Home

ପ୍ରସାଦ ହରିଚନ୍ଦନଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର,୭ା୩: ପୂର୍ବତନ ମନ୍ତ୍ରୀ ତଥା ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ମିଳିଛି। ୨୦୨୪ ନିର୍ବାଚନ ପୂର୍ବରୁ ପ୍ରସାଦଙ୍କୁ ଏଆଇସିସି ଏହି ନୂଆ ଦାୟିତ୍ୱ ଦେଇଛି। ତାଙ୍କୁ ରାଜ୍ୟ କଂଗ୍ରେସ ନିର୍ବାଚନ ପରିଚାଳନା ଆବାହକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରସାଦ…

ଥରିଲା ଚାଇନା, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫

କ୍ୱିଂଘାଇ,୭।୩: ନ୍ୟାଶନାଲ ସେଣ୍ଟର ଫର ସିସମୋଲେଜି(ଏନସିଏସ) ରିପୋର୍ଟ କରିଛି ଯେ ଚାଇନାର କ୍ୱିଂଘାଇ ଅଞ୍ଚଳରେ ୫ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏ ନେଇ ଏନସିଏସ ପକ୍ଷରୁ ଏକ ଅଫିସିୟାଲ ଟୁଇଟ କରି ସତର୍କ ସୂଚନା ଜାରି କରାଯାଇଛି। ଏହାସହ…

କେଜରିଓ୍ବାଲ ସରକାରଙ୍କ ବଡ ଘୋଷଣା, ୨୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା, ୪୦୦ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୭।୩: ରାଜଧାନୀ ଦିଲ୍ଲୀରେ ଅରବିନ୍ଦ କେଜରିୱାଲ ସରକାର ଆସିବା ପରଠାରୁ ଲୋକଙ୍କୁ ଗତ ୯ ବର୍ଷ ଧରି ବିଦ୍ୟୁତ ବିଲ ଉପରେ ରିହାତି ଦିଆଯାଉଛି। ଭବିଷ୍ୟତରେ ଏହି ରିହାତି ଜାରି ରହିବ କି ନାହିଁ ସେନେଇ ଆଜି ଦିଲ୍ଲୀ କ୍ୟାବିନେଟର ଏକ…

ରାମମନ୍ଦିରରେ ଭଜନ ଗାଇବେ ସଲମାନଙ୍କ ଗୀତ ଗାଇ ରାତାରାତି ପ୍ରସିଦ୍ଧ ହୋଇଥିବା ଏହି ଗାୟିକା

ମୁମ୍ବାଇ: ସଲମାନ ଖାନଙ୍କ ଫିଲ୍ମ ‘କିକ୍‌’ରୁ ହିଟ୍‌ ଗୀତ ‘ଜୁମେ କି ରାତ୍‌’ଗାଇ ପଲକ ମୁଚାଲ ଚର୍ଚ୍ଚାକୁ ଆସିଥିଲେ। ସେ ବର୍ତ୍ତମାନ ଅଯୋଧ୍ୟା ରାମମନ୍ଦିରରେ ଭଜନ ଗାନ କରିବେ। ମାର୍ଚ୍ଚ ୮ରେ ସେ ଏକ ଦାନ ଅଭିଯାନ ପାଇଁ ମନ୍ଦିର ପରିସରରେ…

ଓ୍ବାୟନାଡରୁ ରାହୁଲ ଗାନ୍ଧୀ, ମୋଦିଙ୍କ ବିପକ୍ଷରେ ଅଜୟ ରାୟ, ପ୍ରିୟଙ୍କାଙ୍କୁ ନେଇ ରହିଲା ସସପେନ୍ସ…!

ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଶୀଘ୍ର ଏହାର ପ୍ରଥମ ତାଲିକା ପ୍ରକାଶ କରିପାରେ। ଏହି ସମୟରେ, ବିଶେଷ ସୂତ୍ରରୁ ଏକ ଖରୋଇ ଚ୍ୟାନେଲକୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ଆମେଠୀରୁ ନୁହେଁ କେରଳର ୱାୟାନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।…

ଆମେଠିରେ କଂଗ୍ରେସକୁ ପରାଜୟ ଭୟ ଘାରିଛି: ସ୍ମୃତି ଇରାନୀ

ନୂଆଦିଲ୍ଲୀ,୭।୩: ଲୋକ ସଭା ନିର୍ବାଚନ ତାରିଖ ଖୁବ ଶୀଘ୍ର ଘୋଷଣା କରାଯିବ। ଏହାପୂର୍ବରୁ ଭାଜପା-କଂଗ୍ରେସ ସମେତ ସମସ୍ତ ଦଳ ପ୍ରାର୍ଥୀ ବାଛିବାରେ ବ୍ୟସ୍ତ ଅଛନ୍ତି। ୧୯୫ଟି ଆସନ ପାଇଁ ଭାଜପା ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ଏହାର ପ୍ରାର୍ଥୀ…

ଗୃହ ମନ୍ତ୍ରଣାଳୟର ବଡ ଆକ୍ସନ, ଲସ୍କର-ଏ-ତୋଏବାର ସଦସ୍ୟ କାସିମ ଗୁଜ୍ଜର ଆତଙ୍କବାଦୀ ଘୋଷିତ

ନୂଆଦିଲ୍ଲୀ,୭।୩: ଗୃହ ବା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମଏଚଏ) ୧୯୬୭ରେ ପାକିସ୍ତାନ ଅଧିକୃତ କା୍ମୀରରେ ରହୁଥିବା ଲସ୍କର-ଏ-ତାଇବା ସଦସ୍ୟ ମହମ୍ମଦ କାସୀମ ଗୁଜରଙ୍କୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ…

ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ସ୍ବାଗତ, ମାତ୍ର ମୁଣ୍ଡ ଖେଳାଇବୁ ନାହିଁ

ଓ୍ବାଶିଂଟନ,୭ା୩: କଶ୍ମୀର ପ୍ରସଙ୍ଗକୁ ନେଇ ଆମେରିକା ପାକିସ୍ତାନକୁ ଏକ ବଡ଼ ଝଟ୍‌କା ଦେଇଛି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, କଶ୍ମୀରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଓ୍ବାଶିଂଟନ ଉତ୍ପାଦକ ଏବଂ ଶାନ୍ତିପୂର୍ଣ୍ଣ କଥାବାର୍ତ୍ତାକୁ ସ୍ବାଗତ କରିବ, କିନ୍ତୁ…

ଇତିହାସ ରଚିଲେ ଯଶସ୍ବୀ ଜୟଶଓ୍ବାଲ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ବର୍ତ୍ତମାନର ଟେଷ୍ଟ ସିରିଜରେ ଭାରତୀୟ କ୍ରିକେଟ ଦଳ ବିଜୟୀ ହୋଇଛି। ଭାରତର ଏହି ସଫଳତାରେ ଯଶସ୍ବୀ ଜୟସୱାଲ ସବୁଠାରୁ ବଡ ଭୂମିକା ଗ୍ରହଣ କରିଛନ୍ତି। ସେ ମଧ୍ୟ ଡବଲ ଶତକ ହାସଲ କରିଛନ୍ତି। ବର୍ତ୍ତମାନ ଯଶସ୍ବୀ ପଞ୍ଚମ…

କଂଗ୍ରେସର ବଡ଼ ଘୋଷଣା: ମିଳିବ ୩୦ ଲକ୍ଷ ଚାକିରି

ଜୟପୁର,୭।୩: ରାଜସ୍ଥାନର ବଂଶଓ୍ବାରାଠାରେ ଗୁରୁବାର ଆୟୋଜିତ ଭାରତ ଯୋଡୋ ନ୍ୟାୟ ଯାତ୍ରାର ସାଧାରଣ ସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୁବ ନ୍ୟାୟ ପାଇଁ ପାଞ୍ଚଟି ବଡ ଗ୍ୟାରେଣ୍ଟି ଦେଇଛନ୍ତି। ଯଦି ଦଳ କେନ୍ଦ୍ରରେ ସରକାର ଗଠନ କରନ୍ତି ତେବେ ରାହୁଲ…

ଶ୍ରୀନଗରରେ ମୋଦିଙ୍କୁ ମିଳିଲେ ନୂଆ ବନ୍ଧୁ, ନାଜିମଙ୍କ ଡିମାଣ୍ଡକୁ ତୁରନ୍ତ ପୂରଣ କଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (୭ ମାର୍ଚ୍ଚ) ଶ୍ରୀନଗର ଗସ୍ତ କରିଛନ୍ତି। ସେ ବକ୍ସି ଷ୍ଟାଡିୟମରୁ ୬୪୦୦କୋଟି ଟଙ୍କା ମୂଲ୍ୟର ୫୩ ଟି ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରିବାବେଳେ ସେ କାଶ୍ମୀରର ବିକାଶ ବିଷୟରେ ଆଲୋଚନା…

୪୫ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ କୁଲଦୀପ

ଧର୍ମଶାଳା,୭।୩: ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୧୮ ରନ୍‌ରେ ଅଲଆଉଟ୍‌ ହୋଇଛି। ଇଂଲଣ୍ଡ ବିପକ୍ଷରେ ନିଜର ସ୍ପିନ ଶୈଳୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri