ବ୍ରେକ୍ ମାରିବାକୁ ଭୁଲିଗଲେ ଟ୍ରକ୍ ଡ୍ରାଇଭାର, ପରେ କାର୍ ଡ୍ରାଇଭରଙ୍କର ଯାହା ହେଲା ଭିଡିଓ ଦେଖିଲେ…
ଯଦି ଆପଣ ରାସ୍ତାରେ ଗାଡ଼ି ଚଲାଉଛନ୍ତି, ତେବେ ଆପଣଙ୍କୁ ବହୁତ ସତର୍କ ରହିବାକୁ ପଡିବ, କାରଣ ଅନ୍ୟମାନଙ୍କ ଭୁଲ୍ ଯୋଗୁ ଆପଣଙ୍କ ଜୀବନ ମଧ୍ୟ ବିପଦରେ ପଡ଼ିବାର ସମ୍ଭାବନା ରହିଛି। Never forget the handbrake pic.twitter.com/UCDicQmu8r — Insane Reality…
ଏଲନ ମସ୍କଙ୍କ ବଡ଼ ଭବିଷ୍ୟବାଣୀ: ୨୦୩୦ ସୁଦ୍ଧା ବିଶ୍ୱରେ ଘଟିବ…
ଓ୍ବାଶିଂଟନ,୧୧।୯: ଟେସଲାର ସିଇଓ ଏଲନ ମସ୍କ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ କରିଛନ୍ତି। ଆସନ୍ତା ବର୍ଷ ଅର୍ଥାତ୍ ୨୦୨୬ ସୁଦ୍ଧା, AI ଜଣେ ସାଧାରଣ ମଣିଷ ଅପେକ୍ଷା ଅଧିକ ବୁଦ୍ଧିମାନ ହେବ। ଏହାସହ ୨୦୩୦ ସୁଦ୍ଧା, AI…
ବିଦା ହେଲେ ଭୁବନ ଏନ୍ଏସି ଅଧ୍ୟକ୍ଷ
ଭୁବନ,୧୧ା୯ (ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍ଏସି ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ସାହୁ ପଦ ମର୍ଯ୍ୟାଦାର ଅପବ୍ୟବହାର କରିବା ଅଭିଯୋଗରେ ବୁଧବାର ବହିଷ୍କୃତ ହୋଇଛନ୍ତି। ଢେଙ୍କାନାଳ ଜିଲାପାଳଙ୍କ ନିକଟରେ ଅଧ୍ୟକ୍ଷଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଓଡ଼ିଶା ମ୍ୟୁନିସିପାଲ ଆଇନ…
ଶୌଚ ପାଇଁ ଯାଇଥିଲେ, ଦଳିଦେଲା ହାତୀ: ପଡ଼ିରହିଛି ମୃତଦେହ, ଭୟରେ…
ଦେବଗଡ,୧୧।୯(ଶଶାଙ୍କ ଶେଖର ଝାଙ୍କର): ଆଜିକାଲି ରାଜ୍ୟର ଅନେକ ସ୍ଥାନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ଗୁରୁବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ରିଆମାଳ ରେଞ୍ଜ କୋରଡପସି ଗାଁରେ ବୃଦ୍ଧଙ୍କୁ ହାତୀ ଦଳିଦେଇଛି । ଘଟଣାସ୍ଥଳରେ କୁହ୍ଲ ନାଏକ (୬୧)…
ସରକାର ବଦଳିବା ପରେ ଅଞ୍ଚଳରେ ଦେଖାଯାଉଛି ବିଭିନ୍ନ ସମସ୍ୟା: ଗର୍ଜିଲା ବିଜେଡି
ଗଜପତି,୧୧।୯ (ଗିରିଧାରୀ ପରିଛା)-ଗଜପତି ଜିଲା ମୋହନା ବ୍ଲକ ଚନ୍ଦ୍ରଗିରି ତିବତୀୟନ ବଙ୍ଗଳାଠାରେ ଜିଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ମୋହନା ବ୍ଲକର ବିଭିନ୍ନ ସମସ୍ୟା ବିଷୟରେ ବ୍ଲକର ବିଜେଡି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଆଲୋଚନା ହୋଇଯାଇଛି। ବିଶେଷ କରି ଶିକ୍ଷା,…
ଚାଷ ଜମିକୁ ଯାଉଥିଲେ, ହଠାତ୍ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…
ନୂଆପଡ଼ା,୧୧।୯(ମକାରୁ ବେମାଲ/ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଗୁରୁବାର ସକାଳୁ ଏକ ଅଭାବନୀୟ ଘଟଣା ଘଟିଛି। ସକାଳୁ ସକାଳୁ ବଜ୍ରାଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଜଣ ଆହତ ହୋଇଛନ୍ତି। ବୋଡେନ ଥାନା ଡୁର୍କାମୁଣ୍ଡା ଗାଁରେ ଏହି ଘଟଣା…
ଡାକ୍ତର ହେବେ ଆଦିବାସୀ ଝିଅ ବିଦୁ ନାଏକ: ଅଞ୍ଚଳ ପାଇଁ ସୃଷ୍ଟି କଲେ ଉଦାହରଣ
ଭବାନୀପାଟଣା,୧୧ା୯(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼କର୍ଲାକୋଟ ପଞ୍ଚାୟତ ନୂଆପଡାର ଜଣେ ଗରିବ ଆଦିବାସୀ ଝିଅ ବିଦୁ ନାଏକ(୨୧) ସର୍ବ ଭାରତୀୟସ୍ତରର ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ)ରେ ଉତ୍ତୀର୍ଣ୍ଣ ହୋଇ ଅଞ୍ଚଳ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଗତ…
ଦାରିଙ୍ଗବାଡିରେ ନିୟନ୍ତ୍ରଣ ନାହିଁ ଟ୍ରାଫିକ୍: ଯାତାୟାତରେ ସମସ୍ୟା
ଦାରିଙ୍ଗବାଡି, ୧୧।୯ (ଅରୁଣ ସାହୁ):କନ୍ଧମାଳ ଜିଲ। ଦାରିଙ୍ଗବାଡିରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣରେ ନାହିଁ। ପୋଲିସ ପକ୍ଷରୁ ଚାରିଛକରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଗୃହରଖିମାନଙ୍କୁ ଡ୍ୟୁଟି ଦିଆଯାଇଛି। କିନ୍ତୁ ଗାଡିମୋଟର ସଂଖ୍ୟା ବୃଦ୍ଧି ଯୋଗୁ ସେମାନଙ୍କ ହାତରେ ମଧ୍ୟ ନିୟନ୍ତ୍ରଣ ହେବା ମୁସ୍କିଲ…
ତେଜିଲା ମାକ୍ରଁ ବିରୋଧୀ ଆନ୍ଦୋଳନ
ସୋସିଆଲ ମିଡିଆ ନିଷିଦ୍ଧ ଭଳି କେତେକ ଜନବିରୋଧୀ ସରକାରୀ ପଦକ୍ଷେପ ପାଇଁ ନେପାଳରେ ଯୁବ, ଛାତ୍ର ଗୋଷ୍ଠୀ ଯେଭଳି ବ୍ୟାପକ ହିଂସା ଘଟାଇ ଶାସନ ପରିବର୍ତ୍ତନ ନିମନ୍ତେ ପରିବେଶ ସୃଷ୍ଟି କରିଛନ୍ତି, ସେଭଳି ସ୍ଥିତି ବୁଧବାର ୟୁରୋପୀୟ ଦେଶ ଫ୍ରାନ୍ସରେ ଘଟିଛି।…
SIP ନା ସୁକନ୍ୟା ସମୃଦ୍ଧି ଯୋଜନା? ଆପଣଙ୍କ ପିଲାଙ୍କ ଭବିଷ୍ୟତ ଲାଗି କେଉଁଟି ଉତ୍ତମ, ୧୫ ବର୍ଷରେ…
ନୂଆଦିଲ୍ଲୀ,୧୦।୯: ଯଦି ଆପଣ ଆପଣଙ୍କ ପିଲାଙ୍କ ଭବିଷ୍ୟତକୁ ସୁନ୍ଦର କରିବାକୁ ଚାହୁଁଛନ୍ତି, ତେବେ ନିବେଶ ଯୋଜନା ଅତ୍ୟନ୍ତ ଜରୁରୀ। ଏଥିପାଇଁ ଆପଣଙ୍କ ପାଖରେ ଅନେକ ବିକଳ୍ପ ରହିଛି, ଯେଉଁଥିରୁ ଦୁଇଟି ପ୍ରମୁଖ ହେଉଛି ସିଷ୍ଟମେଟିକ ଇନଭେଷ୍ଟମେଣ୍ଟ ପ୍ଲାନ (SIP) ଏବଂ ସୁକନ୍ୟା…
ରାୟଗଡ଼ାରେ ସରଗରମ ରାଜନୀତି: ପ୍ରମିଳାଙ୍କ ରିପୋର୍ଟରେ ଜିଲା ସଭାପତି ଭାବେ ଥିଲା ହିମିରିକାଙ୍କ ନାମ, କେଉଁ ଉଦ୍ଦେଶ୍ୟରେ…
ରାୟଗଡ଼ା,୧୦।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ବିଜେ ସଭାପତି ଘୋଷଣା ପରେ ରାଜ୍ୟସଭା ପୂର୍ବତନ ଏମ୍ପି ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବରିଷ୍ଠ ନେତା ବାନାଗା ତିରୁପତି…
ପରୀକ୍ଷା ଦେବାକୁ ଯିବା ବେଳେ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ୨୦ ବର୍ଷ ଜେଲ ଦଣ୍ଡରେ…
କେନ୍ଦୁଝର,୧୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ବଡ଼ ରାୟ ଦେଇଛନ୍ତି। ଏହି ମାମଲାରେ ବେତନଟି ଥାନା ଅନ୍ତର୍ଗତ ଅଭିଯୁକ୍ତ ଶୁଭେନ୍ଦୁ ପ୍ରଧାନ(୩୨)ଙ୍କୁ ଦଫା…
Archives


