୭ ଜଣ ଭାଜପା ବିଧାୟକଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହାଇକୋର୍ଟ ୭ ଜଣ ଭାଜପା ବିଧାୟକଙ୍କୁ ଦିଲ୍ଲୀ ବିଧାନସଭାରୁ ନିଲମ୍ବନ ରଦ୍ଦ କରିଛନ୍ତି। ନିଲମ୍ବିତ ବିଧାୟକ ସେମାନଙ୍କ ନିଲମ୍ବନ ରଦ୍ଦ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଫେବୃଆରୀ ୧୫ରେ ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନରେ ଲେଫ୍ଟନାଣ୍ଟ ଗଭର୍ନର ବିନୟ ସକ୍ସେନାଙ୍କ…
୧୫ବର୍ଷ ପରେ ପୁଣି ମେଣ୍ଟ! ସେତେବେଳେ ଏମିତି ହୋଇଥିଲା ମେଣ୍ଟ ସରକାର
ଭୁବନେଶ୍ୱର,୬।୩: ପୁଣି ହେବ BJD-BJP ମେଣ୍ଟ! ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି। ଯଦିଓ ୩ଦିନ ତଳେ ଉଭୟ ଭାଜପା ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ। ମାତ୍ର ଆଜିର…
ଶେଖ ଶାଜହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମମତା ସରକାରଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
କୋଲକତା,୬।୩: ଟିଏମସି ନେତା ଶାଜହାନ ଶେଖଙ୍କୁ ଆଜି ଅପରାହ୍ନ ୪.୧୫ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇଡି ଅଧିକାରୀଙ୍କୁ ମାଡ ମାରିବା ଘଟଣାରେ ଶାଜହାନ ଗିରଫ ହୋଇଛନ୍ତି। ପଶ୍ଚିମବଙ୍ଗ ସିଆଇଡି ଘଟଣାର ତଦନ୍ତ କରୁଛି। ତେବେ…
ଏଟିଏମ୍ ବାହାରେ ଯୁବକଙ୍କୁ ମିଳିଲା ବିଡ଼ା ବିଡ଼ା ନୋଟ୍, ଏହା ପରେ ସେ ଯାହା କଲେ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଜଣେ ବ୍ୟକ୍ତିଙ୍କ ଭାଗ୍ୟ କେବେ ଉଜ୍ଜ୍ୱଳ ହେବ ତାହା କେହି ଜାଣିପାରନ୍ତି ନାହିଁ। ଲୋକମାନେ ଧନ ସନ୍ଧାନରେ ସାରା ଜୀବନ କଠିନ ପରିଶ୍ରମ କରି ମଧ୍ୟ ଅଭାବ ଅସୁବିଧାରେ ଚଳିଥାନ୍ତି। ମାତ୍ର କିଛି ନ କରି ହଠାତ୍ ପାଦତଳେ ଅଜାଡ଼ି ହୋଇପଡ଼େ…
ବଢିଲା ସୁନା ଦର: ୧୦ ଗ୍ରାମ ପିଛା ରହିଛି…
ନୂଆଦିଲ୍ଲୀ,୬।୩: ବିଶ୍ୱ ବଜାରରେ ସୁନା ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ସୁନା ୧୦ ଗ୍ରାମ ପିଛା ୬୫,୦୦୦ ଟଙ୍କାରେ ପହଞ୍ଚିଛି। ଏହା ସୁନାର ଏକ ନୂତନ ରେକର୍ଡ ସ୍ତର। ଗତ ବାଣିଜ୍ୟ ଅଧିବେଶନରେ ସୁନା ୧୦ ଗ୍ରାମ…
ଭାରତ ଏବେ ଶକ୍ତିଶାଳୀ, ସମଗ୍ର ବିଶ୍ୱ ଏହାକୁ ସ୍ବୀକାର କରୁଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୬।୨: ଭାରତୀୟ ଅର୍ଥନୀତି ଉପରେ ସୁପ୍ରିମକୋର୍ଟ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ସମଗ୍ର ବିଶ୍ୱ ବର୍ତ୍ତମାନ ଭାରତକୁ ଚିହ୍ନୁଛି। ଏକ ଶକ୍ତିଶାଳୀ ଅର୍ଥନୀତିରେ ଭାରତ ଉନ୍ନତି କରୁଛି। । ଆମେ ଏହା ପାଇଁ…
ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ କର୍ନାଟକ ହାଇକୋର୍ଟଙ୍କ ବଡ ରାୟ
କର୍ନାଟକ,୬।୩: କର୍ନାଟକ ହାଇକୋର୍ଟଙ୍କ ଗୁରତ୍ୱପୂର୍ଣ୍ଣ ରାୟ । ତାମିଲନାଡୁର ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଆଭୂଷଣ ହସ୍ତାନ୍ତର ନେଇ ମଙ୍ଗଳବାର କୋର୍ଟ ବଡ ରାୟ ଶୁଣାଇଛନ୍ତି । ଅଳଙ୍କାରକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର କରିବା ଉପରେ କୋର୍ଟ ଲଗାଇଛନ୍ତି ରୋକ ।…
ପ୍ରଥମଥର ଏମିତି କାରନାମା କଲେ ଯଶସ୍ବୀ ଜୟସ୍ବାଲ
ନୂଆଦିଲ୍ଲୀ,୬।୩: ନିକଟରେ ଆଇସିସି ସଦ୍ୟ ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଟିମ ଇଣ୍ଡିଆର ଖେଳାଳିମାନେ ବହୁତ ଉପକୃତ ହୋଇଛନ୍ତି। ଯୁବ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି। ର଼୍ୟାଙ୍କିଙ୍ଗରେ ବିରାଟ କୋହଲି ଏବଂ ରୋହିତ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମେ’ ପହିଲାରୁ ମିଳିବ ଚିକିତ୍ସା ସୁବିଧା
ଭୁବନେଶ୍ୱର,୬।୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟରେ ବିଏସ୍କଓ୍ବୋଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ସମସ୍ତ ଗାଁ ଗହଳିର ଲୋକେ ଏହି ସୁବିଧା ପାଇବେ। ଆଜିଠାରୁ ଏହି କାର୍ଡ…
ଧର୍ମଶାଳା ଟେଷ୍ଟ ମ୍ୟାଚ ପାଇଁ ପ୍ଲେଇଙ୍ଗ୍-୧୧ ଘୋଷଣା କଲା ଇଂଲଣ୍ଡ : ଏହିସବୁ ଖେଳାଳିଙ୍କୁ ମିଳିଲା ସ୍ଥାନ
ଧର୍ମଶାଳା,୬।୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ ଗୁରୁବାର ଠାରୁ ଧର୍ମଶାଳାରେ ଖେଳାଯିବ। ଏହି ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ପ୍ଲେଇଙ୍ଗ୍-୧୧ ଘୋଷଣା କରିଛି। ଦଳ ପ୍ଲେଇଙ୍ଗ୍-୧୧ରେ ମଧ୍ୟ ପରିବର୍ତ୍ତନ ଆଣିଛି। ମାର୍କ…
ପଶ୍ଚିମବଙ୍ଗରେ ଲାଗିବ କି ରାଷ୍ଟ୍ରପତି ଶାସନ: ରିପୋର୍ଟ ଦାଖଲ
କୋଲକତା,୬।୩: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନା ଜିଲାର ସନ୍ଦେଶଖାଲିରେ ଘଟିଥିବା ହିଂସା ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି। ଏହି ରିପୋର୍ଟରେ ପଶ୍ଚିମବଙ୍ଗର ଅବସ୍ଥା ସମ୍ପର୍କରେ ଜାତୀୟ ମହିଳା ଆୟୋଗ ରାଷ୍ଟ୍ରପତି ନିୟମ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି।…
International Women’s Day 2024: ଓଡିଶା ରାଜନୀତିରେ ମହିଳାଙ୍କ ଦବ୍ଦବା, ଏମାନେ ହେଉଛନ୍ତି…
ଭୁବନେଶ୍ୱର, ୬।୩: ଏବେ ନୁହେଁ ଓଡିଶା ସ୍ବତନ୍ତ୍ର ରାଜ୍ୟ ପାଇବା ପୂର୍ବରୁ ମହିଳାମାନେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି। ଆଜି ବି ପ୍ରତ୍ୟେକ ଦଳରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ରାଜନୀତିରେ ବଡ ବଡ ପଦବୀରେ ରହି ସେମାନେ ଗୁରୁ…
Archives


