Home

ଦୀପାବଳିରେ ଭଲ କଥା କହିଲେ ଶହବାଜ ସରିଫ

ଇସଲାମାବାଦ,୨୦।୧୦: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଦୀପାବଳି ଅବସରରେ ଦେଶ ଏବଂ ବିଶ୍ୱର ହିନ୍ଦୁ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଟୁଇଟ କରିଛନ୍ତି। ନିଜର ସରକାରୀ ଟୁଇଟର ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ‘ଯେପରି ଦୀପାବଳିର…

ରୁଷିଆ ତେଲକୁ ନେଇ ପୁଣିଥରେ ଭାରତକୁ ଧମକାଇଲେ ଟ୍ରମ୍ପ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୦।୧୦: ଦୀପାବଳିରେ ଭାରତର ଶୁଳ୍କ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ। ସେ ଚେତାବନୀ ଦେଇଥିଲେ ଯେ ଯଦି ଭାରତ ରୁଷିଆରୁ ତେଲ କିଣିବା ବନ୍ଦ ନ କରେ, ତେବେ ସେ ଆହୁରି ଶୁଳ୍କ ବୃଦ୍ଧି…

ନୂଆପଡ଼ାରେ ବଢୁଛି ତାରକାଙ୍କ ଭିଡ଼: ଆଜି ସରିବ ନାମାଙ୍କନପତ୍ର ଦାଖଲ ଅବଧି

ଭୁବନେଶ୍ୱର,୨୦ା୧୦ (ରବିନାରାୟଣ ଜେନା): ଦିନ ଯେତିକି ଗଡୁଛି, ନୂଆପଡ଼ା ଉପନିର୍ବାଚନ ସେତିକି ଉଷ୍ମ ହୋଇଚାଲିଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି(ସୋମବାର) ପ୍ରାର୍ଥତ୍ପତ୍ର ଦାଖଲର ଶେଷଦିନ ରହିଛି। ଇତିମଧ୍ୟରେ ୫ ପ୍ରାର୍ଥୀ ୭ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏଥିମଧ୍ୟରେ କଂଗ୍ରେସର ବିଧାୟକ ପ୍ରାର୍ଥୀ…

ପାକିସ୍ତାନକୁ ବଡ଼ ଝଟକା ଦେଲା କତାର!

ଇସଲାମାବାଦ,୨୦।୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ କିଛି ଦିନ ଧରି ଚାଲିଥିବା ହିଂସାତ୍ମକ ସଂଘର୍ଷ ପରେ, ଉଭୟ ପକ୍ଷ ଶତ୍ରୁତା ବନ୍ଦ କରିବାକୁ ରାଜି ହୋଇଥିଲେ। ରବିବାର (ଅକ୍ଟୋବର ୧୯) ଦିନ, କତାର ଏବଂ ତୁର୍କୀର ମଧ୍ୟସ୍ଥତାରେ ଉଭୟ ଦେଶର ପ୍ରତିରକ୍ଷା…

‘ପୁଟିନ ଚାହିଁଲେ ୟୁକ୍ରେନକୁ ବରବାଦ କରିଦେବେ’, ଜେଲନସ୍କିଙ୍କ ଉପରେ ଖପ୍ପା ହେଲେ ଟ୍ରମ୍ପ

ଓ୍ବାଶିଂଟନ,୨୦।୧୦: ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଫାଇନାନ୍ସିଆଲ ଟାଇମ୍ସ (FT) ରିପୋର୍ଟରେ ଦାବି କରାଯାଇଛି ଯେ ହ୍ବାଇଟ ହାଉସରେ ଏକ ବୈଠକ ସମୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କୁ…

ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆମୋଡ଼: ୧୫ ଲକ୍ଷରେ ହୋଇଥିଲା ଡିଲ୍‌, ମାଷ୍ଟରମାଇଣ୍ଡ କର୍ପୋରେଟର

ବ୍ରହ୍ମପୁର,୨୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ନୂଆ ମୋଡ଼। ବ୍ରହ୍ମପୁରର ଜଣେ କର୍ପୋରେଟର ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ବିହାରୀ ଯୁବକ ନୁହଁ ବରଂ ଦିଗପହଣ୍ଡି ଥାନା ଇଲାକାର ପିଲା ହିଁ…

ଦେଶବାସୀଙ୍କୁ ଦୀପାବଳିର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି…

Video: ବଡ଼ ଦୁର୍ଘଟଣା, ଲ୍ୟାଣ୍ଡିଂ ବେଳେ ସମୁଦ୍ରରେ ଖସି ପଡ଼ିଲା ବିମାନ

ହଂକଂ,୨୦।୧୦: ସୋମବାର (ଅକ୍ଟୋବର ୨୦) ପ୍ରତ୍ୟୁଷରେ ହଂକଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏମିରେଟ୍ସ ଏୟାରଲାଇନ୍ସର ଏକ ବୋଇଂ ୭୪୭ କାର୍ଗୋ ବିମାନ ଅବତରଣ ସମୟରେ ନିୟନ୍ତ୍ରଣ ହରାଇଲା ଏବଂ ରନୱେରୁ ଖସି ସମୁଦ୍ରରେ ଖସିପଡ଼ିଲା। ଅବତରଣ ସମୟରେ…

ଦୀପାବଳି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୧୦:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ଦୀପାବଳି ପାଳନର ଅବ୍ୟବହିତ ପୂର୍ବରୁ ରବିବାର ସନ୍ଧ୍ୟାରେ ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳୀ ଅବସରରେ ରାଜ୍ୟର ଭଉଣୀଭାଇମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।…

ଅଭିଶାପ ଭୟ: ଗାଁରେ ପାଳନ ହେଉନି ଦୀପାବଳି

ଶିମ୍‌ଲା: ହିମାଚଳ ପ୍ରଦେଶର ହମିରପୁର ଜିଲାସ୍ଥିତ ସମ୍ମୁ ଗାଁରେ ଅନେକ ଶହ ବର୍ଷ ଧରି ଦୀପାବଳି ପାଳନ କରାଯାଉ ନାହିଁ। ଦୀପାବଳି ଦିନ ଗ୍ରାମବାସୀ ଦୀପ ଜାଳନ୍ତି ନାହିଁ କି ବାଣ ଫୁଟାନ୍ତି ନାହିଁ । ସେହିପରି ଘରେ ମଧ୍ୟ କୌଣସି…

ଏଇ ଭାରତରେ

ଛତିଶଗଡ଼ର ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ସେଥିରୁ ୨୦୨୩-୨୪ ବର୍ଷରେ ୧.୫ କୋଟି ଟଙ୍କା ରୋଜଗାର କରିଛନ୍ତି। ବିଶେଷକରି ସେ ଟମାଟୋ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଉତ୍ପାଦିତ ଟମାଟୋକୁ ସେ ନୂଆଦିଲ୍ଲୀ, ବେଙ୍ଗାଲୁରୁ, ରାୟପୁର,…

୮.୮୨ ଲକ୍ଷ ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବା ଦୁଃଖଦାୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୦ା୧୦(ପି.ଟି.) : ୮.୮୨ ଲକ୍ଷରୁ ଊର୍ଦ୍ଧ୍ୱ କୋର୍ଟ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇନାହିଁ। ଏଥିପାଇଁ ନିଷ୍ପାଦନ ଆବେଦନ ବିଚାର ଅପେକ୍ଷାରେ ପଡ଼ିରହିଥିବାରୁ ସୁପ୍ରିମକୋର୍ଟ ଏହାକୁ ଅତ୍ୟନ୍ତ ଦୁଃଖଦାୟକ ଏବଂ ଭୟଙ୍କର ଘଟଣା ବୋଲି କହିଛନ୍ତି। ମକଦ୍ଦମାରେ ଡିକ୍ରି ହାସଲ କରିଥିବା ବ୍ୟକ୍ତି ଜମିଜମା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri