Home

ଏକଜିଟ ପୋଲ ଆସିବା ପରେ ବଦଳିଗଲା ବଡ଼ ବଡ଼ କଂଗ୍ରେସ ନେତାଙ୍କ ସ୍ବର, କହିଲେ କିଛି ବି ହୋଇପାରେ

ନୂଆଦିଲ୍ଲୀ,୨।୬: ଏକଜିଟ ପୋଲ ପୂର୍ବାନୁମାନରେ ଭାଜପାର ବମ୍ପର ବିଜୟ ପରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ସ୍ବର ବଦଳିଥିବା ଜଣାପଡିଛି। ପ୍ରତ୍ୟେକ ଥର କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଦାବି କରୁଥିବା ଅଧିର ରଂଜନ କହିଛନ୍ତି ଯେ…

ଆମ୍ବ ଗଛ ତଳେ ନେଉଥିଲେ ବିଶ୍ରାମ, ମାରିଲା ଘଡ଼ଘଡ଼ି:୨ ଶ୍ରମିକ ମୃତ

ଦିଗପହଣ୍ଡି/ପାଟପୁର,୨।୬(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀ ଛକ ମହାଲକ୍ଷ୍ମୀ ମନ୍ଦିର ନିକଟରେ ଥିବା ଆମ୍ବ ଗଛ ତଳେ ବିଶ୍ରାମ ନେଉଥିବା ସମୟରେ ରବିବାର ଅପରାହ୍ନ ପ୍ରାୟ ୪ ଟାରେ ବଜ୍ରପାତ ଯୋଗୁ ପାଟପୁର ଠାକୁରାଣୀ ଯାତ୍ରା ପାଇଁ…

ମହାମୁକାବିଲା ପୂର୍ବରୁ ଭାରତକୁ ଚେତାବନୀ ଦେଲେ ପାକିସ୍ତାନ ଅଧିନାୟକ

ନ୍ୟୁୟର୍କ,୨।୬: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ଜୁନ ୯ରେ ନ୍ୟୁୟର୍କର ନାସାଉ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଭାରତ-ପାକ ମ୍ୟାଚ ବିଷୟରେ ଅନେକ ଆଲୋଚନା ଚାଲିଛି। ଏହି ଆଲୋଚନା ମଧ୍ୟରେ ପାକିସ୍ତାନ ଦଳର ଅଧିନାୟକ ବାବର ଆଜମ ଭାରତକୁ ଚେତାବନୀ ଦେଇଛନ୍ତି।…

ଆତ୍ମସମର୍ପଣ କଲେ କେଜ୍‌ରିୱାଲ: କହିଲେ, ମୁଁ ପୁଣି ଫେରିବି

ନୂଆଦିଲ୍ଲୀ,୨।୬: ଅବକାରୀ ନୀତି ମାମଲାରେ ମଧ୍ୟବର୍ତ୍ତୀକାଳୀନ ଜାମିନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ତିହାର ଜେଲରେ ଆତ୍ମସମର୍ପଣ କରିଛନ୍ତି। ନିର୍ବାଚନ ପ୍ରଚାରର ୨୧ ଦିନ ପାଇଁ ସୁପ୍ରିମକୋର୍ଟ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ଜେଲରେ ଆତ୍ମସମର୍ପଣ…

ବାଲିଗୁଡ଼ା, ଜି.ଉଦୟଗିରି ବିଧାନସଭା: ଆଉ ଦିନକ ପରେ ଗଣତି, ବଢୁଛି ହୃଦ୍‌ସ୍ପନ୍ଦନ

ବାଲିଗୁଡ଼ା,୨ା୬(ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ସମେତ ସାରା ଦେଶରେ ଏଥର ସାଧାରଣ ନିର୍ବାଚନ ନିମନ୍ତେ ସରିଛି ଭୋଟ୍‌ ଗ୍ରହଣ। ଆଉ ଦିନକ ବିରତି ପରେ ମଙ୍ଗଳବାର ଗଣତି ଆରମ୍ଭ ହେବ। ଏନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଚାଲିଛି। ଭୋଟ୍‌ ଦେଇଥିବା ମତଦାତା…

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଜେଲେନସ୍କି

ସିଙ୍ଗାପୁର,୨।୬: ସିଙ୍ଗାପୁରରେ ଏସିଆର ପ୍ରମୁଖ ସୁରକ୍ଷା ସମ୍ମିଳନୀ ଶାଙ୍ଗ୍ରି ଲା ଡାଏଲଗ ଅନୁଷ୍ଠିତ ହେଉଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର୍‌ ଜେଲେନସ୍କି ମଧ୍ୟ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ କହିଛନ୍ତି, ରୁଷିଆକୁ ଚାଇନାର ସମର୍ଥନ ୟୁକ୍ରେନରେ ଯୁଦ୍ଧକୁ ବଢାଇପାରେ।…

ଛାଡପତ୍ର ଚର୍ଚ୍ଚା ଭିତରେ ମୁଁହ ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା: କହିଲେ, ବେଳେବେଳେ ଜୀବନ…

ନ୍ୟୁୟର୍କ,୨।୬: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ପଟେ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଖରାପ ଥିଲା, ଅନ୍ୟ ପଟେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନ୍‌କୋଭିକ୍‌ଙ୍କ ସହ ଛାଡପତ୍ର ହେବାର ଖବର ସୋସିଆଲ ମିଡିଆରେ ଅନେକ ଆଲୋଡନ ସୃଷ୍ଟି କରିଛି।…

ଜେଲ୍‌ ଯିବା ପୂର୍ବରୁ ବଜ୍‌ରଙ୍ଗବାଲୀଙ୍କୁ ଏମିତି କିଛି ମାଗିଲେ କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ରବିବାର ତିହାର ଜେଲରେ ଆତ୍ମସମର୍ପଣ କରିବାକୁ ଯାଉଛନ୍ତି। ଏହାପୂର୍ବରୁ କେଜ୍‌ରିୱାଲ ତାଙ୍କ କାର୍ଯ୍ୟାଳୟରେ ଆମ ଆଦମୀ ଦଳର ନେତା ତଥା କର୍ମୀଙ୍କୁ ସମ୍ବୋଧିତ କରିଥିଲେ। ଏହି ଅବସରରେ ସେ କହିଥିଲେ, ବିନା ପ୍ରମାଣରେ ମୋତେ…

ଭାଜପା ଉପରେ ଭରସା ଥିବାରୁ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨।୬: ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତ ହାସଲ କରିଛି। ରବିବାର ଅର୍ଥାତ୍‌ ଜୁନ ୨ରେ ଆସିଥିବା ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଭାଜପା ଉପରେ ଆପଣମାନଙ୍କ ବିଶ୍ୱାସ…

ବାଜି ମାରିଲା ଭାଜପା: ୬୦ରୁ ୪୬ ଆସନରେ ବିଜୟୀ

ଇଟାନଗର,୨।୬: ଭାରତୀୟ ଜନତା ପାର୍ଟି (ଭାଜପା) ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ୨୦୨୪ରେ ବହୁମତ ହାସଲ କରିଛି। ରାଜ୍ୟର ୬୦ ଟି ବିଧାନସଭା ଆସନ ମଧ୍ୟରୁ ଭାଜପା ୪୬ ଟି ଜିତିଛି। ନ୍ୟାସନାଲ ପିପୁଲ୍ସ ପାର୍ଟି ୫ଟି ସିଟ ଜିତିଛି। ଜାତୀୟତାବାଦୀ…

ଫଳାଫଳ ଆସିବା ପୂର୍ବରୁ ଆକ୍ସନ୍‌ ମୁଡ୍‌ରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, ୨।୬: ଲୋକ ସଭା ନିର୍ବାଚନର ୭ଟି ପର୍ଯ୍ୟାୟ ପାଇଁ ଭୋଟ ଶେଷ ହେବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ଆକ୍ସନ୍‌ ମୁଡ୍‌ରେ ନଜର ଆସିଛନ୍ତି। ରବିବାର ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗରେ ଥିବା ତାଙ୍କ ବାସଭବନରେ ବାତ୍ୟା ରେମାଲର ପ୍ରଭାବ…

ଜୟରାମ ରମେଶଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ନୂଆଦିଲ୍ଲୀ,୨।୬: କଂଗ୍ରେସ ନେତା ଜୟରାମ ରମେଶ ଆଜି ଦାବି କରିଛନ୍ତି ଯେ ଜୁନ ୪ରେ ଲୋକ ସଭା ନିର୍ବାଚନ ଗଣନା ପୂର୍ବରୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ୧୫୦ଜିଲା ମାଜିଷ୍ଟ୍ରେଟ ଏବଂ କଲେକ୍ଟରଙ୍କୁ ଫୋନ କରିଛନ୍ତି। ଜୟରାମ ରମେଶଙ୍କ ଏହି ଦାବି ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?