ବିହାର ରାଜନୀତିରେ ସାମାଜିକ ନ୍ୟାୟ
ବିହାର ରାଜନୀତି ସର୍ବଦା ଏକ ପ୍ରମୁଖ ଚର୍ଚ୍ଚାର ବିଷୟଭାବେ ସ୍ଥାନ ପାଇ ଆସିଛି। ସାମ୍ପ୍ରତିକ ଅବସ୍ଥାରେ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଏ ଚର୍ଚ୍ଚାକୁ ବହୁଗୁଣିତ କରିଛି। ଏହି ନିର୍ବାଚନରେ ଦୁଇଟି ଅଗ୍ରଣୀ ମେଣ୍ଟ ଏନ୍ଡିଏ ଓ ଇଣ୍ଡିଆ ମଧ୍ୟରେ ତୀବ୍ର…
ଭୟଙ୍କର ରୂପରେ ମାଡ଼ିଆସୁଛି ବାତ୍ୟା ‘ମୋନ୍ଥା’: ଓଡ଼ିଶାର ଏସବୁ ଜିଲା ହେବ ଅଧିକ ପ୍ରଭାବିତ
ଭୁବନେଶ୍ୱର,୨୮।୧୦: ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ମୋନ୍ଥା’। ମଙ୍ଗଳବାର ସକାଳ ସୁଦ୍ଧା ଏହା ଭୟଙ୍କର ବାତ୍ୟା କିମ୍ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ସେହିପରି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା ଆନ୍ଧ୍ରପ୍ରଦେଶର କାକିନାଡା…
ଏଆଇରୁ ମରିବାନି
ଘଟଣା ହରିୟାଣା ଫରିଦାବାଦର। ନାୟକ ୧୯ ବର୍ଷ ବୟସ୍କ ରାହୁଲ ଭାରତୀ। ସେ ସ୍ଥାନୀୟ ଡିଏଭି କଲେଜର ଛାତ୍ର। ତିନି ବଡ଼ ଭଉଣୀ ଓ ତାଙ୍କ ଫଟୋକୁ ଅଶ୍ଳୀଳ ରୂପ ଦେଇ କେହି ଜଣେ ରାହୁଲଙ୍କୁ ବାରମ୍ବାର ଧମକାଇବା ଏବଂ ବ୍ଲାକ୍ମେଲ୍…
୬.୧ ତୀବ୍ରତାର ଭୂକମ୍ପରେ ଥରିଲା ତୁର୍କୀ
ଅଙ୍କାରା,୨୮।୧୦: ସାରା ବିଶ୍ୱରେ ଭୂମିକମ୍ପ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଇଛି। ଏବେ ପୁଣି ଥରେ ଏହା ଆତଙ୍କ ସୃଷ୍ଟି କରିଛି। ସୋମବାର (ଅକ୍ଟୋବର ୨୭) ତୁର୍କୀରେ ଏକ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯାହା ଫଳରେ ତିନୋଟି କୋଠା ଭୁଶୁଡ଼ି ପଡ଼ିଥିଲା।…
ମଝି ରାସ୍ତାରୁ ସ୍ବାମୀକୁ ଉଠାଇ ନେଲେ ଫାଇନାନ୍ସ କମ୍ପାନୀ ଅଧିକାରୀ: ସ୍ତ୍ରୀ କଲେ ଏମିତି କାମ
ବଲାଙ୍ଗୀର, ୨୮ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଋଣ କିସ୍ତି ଟଙ୍କା ପଇଠ ନ କରିବାରୁ ଏକ ଫାଇନାନ୍ସ କମ୍ପାନୀର ଦୁଇଜଣ ଅଧିକାରୀ ଋଣ ନେଇଥିବା ଜଣେ ବ୍ୟକ୍ତିଙ୍କୁ ସହର ମଧ୍ୟସ୍ଥଳ ଏକ ରାସ୍ତାରୁ ଉଠାଇ ନେଇଥିବା ଏବଂ ଏହା ପରେସେଇ ବ୍ୟକ୍ତି ଜଣକ…
ନଭେମ୍ବର ୪ରୁ ୧୨ ରାଜ୍ୟରେ ଏସ୍ଆଇଆର୍
ନୂଆଦିଲ୍ଲୀ,୨୮ା୧୦(ପି.ଟି.): ବିହାରରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ସଫଳତାର ସହ ସମ୍ପନ୍ନ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଥିବା ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର…
ଦିଲ୍ଲୀରେ ମହିଳା ଡାକ୍ତରଙ୍କୁ ବଳାତ୍କାର
ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଜଣେ ବ୍ୟକ୍ତି ସେନା ଅଫିସର ପରିଚୟ ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଆରବ ନାମକ ଯୁବକଙ୍କ ଘର ଦିଲ୍ଲୀର ଛତରପୁରରେ ଓ ସେ ଡେଲିଭରି ବୟ ଭାବେ କାର୍ଯ୍ୟ…
ଜିଏମ୍ଡିସି: ଗୁଜରାଟରୁ ଆସି ଖାଇଗଲେ
ଅନୁଗୋଳ,୨୮ା୧୦(ଦିବ୍ୟଶାନ୍ତନୁ ନାଥ)/ଛେଣ୍ଡିପଦା (ଅଜିତ ଧଳ): ଖଣି ଖନନ ହେଲେ ରୋଜଗାର ବଢ଼ିବ। ଲୋକଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଆସିବ। ଏପରି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୭ଟି ରାଜସ୍ବ ଗ୍ରାମ ଅଞ୍ଚଳର ଜମି ହାତେଇଚାଲିଛି ଗୁଜରାଟରୁ ଆସିଥିବା…
ମାସୁଦ ଆଝାରଙ୍କ ସାଂଘାତିକ ଅଡିଓ ଆସିଲା ସାମ୍ନାକୁ, ଭାରତ ବିରୋଧରେ ବୁଣୁଛନ୍ତି ବିଷ
ଇସଲାମାବାଦ,୨୭।୧୦: ଅକ୍ଟୋବର ୯ରୁ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ପ୍ରଥମ ଥର ପାଇଁ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ମହିଳା ବ୍ରିଗେଡର କାର୍ଯ୍ୟ ପ୍ରଣାଳୀର ପର୍ଦ୍ଦାଫାସ କରିଛି। ଏବେ, ଏହି ସିରିଜରେ, ଗତ ସପ୍ତାହରେ ବାହାବଲପୁରର ମର୍କଜ ଉସମାନ ଓ…
ବିପଦରେ ଦାରିଙ୍ଗବାଡି-ସୋରଡ଼ା ଘାଟି: ଚିନ୍ତା ବଢାଉଛି ମୋନ୍ଥା
ଦାରିଙ୍ଗବାଡି, ୨୭।୧୦ (ଅରୁଣ ସାହୁ )-ସାମୁଦ୍ରିକ ଝଡ଼ ତଥା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ଦାରିଙ୍ଗବାଡି ଅଞ୍ଚଳରେ ବର୍ଷା ଓ ପବନ ଆରମ୍ଭ ହୋଇଯାଇଛି। ତେବେ କନ୍ଧମାଳ ଜିଲାରେ ମଙ୍ଗଳବାର ଏହାର ପ୍ରଭାବ ଅଧିକା ରହିବ ବୋଲି…
ନିର୍ବାଚନ କମିଶନଙ୍କ ବଡ଼ ଘୋଷଣା: ୧୨ ରାଜ୍ୟରେ ହେବ SIR
ନୂଆଦିଲ୍ଲୀ,୨୭।୧୦: ଭାରତର ନିର୍ବାଚନ କମିଶନ (ଇସିଆଇ) ଦେଶବ୍ୟାପୀ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (SIR)କୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ବିହାରରେ SIRର ସଫଳ କାର୍ଯ୍ୟାନ୍ବୟନ ପରେ, SIRର ଦ୍ୱିତୀୟ…
ମହିଳାଙ୍କ ହେଉଥିଲା ପ୍ରସବ ଯନ୍ତ୍ରଣା, ନଦୀରେ ପାଣି ବଢ଼ିଯିବାରୁ ଘଟିଲା..
ଗଜପତି,୨୭/୧୦(ଗିରିଧାରୀ ପରିଛା): ବାଦପୁର ନଦୀ ପାର କରି ଗର୍ଭବତୀ ମହିଳା ଓ 2 ଶିଶୁଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ l ଏଥିସହ ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି l ଗଜପତି ଜିଲା ଆର.ଉଦୟଗିରି ବ୍ଲକ ପୁରୁଣାପାଣି…
Archives


