୂଜାର୍ଚ୍ଚନା… ଗୁଣି ସନ୍ଦେହର ବୃଦ୍ଧଙ୍କୁ ବାନ୍ଧି ନିସ୍ତୁକ ମାଡ଼, ୧୦ ଗିରଫ

ବେଲଗୁଣ୍ଠା,୧୧।୩(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ବେଲପୁଞ୍ଜି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଗୁଣି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ସଂଘବଧ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ…

ଯୁଦ୍ଧ ଭିତରେ ସମୁଦ୍ରରେ ଇରାନ-ଚାଇନାର ବଡ଼ ଡିଲ୍‌, ଚମକି ପଡିଲା ଆମେରିକା!

ବେଜିଂ,୧୧।୩: ଆମେରିକା-ଇରାନ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ପରିସ୍ଥିତି ଖରାପ ହେବା ଯୋଗୁଁ ସମଗ୍ର ବିଶ୍ୱ ତେଲ ପାଇଁ ହାହାକାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ, ଚାଇନା ଏହି ଖରାପ ପରିସ୍ଥିତିର ଫାଇଦା ଉଠାଇବାକୁ ହାତଛଡ଼ା କରୁନାହିଁ। CNBC ରିପୋର୍ଟ ଅନୁଯାୟୀ, ଇରାନ ଏବେ…

ଯୁଦ୍ଧକୁ ଏଣ୍ଟ୍ରି କଲା ପାକିସ୍ତାନ, ଆମେରିକା ବିରୋଧରେ ଯୁଦ୍ଧ ଘୋଷଣା! ବିଶ୍ୱରେ ଚହଳ…

ଇସଲାମାବାଦ,୧୧।୩; ଦକ୍ଷିଣ ଏସିଆ ଧୀରେ ଧୀରେ ଇସ୍ରାଏଲ-ଇରାନ ବିବାଦରେ ଜଡିତ ହେଉଛି। ଏସୀୟ ଦେଶଗୁଡ଼ିକର ଜାହାଜଗୁଡ଼ିକ ହରମୁଜ ପ୍ରଣାଳୀରେ ଫସି ରହିଛି, ଯେତେବେଳେ ପଡ଼ୋଶୀ ପାକିସ୍ତାନ ମଧ୍ୟ ଉପସାଗରରେ ଫସି ରହିଛି। ଯେତେବେଳେ ପାକିସ୍ତାନ ସାଉଦି ଆରବ ସହିତ ଏକ ପ୍ରତିରକ୍ଷା…

ମଧ୍ୟପ୍ରାଚ୍ୟ ସଂଘର୍ଷ: ଦୁବାଇ ବିମାନବନ୍ଦର ନିକଟରେ ଡ୍ରୋନ୍ ଆଟାକ୍, ଜଣେ ଭାରତୀୟଙ୍କ ସମେତ ଚାରି ଆହତ

ନୂଆଦିଲ୍ଲୀ,୧୧।୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଦୁବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଇରାନ ଆଜି ଦୁବାଇ ବିମାନବନ୍ଦର ନିକଟରେ ଆଉ ଏକ ଡ୍ରୋନ୍ ହମଲା କରିଛି । ଯଦିଓ ଡ୍ରୋନ୍ ଆକ୍ରମଣକୁ ପଣ୍ଡ କରାଯାଇଛି, ତଥାପି ଜଣେ…

LPG ଯୋଗାଣରେ ବାଧା ସୃଷ୍ଟି ହେଲେ ବନ୍ଦ ହୋଇଯିବ କି ମୋବାଇଲ୍ ଟାଓ୍ବାର? ଜାଣନ୍ତୁ କଣ ରହିଛି କନେକ୍ସନ

ନୂଆଦିଲ୍ଲୀ,୧୧।୩: ଦେଶବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହେବାର ରିପୋର୍ଟ ସାମ୍ନାକୁ ଆସୁଛି । ତେବେ ଏହା ଯୋଗୁଁ  ମୋବାଇଲ୍ ଫୋନ୍ ଏବଂ ଘରର ଇଣ୍ଟରନେଟ୍ ସଂଯୋଗ ଏବେ ବିପଦରେ ଅଛି । ମୋବାଇଲ୍ ଟାୱାର ନିର୍ମାତାମାନଙ୍କୁ ଗ୍ୟାସ୍ ଯୋଗାଣ ବନ୍ଦ କରିଦିଆଯାଇଛି। ଯଦି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri