ଶେଷରେ IPLରୁ ବିଦା ହେଲେ ମୁସ୍ତାଫିଜୁର ରେହମାନ: KKRର ନୁହେଁ, BCCI ନେଲା ଆକ୍ସନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୩।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) IPL ଫ୍ରାଞ୍ଚାଇଜ କୋଲକାତା ନାଇଟ ରାଇଡର୍ସ (KKR)କୁ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଛି। ମୁସ୍ତାଫିଜୁର ଆଉ IPLରେ ଖେଳିପାରିବେ ନାହିଁ। ତାଙ୍କୁ ଲିଗରୁ ବହିଷ୍କାର କରାଯାଇଛି।…
ମନ୍ଦିରରୁ ପୂଜା ସାରି ଫେରିବାବେଳେ ପୂଜକଙ୍କୁ ପେଚ୍କସ୍ରେ ଆକ୍ରମଣ, କିଛି ସମୟ ଭିତରେ ଘଟିଲା…
ତାଳଚେର,୩ା୧(ମନୋଜ ନନ୍ଦ): ତାଳଚେର ଥାନା ସମ୍ମୁଖରେ ଥିବା ମଙ୍ଗଳା ମନ୍ଦିରରେ ଦୀର୍ଘବର୍ଷ ହେଲା ପୂଜା କରି ଆସୁଥିଲେ ବଡ଼ଦାଣ୍ଡ ସାହିର ସନ୍ତୋଷ କୁମାର ମହାପାତ୍ର(୫୦)। ଶନିବାର ମଧ୍ୟାହ୍ନରେ ପୂଜା ସାରି ଫେରୁଥିବା ବେଳେ ଥାନା ସମ୍ମୁଖରେ ଜଣେ ଯୁବକ ତାଙ୍କୁ ପେଚ୍କସ୍…
ଭେନେଜୁଏଲାରେ ବଡ଼ଧରଣର ବିସ୍ଫୋରଣ: ଖେଳିଗଲା ଆତଙ୍କ
କାରାକାସ,୩।୧: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ହଠାତ୍ ଜୋରଦାର ବିସ୍ଫୋରଣ। ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ରାଜଧାନୀ କାରାକାସ ସମେତ ଅନେକ ଅଞ୍ଚଳରେ ବିସ୍ଫୋରଣ ଶୁଣାଯାଇଛି। ବିସ୍ଫୋରଣ କେବଳ ରାଜଧାନୀ କାରାକାସ ପର୍ଯ୍ୟନ୍ତ ସୀମିତ ନ ଥିଲା।…
ଭେନେଜୁଏଲା ଉପରେ ଆକ୍ରମଣ କଲା ଆମେରିକା, ଏମରଜେନ୍ସି ଘୋଷଣା
ନୂଆଦିଲ୍ଲୀ,୩।୧: ଭେନେଜୁଏଲା ଉପରେ ଆକ୍ରମଣ କରିଛି ଆମେରିକା। ଭେନେଜୁଏଲାର ରାଜଧାନୀ କାରାକାସରେ ଅତି କମରେ ସାତୋଟି ସ୍ଥାନରେ ବିସ୍ଫୋରଣ କରିଥିବା ସୂଚନା ରହିଛି । ଏହାସହିତ ଏକ ବିମାନ ଉପରେ ମଧ୍ୟ ଆଟାକ୍ ହୋଇଥିବା ସୂଚନା ରହିଛି । ଏକ ରିପୋର୍ଟ…
ଭୋଟର ତାଲିକାରେ ଅନିୟମିତତା, ୪ ସରକାରୀ କର୍ମଚାରୀ ନିଲମ୍ବିତ
କୋଲକାତା,୩।୧: ପଶ୍ଚିମବଙ୍ଗରେ ଭୋଟର ତାଲିକା ଅନିୟମିତତାର ଏକ ପୁରୁଣା ମାମଲାରେ ଭାରତୀୟ ନିର୍ବାଚନ କମିଶନ (ECI) ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୋଟର ତାଲିକାରେ ଅନିୟମିତତା ଅଭିଯୋଗରେ ନିର୍ବାଚନ କମିଶନ ଚାରି ଜଣ ଅଧିକାରୀ ଏବଂ ଜଣେ କର୍ମଚାରୀଙ୍କ…
ନିଶାରେ ତିରୁପତି ମନ୍ଦିର ଉପରକୁ ଚଢ଼ିଗଲେ ବ୍ୟକ୍ତି, କହିଲେ ମଦ ନଦେଲେ…
ନୂଆଦିଲ୍ଲୀ,୩।୧: ଆନ୍ଧ୍ରପ୍ରଦେଶର ତିରୁପତି ସହରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସହରରେ ଅବସ୍ଥିତ ପ୍ରସିଦ୍ଧ ଶ୍ରୀ ଗୋବିନ୍ଦରାଜସ୍ୱାମୀ ମନ୍ଦିରର ଗୋପୁରମ ଶିଖର ଉପରେ ଜଣେ ଯୁବକ ଚଢ଼ି ଆତଙ୍କ ଖେଳାଇଥିଲେ । ମନ୍ଦିର ବନ୍ଦ ହେବାର କିଛି ସମୟ…
ଘୁମୁସର ବନଖଣ୍ଡରେ ୭ ପର୍ଯ୍ୟନ୍ତ ବାଘ ଗଣନା: ବାଘର ପାଦ ଚିହ୍ନ…
ଭଞ୍ଜନଗର,୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ, ଘୁମୁସର ଦକ୍ଷିଣ ବନଖଣ୍ଡ, ବଉଦ, ବ୍ରହ୍ମପୁର ଓ ବାଲିଗୁଡା ବନଖଣ୍ଡରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଏହା ୬…
ଭୂତ ଛଡ଼ାଉ ଛଡ଼ାଉ ଯୁବତୀ ମୃତ, କୋର୍ଟ ଶୁଣାଇଲେ ୩ ବର୍ଷ କାରାଦଣ୍ଡ
ବେଜିଂ,୩।୧: ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦକ୍ଷିଣ ଚାଇନାର ଏକ କୋର୍ଟ ଜଣେ ମହିଳାଙ୍କୁ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେ ତାଙ୍କ ଝିଅକୁ ଭୂତ ଛଡାଇବା ସମୟରେ ଦୁର୍ଘଟଣାବଶତଃ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦକ୍ଷିଣ ଚାଇନା…
ପୋତାଗଡ଼ ମହୋତ୍ସବ ପାଇଁ ବାଟ ଫିଟିଲା, ପ୍ରତିଶ୍ରୁତି ଦେଇ ଜିଲାପାଳ କହିଲେ…
ଗଞ୍ଜାମ,୩ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ନିକଟରେ ଐତିହାସିକ ପୋତାଗଡ଼ ଅବସ୍ଥିତ। ଦୀର୍ଘଦିନ ଧରି ବନ୍ଦ ହୋଇଥିବା ଐତିହାସିକ ପୋତାଗଡ଼ ମହୋତ୍ସବ ଅନୁଷ୍ଠିତ ହେବା ପାଇଁ ବାଟ ଖୋଲିଲା। ବ୍ରହ୍ମପୁର ଗଞ୍ଜାମ ସହର ସିଟି ବସ୍ସେବା ପୁନର୍ବାର ପ୍ରଚଳନ ଓ ଋଷିକୂଲ୍ୟା ନଦୀକୁ…
ଗ୍ରୀନ ଷ୍ଟିକରକୁ ନେଇ ଦ୍ୱନ୍ଦ୍ୱ ରହିଛି କି? ଜାଣନ୍ତୁ କଣ କହିଲେ ପରିବହନ ମନ୍ତ୍ରୀ
ଭୁବନେଶ୍ୱର,୩।୧: ଗ୍ରୀନ ଷ୍ଟିକର ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ ବୋଲି କହିଲେ ପରିବହନ ମନ୍ତ୍ରୀ । ବିଭୂତି ଭୂଷଣ ଜେନାଙ୍କ କହିବା ଅନୁସାରେ, ଏହି…
ଆଜି ସୁନାରେ ସଜେଇ ହେବେ ଶ୍ରୀଜିଉ: ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ଦର୍ଶନ
ପୁରୀ,୩।୧: ଆଜି ପୌଷ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି। ୧୦୮ ଗରା ଘିଅ ମିଶ୍ରିତ ଜଳରେ ଅଭିଷେକ ହେବେ ମହାପ୍ରଭୁ। ରତ୍ନସିଂହାସନରେ ଦିବ୍ୟ ଦୁର୍ଲଭ ସୁନାବେଶ ଦର୍ଶନ ଦେବେ ଶ୍ରୀଜିଉ। ବର୍ଷକୁ ମହାପ୍ରଭୁଙ୍କର ୫ ଥର ହୋଇଥାଏ ସୁନାବେଶ। ରତ୍ନ…
ବିନା ନଟ୍ ବୋଲ୍ଟରେ ତିଆରି ହୋଇଛି ଏହି ବିଶ୍ୱପ୍ରସିଦ୍ଧ ବ୍ରିଜ୍
ଭାରତରେ ଏମିତି ଏକ ବ୍ରିଜ୍ ଅଛି, ଯାହାକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପାର୍ ହୁଅନ୍ତି, କିନ୍ତୁ ଏହାର ପ୍ରକୃତ କାହାଣୀ ବହୁତ କମ୍ ଲୋକ ଜାଣନ୍ତି। ଏଥିରେ ନା ବୋଲ୍ଟ ଅଛି ନା ନଟ୍। ତଥାପି ଏହା ଦଶନ୍ଧି ଦଶନ୍ଧି…
Archives


