ଜଣେ ଜିଲାପାଳ, ଦୁଇ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୩: ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ଓଡ଼ିଶାର ଜଣେ ଜିଲାପାଳ ଏବଂ ୨ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି। ଦେବଗଡ଼ ଏବଂ କଟକ ଗ୍ରାମାଞ୍ଚଳ ଏସ୍ପିଙ୍କୁ ବଦଳି ନିର୍ଦ୍ଦେଶ ଦେଇଥିବା ବେଳେ ଢେଙ୍କାନାଳ ଜିଲାପାଳଙ୍କୁ ମଧ୍ୟ ବଦଳି ନିର୍ଦ୍ଦେଶ ହୋଇଛି।…
ଟ୍ରେନ୍ ଟିକେଟ୍ କାଟିବାକୁ ବି ଆମ ପାଖେ ଟଙ୍କା ନାହିଁ: କାହିଁକି ଏମିତି କହିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ପୂର୍ବରୁ ଗୁରୁବାର କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷ ସୋନିଆ ଏବଂ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ଥିଲେ। ଦଳର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ପ୍ରସଙ୍ଗରେ…
ମୋଦି ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଖାର୍ଗେ
ନୂଆଦିଲ୍ଲୀ,୨୧।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କେନ୍ଦ୍ର ସରକାରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଦଳର ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ ହୋଇଯାଇଛି। କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ ବୋଲି ଶାସକ ଦଳ ଏହା କରିଛନ୍ତି। ଗୁରୁବାର କଂଗ୍ରେସ…
ସୁପ୍ରିମକୋର୍ଟଙ୍କ ଅବମାନନା ନୋଟିସ୍ ପରେ କ୍ଷମା ମାଗିଲା ପତଞ୍ଜଳି
ନୂଆଦିଲ୍ଲୀ,୨୧।୩: ସୁପ୍ରିମକୋର୍ଟଙ୍କ ନୋଟିସ ପରେ କ୍ଷମା ମାଗିଲା ପତଞ୍ଜଳି। ପତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ତଥା ଯୋଗ ଗୁରୁ ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ କମ୍ପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରିଛନ୍ତି। କମ୍ପାନୀ ବିଭ୍ରାନ୍ତିକର ବିଜ୍ଞାପନ ଦେଉଥିବା ନେଇ ଗତକାଲି ଅର୍ଥାତ୍…
ଦାମ ରାଉତ ଗୁରୁତର
ଭୁବନେଶ୍ୱର,୨୧ା୩: ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ ଗୁରୁତର ଅଛନ୍ତି। ଏନେଇ ତାଙ୍କ ପୁଅ ସମ୍ବିତ ସୂଚନା ଦେଇଛନ୍ତି। ଦାମ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ହୃଦଘାତ ପରେ ଗୁରୁତର ହୋଇପଡିଛନ୍ତି। ବାପାଙ୍କ ବ୍ରେନ୍ ଡେଡ୍ ହୋଇଥିବା ସମ୍ବିତ…
ରାଜନୀତିରୁ ସନ୍ନ୍ୟାସ ନେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା
ବେଙ୍ଗାଲୁରୁ,୨୧।୩: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସଦାନନ୍ଦ ଗୌଡା ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ନିର୍ଦ୍ଦଳୀୟ ନିର୍ବାଚନ ଲଢିବା ଏବଂ କଂଗ୍ରେସରେ ସାମିଲ ହେବା ଭଳି କଳ୍ପନାଜଳ୍ପନା…
ପୁଣି ତାଇଓ୍ବାନକୁ ନାଲିଆଖି ଦେଖାଇଲା ଚାଇନା
ବେଜିଂ,୨୧।୩: ଚାଇନା ଏବଂ ତାଇୱାନ ମଧ୍ୟରେ ନିରନ୍ତର ଉତ୍ତେଜନା ଜାରି ରହିଛି। ଗୁରୁବାର ସକାଳେ ଚାଇନା ସେନା ତାଇୱାନ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ତେବେ ତାଇୱାନର ସେନା ମଧ୍ୟ ଏହାର ଜବାବ ଦେଇଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର…
କୁଲଡିହା ଅଭୟାରଣ୍ୟ ଅଞ୍ଚଳରେ ଚଢ଼ାଉ: ୫ ବନ୍ଧୁକ ଜବତ, ୬ ଶିକାରୀ ଗିରଫ
ନୀଳଗିରି,୨୧ା୩(ପ୍ରଶାନ୍ତ କୁମାର ବିଶ୍ୱାଳ): ରାତି ଅଧିଆ ଚଢ଼ାଉ କରାଯାଇ କୁଲଡିହା ଅଭୟାରଣ୍ୟ ଅଞ୍ଚଳର ୬ ଶିକାରୀ ଗିରଫ ହୋଇଛନ୍ତି। ନୀଳଗିରି ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଚଢ଼ାଉରେ ଏହି ଶିକାରୀମାନେ ଗିରଫ ହେବା ସହ ସେମାନଙ୍କ ନିକଟରୁ ୫ଟି…
ଭାଜପାର ସାଉଥ୍ ସମୀକରଣ ଫାଇନାଲ୍
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ୩୭୦ ପ୍ଲସ ଏବଂ ଏନଡିଏ ପାଇଁ ୪୦୦ ପ୍ଲସ ଲକ୍ଷ୍ୟରେ ଦକ୍ଷିଣ ଭାରତର ଦୁର୍ଗ ଭାଙ୍ଗିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ରମରେ ଦକ୍ଷିଣରେ ସମୀକରଣର ସମାଧାନ…
ଗୋଟିଏ ପରିବାରର ୫ ଜୀବନ୍ତ ଜଳିଗଲେ
ଜୟପୁର,୨୧ା୩: ଜୟପୁରର ବିଶ୍ୱକର୍ମାଠାରେ ଅବସ୍ଥିତ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଶିଶୁ ସମେତ ୫ ଜିଅନ୍ତା ଜଳିଯାଇଛନ୍ତି। ଏହି ଘଟଣାରେ ରାଜସ୍ଥାନର…
IPLରେ କେଉଁଠୁ ଆସେ ଏତେ ଟଙ୍କା? କିଭଳି ମାଲାମାଲ ହୁଏ ବିସିସିଆଇ-ଫ୍ରାଞ୍ଚାଇଜ୍; ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୩: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍…
ବରୁଣ ଗାନ୍ଧୀଙ୍କୁ ଏସପିର ଖୋଲା ଅଫର, ତାଙ୍କ ବିରୋଧରେ ଦିଆଯିବନି ପ୍ରାର୍ଥୀ
ନୂଆଦିଲ୍ଲୀ,୨୧।୩: ଭାଜପା ନେତା ବରୁଣ ଗାନ୍ଧୀ ଲୋକସଭା ନିର୍ବାଚନରେ କେଉଁ ଆସନରୁ ଓ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିମ୍ବା ସ୍ବାଧିନ ଭାବେ ଛିଡ଼ା ହେବେ ସେନେଇ କଳ୍ପନାଜଳ୍ପନା କରାଯାଉଛି। ଏହାରି ଭିତରେ ଏସପି(ସମାଜବାଦୀ ପାର୍ଟି) ପକ୍ଷରୁ ତାଙ୍କୁ ଏକ ଖୋଲା…
Archives


