Home

ରାସ୍ତାକଡ଼ ସାଇନ୍‌ବୋର୍ଡରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ

ମୋହନା,୩୦ା୧୧(ମନ୍ମଥ ମିଶ୍ର): ଶୁଦ୍ଧିଘର ଭୋଜି ଖାଇ ଫେରିବା ବେଳେ ଶନିବାର ବିଳମ୍ବିତ ରାତିରେ ଏକ ବାଇକ୍‌ ଦୁର୍ଘଟଣା ଘଟିଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ଚନ୍ଦ୍ରଗିରି…

ସୋନିଆ-ରାହୁଲଙ୍କ ନାଁରେ ପୁଣି ଏକ ନୂଆ ମାମଲା

ନୂଆଦିଲ୍ଲୀ,୩୦ା୧୧: ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ନ୍ୟାଶନାଲ ହେରାଲ୍ଡ ମାମଲାରେ ଏକ ନୂତନ ଏଫ୍‌ଆଇଆର ଦାୟର କରିଛି। ଏଥିରେ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ…

କନ୍ନଡ଼ ଅଭିନେତା ଉମେଶଙ୍କ ପରଲୋକ

ଚେନ୍ନାଇ,୩୦।୧୧: ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ଛାପ ଛାଡିଥିବା ପ୍ରବୀଣ କନ୍ନଡ ଅଭିନେତା ଉମେଶଙ୍କ ରବିବାର, ନଭେମ୍ବର ୩୦, ୨୦୨୫ରେ ଦେହାନ୍ତ ହୋଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ଏବଂ ସେ ଷ୍ଟେଜ ୪ ଯକୃତ କର୍କଟ…

‘ମୋ ମାଆଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ବାଂଲାଦେଶ ଫେରିବା ମୋ ନିୟନ୍ତ୍ରଣ ବାହାରେ,’ ଖାଲେଦା ଜିଆଙ୍କ ପୁଅଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ୟୁନୁସ

ଢାକା,୩୦।୧୧: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ସ୍ବ-ନିର୍ବାସିତ କାର୍ଯ୍ୟକାରୀ ସଭାପତି ତାରିକ ରହମାନ ଶନିବାର କହିଛନ୍ତି ଯେ ଘରକୁ ଫେରିବା ସମ୍ପୂର୍ଣ୍ଣ ତାଙ୍କ ନିୟନ୍ତ୍ରଣରେ ନାହିଁ, ବିଶେଷକରି ଏପରି ସମୟରେ ଯେତେବେଳେ ତାଙ୍କ ମାଆ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆ…

ଜେଲନସ୍କିଙ୍କ ଗସ୍ତ ପୂର୍ବରୁ ପୁଟିନଙ୍କୁ ଅଲଟିମେଟମ ଦେଲା ଫ୍ରାନ୍ସ

ପ୍ୟାରିସ,୩୦।୧୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସୋମବାର ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଉଭୟ ସାକ୍ଷାତ କରିବେ। ଫ୍ରାନ୍ସ ରାଷ୍ଟ୍ରପତି ଭବନ ଘୋଷଣା…

ବିଗ୍‌ ବସ୍‌ ସେଟ୍‌ରେ ଭାବପ୍ରବଣ ହେଲେ ସଲମାନ, କହିଲେ ଏ ସପ୍ତାହରେ ମୁଁ…

ମୁମ୍ବାଇ: ବିଗ୍‌ବସ୍‌-୧୯ ସେଟ୍‌ରେ ଭାଇଜାନ ସଲମାନ ଖାନ୍‌ ଭାବପ୍ରବଣ ହୋଇଯାଇଥିଲେ। ସେ କହିଥିଲେ କି ମୁଁ କାମନା କରୁଥିଲି ମୋତେ ଏହି ସପ୍ତାହର ଏପିସୋଡ୍‌ କରିବାକୁ ନ ପଡ଼ନ୍ତା କି। କାରଣ ୨୪ ନଭେମ୍ବରରେ ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଥିଲା, ଯାହା ପରେ…

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଦେଖି ଭୟ କରୁଛି ପାକିସ୍ତାନ, କାହିଁକି ଏମିତି କହିଲେ ପିଟିଆଇ ସାଂସଦ? ଜାଣନ୍ତୁ ଏହାର କାରଣ…

ଇସଲାମାବାଦ,୩୦।୧୧: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଛି। ଏହି ସମୟରେ, ତାଙ୍କ ଦଳର ଜଣେ ସଦସ୍ୟ ଦାବି କରିଛନ୍ତି ଯେ ଇମ୍ରାନ ଖାନ ଏବେ ବି ଜୀବିତ ଏବଂ ବର୍ତ୍ତମାନ ଆଦିଆଲା…

‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ମୋଦି ଦେଲେ ଖୁସି ଖବର

ନୂଆଦିଲ୍ଲୀ,୩୦।୧୧: ରବିବାର (୩୦ ନଭେମ୍ବର) ‘ମନ କି ବାତ’ କାର୍ଯ୍ୟକ୍ରମର ୧୨୮ତମ ଏପିସୋଡରେ ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ନଭେମ୍ବର ମାସ ଭାରତ ପାଇଁ ଅନେକ ଐତିହାସିକ ଏବଂ ପ୍ରେରଣାଦାୟକ ସଫଳତାରେ ପରିପୂର୍ଣ୍ଣ ଥିଲା। ସେ…

ଗୌତମ ଗମ୍ଭୀରଙ୍କୁ ନେଇ ହୋଇଯାଇଛି ନିଷ୍ପତ୍ତି, ବିସିସିଆଇ ନେଇଛି ଏମିତି ଆକ୍ସନ, ରିପୋର୍ଟରେ ବଡ଼ ଦାବି

ନୂଆଦିଲ୍ଲୀ,୩୦।୧୧: ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ଭାରତର ଅପମାନଜନକ କ୍ଲିନ ସୁଇପ ପରେ କୋଚ ଗୌତମ ଗମ୍ଭୀର ନିରନ୍ତର ଆଲୋଚନାର ବିଷୟ ହୋଇଛନ୍ତି। ପ୍ରଶଂସକମାନେ ଏତେ କ୍ରୋଧିତ ଯେ ସେମାନେ ପଡ଼ିଆରେ ତାଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଉଥିବାର…

ରାଜ୍ୟ ସରକାରଙ୍କୁ ତେଲ ଚିନ୍ତା, ସମସ୍ତ ଜିଲାପାଳଙ୍କୁ ଚିଠି କରି ଏମିତି ଦେଲେ କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର,୩୦ା୧୧: ରାଜ୍ୟ ସରକାରକୁ ଜଙ୍କ ଫୁଡ୍‌ ଓ ତେଲ ଚିନ୍ତା ଏବେ ଘାରିଛି। ଏନେଇ ସମସ୍ତ ଜିଲାର ଜିଲାପାଳମାନଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଚିଠି କରାଯାଇଛି। ଏଥିସହିତ ସବୁ ଅଙ୍ଗନଓ୍ବାଡି ସେଣ୍ଟର ଓ ଶିଶୁ ଯତ୍ନ କେନ୍ଦ୍ରରେ…

ଅଶାନ୍ତ କାଲିଫର୍ନିଆ: ଭିଷଣ ଗୁଳିକାଣ୍ଡରେ ୪ ମୃତ ୧୦ ଆହତ

କାଲିଫର୍ନିଆ,୩୦।୧୧: ଆମେରିକାର କାଲିଫର୍ନିଆରେ ଏକ ଭୟଙ୍କର ଗୁଳିକାଣ୍ଡ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଷ୍ଟକଟନର ଏକ ବ୍ୟାଙ୍କେଟ ହଲରେ ହୋଇଥିବା ଅଚାନକ ଗୁଳିକାଣ୍ଡରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକୀୟ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳେ ଚାରି ଜଣଙ୍କର ମୃତ୍ୟୁ ଘଟିଛି ଏବଂ…

ଏମିତି ରାସ୍ତା, ଯାହା କେବଳ ମଣିଷଙ୍କ ହାଡ଼ରେ ତିଆରି, ଏହାର ଇତିହାସ ଶୁଣିଲେ…

ଆପଣ ହୁଏତ ବିଶ୍ୱର ବିଭିନ୍ନ ରାସ୍ତା ବିଷୟରେ ଶୁଣିଥିବେ। କିଛି ରାସ୍ତା ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ହୋଇଥିବାବେଳେ ଆଉ କିଛି ରାସ୍ତା ଅତ୍ୟନ୍ତ ଭୟଙ୍କର ପାଇଁ ବି ଜଣାଶୁଣା। ମାତ୍ର କେବେ ଶୁଣିଛନ୍ତି କି ଲକ୍ଷ ଲକ୍ଷ ଲୋକଙ୍କ ହାଡ଼ ତଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri