ଏହି ୪୮ ଘଣ୍ଟା ଆମ ଜୀବନର ସବୁଠାରୁ…ଭାବପ୍ରବଣ ହେଲେ ଅଶ୍ୱିନଙ୍କ ସ୍ତ୍ରୀ
ରାଜକୋଟ,୧୯।୨:ଭାରତୀୟ ଦଳ ରାଜକୋଟରେ ୪୩୪ ରନ ବ୍ୟବଧାନରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତୀୟ ଦଳର ଭେଟେରାନ ସ୍ପିନ ବୋଲର ଆର ଅଶ୍ୱିନଙ୍କ ପାଇଁ ରାଜକୋଟ ମ୍ୟାଚ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଏହି ମ୍ୟାଚରେ ସେ ନିଜ ଟେଷ୍ଟ କ୍ୟାରିୟରରେ ୫୦୦ ଟେଷ୍ଟ…
ପୃଥିବୀର ସର୍ବାଧିକ ଲୋକେ କୁହନ୍ତି ଏସବୁ ମିଛ…
କିଛି ପ୍ରଶ୍ନ ଅଛି ଯାହା ଲୋକଙ୍କ ମନରେ ଉଠିପାରେ କିନ୍ତୁ ଏହାର ଉତ୍ତର ନ ଥାଇପାରେ। କେତେକ ବ୍ୟକ୍ତି ବିଭିନ୍ନ ମିଛ କହିଥାନ୍ତି। ଏପରି ବ୍ୟକ୍ତି ମଧ୍ୟ ଅଛନ୍ତି ଯେଉଁମାନେ ଜୀବନରେ କେବେ ମିଛ କହି ନାହାନ୍ତି। କିନ୍ତୁ ଜାଣନ୍ତି କି…
ପୋଲିସ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗ: ୨୪୪ ଗିରଫ, ୩ ଲକ୍ଷରୁ ଅଧିକ ଆଶାୟୀ ପରୀକ୍ଷା ଦେବାକୁ ଆସିଲେନି…
ଲକ୍ଷ୍ନୌ,୧୯।୨ : ଉତ୍ତରପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପାଇଁ ଦୁଇ ଦିନିଆ ଲିଖିତ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ୨୪୪ ଜଣଙ୍କୁ ଗିରଫ କରାଯାଇଛି। ପେପର ଲିକ, କପି ଏବଂ ଠକେଇ ମାମଲାରେ ଏହି ଗିରଫଦାରୀ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ…
ବାପା କାରଗିଲ୍ ହିରୋ, ମା’ ଗହଣା ବନ୍ଧା ରଖି ପୁଅକୁ କଲେ କ୍ରିକେଟର୍: ଆଉ ଏବେ…
ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷରେ ରାଜକୋଟ ଟେଷ୍ଟରେ ସରଫରାଜ ଖାନଙ୍କ ସହ ଧ୍ରୁବ ଜୁରେଲ ମଧ୍ୟ ଡେବ୍ୟୁ କରିଥିଲେ। ଏବେ ୨୩ ବର୍ଷୀୟ ଖେଳାଳି ଧ୍ରୁବ ଜୁରେଲଙ୍କ ବିଷୟରେ ମଧ୍ୟ ଆଲୋଚନା ହେଉଛି। ଏହି ସ୍ଥାନରେ ପହଞ୍ଚିବା ପାଇଁ ଧ୍ରୂବଙ୍କ ଅନେକ ସଂଘର୍ଷର…
ଟଏଲେଟ ଭାଙ୍ଗି ଆଟେଣ୍ଡାଣ୍ଟଙ୍କୁ ପିଟିଲେ ବିମାନ ଯାତ୍ରୀ, ଭିଡ଼ିଓ ଭାଇରାଲ…
ଲଣ୍ଡନ,୧୯।୨ : ବ୍ୟାଙ୍କକରୁ ହିଥ୍ରୋ ଅଭିମୁଖେ ଯାଉଥିବା ଏକ ଥାଇ ଏୟାରୱେଜ ବିମାନରେ ଟଏଲେଟ ଭାଙ୍ଗିବା ପରେ ଜଣେ ଯାତ୍ରୀ ଏୟାର ଷ୍ଟିୱାର୍ଡ (ବିମାନ କର୍ମଚାରୀ)ଙ୍କୁ ପିଟିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ୭…
ବାପା ହେବାକୁ ଯାଉଛନ୍ତି ବରୁଣ
ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧାୱନ ଖୁବ୍ଶୀଘ୍ର ବାପା ହେବାକୁ ଯାଉଛନ୍ତି। ସେ ନିଜେ ଏନେଇ ସୂଚନା ଦେଇଛନ୍ତି। ବରୁଣ ସ୍ତ୍ରୀ ନତାଶା ଦଲାଲଙ୍କ ସହ ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ବେବି ବମ୍ପକୁ ଚମ୍ବନ ଦେଉଥିବାର ଦେଖାଯାଇଛି।…
ଓଲଟିଲା ପିକଅପ ଭ୍ୟାନ୍: ୪ ଗାଈ ମୃତ
ନୟାଗଡ,୧୯।୨(ଲୋକନାଥ ମିଶ୍ର):ଦଶପଲା ଗଣିଆ ରାସ୍ତାର ଯୋଗୀ ବନ୍ଧ ନିକଟରେ ପିକଅପ ଭ୍ୟାନ ଓଲଟି ୪ ଗାଈ ପ୍ରାଣ ହରାଇଛନ୍ତି। ପିକଅପ ଭ୍ୟାନରେ ଦଶପଲା ଅଞ୍ଚଳରୁ ୧୦ ଗାଈ ଗଣିଆ ଅଞ୍ଚଳକୁ ଯାଉଥିଲେ। ଦୁର୍ଘଟଣା ପରେ ୪ ଗାଈ ପ୍ରାଣ ହରାଇଥିବା ବେଳେ…
ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ
ବଲାଙ୍ଗୀର,୧୯।୨: କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ମିଳିଛି। ସାଲୁଜାଙ୍କୁ ହତ୍ୟା ଧମକ ନେଇ ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି। ୧୫ ଦିନ ମଧ୍ୟରେ ସାଲୁଜାଙ୍କୁ ହତ୍ୟା ନେଇ ପୋଷ୍ଟରରେ ଲେଖାଯାଇଛି। ତେବେ କିଏ ଏବଂ କେଉଁ…
ମହିଳା ପୋଲିସ ଅଧିକାରୀଙ୍କୁ ନିର୍ଧୁମ ଛେଚିଲେ ଲୋକେ
ଜଳେଶ୍ୱର,୧୯।୨(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି। ନାଇଟ ପେଟ୍ରୋଲିଂ ସମୟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଦୋକାନ ଘରେ ପୂରାଇ ଲୋକେ ନିର୍ଧୁମ ପିଟିଛନ୍ତି। ଉଦୟପୁର ଗ୍ରାମରେ ଜୂଆ ଖେଳ ଚାଲୁଥିବା ବେଳେ ବିରୋଧ କରିବାରୁ…
ଯୋଗୀଙ୍କ ରାଜ୍ୟରେ ଭାଜପାର ମାଷ୍ଟର ପ୍ଲାନ: ବିରୋଧୀଙ୍କ ମଧ୍ୟରେ ଫାଟ ସୃଷ୍ଟି କରି ନିର୍ବାଚନ ବିଜୟ…
ଲକ୍ଷ୍ନୌ,୧୯।୨ : ଲୋକସଭା ନିର୍ବାଚନ ପୂର୍ବରୁ ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରାଜ୍ୟରେ ଭାଜପା ପକ୍ଷରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ମଧ୍ୟରେ ଭାଜପା ଫାଟ ସୃଷ୍ଟି କରିବା ଅଭିଯାନ ଜାରି ରହିଥିବା ରାଜନୈତିକ ମହଲରେ ଚର୍ଚ୍ଚା…
ଜାଡେଜାଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖି ସ୍ତ୍ରୀ କହିଦେଲେ ଏମିତି କଥା
ରାଜକୋଟ,୧୯।୨: ଇଂଲଣ୍ଡ ବିପକ୍ଷ ପାଞ୍ଚ ଟେଷ୍ଟ ସିରିଜର ତୃତୀୟ ମ୍ୟାଚରେ ଭାରତ ଜିତିଛି। ଭାରତ ରାଜକୋଟରେ ୪୩୪ ରନ୍ରେ ଭ୍ରମଣକାରୀ ଦଳକୁ ପରାସ୍ତ କରିଥିଲେ। ଟେଷ୍ଟ ଇତିହାସରେ ଏହା ଭାରତର ସବୁଠାରୁ ବଡ ବିଜୟ। ଏହି ବିଜୟରେ ଭାରତ ପାଇି ହିରୋ…
କଂଗ୍ରେସର ଚିନ୍ତା ବଢ଼ିଲା: ଇଣ୍ଡିଆରୁ ଦୂରେଇଲେ ମେହବୁବା…
ଶ୍ରୀନଗର,୧୯।୨ : ଜମ୍ମୁ-କଶ୍ମୀରରେ ଇଣ୍ଡିଆ ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ନ୍ୟାଶନାଲ କନଫରେନ୍ସ (ଏନସି) ପରେ ବର୍ତ୍ତମାନ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ମଧ୍ୟ ଲୋକସଭା ନିର୍ବାଚନରେ ପୃଥକ ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ଦଳର ସଂସଦୀୟ କମିଟି ଖୁବ…
Archives


