ଆଇନଜୀବୀଙ୍କ ସୁରକ୍ଷା, ଅଭିଯୁକ୍ତଙ୍କ ଗିରଫ ଦାବିରେ ଆନ୍ଦୋଳନ
ଖୋର୍ଦ୍ଧା,୮ା୧୦(ପ୍ରଭାତ ପାଣିଗ୍ରାହୀ): ବ୍ରହ୍ମପୁର ସହର ଜଣାଶୁଣା ଆଇନଜୀବୀ, ଭାଜପା ନେତା ତଥା ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସ ପଣ୍ଡା ଗୁଳିକାଣ୍ଡ ମାମଲା ରାଜ୍ୟ ଆଇନଜୀବୀ ପରିଷଦ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପରିଷଦ ନିଷ୍ପତ୍ତି କ୍ରମେ ବୁଧବାର ରାଜ୍ୟ ବ୍ୟାପୀ…
ନଦୀପାରବେଳେ ପ୍ରବଳ ଜଳସ୍ରୋତରେ ଭାସିଗଲେ ଚାଷୀ
ଦିଗପହଣ୍ଡି,୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ନୂଆଗଡ଼ ଗ୍ରାମ ନିକଟ ଦେଇ ପ୍ରବାହିତ ଘୋଡ଼ାହାଡ ନଦୀର ପ୍ରଖର ଜଳସ୍ରୋତରେ ଭାସି ଜଣେ ଚାଷୀ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ନୂଆଗଡ଼ ଗ୍ରାମର ଅରକ୍ଷିତ ପ୍ରଧାନ…
ପାହାଡ ଉପରୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ଗୁଣପୁର,୮l୧୦(ପ୍ରଦୀପ କୁମାର ପାଢୀ): ରାୟଗଡା ଜିଲା ରାମନାଗୁଡା ବ୍ଲକ ଗୋଗୁପାଡୁ ପଞ୍ଚାୟତର ସିକଲା ଗ୍ରାମ ନିକଟସ୍ଥ ଓଣ୍ଡରୁବାଙ୍ଗ ପାହାଡ ଉପରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସମ୍ପୃକ୍ତ ଯୁବକଙ୍କ ଶରୀରରେ ଗୁଳି ବାଜିଥିବା ଜଣାପଡ଼ିଛି। ତେବେ ଗୁଳି କିଏ ମାରିଛି…
ଆଇନଜୀବୀ ହତ୍ୟା ଘଟଣା: କଲମ ଛାଡ଼ ଆନ୍ଦୋଳନ କରି ଆଇନଜୀବୀଙ୍କ ପ୍ରତିବାଦ
ଲୋଇସିଂହା,୮ା୧୦(ସୁଶାନ୍ତ ବାରିକ): ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ତଥା ଓଡ଼ିଶା ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଗୁଳି କରି ନିର୍ମମ ହତ୍ୟାର ତୀବ୍ର ପ୍ରତିବାଦ କରି ଓଡ଼ିଶା ଆଇନଜୀବୀ ପରିଷଦର ଡାକରା କ୍ରମେ ବୁଧବାର ଲୋଇସିଂହା ଓକିଲ ସଂଘ ପକ୍ଷରୁ ଦିନିକିଆ…
ପଥର କ୍ବାରିରେ ଭୟଙ୍କର ବିସ୍ଫୋରଣ: ଚାଲିଗଲା ୩ ଶ୍ରମିକଙ୍କ ଜୀବନ, ୪ ଗୁରୁତର
ଗଜପତି,୮।୧୦(ଗିରିଧାରୀ ପରିଛା): ପଥର କ୍ବାରିରେ ବିସ୍ଫୋରଣ ଜନିତ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣ ଗୁରୁତର ହୋଇଛନ୍ତି। ଘଟଣାଟି ଘଟିଛି ସୀମାନ୍ତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲା ମେଳିଆପୁଟି ମଣ୍ଡଳର ଗଙ୍ଗାରାଜୁ ପୁରମ ଗ୍ରାମର ରାଜଯୋଗ ପଥର ଖଣିରେ। ଆଜି…
ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ଯୋଗଦେଲେ ଶତାଧିକ ରୋଗୀ
ଦାରିଙ୍ଗବାଡି,୮।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡ଼ିଓ ପ୍ରୀତିରଞ୍ଜନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବିଭାଗର ଡାକ୍ତରୀ ଦଳ ପହଞ୍ଚି ରୋଗୀଙ୍କୁ ପରୀକ୍ଷା…
ଯୁବକଙ୍କୁ ଘରକୁ ଡାକିଲେ ବିବାହିତା ମହିଳା, କାଟିଦେଲେ ପ୍ରାଇଭେଟ୍ ପାର୍ଟ: ଆଉ ତା’ପରେ ଘଟିଲା…
ଲକ୍ଷ୍ନୌ,୮।୧୦: ଉତ୍ତର ପ୍ରଦେଶର ଜୌନପୁରରେ, ଜଣେ ବିବାହିତ ମହିଳା ତାଙ୍କ ଗାଁର ଜଣେ ଯୁବକଙ୍କୁ ଘରକୁ ଡାକି ତାଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଇଛନ୍ତି। ଯୁବକ ଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଯନ୍ତ୍ରଣାରେ ଛଟପଟ୍ ହେଉଥିଲେ। ତାଙ୍କୁ ତୁରନ୍ତ ଜିଲା ହସ୍ପିଟାଲକୁ ନିଆଯାଇଥିଲା।…
୧୭୫ ବଲ୍ରେ କୌଣସି ରନ ଶୂନ, ତଥାପି ଜିତିଲା ଦଳ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଅମ୍ପାୟରଙ୍କ ନିଷ୍ପତ୍ତି
ଗୌହାଟୀ,୮।୧୦: ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ମହିଳା ବିଶ୍ୱକପ ଚାଲିଛି। ଅକ୍ଟୋବର ୭ରେ ଇଂଲଣ୍ଡ ଏବଂ ବାଂଲାଦେଶ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୪୯.୪ ଓଭରରେ ୧୭୮ ରନ କରିଥିଲା। ଜବାବରେ ଗୌହାଟୀରେ ଇଂଲଣ୍ଡର…
ମାତ୍ର ୬୦ ମିନିଟ୍ରେ ବିଶ୍ୱର ଯେକୌଣସି ସ୍ଥାନରେ ପହଞ୍ଚିହେବ ପାର୍ସଲ: ଜାଣନ୍ତୁ କେମିତି କାମ କରିବ ଏହି ଟେକ୍ନିକ୍
ନୂଆଦିଲ୍ଲୀ,୮।୧୦: ଆଜିକାଲି ଦ୍ରୁତ ବାଣିଜ୍ୟ କମ୍ପାନୀଗୁଡ଼ିକ ପାର୍ସଲ ଡେଲିଭରି ଜଗତରେ ଚହଳ ସୃଷ୍ଟି କରୁଛନ୍ତି। କେତେକ କମ୍ପାନୀ ୧୦ ରୁ ୧୫ ମିନିଟ ମଧ୍ୟରେ ଘରକୁ ସାମଗ୍ରୀ ପହଞ୍ଚାଉଛନ୍ତି ତ ଆଉ କେତେକ ଗୋଟିଏ ସହରରୁ ଅନ୍ୟ ସହରକୁ ଗୋଟିଏରୁ ଦୁଇ…
୧୮୧ ଆଉଟ୍ ହେବାରୁ ବୋଲର୍ଙ୍କୁ ବ୍ୟାଟ୍ ଧରି ମାରିବାକୁ ଗୋଡ଼ାଇଲେ ପୃ୍ଥ୍ବୀ ଶ’: ଲାଇଭ୍ ମ୍ୟାଚ୍ରେ ମାର୍ପିଟ୍ ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ,୮।୧୦: ପୃ୍ଥ୍ବୀ ଶ’ ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା। ୧୯ ବର୍ଷରୁ କମ ବିଶ୍ୱକପରେ ଭାରତକୁ ବିଜୟୀ କରାଇବା ପରେ, ସେ ସିନିୟର ଭାରତୀୟ ଦଳରେ ନିଜର ସ୍ଥାନ ଦୃଢ଼ କରିଥିଲେ। ୨୦୧୮ରେ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ। ତଥାପି,…
ଆମେରିକା ସହ ଟେନ୍ସନ୍ ମଧ୍ୟରେ ଖୁସିଖବର ନେଇ ଭାରତରେ ପହଞ୍ଚିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ: ଜାଣନ୍ତୁ କ’ଣ ହେବ ଲାଭ
ନୂଆଦିଲ୍ଲୀ,୮।୧୦: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଭାରତ ଏବଂ ବ୍ରିଟେନ ମଧ୍ୟରେ ବନ୍ଧୁତା ଗଭୀର ହେଉଥିବା ପରି ମନେ ହେଉଛି। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାରମର ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ବୁଧବାର ସକାଳେ ମୁମ୍ବାଇରେ ପହଞ୍ଚିଥିଲେ।…
ଅପରାଧୀଙ୍କ ହବ୍ ବରଗଡ଼, ପଶୁଛି ଚୋରା ଗୁଳି ସହ ପିସ୍ତଲ
ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ):ଶାନ୍ତିପ୍ରିୟ ବରଗଡ଼ ଜିଲାକୁ ଅପରାଧୀମାନେ ମୁହାଁଇଛନ୍ତି। ଏହି ଜିଲାକୁ ସେମାନଙ୍କ ନିରାପଦ, ସୁରକ୍ଷିତ ମନେ କରି ଚୋରା ପିସ୍ତଲ, ଗୁଳି ସହିତ ପ୍ରବେଶ କରିଛନ୍ତି। ବରଗଡ଼ ଏବେ ଅପରାଧୀଙ୍କ ହବ୍ ପାଲଟିଛି। କିନ୍ତୁ ସେମାନେ କୌଣସି ବଡ଼ ଧରଣର ଅପରାଧ…
Archives


