ଲୁଣାନଦୀରେ ବୁଲୁଛି ବଉଳା କୁମ୍ଭୀର: ନଦୀ କୂଳିଆବାସୀ ଭୟଭୀତ
ମହାକାଳପଡ଼ା,୧୩ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନଦୀ, ନାଳରେ କୁମ୍ଭୀର ଘୂରି ବୁଲୁଛନ୍ତି। ରବିବାର ଅପରାହ୍ନରେ ଏକ ବିଶାଳ କୁମ୍ଭୀର ଲୁଣାନଦୀ କୂଳରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ଏହା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ…
ଲାଲୁଙ୍କ ପରିବାରକୁ ଜୋରଦାର ଝଟ୍କା: IRCTC ଦୁର୍ନୀତି ମାମଲାରେ କୋର୍ଟ ଦେଲେ ବଡ଼ ରାୟ
ପାଟନା,୧୩।୧୦: ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ, IRCTC ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ପରିବାରର ସମସ୍ୟା ବୃଦ୍ଧି ପାଇଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା…
ତିଆରିଗାଁକୁ ନୂତନ ପଞ୍ଚାୟତ କରାଯିବାକୁ ଦାବି: ଜିଲାପାଳଙ୍କ ଦ୍ୱାରସ୍ଥ ଅଞ୍ଚଳବାସୀ
ଦାରିଙ୍ଗବାଡି, ୧୩ ।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦୁର୍ଗମ କାଟିଙ୍ଗିଆ ପଞ୍ଚାୟତର ତିଆରିଗାଁକୁ ନୂତନ ପଞ୍ଚାୟତ କରାଯିବା ପାଇଁ ଅଞ୍ଚଳବାସୀଙ୍କ ଦାବି ଉଠିଛି।ଏନେଇ ଗାଁ ରେ ବୈଠକ ବସିବା ପରେ ନୂତନ ପଞ୍ଚାୟତ ସ୍ଥାପନ ପାଇଁ ସରକାରଙ୍କ ନିକଟରେ…
ବାଇକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା: ଚାଲିଗଲା ଯୁବକଙ୍କ ଜୀବନ
ଭଞ୍ଜନଗର,୧୩।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ପହଣ୍ଡା ଗାଲେରୀ ମୁଖ୍ୟ ରାସ୍ତାର ରଙ୍ଗାମେରୁ ଛକ ନିକଟରେ ସୋମବାର ପୂର୍ବାହ୍ନରେ ଏକ ବାଇକ ଓ ପେଟ୍ରୋଲ ଟ୍ୟାଙ୍କର ଗାଡି ମଧ୍ୟରେ ମୁହାମୁହିଁ ଧକ୍କା ହୋଇଛି। ଏଥିରେ ବାଇକ ଚାଳକ ଘଟଣା…
ଭାଜପାରେ ମିଶିବେ କି ପ୍ରତାପ ଜେନା: ଜୟନାରାୟଣ କହିଲେ…
ଭୁବନେଶ୍ୱର,୧୩।୧୦: ନୂଆପଡ଼ା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ ରହିଛି। ବିଜେଡ଼ି ବିଧାୟକ ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଭାଜପାରେ ମିଶିବା ପରେ ବିଜେଡି ନେତାଙ୍କୁ ତାଙ୍କୁ ଟାର୍ଗେଟ୍ କରୁଥିବା ଦେଖାଯାଉଛି। ବିଜେଡି ଉପସଭାପତି ପ୍ରତାପ ଜେନା ମଧ୍ୟ…
ମଧ୍ୟପ୍ରଦେଶ ଚାଲାଣ ହେଉଥିଲା ଗଞ୍ଜେଇ, ପୋଲିସ ହାବୁଡ଼ରେ ପଡ଼ିବାରୁ…
ବଲାଙ୍ଗୀର, ୧୩।୧୦(ସୁନିଲ କୁମାର ମହାନ୍ତି): ଏକ ମହେନ୍ଦ୍ର ବୋଲେରୋ ଗାଡ଼ି ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶ ଚାଲାଣ ହେଉଥିବା ୧୪ ପ୍ୟାକେଟ ଗଞ୍ଜେଇକୁ ପୋଲିସ ଜବତ କରିଛି। ବଲାଙ୍ଗିର ଜିଲା ପୁଇଁତଲା ଥାନା ଛତାପିପଲ ନିକଟ କୁରେଭନା ଛକରେ ପୁଇନ୍ତଲା ଥାନା…
ସିଆଙ୍ଗବାଲିଠାରୁ ଅଡାମାହା ଛକ, ସଂଯୋଗୀକରଣ ରାସ୍ତା ପାଲଟିଛି ମରଣଯନ୍ତା
ଦାରିଙ୍ଗବାଡି, ୧୩।୧୦(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ସିଆଙ୍ଗବାଲି ଠାରୁ ଅଡାମାହାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି। ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ…
ପ୍ରାଇଭେଟ୍ କର୍ମଚାରୀଙ୍କୁ ମିଳିପାରେ ଦୀପାବଳି ଭେଟି: ବଢିବ EPFO…
ନୂଆଦିଲ୍ଲୀ,୧୩।୧: ଏଥର ଦୀପାବଳିରେ ପ୍ରାଇଭେଟ୍ କର୍ମଚାରୀମାନେ କିଛି ଭଲ ଖବର ପାଇବେ ବୋଲି ଆଶା କରାଯାଉଛି। କର୍ମଚାରୀଙ୍କ ଉନ୍ନତି ପାଇଁ ପରିଚାଳିତ କର୍ମଚାରୀ ପେନସନ ଯୋଜନା ଅଧୀନରେ ସର୍ବନିମ୍ନ ପେନସନ ପରିମାଣ ବୃଦ୍ଧି କରିପାରେ ବୋଲି କୁହାଯାଉଛି। EPFOର କେନ୍ଦ୍ରୀୟ ଟ୍ରଷ୍ଟି…
ଏକାସଙ୍ଗେ ଆସିଗଲା ୩ ଟ୍ରେନ୍ : ଅଉ ତା’ପରେ ଷ୍ଟେଶନରେ ଘଟିଲା…
କୋଲକାତା,୧୩।୧୦: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେଶନରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଭିଡ଼ ଯୋଗୁ ଷ୍ଟେଶନରେ ଥିବା ଫୁଟ ଓଭରବ୍ରିଜ ଉପରୁ ଓହ୍ଲାଇଥିବା ଜଣେ ମହିଳା ଭାରସାମ୍ୟ ହରାଇ ସିଡ଼ି ତଳକୁ ଖସି ପଡ଼ିଥିଲେ, ଯାହା ଫଳରେ ଦଳାଚକଟା ହୋଇଥିଲା।…
ନୂଆପଡ଼ା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି: ନଭେମ୍ବର ୧୧ରେ ଭୋଟ, ୧୪ରେ ଫଳାଫଳ
ଭୁବନେଶ୍ୱର,୧୩।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ଆଜିଠୁ ନାମାଙ୍କନ କରାଯାଉଛି। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ୨୨ ତାରିଖ ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ହେବ। ୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର…
ଜନ୍ତୁ ଶିକାର ପାଇଁ ବିଛାଇଥିଲେ ବିଦ୍ୟୁତ ଫାଶ: ୨ ଶିକାରୀ ଗିରଫ
ଦେବଗଡ,୧୩।୧୦(ଶଶାଙ୍କ ଶେଖର ଝାଙ୍କର): ଜଙ୍ଗଲୀ ଜନ୍ତୁ ଶିକାର ନିମନ୍ତେ ବିଛାଯାଇଥିବା ବିଦ୍ୟୁତ ଫାଶ ଠାବ କରିବା ସହିତ ୨ ଜଣ ଶିକାରୀଙ୍କୁ ଗିରଫ କରି ବନବିଭାଗ କୋର୍ଟଚାଲାଣ କରିଛି । ରିଆମାଳ ବନାଂଚଳ କୁଣ୍ଢେଇଗୋଳା ସେକ୍ସନ ବୁଢାପାଲ ବିଟ ଅନ୍ତର୍ଗତ କପାଗୋଳା…
ମୋଦି ସରକାରଙ୍କୁ ଶକ୍ତ ଝଟ୍କା: ଇସ୍ତଫା ଦେବାକୁ ଧମକ ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ସୁପାରିଶ କରିଥିଲେ। ସଦାନନ୍ଦନ ମାଷ୍ଟରଙ୍କ…
Archives


