ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରଥମ ନିର୍ବାଚନ ଲଢିଥିଲେ କେଜ୍ରିଓ୍ବାଲ, ଏବେ ତାଙ୍କ ସରକାରରେ ଗଲେ ଜେଲ୍
ନୂଆଦିଲ୍ଲୀ,୨୨।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି। ମଦ ଦୁର୍ନୀତି ଅଭିଯୋଗରେ ଇଡି ତାଙ୍କ ଉପରେ ଅଭିଯୋଗ ଆଣିଥିଲା। ଅରବିନ୍ଦ କେଜ୍ରିଓ୍ବାଲଙ୍କ ରାଜନୈତିକ ଯାତ୍ରା ୨୦୧୨ରେ ଆରମ୍ଭ ହୋଇଥିଲା…
ବିଶାଳକାୟ ଗଛ ପଡ଼ି ୨ ପରିବାରର ୯ ଆହତ
ଦାରିଙ୍ଗବାଡ଼ି,୨୨ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଅଞ୍ଚଳରେ ଏକ ବଡ଼ ଅଘଟଣ ଘଟିଛି। ଗୁରୁବାର ରାତିରେ ଶୋଇଥିବା ଅବସ୍ଥାରେ ଘର ନିକଟରେ ରହିଥିବା ବିଶାଳକାୟ ଆମ୍ବଗଛ ପଡ଼ି ୨ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା…
କେ. କବିତାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୨।୩: ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା ତଥା ପୂର୍ବତନ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଏମଏଲସି ଝିଅ କେ. କବିତା ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମିଳିନାହିଁ। ଶୁକ୍ରବାର କବିତାଙ୍କୁ ଜାମିନ ଦେବାକୁ କୋର୍ଟ ମନା…
କର୍ନାଟକରେ କଂଗ୍ରେସର ତୃତୀୟ ପ୍ରାର୍ଥୀ ତାଲିକାକୁ ନେଇ କନ୍ଦଳ, ୧୭ରୁ ୧୧ ପ୍ରାର୍ଥୀ ମନ୍ତ୍ରୀଙ୍କ ସମ୍ପର୍କୀୟ
ବେଙ୍ଗାଲୁରୁ,୨୨।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ପରେ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ଏବେ କର୍ନାଟକର କଂଗ୍ରେସ ଦଳ ଗୁରୁବାର ଏହାର ତୃତୀୟ ତାଲିକାରେ ୧୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏହି ନାମଗୁଡିକୁ ନେଇ ଦଳ…
ଦାମଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ଭୁବନେଶ୍ୱର/ନୂଆଦିଲ୍ଲୀ,୨୨ା୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ଭେଟେରାନ ନେତା ଦାମୋଦର ରାଉତଙ୍କ ଦେହାନ୍ତରେ…
ଦାମଙ୍କ ଶେଷ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୨ା୩: ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ପାର୍ଥିବ ଶରୀର ଶଙ୍ଖଭବନରେ ପହଞ୍ଚିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶଙ୍ଖଭବନରେ ପହଞ୍ଚି ଦାମଙ୍କ ଶେଷ ଦର୍ଶନ କରିିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିସହିତ ବହୁ ବରିଷ୍ଠ…
ସିଜେଆଇ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠ କଲାନାହିଁ କେଜରିଓ୍ବାଲଙ୍କ ଆବେଦନର ଶୁଣାଣି
ନୂଆଦିଲ୍ଲୀ,୨୨।୩: ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଇଡି ପକ୍ଷରୁ ଗିରଫ କରାଯାଇଛି। ଶନିବାର ସୁପ୍ରିମକୋର୍ଟରେ ଅରବିନ୍ଦ କେଜରିୱାଲଙ୍କ ଆବେଦନ ଶୁଣାଣି ହୋଇଥିଲା। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡଙ୍କ ବେଞ୍ଚ ଏହାର ଶୁଣାଣି ନ କରି ତାଙ୍କୁ…
ଉଠା ପରିବା ବେପାରୀ ପାଇଲେ ନୂଆ ଠିକଣା
ଗଞ୍ଜାମ,୨୨ା୩(ବିଦ୍ୟାଧର ସାହୁ): ଦୀର୍ଘବର୍ଷ ପରେ ଉଠା ପନିପରିବା ବେପାରୀଙ୍କ ସମସ୍ୟା ସମାଧାନ ହୋଇଛି। ଶୁକ୍ରବାର ସେମାନେ ନୂଆ ଠିକଣା ପାଇଛନ୍ତି l ସ୍ଥାୟୀ ସମାଧାନ ଉଠା ଦୋକାନୀଙ୍କୁ ଥଇଥାନ ନିମନ୍ତେ ଦୀର୍ଘଦିନ ହେବ ସାନ ବଜାର ସଂଘ ସଭାପତି ସୁଧୀର କୁମାର…
ଏହି କଥା ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି
ଚେନ୍ନାଇ,୨୨।୩: ତାମିଲନାଡୁର ସାଲେମରେ ଅନୁଷ୍ଠିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବପ୍ରବଣ ହୋଇଥିଲେ। ଭାଜପା ନେତା ଅଡିଟର ରମେଶଙ୍କୁ ମନେ ପକାଇ ମୋଦି ଭାବପ୍ରବଣ ହୋଇ ପଡିଥିଲେ। ଆଜି ମୁଁ ଅଡିଟର ରମେଶଙ୍କୁ ମନେ ରଖିଛି। ତା’ପରେ ସେ ଏକ…
ଭୁଟାନକୁ ରାଜକୀୟ ଯାତ୍ରାରେ ବାହାରିଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଦିଲ୍ଲୀରୁ ଭୁଟାନ ଗସ୍ତରେ ଯାଇଛନ୍ତି। ତେବେ ଗତ ଗୁରୁବାର ସେ ଭୁଟାନ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଖରାପ ପାଗ ଯୋଗୁ ଯାତ୍ରାକୁ ସ୍ଥଗିତ ରଖିବାକୁ ପଡିଥିଲା। ଏହି ଗସ୍ତ ସମୟରେ…
‘ପୁଷ୍ପକ ବିମାନ’ ଲଞ୍ଚ କଲା ଇସ୍ରୋ: ଜାଣନ୍ତୁ କ’ଣ ରହିଛି ଏହାର ସ୍ବତନ୍ତ୍ର
ନୂଆଦିଲ୍ଲୀ,୨୨।୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଶୁକ୍ରବାର କର୍ନାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଇସ୍ରୋ ଏକ ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି। ପୁଷ୍ପକ ବିମାନ ହେଉଛି ଏକ ଏସୟୁଭି ଆକାରର ପଙ୍ଖା ଭିତ୍ତିକ…
ଅବଧି ସରିଲା, ପୋଲ ନିର୍ମାଣ ସରିଲାନି
ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ଇନ୍ଦ୍ରାବତୀ ଜଳଭଣ୍ଡାର ଜଳବନ୍ଦୀ ଭାବେ ବାସ କରୁଥିବା ପୋଡାପଦର ଗ୍ରାମପଞ୍ଚାୟତର ୧୬ ଏବଂ ମାଳିଗାଁ ପଞ୍ଚାୟତର ଗୋଟିଏ ଏଭଳି ୧୭ଖଣ୍ଡ ଗ୍ରାମବାସୀଙ୍କ ଜୀବନ ଏବେ ଅଭିଶପ୍ତ ପାଲଟିଛି।…
Archives


