ଲୋକ ସଭା ନିର୍ବାଚନ: କଂଗ୍ରେସର ତୃତୀୟ ତାଲିକାରେ ୭ ରାଜ୍ୟର ୫୭ ପ୍ରାର୍ଥୀଙ୍କ ନାମ
ନୂଆଦିଲ୍ଲୀ,୨୧।୩: ଗୁରୁବାର ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭ଟି ରାଜ୍ୟରୁ ୫୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଗୁଜରାଟ, ରାଜସ୍ଥାନ, କର୍ନାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ପୁଡୁଚେରୀ ଏବଂ…
ଆସିଲା ଭାଜପାର ତୃତୀୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର ତା’ର ତୃତୀୟ ଲିଷ୍ଟ ଜାରି କରିଛି। ଭାଜପାର ତୃତୀୟ ପ୍ରାର୍ଥୀ ତାଲିକାରେ ୯ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ପ୍ରାର୍ଥୀଙ୍କ ଏହି ତାଲିକା ତାମିଲନାଡୁର ଲୋକ ସଭା…
ଆଇପିଏଲ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଖେଳିବାକୁ ମନା କରିଦେଲେ ଏହି ଖେଳାଳି: ଦଳକୁ ଝଟ୍କା
ନୂଆଦିଲ୍ଲୀ,୨୧।୩: ଆଇପିଏଲ୍ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ଷ୍ଟାର ଖେଳାଳି ଆଡାମ ଜାମ୍ପା ଆଇପିଏଲରୁ ଓହରି ଯାଇଛନ୍ତି। ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସର ପ୍ରଥମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ…
ମାଗଣାରେ କାମ କରିବାକୁ ଚାହାଁନ୍ତି ଅଙ୍କିତା
ମୁମ୍ବାଇ: ବିଗ ବସ ୧୭ ଫେମ ଅଙ୍କିତା ଲୋଖଣ୍ଡେ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାଆନ୍ତି। ଏହି ଅଭିନେତ୍ରୀ ତାଙ୍କ କ୍ୟାରିୟର ଟେଲିଭିଜନ ଶୋ’ ‘ପବିତ୍ର ରିସ୍ତା’ରୁ ଆରମ୍ଭ କରିଥିଲେ। ଏହାପରଠାରୁ ହିଁ ତାଙ୍କର ଫ୍ୟାନ…
ପ୍ରସବ ଯନ୍ତ୍ରଣାରେ ଛଟପଟ ଆଶାଦିଦିଙ୍କୁ ମିଳିଲାନି ଆମ୍ବୁଲାନ୍ସ: ଖଟିଆରେ ବୁହା ହୋଇ ଗଲେ ହସ୍ପିଟାଲ
ଦାରିଙ୍ଗବାଡି,୨୧।୩(ଅରୁଣ ସାହୁ)ଷକନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ଗଦାପୁର ପଞ୍ଚାୟତ ନିଲାକ୍ଲିଉଠାରୁ ସିକବାଡ଼ିକୁ ସବୁଦିନିଆ ପକ୍କା ରାସ୍ତାଟିଏ ନାହିଁ। ଉକ୍ତ ଅଞ୍ଚଳର ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାଯ୍ୟରେ ପ୍ରାୟ ୩ କିମି ରାସ୍ତା ବୋହି ନିଆଯାଉଥିବା ଏକ ଭିଡିଓ ମୋବାଇଲକୁ…
ହାଇକୋର୍ଟରୁ କେଜରିଓ୍ବାଲଙ୍କୁ ବଡ ଝଟ୍କା
ନୂଆଦିଲ୍ଲୀ,୨୧।୩: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ। ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ହାଇକୋର୍ଟ ମନା କରି ଦେଇଛନ୍ତି। ଦୁଇ ସପ୍ତାହ ମଧ୍ୟରେ କୋର୍ଟ ଇଡିରୁ ଉତ୍ତର ମାଗିଛନ୍ତି। କେଜରିୱାଲଙ୍କ ଆବେଦନ ଉପରେ ହାଇକୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ…
୫-ଟି ବିଲ୍ କରାଇ ଦେବା ପାଇଁ ନେଉଥିଲେ ଲାଞ୍ଚ, ଧରାପଡ଼ିଲେ ପ୍ରଧାନଶିକ୍ଷକ
ଭବାନୀପାଟଣା,୨୧ା୩(ଉତ୍ତର କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡି। ସ୍କୁଲରେ ହୋଇଥିବା ୫-ଟି କାମର ବିଲ୍ କରିଦେବା ପାଇଁ ପ୍ରଧାନଶିକ୍ଷକ ଠିକାଦାର ଜୟରାମ ସାହୁଙ୍କଠାରୁ ୪୦ ହଜାର…
ଇତିହାସ ରଚିଲେ ବୃନ୍ଦା: ପ୍ରଥମ ଭାରତୀୟ ମହିଳା ଅମ୍ପାୟାର ଭାବେ..
ନୂଆଦିଲ୍ଲୀ,୨୧।୩: ଭାରତୀୟ ମହିଳା ଅମ୍ପାୟାର ବୃନ୍ଦା ରଥି ଇତିହାସ ସୃଷ୍ଟି କରିଛନ୍ତି। ନିରପେକ୍ଷ ସ୍ଥାନରେ ଦ୍ୱିପାକ୍ଷିକ ସିରିଜରେ ଅମ୍ପାୟାର କରିଥିବା ପ୍ରଥମ ଭାରତୀୟ ମହିଳା ଅମ୍ପାୟର ହୋଇଛନ୍ତି ବୃନ୍ଦା। ଶେର-ଇ-ବଙ୍ଗଳା ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମହିଳା ଏବଂ ବାଂଲାଦେଶ ମହିଳା ଦଳ ମଧ୍ୟରେ…
ଆତ୍ମଘାତୀ ବିସ୍ଫୋରଣରେ ୩ ମୃତ, ୧୨ ଆହତ
କାବୁଲ,୨୧ା୩: ଗୁରୁବାର ଆଫଗାନିସ୍ତାନର କାନ୍ଦାହାର ସହରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ଜଣେ ପ୍ରାଦେଶିକ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଦେଶକୁ ଶାସନ କରୁଥିବା ତାଲିବାନ ଅଧିକାରୀଙ୍କ ଗଡ଼ ଭାବରେ…
ପାକିସ୍ତାନ କୋଚ୍ ହେବାକୁ ମନା କଲେ ଶେନ୍ ଓ୍ବାଟସନ୍,ଏବେ…
ନୂଆଦିଲ୍ଲୀ,୨୧।୩: ପାକିସ୍ତାନ କ୍ରିକେଟ ଟିମ୍ର କୋଚ୍ ହେବାକୁ ମନା କରିଛନ୍ତି ଶେନ୍ ଓ୍ବାଟସନ୍। ଏହାପରେ ପିସିବି ପଦ ଲାଗି ଜଷ୍ଟିନ ଲାଙ୍ଗର ଏବଂ ଗ୍ୟାରି କିଷ୍ଟନ୍ ସମେତ ଅନେକ ବିଦେଶୀ କୋଚ୍ଙ୍କ ସହ ସମ୍ପର୍କରେ ଅଛି। ଏହାଛଡ଼ା ମାଇକ୍ ହେସନ୍, ମାଥ୍ୟୁ…
ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଭାଜପାକୁ ବଡ ଝଟ୍କା
ଜୟପୁର,୨୧।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗୁରୁବାର ରାଜସ୍ଥାନରେ ଭାଜପାକୁ ବଡ ଝଟକା ଲାଗିଛି। ପୂର୍ବତନ ଭାଜପା ବିଧାୟକ ତଥା ଭେଟେରାନ ଗୁର୍ଜର ନେତା ପ୍ରହ୍ଲାଦ ଗୁଞ୍ଜଲ କଂଗ୍ରେସରେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବାକ ସଂଗଠନର…
ଧୋନି ଛାଡିଲେ ଚେନ୍ନାଇ ସୁପର କିଙ୍ଗ୍ସର କ୍ୟାପଟେନଶିପ
ନୂଆଦିଲ୍ଲୀ,୨୧।୩: ଆଇପିଏଲ ୨୦୨୪ ଆରମ୍ଭର ଠିକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ର ୧୭ତମ ସିଜନ ପାଇଁ ସିଏସକେ ଦଳର କ୍ୟାପେଟେନ ଋତୁରାଜ ଗାୟକୱାଡ ହୋଇଛନ୍ତି। ଏହାର ଅର୍ଥ ଏମଏସ ଧୋନି…
Archives


