Home

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବଡ଼ ଘୋଷଣା: ଏଣିକି ଅଗ୍ନିବୀରଙ୍କୁ ମିଳିବ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୪।୭: ଅବସରପ୍ରାପ୍ତ କିମ୍ବା ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ ବିଏସଏଫ ଏକ ବଡ଼ ଘୋଷଣା କରିଛି। ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କୁ ବିଏସଏଫ, ସିଏସଏଫ, ଏସସିବି ଏବଂ ଆରପିଏଫ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୂଚନା…

‘ଜୟନ୍ତ ଚୌଧୁରୀଙ୍କ ପାଇଁ ଅଖିଳେଶଙ୍କ ଦ୍ୱାର ସବୁବେଳେ ଖୋଲା’

ନୂଆଦିଲ୍ଲୀ,୨୪ା୭: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏକ ସମ୍ମିଳନୀରେ ତାଙ୍କର ପୁରୁଣା ସହଯୋଗୀ ତଥା କେନ୍ଦ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ବିଷୟରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ, ଜୟନ୍ତ ଚୌଧୁରୀ ବର୍ତ୍ତମାନ ସରକାରଙ୍କ ଏକ ଅଂଶ କିନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ: ଭୁଶୁଡିଲା ଗେଟ୍‌

କୋଲକାତା,୨୪।୭: କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍ଯ୍ୟକ୍ରମରେ ଅସ୍ଥାୟୀ ଗେଟ୍‌ ଭୁଶୁଡ଼ି ପଡ଼ିବାରୁ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଧନଧାନ୍ୟ ଅଡିଟୋରିୟମରେ ଅଭିନେତା ଉତ୍ତମ କୁମାରଙ୍କ ସ୍ମୃତିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ବ୍ରାହ୍ମଣୀଗାଁରେ ଅତିରିକ୍ତ ତହସିଲଦାର ନିଯୁକ୍ତି ଦାବି ଜୋର୍‌ ଧରିଲା

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୪ା୭:(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ୮ଟି ପଞ୍ଚାୟତକୁ ପରିଚାଳନା କରିବା ପାଇଁ ଜଣେ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ଦାବି ଜୋର୍‌ ଧରିଲା। ଏନେଇ ଅଞ୍ଚଳବାସୀ ଓ ଲୋକପ୍ରତିନିଧିଙ୍କ ପକ୍ଷରୁ…

ମୋ ପରିବାର ଏବେ ବିପଦରେ: କାହିଁକି ଏମିତି କହିଲେ ସଲମାନ

ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜ ଘର ଉପରେ ହୋଇଥିବା ଗୁଳିକାଣ୍ଡକୁ ନେଇ ମୁହଁ ଖୋଲିଛନ୍ତି। ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି, ମୁଁ ବୃତ୍ତି ଅନୁଯାୟୀ ଜଣେ ଚଳଚ୍ଚିତ୍ର ଅଭିନେତା ଏବଂ ଗତ ୩୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ…

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଠିକାଦାରଙ୍କୁ ମାଗିଥିଲେ ୧ ଲକ୍ଷ ଲାଞ୍ଚ

ବଲାଙ୍ଗୀର,୨୪ା୭(ସୁନୀଲ କୁମାର ମହାନ୍ତି): ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ସୁଜିତ କୁମାର ପାଢ଼ୀ। ଠିକାଦାରଙ୍କ ବିଲ୍‌ କରିଦେବାକୁ ଆସିଷ୍ଟାଣ୍ଟ ଏକ୍‌ଜିକ୍ୟୁଟିଭ୍‌ ଇଞ୍ଜିନିୟର ପାଢ଼ୀ ଠିକାଦାରଙ୍କଠାରୁ ୧…

ପୁଣି ନିକଟତର ହେଉଛନ୍ତି ବଚ୍ଚନ-ଗାନ୍ଧୀ ପରିବାର: ସଂସଦ ଆଗରେ ଏମିତି ଭେଟାଭେଟି ହେଲେ ସୋନିଆ-ଜୟା

ନୂଆଦିଲ୍ଲୀ,୨୪।୭: ବିରୋଧୀ ଦଳର ନେତାମାନେ ବୁଧବାର ସଂସଦ କମ୍ପ୍ଲେକ୍ସରେ ମୋଦି ସରକାରଙ୍କ ବିରୋଧରେ ବିରୋଧ କରିଥିଲେ। କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ କହିଛନ୍ତି, ଏହି ସାଧାରଣ ବଜେଟରେ କେବଳ ବିହାର ଏବଂ ଆନ୍ଧ୍ରପ୍ରଦେଶକୁ ଧ୍ୟାନ ଦିଆଯାଇଛି। ଏଥି ସହିତ ବିରୋଧୀ…

ସାରା ଜୀବନର ସାଥୀ ହେବେ ଏହି ୨ ମହିଳା କ୍ରିକେଟର୍‌: ସରିଲା ନିର୍ବନ୍ଧ

ନୂଆଦିଲ୍ଲୀ,୨୪।୭: ଇଂଲଣ୍ଡର ଉଇକେଟ କିପର-ବ୍ୟାଟ୍ସମ୍ୟାନ ଆମି ଜୋନ୍ସ ଏବଂ ଅଷ୍ଟ୍ରେଲୀୟ ବୋଲର ପିପ୍ପା କ୍ଲିରିଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଦୁହେଁ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିଲେ ଏବଂ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ବର୍ତ୍ତମାନ ବିବାହ ବନ୍ଧନରେ…

ସଡ଼କ ଦୁର୍ଘଟଣାରେ ଗଲା କଲେଜ ଅଧ୍ୟକ୍ଷଙ୍କ ଜୀବନ

ବରଗଡ଼,୨୪ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ଛକ ନିକଟ ସାଇମନ୍ଦିର ବ୍ରିଜ୍‌ ପାଖରେ ବୁଧବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବରଗଡ଼ ବ୍ଲକ ଖୁଣ୍ଟପାଲି କଲେଜ ଅଧ୍ୟକ୍ଷ ମନୋଜ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଛି। ସେ ଏକ କାର୍‌ ଯୋଗେ ଯାଉଥିବା ବେଳେ…

ବଡ଼ ଅଭିଯୋଗ ଆଣିଲେ ଅଶ୍ୱିନ ବୈଷ୍ଣବ

ନୁଆଦିଲ୍ଲୀ,୨୪।୭: ସଂସଦର ପ୍ରଶ୍ନକାଳ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ୧୯୯୭-୯୬ରେ ଅନୁମୋଦିତ ଅଙ୍ଗାମାଲୀ-ସାବରିମାଳା ରେଳ ଲାଇନ ପ୍ରକଳ୍ପରେ କେରଳ ସରକାର ସହଯୋଗ କରୁନାହିଁ। ଯଦି ଜମି ଅଧିଗ୍ରହଣରେ ସରକାର ସହଯୋଗ କରନ୍ତି,…

ଚାନ୍ଦିପୁରରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ

ବାଲେଶ୍ୱର,୨୪ା୭: ଅବଦୁଲ୍‌ କଲାମ ଦ୍ୱୀପରୁ ବୁଧବାର ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଅପରାହ୍ନ ୪ଟା ୧୫ ମିନିଟ୍‌ରେ ବ୍ୟାବହାରିକ ପରୀକ୍ଷଣ ହୋଇଛି। ପ୍ରଥମେ ଚାନ୍ଦିପୁରର ୩ ନଂ ଲଞ୍ଚପ୍ୟାଡ୍‌ରୁ ପୃଥ୍ବୀ-୨ ଉତ୍‌କ୍ଷେପଣ କରାଯାଇଥିଲା। ଏହାର କିଛି ସମୟ ପରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର…

ଆଇପିଏଲ୍‌ ୨୦୨୫ ପୂର୍ବରୁ ଗୁଜରାଟ ଟାଇଟନ୍ସକୁ ଲାଗିବ ଆଉ ଏକ ଝଟ୍‌କା? ପ୍ରୀତି ଜିଣ୍ଟାଙ୍କ ସହ ନୂଆ ପ୍ରୋଜେକ୍ଟରେ…

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫ରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଅନେକ ମାସ ଥିଲେ ହେଁ ଏବେଠାରୁ କିଛି ଖେଳାଳିଙ୍କ ଦଳଡିଆଁ ଖବର ସାମ୍ନାକୁ ଆସୁଛି। ଏସବୁ ନାମରେ ଶୁଭମନ ଗିଲଙ୍କ ନାମ ଯୋଡ଼ି ହୋଇଛି। ସେ ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?