Home

ଭାଜପାକୁ ବି ଲାଗିଲା ବଡ ଝଟ୍‌କା, ଫ୍ଲୋର ଟେଷ୍ଟ ପାଇଁ ଏପର୍ଯ୍ୟନ୍ତ ପହଞ୍ଚିଲେ ନାହିଁ ଭାଜପାର ୩ ବିଧାୟକ

ପାଟନା,୧୨।୨: ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ଭାଜପା କ୍ୟାମ୍ପରୁ ବଡ ଖବର ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ଭାଜପା ବିଧାୟକ ମିଶ୍ରି ଲାଲ ଯାଦବ, ବିଧାୟକ ରଶ୍ମୀ ବର୍ମା ଏବଂ ବିଧାୟକ ଭାଗୀରଥୀ ଦେବୀ ଫ୍ଲୋର ଟେଷ୍ଟରେ ଭାଗ ନେବାକୁ…

ରାଜଧାନୀରେ ମାସେ ପାଇଁ ସମାବେଶ ମନା

ନୂଆଦିଲ୍ଲୀ,୧୨ା୨: ରାଜଧାନୀ ଦିଲ୍ଲୀରେ ମାସେ ପର୍ଯ୍ୟନ୍ତ ସମାବେଶ ଉପରେ କଟକଣା ଲାଗୁ କରାଯାଇଛି। ଚାଷୀ ଆନ୍ଦୋଳକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଦିଲ୍ଲୀରେ କୌଣସି ବଡ଼ ଧରଣର ସମାବେଶ ହୋଇପାରିବ ନାହିଁ। ମଙ୍ଗଳବାରଠାରୁ ଚାଷୀ ଆନ୍ଦୋଳନ…

Farmers Protest: ଚରଣ ସିଂ-ସ୍ବାମୀନାଥନଙ୍କୁ ଭାରତ ରତ୍ନ ପରେ ବି କାହିଁକି ଚାଷୀ କରୁଛନ୍ତି ଆନ୍ଦୋଳନ, ୧୬ ଫେବୃଆରୀରେ ଭାରତ ବନ୍ଦ ଡାକରା…

ନୂଆଦିଲ୍ଲୀ,୧୨।୨ : କୃଷକ ନେତା ଚୌଧୁରୀ ଚରଣ ସିଂ ଏବଂ ସବୁଜ ବିପ୍ଳବ ପିତା କୁହାଯାଉଥିବା ଏମଏସ ସ୍ବାମୀନାଥନସଙ୍କୁ ଭାରତ ରତ୍ନ ଦିଆଯିବା ଘୋଷଣା ମଧ୍ୟରେ କୃଷକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି। ଫେବୃଆରୀ ୧୩ ରେ ପଞ୍ଜାବ-ହରିୟାଣାର କୃଷକମାନେ…

ସ୍ବାମୀଙ୍କ ସହ ଭାଜପାରେ ଯୋଗ ଦେଲେ ଭାରତ ଯୋଡ ଯାତ୍ରାରେ ରାହୁଲଙ୍କ ସହ ନଜର ଆସିଥିବା ବକ୍ସର ସ୍ବିଟି ବୋରା

ନୂଆଦିଲ୍ଲୀ,୧୨।୨: ଏସୀୟ ବକ୍ସିଂ ଚାମ୍ପିଅନ ତଥା ସ୍ବର୍ଣ୍ଣ ପଦକ ବିଜେତା ସ୍ବିଟି ବୋରା ଭାଜପାରେ ଯୋଗ ଦେଇଛନ୍ତି। ସେ ସୋମବାର ହରିୟାଣାର ରୋହତକରେ ମୁଖ୍ୟମନ୍ତ୍ରୀ ମନୋହର ଲାଲଙ୍କ ଉପସ୍ଥିତିରେ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହ ତାଙ୍କ ସ୍ବାମୀ ଏବଂ କବାଡି…

ଶୁଭେନ୍ଦୁଙ୍କ ସମେତ ୬ ଭାଜପା ନେତା ବିଧାନସଭାରୁ ନିଲମ୍ବିତ…

କୋଲକାତା,୧୨।୨ : ପଶ୍ଚିମବଙ୍ଗ ବିଧାନସଭାର ଅବଶିଷ୍ଟ ଅଧିବେଶନ ପାଇଁ ୬ ଜଣ ଭାଜପା ନେତାଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ନେତାଙ୍କ ମଧ୍ୟରେ ରାଜ୍ୟ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ଅଗ୍ନିମିତ୍ରା ପାଲଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ଖବର…

Bihar Floor Test: ବିଧାନସଭାରେ ପହଞ୍ଚି ନ ଥିବା ସେହି ଆର୍‌ଜେଡି-ଜେଡିୟୁ ବିଧାୟକ କିଏ?

ପାଟନା,୧୨ା୨: ବର୍ତ୍ତମାନଠାରୁ ବିହାର ବିଧାନସଭାରେ ଏନ୍‌ଡିଏ ସରକାରଙ୍କ ଫ୍ଲୋର ଟେଷ୍ଟ ହେବ। ଏହି ଫ୍ଲୋର ଟେଷ୍ଟ ପୂର୍ବରୁ ବିହାରରେ ଅନେକ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ସମସ୍ତ ରାଜନୈତିକ ଦଳ ନିଜ ନିଜର ଦାବି କରୁଛନ୍ତି। ଏହି ସମୟରେ ଆରଜେଡି ଏବଂ…

ଯମୁନା ଏକ୍ସପ୍ରେସଓ୍ବେରେ ବସ ସହ ଧକ୍କା ହୋଇ ଅଗ୍ନି ପିଣ୍ଡୁଳା ପାଲଟିଲା କାର…

ନୋଏଡା,୧୨।୨ : ସୋମବାର ସକାଳେ, ମଥୁରାର ମହାଭନ ନିକଟସ୍ଥ ଯମୁନା ଏକ୍ସପ୍ରେସୱେରେ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ସ୍ଲିପର କୋଚ ବସ ଏକ କାର ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ପାଞ୍ଚ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମଥୁରା…

ହିନ୍ଦୁ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଉଥିବା ଅତିଥିଙ୍କୁ ମିଳିବ ସ୍ବତନ୍ତ୍ର ଉପହାର

ଆବୁଧାବି,୧୨।୨: ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରେ ପ୍ରଥମ ପଥର ହିନ୍ଦୁ ମନ୍ଦିରର ଉଦଘାଟନ ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ଏହି ସମୟରେ, ୧୦୦ ରୁ ଅଧିକ ଭାରତୀୟ ସ୍କୁଲ ପିଲା ଏଠାରେ ପଥରକୁ ଚିତ୍ରିତ କରିବାରେ ବ୍ୟସ୍ତ ଅଛନ୍ତି।…

କେହି ଆସିଲେ ଭଲ, ନ ଆସିଲେ ବି ଭଲ: କଂଗ୍ରେସ ଏକୁଟିଆ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ, ବିଚ୍ଛିନ୍ନ ଇଣ୍ଡିଆ ନେଇ ଖାର୍ଗେଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୨।୨ : କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଘୋଷଣା କରିଛନ୍ତି ଯଦି ସହଯୋଗୀ ଦଳ ତାଙ୍କ ସଂଗ୍ରାମରେ ଯୋଗ ଦେବାକୁ ଚାହୁଁନାହାନ୍ତି, ତେବେ ଦଳ କେବଳ ପଞ୍ଜାବରେ ନୁହେଁ ସମଗ୍ର ଦେଶରେ ଏକୁଟିଆ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ତାଙ୍କର…

ଖବରଦାତାଙ୍କୁ ଆକ୍ରମଣ ଘଟଣାରେ ୨ ଗିରଫ

ଭୁବନେଶ୍ୱର,୧୨ା୨: ଭୁବନେଶ୍ୱରରେ କାର୍ଯ୍ୟରତ ଖବରଦାତା ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ ଶନିବାର ରାତିରେ କେତେଜଣ ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋମବାର ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ। ଅଭିଯୁକ୍ତଙ୍କଠାରୁ ବାଇକ୍‌ ଏବଂ ମାରଣାସ୍ତ୍ର ଜବତ କରିଛି ପୋଲିସ।…

ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି କି ପ୍ରଶ୍ନର ଉତ୍ତରରେ ଏଭଳି କହିଲେ କଙ୍ଗନା, ସୋସିଆଲ ମିଡ଼ିଆରେ ଭାଇରାଲ…

ମୁମ୍ବାଇ,୧୨।୨ : କଙ୍ଗନା ରାନାୱତ ତାଙ୍କ ବିବୃତ୍ତି ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ତାଙ୍କ ଚଳଚ୍ଚିତ୍ର ଅପେକ୍ଷା କଙ୍ଗନା ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରରେ ଅଧିକ। ତାଙ୍କ ଆଗାମୀ ଚଳଚ୍ଚିତ୍ର ଏମ୍ରଜେନ୍ସିି ପାଇଁ କଙ୍ଗନା ଆଜିକାଲି ହେଡଲାଇନରେ ଅଛନ୍ତି। ଏହି…

ଭାରତର ପରାଜୟକୁ ନେଇ ଉତ୍ସବ ପାଳୁଛି ପାକିସ୍ତାନ, ପଠାନଙ୍କ ଡ୍ୟାନ୍ସ ଭିଡିଓ କରୁଛନ୍ତି ଶେୟାର, ଜବାବ ଦେଲେ ଇରଫାନ

ନୂଆଦିଲ୍ଲୀ,୧୨।୨: ଅଣ୍ଡର -୧୯ ବିଶ୍ୱକପ ଫାଇନାଲରେ ଭାରତ ପରାଜୟ ପରେ ଦେଶବାସୀଙ୍କ ମଧ୍ୟରେ ନିରାଶାର ବାତାବରଣ ଥିବାବେଳେ ଅନ୍ୟପଟେ ପଡୋଶୀ ଦେଶ ପାକିସ୍ତାନରେ ଉତ୍ସବ ପାଳନ କରାଯାଉଛି। ପାକିସ୍ତାନୀ ପ୍ରଶଂସକମାନେ ଏହାକୁ ସୋସିଆଲ ମିଡିଆରେ ବହୁତ ପାଳନ କରୁଛନ୍ତି ଏବଂ ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri