ବରଗଡ଼ ଧନୁଯାତ୍ରା କଳାକାର ଚୟନ: ଏଯାଏ ଆଶାଜନକ ହୋଇନି ଆବେଦନ
ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୨୪ତାରିଖରୁ ଆରମ୍ଭ ହେବ। ୨୦୨୬ ଜାନୁୟାରୀ ୩ତାରିଖ ପର୍ଯ୍ୟନ୍ତ ୧୧ଦିନ ବ୍ୟାପୀ ଏହି ମହୋତ୍ସବ ଚାଲିବ। ତେବେ ଏଥର ମହୋତ୍ସବର ବିଭିନ୍ନ ମୁଖ୍ୟ ଚରିତ୍ର ପାଇଁ କଳାକାର ଚୟନ…
ଜଳାଶୟକୁ ପ୍ରଦୂଷିତ କରୁଛି ଇଥାନଲ ପ୍ଲାଣ୍ଟ: ମାଛ ମରୁଛନ୍ତି, ଲୋକଙ୍କୁ ଚର୍ମରୋଗ
ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମିତ ଇଥାନଲ ପ୍ଲାଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। ଏହି ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ନ ଥିବାବେଳେ ଏବେ ଉକ୍ତ ପ୍ଲାଣ୍ଟରୁ ନିଷ୍କାସିତ ବର୍ଜ୍ୟବସ୍ତୁ ଗାଁ ପୋଖରୀରେ ମିଶି…
ନୂଆପଡ଼ା ଉପନିର୍ବାଚନ: ସବୁ ଚର୍ଚ୍ଚାରେ ପ୍ରାର୍ଥୀ
ନୂଆପଡ଼ା,୨୫ା୧୦(ପୀତାମ୍ବର ସାହୁ):ନୂଆପଡ଼ା ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି। କହିବାକୁ ଗଲେ ସବୁ ଦଳର ଶତାଧିକ ରାଜ୍ୟସ୍ତରର ନେତା ନୂଆପଡ଼ାରେ ଡେରା ପକାଇ ରହିଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ପରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି। ତେଣୁ ଏଥିରେ…
ଆଜି ରାଜ୍ୟ କ୍ୟାବିନେଟ୍: ୭ ପ୍ରସ୍ତାବ ଉପରେ ବାଜିପାରେ ମୋହର
ଭୁବନେଶ୍ୱର,୨୫ା୧୦(ସୁନିତ୍ ମିଶ୍ର): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲା କନ୍ଫରେନ୍ସ ହଲ୍ଠାରେ ଅପରାହ୍ନ ୫ଟା ସମୟରେ ହେବାକୁ ଥିବା ଏହି ବୈଠକରେ ୭ଟି ପ୍ରସ୍ତାବ…
ଆସୁଛି ବାତ୍ୟା, ଜାଣନ୍ତୁ ଓଡ଼ିଶାରେ କ’ଣ ରହିବ ପ୍ରଭାବ
ଭୁବନେଶ୍ୱର, ୨୫ା୧୦(ବନ୍ଦନା ସେଠୀ):ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଇତିମଧ୍ୟରେ ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ୩ କି.ମି. ବେଗରେ ଗତି କରୁଛି। ଶନିବାର ସୁଦ୍ଧା…
ଭୟଙ୍କର ରୋଗ ସହ ଲଢୁଛନ୍ତି କିମ୍ କାର୍ଦାସିଆନ୍, ଖୁଲାସା ପରେ ଚିନ୍ତାରେ ପ୍ରଶଂସକ
ଓ୍ବାଶିଂଟନ: ଆମେରିକାର ଟେଲିଭିଜନ ଦୁନିଆର ଚର୍ଚ୍ଚିତ ଚେହେରା ମଧ୍ୟରୁ କିମ୍ କାର୍ଦାସିଆନ ଜଣେ। ହଲିଉଡ୍ର ଗ୍ଲାର୍ମର ଜଗତ ସହ ଜଡ଼ିତ ଥିବା ଏହି ଅଭିନେତ୍ରୀଙ୍କ ପ୍ରଶଂସକ କାହିଁରେ କେତେ। ଅଜବଗଜବ ଫ୍ୟାଶନ ସେନ୍ସ ସହ ବିଳାସମୟ ଲାଇଫଷ୍ଟାଇଲ୍ ଲାଗି ଲୋକେ ତାଙ୍କୁ…
ନିଜେ ତ ଫେଲ୍ ହେଲେ, ଏହି ଖେଳାଳିଙ୍କୁ ବି ବୁଡ଼ାଇ ଦେଲେ କୋହଲି,Video ଭାଇରାଲ ପରେ…
ନୂଆଦିଲ୍ଲୀ,୨୪।୧୦: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବ୍ୟାଟ ଅଷ୍ଟ୍ରେଲିଆରେ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି। ସେ ପର୍ଥ ଏବଂ ଆଡିଲେଡରେ ଖେଳାଯାଇଥିବା ଏକଦିବସୀୟ ମ୍ୟାଚ୍ରେ ନିଜର ଖାତା ଖୋଲିପାରି ନ ଥିଲେ। ଭାରତୀୟ ଦଳ ଉଭୟ ମ୍ୟାଚ୍ରେ ପରାଜିତ କରିଥିଲା।…
ବଡ଼ ଖବର: ବଦଳିଲା ବାତ୍ୟାର ଗତିପଥ! ଉପକୂଳକୁ ବିପଦ
ଭୁବନେଶ୍ୱର,୨୪।୧୦: ବାତ୍ୟା ଉପରେ ପଶ୍ଚିମାଝଡ଼ର ପ୍ରଭାବକୁ ନେଇ ବିଶେଷଜ୍ଞ କରୁଛନ୍ତି ଆକଳନ । ପଶ୍ଚିମାଝଡ଼ ଆସିଲେ ଗତିପଥ ବଦଳାଇପାରେ ବାତ୍ୟା । ଏପରି ହେଲେ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା । ବଢ଼ି ଯାଇପାରେ ପବନର ଗତି…
ମହିଳାଙ୍କ ସହ ଏକୁଟିଆ ଦେଖିବା ପରେ ଜୋତାମାଳ ପିନ୍ଧାଇ ମାରିଥିଲେ ନିର୍ଧୁମ ମାଡ଼, Video ଭାଇରାଲ ପରେ…
ଆନନ୍ଦପୁର,୨୪।୧୦(ସୁଶାନ୍ତ କୁମାର ସାହୁ): ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା। ଭିଡିଓ ଭାଇରାଲ ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆନନ୍ଦପୁର ପୋଲିସ। ଏଭଳି ଘଟଣା ଘଟିଛି ଆନନ୍ଦପୁର…
EPFO ଆକାଉଣ୍ଟରେ ଟଙ୍କା ଜମା କରିଛି କି ନାହିଁ ଆପଣଙ୍କ କମ୍ପାନୀ? ଏମିତି କରନ୍ତୁ ଯାଞ୍ଚ…
ନୂଆଦିଲ୍ଲୀ,୨୪।୧୦: ପ୍ରତି ମାସରେ ଆପଣଙ୍କର ଦରମା ଏବଂ କମ୍ପାନୀ ଅବଦାନର ଏକ ଅଂଶ EPFO ଅର୍ଥାତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ଜମା କରାଯାଏ। ଏହା ବେତନଭୋଗୀ ବ୍ୟକ୍ତିମାନଙ୍କ ପାଇଁ ଏକ ସଞ୍ଚୟ ଯୋଜନା, ଯାହା ସେମାନଙ୍କର ଜରୁରୀକାଳୀନ ପାଣ୍ଠି ଭାବରେ କାର୍ଯ୍ୟ…
WhatsApp ଷ୍ଟାଟସ୍ ଦେଖିଲେ ବି ‘SEEN’ରେ ଆସିବ ନାହିଁ ନାମ; ଏପରି ବଦଳାନ୍ତୁ ସେଟିଂସ…
ନୂଆଦିଲ୍ଲୀ,୨୪।୧୦: ହ୍ବାଟ୍ସଆପ୍ ହେଉଛି ଦୁନିଆର ସବୁଠାରୁ ଅଧିକ ବ୍ୟବହୃତ ଇନ୍ଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ। ଅନେକ ଲୋକଙ୍କ ସକାଳ ଅନ୍ୟମାନଙ୍କୁ ହ୍ବାଟ୍ସଆପ୍ରେ ଗୁଡ୍ ମର୍ନିଂ ମେସେଜ କରି ନଚେତ ଅନ୍ୟମାନଙ୍କ ଷ୍ଟାଟସ୍ ଦେଖି ହୋଇଥାଏ। କମ୍ପାନୀ ୨୦୧୮ରେ ‘ଷ୍ଟାଟସ୍’ ଫିଚର ଆଣିଥିଲା, ଯେଉଁଥିରେ…
ମହାମେଣ୍ଟର ନୂଆ ନାମ ଦେଲେ ମୋଦି , ଶୁଣିଲେ ଲାଗୁଛି ଆଶ୍ଚର୍ଯ୍ୟ
ପାଟନା,୨୪।୧୦: ୨୦୨୫ ବିହାର ବିଧାନସଭା ନିର୍ବାଚନ ପାଇଁ ତାଙ୍କର ଦ୍ୱିତୀୟ ସାଧାରଣ ରାଲିରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାମେଣ୍ଟ ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଥିଲେ। ବେଗୁସରାଇ ରାଲିରେ, ପ୍ରଧାନମନ୍ତ୍ରୀ ମୋଦି ବିହାର ଭୋଟରମାନଙ୍କୁ NDA ଏବଂ ମହାମେଣ୍ଟ ମଧ୍ୟରେ…
Archives


