ଝଡ଼ ‘ମୋନ୍ଥା’ ଆଶଙ୍କାରେ ଜିଲାବାସୀ, ସମୁଦ୍ର ତଟକୂଳବାସୀଙ୍କୁ ସତର୍କ ସୂଚନା
କେନ୍ଦ୍ରାପଡ଼ା,୨୭ା୧୦ (ଜଗନ୍ନାଥ ଧଳ): ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ମୋନ୍ଥା ଏବେ ବଙ୍ଗୋପସାଗର ମଧ୍ୟରେ ଅବପାତର ରୂପ ନେଇଛି। ଏହି ଝଡ଼ର ପ୍ରଭାବ କେନ୍ଦ୍ରାପଡ଼ା ଜିଲାରେ ପଡ଼ିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରୁଛନ୍ତି। ଆସନ୍ତା ୨୮ ତାରିଖ ସୁଦ୍ଧା ସାମୁଦ୍ରିକ ଝଡ଼…
ଚାଇନା ସହ ମିଶି ଟ୍ରମ୍ପଙ୍କୁ ବଡ଼ ଝଟ୍କା ଦେଲା ଭାରତ
ନୂଆଦିଲ୍ଲୀ,୨୭।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲେ। ଏହି ନିଷ୍ପତ୍ତି ଭାରତୀୟ ବ୍ୟବସାୟୀଙ୍କ ପାଇଁ ଯଥେଷ୍ଟ କ୍ଷତି କରୁଥିଲା, କିନ୍ତୁ ଏବେ ଟ୍ରମ୍ପ ଏକ ବଡ଼ ଝଟକାର…
ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ନେଇ ହା ହୁତାଶରେ ଚାଷୀ
ରାଜକନିକା, ୨୭ା୧୦(ସଞ୍ଜୟ କୁମାର ଦାଶ): ଧାନ ବିଲରେ ସୁନା ଫସଲକୁ ଦେଖି ଚାଷୀ ଆନନ୍ଦିତ ହେଉଥିଲା। ହେଲେ ଆଇଏମ୍ଡି ବିଭାଗର ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଘୃର୍ଣ୍ଣିବଳୟ ଆସନ୍ତା ୨୭ରେ ସାମୁଦ୍ରିକ ଝଡ଼ରେ ପରିଣତ ହୋଇ ବାତ୍ୟା ମୋନ୍ଥାରେ ପରିଣତ ହେବ।…
ବାତ୍ୟା ମୋନ୍ଥାକୁ ରୋକିବ ଲୁଣା ହେନ୍ତାଳ ଜଙ୍ଗଲ
ମହାକାଳପଡ଼ା,୨୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ମୋନ୍ଥା ବାତ୍ୟା ରୂପ ନେଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ସାଙ୍ଗକୁ ପବନ ବହିବା ସମ୍ଭାବନା ଥିବାରୁ ଧାନ ଫସଲ ପ୍ରଭାବିତ ହେବ…
୮୩ ପିଲାଙ୍କୁ ଜନ୍ମଦେବ ବିଶ୍ୱର ପ୍ରଥମ AI ମନ୍ତ୍ରୀ: ପ୍ରଧାନମନ୍ତ୍ରୀ କଲେ ବଡ଼ ଘୋଷଣା
ଟିରାନେ,୨୭।୧୦: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ଦେଶର ପ୍ରଥମ ଏଆଇ ମନ୍ତ୍ରୀ ଡିଏଲା ଗର୍ଭବତୀ ଅଛି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୮୩ଟି ଏଆଇ ପିଲାଙ୍କୁ ଜନ୍ମ ଦେବେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା…
ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ
ଭଞ୍ଜନଗର,୨୭ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅଗଝୋଳ ମା’ ଠାକୁରାଣୀ ମନ୍ଦିର ପରିସରରେ ରବିବାର ଘୁମୁସର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଭାରତ ଲୀଳା କଳାକାର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସଭାପତି ବବୃବାହନ ଗୌଡ଼ ଅଧ୍ୟକ୍ଷତା…
ICUରେ ଶ୍ରେୟସ ଆୟର: ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୨୭।୧୦: ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ICUରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ଆୟରଙ୍କ ଇଣ୍ଟରନାଲ୍ ବ୍ଲିଡିଂ ହେଉଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଆୟରଙ୍କୁ ICUରେ ରଖାଯାଇଛି। ତାଙ୍କୁ ୫ ରୁ…
ଗୋପାଳପୁର ବନ୍ଦରରେ ୨ ନମ୍ବର ବିପଦ ସଙ୍କେତ, ପର୍ଯ୍ୟଟକଙ୍କୁ ବେଳାଭୂମି ବୁଲିବା ମନା
ଗୋପାଳପୁର,୨୭ା୧୦(ନବୀନ ରାଜ ଆଚାରୀ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ବଳ ଗୋଟାଇ ଭୀଷଣ ବାତ୍ୟା ରୂପ ଧାରଣ କରି ସ୍ଥଳଭାଗମୁହାଁ ହୋଇ ମାଡି ଆସୁଛି। ଏହାର ନାମ ‘ମୋନ୍ଥା’ ରହିଛି। ମଙ୍ଗଳବାର ସନ୍ଧ୍ୟା ରାତି…
ହୋଇଗଲା ଫାଇନାଲ, ଓ୍ବାର୍ଲଡ କପ ଖେଳିବେ ରୋହିତ-ବିରାଟ, ଏହା ପଛର କାରଣ କହିଲେ ଗାଭାସ୍କର
ନୂଆଦିଲ୍ଲୀ,୨୭।୧୦: ଭାରତୀୟ କ୍ରିକେଟ କିମ୍ବଦନ୍ତୀ ଏବଂ ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବିଷୟରେ ନିଜର ମତ ରଖିଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଉଭୟ ଟିମ ଇଣ୍ଡିଆ ଷ୍ଟାର ୨୦୨୭ ODI ବିଶ୍ୱକପ ପାଇଁ…
ଏହିସବୁ କ୍ରିକେଟର୍ଙ୍କ ରହିଛି ଅନ୍ଧବିଶ୍ୱାସ: ପଡ଼ିଆରେ କରନ୍ତି ଏସବୁ କାମ
ନୂଆଦିଲ୍ଲୀ,୨୭।୧୦: କ୍ରିକେଟକୁ କୌଶଳ, ଫିଟନେସ ଏବଂ ରଣନୀତିର ଖେଳ ଭାବରେ ବିବେଚନା କରାଯାଇପାରେ। କିନ୍ତୁ ଭାଗ୍ୟ ମଧ୍ୟ ଏକ ଭୂମିକା ଗ୍ରହଣ କରେ। ବିଶ୍ୱର ଅନେକ ପ୍ରସିଦ୍ଧ କ୍ରିକେଟର ବିଶ୍ୱାସ କରନ୍ତି ଯେ, କିଛି ଜିନିଷ କିମ୍ବା ଅଭ୍ୟାସ ସେମାନଙ୍କୁ ପଡ଼ିଆରେ…
ଓ୍ବାନ ଡେ’ରେ ସବୁଠାରୁ ଅଧିକ ଷ୍ଟମ୍ପିଂ କରିଥିବା ଓ୍ବିକେଟକିପର କିଏ? ଏବେବି…
ନୂଆଦିଲ୍ଲୀ,୨୭।୧୦: ODI କ୍ରିକେଟରେ ଜଣେ ୱିକେଟକିପରଙ୍କ ଭୂମିକା କେବଳ ବଲକୁ ଧରିବା କିମ୍ବା ବନ୍ଦ କରିବା ପର୍ଯ୍ୟନ୍ତ ସୀମିତ ନୁହେଁ। କେତେକ ସମୟରେ, ଏକ ଦ୍ରୁତ ଷ୍ଟମ୍ପିଂ ଏକ ମ୍ୟାଚର ମୋଡ଼ ବଦଳାଇ ଦେଇପାରେ। ଏହି ଫର୍ମାଟରେ ଅନେକ ମହାନ ୱିକେଟକିପର…
ବାତ୍ୟା ମୋନ୍ଥାର ପ୍ରଭାବ, ଗଞ୍ଜାମରେ ଛେଚିଲା ବର୍ଷା, ଫିକା ପଡ଼ିଲା କାର୍ତ୍ତିକ ସୋମବାର
ଗଞ୍ଜାମ,୨୭।୧୦,(ବିଦ୍ୟାଧର ସାହୁ ): ବାତ୍ୟା ମୋନ୍ଥାର ପ୍ରଭାବରେ ସୋମବାର ସକାଳେ ଗଞ୍ଜାମରେ ବର୍ଷା ଆରମ୍ଭ ହୋଇଛି । ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ ପୀଠ…
Archives


