ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ଉଦ୍ଘାଟିତ
ନୂଆଦିଲ୍ଲୀ,୫।୩: ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ ପ୍ଲାଣ୍ଟ ନିକଟରେ ଉଦ୍ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡ (ଜେଏସ୍ଏଲ୍)ର ହିସାର ୟୁନିଟରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର ହୋଇଛି। ଏପରିକି ହରିୟାଣାର ହିସାରଠାରେ ଥିବା ଜେଏସଏଲ୍ ହିସାର ୟୁନିଟ ଦ୍ୱାରା…
୪୭ ବର୍ଷର ପରମ୍ପରା ଭାଙ୍ଗିଲେ ଜୟନ୍ତ ଚୌଧୁରୀ
ନୂଆଦିଲ୍ଲୀ,୫।୩: ନିକଟରେ ଭାଜପା ସହ ମିଳିତ ମେଣ୍ଟରେ ଯୋଗ ଦେଇଥିବା ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଦୁଇଟି ଲୋକ ସଭା ଏବଂ ଗୋଟିଏ ବିଧାନ ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଆରଏଲଡି ନିଜର…
ଭାରତୀୟ ଆଣବିକ କାର୍ଯ୍ୟକ୍ରମରେ ବଡ଼ ସଫଳତା
ଚେନ୍ନାଇ,୫।୩: ତାମିଲନାଡୁର କଳ୍ପକମ୍ଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରୋଟୋଟାଇପ୍ ଫାଷ୍ଟ ବ୍ରିଡିଂ ରିଆକ୍ଟର (ପିଏଫ୍ବିଆର୍) ସୋମବାର ବଡ଼ ସଫଳତା ହାସଲ କରିଛି। ବିଦ୍ୟୁତ୍ ଉତ୍ପାଦନ ଲାଗି ଏକ ପ୍ରମୁଖ ପ୍ରକ୍ରିୟା ସ୍ବରୂପ ପିଏଫ୍ବିଆର୍ରେ ‘କୋର୍ ଲୋଡ଼ିଂ’ ଆରମ୍ଭ ହୋଇଛି, ଯାହା ଏକ ଐତିହାସିକ…
ଜଲ୍ଓ୍ବା ଦେଖାଇବେ ରଣବୀର
ମୁମ୍ବାଇ: ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ…
ମା’ଙ୍କ ଫୋନ୍କଲ୍ ବଞ୍ଚାଇଲା ଜୀବନ
ବେଙ୍ଗାଲୁରୁ: କୁହାଯାଏ ଯେ ମା’ଙ୍କ ଆଶୀର୍ବାଦ ଯାହା ଉପରେ ଥାଏ ସେ କୌଣସି ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ। କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ରାମେଶ୍ବର କାଫେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଏଠାରେ ବିସ୍ଫୋରଣ ଘଟି ୧୦ ଜଣ…
ପଓ୍ବନ୍ଙ୍କ ପରେ ନିର୍ବାଚନରୁ ଓହରିଲେ ଭାଜପା ବାରବାଙ୍କୀ ପ୍ରାର୍ଥୀ
ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ଓହରିଲେଣି। ପଶ୍ଚିମବଙ୍ଗର ଆସାନସୋଲ୍ ଆସନରୁ ପ୍ରାର୍ଥୀ ହୋଇଥିବା ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂ ଭୋଟ ଲଢ଼ିବା ପାଇଁ…
ମାଳଦ୍ୱୀପ ନିକଟରେ ନୌସେନା ଘାଟି ନିର୍ମାଣ କରିବ ଭାରତ
ନୂଆଦିଲ୍ଲୀ,୫।୩: ଚାଇନା ସପକ୍ଷବାଦୀ ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପ ନିକଟବର୍ତ୍ତୀ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ନୂତନ ନୌସେନା ଘାଟି ନିର୍ମାଣ କରିବାକୁ…
ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ଚାଷୀଙ୍କ ବିକ୍ଷୋଭ
ଛତ୍ରପୁର,୪ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଗତ ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ସୋମବାର ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଜିଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ…
ଭାରତୀୟ କ୍ରିକେଟରଙ୍କୁ କାର୍ ଗିଫ୍ଟ ଦେବାକୁ ଆସିଥିବା ‘ଡନ’ଙ୍କୁ ଏମିତି ଘଉଡାଇ ଦେଇଥିଲେ କପିଲ ଦେବ
ନୂଆଦିଲ୍ଲୀ,୪।୩: କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ୧୯୮୩ରେ ବିଶ୍ୱକପ ଜିତିଥିଲା । କପିଲ ଦେବଙ୍କୁ ତାଙ୍କ ସମୟର ଶ୍ରେଷ୍ଠ ଅଲରାଉଣ୍ଡରମାନଙ୍କ ମଧ୍ୟରେ ଗଣାଯାଏ। କିନ୍ତୁ ଆପଣ ଜାଣନ୍ତି କି ଥରେ କପିଲ ‘ଡନ’ ଦାଉଦ ଇବ୍ରାହିମଙ୍କୁ ସାମ୍ନା କରିଥିଲେ।…
ଲାଞ୍ଚ ନେଇ ଧରାପଡ଼ିଲେ ଅମିନ
ଲୋଇସିଂହା,୪ା୩(ସୁଶାନ୍ତ ବାରିକ): ମ୍ୟୁଟେସନ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲାର ଆଗଲପୁର ତହସିଲ ଅଫିସର ଅମିନ ସଦାନନ୍ଦ ସାହୁ। ଡୁଡୁକା ଗାଁର ରବୀନ୍ଦ୍ର ପଟେଲଙ୍କ ଜମି ମାପଚୁପ ପାଇଁ ସଦାନନ୍ଦ ୫ ହଜାର…
ଅଭୟାରଣ୍ୟକୁ ପ୍ଲାଷ୍ଟିକ୍ ମନା
ଭୁବନେଶ୍ୱର,୪ା୩: ଅଭୟାରଣ୍ୟ, ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ଉପରେ ରୋକୋ ଲଗାଇଛନ୍ତି ସରକାର। ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ସୋମବାର ଏହି କଟକଣା ଜାରି ହୋଇଛି। ଏନେଇ ବନ୍ୟପ୍ରାଣୀ ପିସିସିଏଫ୍ଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି କଟକଣା…
ସିନେଟ ଅଧ୍ୟକ୍ଷ ପଦ ଦୌଡରେ ସବୁଠାରୁ ଆଗରେ ୟୁସୁଫ ରାଜା ଗିଲାନି
ଇସଲାମାବାଦ,୪।୩: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସୟଦ ୟୁସୁଫ ରଜା ଗିଲାନିଙ୍କ ବିଷୟରେ ଆଲୋଚନା ତୀବ୍ର ହୋଇଛି। ସେ ସିନେଟର ସଭାପତି ହେବାର ସମ୍ଭାବନା ବଢିଛି। ସିନେଟ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ପାଇଁ ଗିଲାନି ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂଚନାଯୋଗ୍ୟ…
Archives


