Home

ସି୨+୫୦% ସୂତ୍ରରେ ଏମ୍‌ଏସ୍‌ପି ଲାଗୁ କରିବାକୁ ଏସ୍‌କେଏମ୍‌ର ଦାବି: କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୨୦ା୨(ପି.ଟି.):ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ଚାଷୀଙ୍କଠାରୁ ସରକାର ଡାଲି, ମକା ଏବଂ ତୁଳା କିଣିବେ ବୋଲି କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ କୃଷକ ୟୁନିୟନଗୁଡ଼ିକର ସର୍ବୋଚ୍ଚ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ପ୍ରତ୍ୟାଖ୍ୟାନ କରିଦେଇଛି। ସରକାରଙ୍କ ପ୍ରସ୍ତାବରେ ସ୍ପଷ୍ଟତା ନାହିଁ। ଏହା…

ଆମେଠିରେ ‘ରାହୁଲ ଗୋ-ବ୍ୟାକ୍‌’ ନାରା

ନୂଆଦିଲ୍ଲୀ,୨୦।୨: କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସୋମବାର ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛି। ଆମେଠିରେ ଗାନ୍ଧୀ ଚୌକରେ ପହଞ୍ଚିବା ପରେ ଭାଜପା କର୍ମୀମାନେ ଏହାକୁ ବିରୋଧ କରି ‘ରାହୁଲ ଗୋ-ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ‘ଜୟ ଶ୍ରୀ…

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୦।୨: ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ଦ୍ୱାରା ଅନୁପ୍ରାଣିତ ଅମୃତ ଭାରତ ଏକ୍ସପ୍ରେସ ଜନସାଧାରଣଙ୍କଠାରୁ ବହୁତ ଭଲ ପାଇବା ପାଇଛି। ଏହି ଖୁସିରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଅମୃତ ଭାରତ ଟ୍ରେନ…

ପୂରା ସହର କିଣିଦେଲେ ଏହି ଅରବପତି: ସ୍ଥାନୀୟ ଲୋକଙ୍କ ଭୟ ବଢିଲା

ନୂଆଦିଲ୍ଲୀ,୨୦।୨:କାଲିଫର୍ନିଆରେ କାର୍ମେଲ ନାମକ ଏକ ସହର ଅଛି। ଏହି ସହର ଏତେ ସୁନ୍ଦର ଯେ ହଲିଉଡ ତାରକା ବ୍ରାଡ ପିଟଙ୍କ ସମେତ ଅନେକ ସେଲିବ୍ରିଟି ଛୁଟିଦିନ ପାଇଁ ଏଠାକୁ ଆସନ୍ତି।ଏହି ସହରଟି ଡେଷ୍ଟିନେସନ ଅଫ ଦି ମୋମେଣ୍ଟ ଭାବରେ ମଧ୍ୟ ଜଣାଶୁଣା।…

ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର, ଲଦାଖ

ଶ୍ରୀନଗର,୧୯।୨: କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖର କାର୍ଗିଲ ଜିଲାରେ ସୋମବାର ରାତି ୯.୩୫ରେ ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୨ ରହିଥିବା ବେଳେ ଭୂକମ୍ପର କେନ୍ଦ୍ରସ୍ଥଳ କାର୍ଗିଲଠାରୁ ୧୪୮ କିଲୋମିଟର…

ଆଫଗାନିସ୍ତାନରେ ଭୟଙ୍କର ଭୂସ୍ଖଳନ, ୨୫ ମୃତ

କାବୁଲ,୧୯।୨: ଆଫଗାନିସ୍ତାନର ନୁରିସ୍ତାନ ପ୍ରଦେଶରେ ଭୂସ୍ଖଳନ ଯୋଗୁ ପ୍ରାୟ ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ନୁରଗାରାମ ଜିଲାରେ ଭୂସ୍ଖଳନ ହେତୁ ୧୦ ଜଣ ଆହତ ହୋଇଥିବା ଖବର ମଧ୍ୟ ରହିଛି। ସୂଚନା ଓ ଯୋଗାଯୋଗ ମୁଖ୍ୟ ମହମ୍ମଦ ଅବଦୁଲ୍ଲା…

କଳ୍ପନାଜଳ୍ପନା ମଧ୍ୟରେ ଭାଜପାରେ ସାମିଲ ହେବେ କି ନାହିଁ ସ୍ପଷ୍ଟ କଲେ କମଲନାଥ

ଭୋପାଳ,୧୯।୨: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥ ସୋମବାର ଭାଜପାରେ ଯୋଗଦେବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଏକ ନ୍ୟୁଜ୍‌ ଚ୍ୟାନେଲ ମାଧ୍ୟମରେ କହିଛନ୍ତି ଯେ ସେ ଭାଜପାରେ ଯୋଗଦେବେ ନାହିଁ। କମଲନାଥ ଖୁବ୍‌ଶୀଘ୍ର ଏକ…

ସ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ଜାଡେଜା: କହିଲେ, ସେ ମୋତେ…

ରାଜକୋଟ,୧୯।୨: ରାଜକୋଟରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ପାଇଁ ରବିନ୍ଦ୍ର ଜାଡେଜାଙ୍କୁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର ଦିଆଯାଇଥିଲା। ସେ ଏହି ପୁରସ୍କାର ସ୍ତ୍ରୀ ରିଭାବାଙ୍କୁ ଉତ୍ସର୍ଗ କରିଛନ୍ତି। ଜାଡେଜା ଉଭୟ ବଲ ଏବଂ ବ୍ୟାଟ ସହିତ ଚମତ୍କାର…

କଂଗ୍ରେସକୁ ଅଲ୍ଟିମେଟମ୍‌ ଦେଲେ ଅଖିଳେଶ

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଯୋଗଦେବା ନେଇ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ଯଦି ଆସନ ବଣ୍ଟନ ହୁଏ ତେବେ ସେ ଏହି ଯାତ୍ରାରେ ଭାଗ ନେବେ। ଆସନ…

ନୂଆ ଦଳ ଗଠନ କରିବେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୧୯।୨: ସମାଜବାଦୀ ପାର୍ଟିରେ ଉପେକ୍ଷା ଦର୍ଶାଇ ଜାତୀୟ ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିବା ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏକ ନୂତନ ଦଳ ଗଠନ କରିବେ। ଏଥିପାଇଁ ସେ ନୂଆ ଦଳର ନାମ ଏବଂ ପତାକା ଉନ୍ମୋଚନ କରିଛନ୍ତି। ସେ ଫେବୃଆରୀ…

ଖୋଲା ଜିପ୍‌ରେ ବସିଥିବା ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ପ୍ରବଳ ଉତ୍କଣ୍ଠା: କାହାର ଚପଲ ହଜିଲା ତ ଆଉ କାହାର ଚଷମା ଭାଙ୍ଗିଲା

ପ୍ରୟାଗରାଜ,୧୯।୨: ଭରତ ଯୋଡୋ ନ୍ୟାୟ ଯାତ୍ରା ପ୍ରୟାଗରାଜରେ ପହଞ୍ଚିବା ପରେ ଯୁବ, ବେକାର ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ମଧ୍ୟରେ ଏକ ଉତ୍କଣ୍ଠା ଦେଖାଯାଇଛି। ଖୋଲା ଜିପ୍‌ରେ ବସିଥିବା ରାହୁଲଙ୍କୁ ଭେଟିବା ଏବଂ ହାତ ମିଳାଇବା ପାଇଁ ଯୁବବର୍ଗ ପ୍ରାୟ ଏକ କିଲୋମିଟର…

ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ: ଲୋକେ ଆତଙ୍କିତ…

ଶିବପୁରୀ,୧୯।୨ : ମଧ୍ୟପ୍ରଦେଶର ଏକ ଗ୍ରାମ ନିକଟ ଜଙ୍ଗଲରେ ୫୦୦ ଗାଈଙ୍କ ମୃତଦେହ ମିଳିଛି। ଏତେ ସଂଖ୍ୟକ ଗାଈ ସେଠାରେ କିପରି ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଅଧିକାରୀମାନେ ସନ୍ଦେହ କରୁଛନ୍ତି ଯେ ଏହି ଗାଈ ମାନଙ୍କୁ ସହରାଞ୍ଚଳରୁ ଅଣାଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri