Home

ଭାଗବଣ୍ଟା ଫାଇନାଲ୍‌, ରାତି ସୁଦ୍ଧା ବଡ ଘୋଷଣା

ଭୁବନେଶ୍ୱର,୧୨।୩: ରାଜ୍ୟରେ ମେଣ୍ଟ ନେଇ ଜୋରଦାର ହାଓ୍ବା ଚାଲିଛି। ଭାଜପା -ବିଜେଡି ଏକାଠି ନିର୍ବାଚନ ଲଢିବା ନେଇ ଦିଲ୍ଲୀ ଠୁ ପଲ୍ଲୀ ଯାଏଁ ଚର୍ଚ୍ଚା। ଏପଟେ ବନ୍ଦ ଦରଜା କୋଠରୀରେ ଚାଲିଛି ଦୁଇ ଦଳର ହାଇଲେବୁଲ ବୈଠକ। ଏହି ହାଇଲେବୁଲ ବୈଠକ…

ଭାଙ୍ଗିଲା ମେଣ୍ଟ, ଶପଥ ନେଲେ ନୂଆ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୧୨।୩: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନାୟବ ସିଂ ସଇନି । ମଙ୍ଗଳବାର ବସିଥିବା ଭାଜପା ବିଧାୟକ ବୈଠକରେ ନାୟବ ସିଂଙ୍କ ନାଁ ଉପରେ ମୋହର ବାଜିଥିଲା। ନାୟବ ସିଂ ଓବିସିର ସଇନି ସମ୍ପ୍ରଦାୟର ଅଟନ୍ତି। ସେ…

ଶେଷ ମୁହୂର୍ତ୍ତରେ କେକେଆର୍‌ ଛାଡ଼ିଲେ ଏହି ଷ୍ଟାର କ୍ରିକେଟର, ସଲ୍ଟଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୨।୩: ଆଉ ଦିନ କେଇଟା ପରେ ଆଇପିଏଲ୍‌ ୨୦୨୪ ଆରମ୍ଭ ହେବ। ଏହାପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଛାଡ଼ିଛନ୍ତି ଚର୍ଚ୍ଚିତ ବିଦେଶୀ ଖେଳାଳି ଜେସନ ରୟ। ସେ ଟୁର୍ନାମେଣ୍ଟରୁ ଓହରି ଯିବା ପରେ କେକେଆର୍‌ ତାଙ୍କ ସ୍ଥାନରେ ଇଂଲଣ୍ତର ଅନ୍ୟତମ ଖେଳାଳି…

ବୋର୍ଡର କ୍ଲିନ୍‌ ଚିଟ୍‌ ପରେ ଆଇପିଏଲ୍‌ରେ ପନ୍ତ ତୁଲାଇବେ ‘ଡବଲ୍‌ ରୋଲ୍‌’

ନୂଆଦିଲ୍ଲୀ,୧୨।୩: ଆଇପିଏଲ୍‌ ୨୦୨୪ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଖେଳିବେ କି ନାହିଁ ତାହା ଉପରେ ଚାଲିଥିବା ସସପେନ୍ସ ଏବେ ଶେଷ ହୋଇଛି। ବିସିସିଆଇ ପକ୍ଷରୁ ପନ୍ତଙ୍କୁ ନେଇ ବଡ଼ ଅପ୍‌ଡେଟ୍‌ ଦିଆଯାଇଛି। ଯେଉଁଥିରେ ସେ ଆଇପିଏଲ୍‌ର ୧୭ତମ ସିଜନରେ…

ସୁପ୍ରିମକୋର୍ଟଙ୍କ ଛାଟ ପରେ ସାବାଡ ହେଲା SBI, ନିର୍ବାଚନ ଆୟୋଗଙ୍କୁ କଲା ଯୋଗାଯୋଗ

ନୂଆଦିଲ୍ଲୀ,୧୨।୩: ନିର୍ବାଚନ ବଣ୍ଡକୁ ନେଇ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ଉପରେ କଠୋର ହୋଇଛନ୍ତି ସୁପ୍ରିମକୋର୍ଟ। ନିର୍ବାଚନ ବଣ୍ଡ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବାକୁ ଏସବିଆଇକୁ କୋର୍ଟ ଆଜି ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି।…

ଆଇପିଏଲ୍‌ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୨।୩: ବିଶ୍ୱର ସବୁଠାରୁ ବଡ଼ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଆରମ୍ଭ ହେବାକୁ ଆଉ ଦିନ କେଇଟା ବାକି। ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ୧୭ତମ ସିଜନ ଆରମ୍ଭ ହେବ। ହେଲେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ଼ ଝଟ୍‌କା ଲାଗିଛି।…

ହାଇକୋର୍ଟଙ୍କ ବଡ ରାୟ, ‘ନିୟନ୍ତ୍ରଣ କରି ହେବନି ଏହି ବୟସର ପିଲାଙ୍କ ପ୍ରେମକୁ’

ଅମରାବତୀ,୧୨।୩: POCSO ସହ ଜଡିତ ଏକ ମାମଲାର ଶୁଣାଣି ସମୟରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି, କିଶୋରଙ୍କ ପ୍ରେମକୁ କୋର୍ଟ ନିୟନ୍ତ୍ରଣ କରି ପାରିବ ନାହିଁ। ଏଥିସହ ଏହି ମାମଲାର ୨୧ବର୍ଷର ଅଭିଯୁକ୍ତ ତଥା…

ସିଏଏକୁ ସ୍ବାଗତ କଲା ଏହି ମୁସଲମାନ୍‌ ସଂଗଠନ, ରଖିଲା ଏଭଳି ଯୁକ୍ତି…

ନୂଆଦିଲ୍ଲୀ,୧୨।୩: ଦେଶରେ ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ ମୁସଲିମ୍‌ ରାଷ୍ଟ୍ରୀୟ ମଞ୍ଚ ସ୍ବାଗତ କରିଛନ୍ତି। ଫୋରମ୍‌ର ଜାତୀୟ ମୁଖପାତ୍ର ଶାହିଦ ସଇଦ କହିଛନ୍ତି ଯେ ବିଶ୍ୱର ଅନେକ ଦେଶରେ ନାଗରିକତ୍ୱ ସଂଶୋଧନ…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ‘ଲାଗୁ ହେବନି ସିଏଏ’

ତାମିଲନାଡୁ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA)  କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ତେବେ ସିଏଏ ଘୋଷଣା ହେବା ପରେ ବାଦ ବିବାଦ ଭିତରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏନେଇ ବଡ ଘୋଷଣା କରିଛନ୍ତି। ରାଜ୍ୟରେ…

ବାୟୁସେନା ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ

ଜୈସଲମେର,୧୨।୩: ଭାରତୀୟ ବାୟୁସେନାର ହାଲୁକା ଯୁଦ୍ଧ ବିମାନ (ଏଲ୍‌ସିଏ) ତେଜସ ଆଜି ଏକ ଅପରେଶନ ଟ୍ରେନିଂ ଉଡ଼ାଣ ସମୟରେ ରାଜସ୍ଥାନର ଜୈସଲମେର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ ପାଇଲଟଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର କାରଣ ଜାଣିବା…

ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ସାଂସଦ

ଓ୍ବାଶିଂଟନ,୧୨।୩: ୟୁକ୍ରେନ ଉପରେ ସମ୍ଭାବ୍ୟ ପରମାଣୁ ଆକ୍ରମଣକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବିଶ୍ୱସ୍ତରୀୟ ନେତାମାନଙ୍କୁ ଶ୍ରେୟ ଦେଇଥିବା ନିକଟରେ ପ୍ରକାଶିତ ଏକ ରିପୋର୍ଟ ପରେ, ଆମେରିକାର ଦୁଇ ସାଂସଦ ବିଶ୍ୱାସ କରନ୍ତି ଯେ ମହାତ୍ମା ଗାନ୍ଧୀଙ୍କ ପାଇଁ…

ମହୁଲ ପାଇଁ ନିଆଁରେ ନଷ୍ଟ ହେଉଛି ଜଙ୍ଗଲ

ମାଲକାନଗିରି,୧୨ା୩(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲାରେ ମାର୍ଚ୍ଚ ମାସ ଆରମ୍ଭରୁ ଗ୍ରୀଷ୍ମ ପ୍ରଭାବରୁ ଜଙ୍ଗଲରେ ଥିବା ଗଛଗୁଡିକ ପତ୍ରଝଡା ଦେଇଥାଏ। ଶୁଖିଲା ପତ୍ରରେ ଜଙ୍ଗଲ ଆଚ୍ଛାଦିତ ହୋଇଯାଏ। ଏହି ସମୟରେ ମହୁଲ ଗଛରେ ଫୁଲ ଫୁଟିବା ଆରମ୍ଭ ହୋଇଥାଏ ା ମହୁଲ ଗଛରୁ ସକାଳୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri