ଗୋ-ମାଂସ ବୋଝେଇ ଟ୍ରକ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା ବଜରଙ୍ଗୀ ଦଳ
ଛତ୍ରପୁର,୨୬ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଡିଆର୍ଡିଏ ଛକ ନିକଟରେ ଶୁକ୍ରବାର ସକାଳେ ଏକ ଗୋ-ମାଂସ ବୋଝେଇ ଟ୍ରକ୍ ଜବତ ହୋଇଛି l ଏହା କଟକରୁ ହାଇଦ୍ରାବାଦ ଯାଉଥିବା ଜଣାପଡ଼ିଛି। ଏକ ଟ୍ରକ୍ ଯୋଗେ ଗୋରୁ ମାଂସ ଯାଉଥିବା କୌଣସି ପ୍ରକାରେ…
ଏହି କାମ କରିବାକୁ ଶପଥ ନେଲେ କମଲା ହାରିସ
ଓ୍ବାଶିଂଟନ,୨୬।୭: ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକାରେ ପହଞ୍ଚିଛନ୍ତି। ସେ ଏଠାରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିଥିଲେ। ଏହି ସମୟରେ କମଲା ହାରିସ ଗାଜା ଯୁଦ୍ଧ ଶେଷ କରିବାକୁ ଜିଦ…
ମାଲ୍ବାହୀ ଟ୍ରେନ୍ ଲାଇନ୍ଚ୍ୟୁତ
ଭୁବନେଶ୍ୱର,୨୬ା୭: ଭୁବନେଶ୍ବର ରେଳ ଷ୍ଟେଶନ ଅତିକ୍ରମ ପରେ ଏକ ମାଲ୍ବାହୀ ଟ୍ରେନ୍ ଶୁକ୍ରବାର ଲାଇନ୍ଚ୍ୟୁତ ହୋଇଛି। ଟ୍ରେନ୍ଟି ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ବେଳେ ଟ୍ରାକ୍ରୁ ଖସିଯାଇଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ପୂର୍ବତଟ ରେଳପଥ ପକ୍ଷରୁ…
କାର୍ଗିଲ୍ରୁ ପାକିସ୍ତାନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଦାଖର ୟୁନିଅନ ଟେରିଟୋରୀରେ ପହଞ୍ଚିଥିଲେ। କାର୍ଗିଲ ବିଜୟ ଦିବସ ଅବସରରେ ସେ ଓ୍ବାର୍ ମେମୋରିଆଲରେ ପହଞ୍ଚି ପାକିସ୍ତାନ ବିରୋଧରେ ଯୁଦ୍ଧରେ ଶହୀଦ ହୋଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କାର୍ଗିଲରୁ ପାକିସ୍ତାନକୁ ଚେତାବନୀ…
ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍
ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍ ୨୬ ଶୁକ୍ରବାର କାର୍ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ କରିଥିଲା। ଏହି ଅବସରରେ କାର୍ଗିଲ ଯୁଦ୍ଧ ସହ ଜଡ଼ିତ ଅନେକ କାହାଣୀ ସାମ୍ନାକୁ ଆସୁଛି।…
ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି
ଇସଲାମାବାଦ୍,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ। ଏନେଇ ସମସ୍ତ ପାକିସ୍ତାନୀ କ୍ରିକେଟର ନିଜର ମତ ରଖିଛନ୍ତି। କେହି କେହି କହିଛନ୍ତି ଯେ…
ରାହୁଲ ଦ୍ରାବିଡଙ୍କ ପୁଅଙ୍କୁ ମିଳିଲା ବଡ଼ ଅଫର୍: ଏବେ ଏହି ଦଳ ପାଇଁ ଖେଳିବେ
ବେଙ୍ଗାଲୁରୁ,୨୬।୭: ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ତାଙ୍କ କ୍ରିକେଟ କ୍ୟାରିୟରରେ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ପାଇଁ ଅନେକ ଅବଦାନ ରଖିଛନ୍ତି। ତାଙ୍କ ବଡ଼ ପୁଅ ସମିତ ଦ୍ରାବିଡ ମଧ୍ୟ କ୍ରିକେଟରେ ନିଜର କ୍ୟାରିୟର କରୁଛନ୍ତି। କର୍ନାଟକରେ ଆୟୋଜିତ…
କାର୍ଗିଲ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ,୨୬ା୭: ଶୁକ୍ରବାର ଅର୍ଥାତ୍ ଜୁଲାଇ ୨୬ରେ ସମଗ୍ର ଦେଶ ପାଳୁଛି କାର୍ଗିଲ ବିଜୟ ଦିବସ। ୧୯୯୯ର କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ଶହୀଦ ହୋଇଥିବା ସେହି ବୀରମାନଙ୍କୁ ସ୍ମରଣ କରିବା ପାଇଁ ଏହି ଦିନ ପାଳନ କରାଯାଉଛି। ଏହି ଅବସରରେ…
ସବୁଜ ହେବ ମହାନଦୀ କୂଳ
ଭୁବନେଶ୍ୱର,୨୬ା୭: ରାଜ୍ୟର ମୋହନ ମାଝୀ ସରକାର ବିଧାନସଭାରେ ଉପସ୍ଥାପିତ ପ୍ରଥମ ବଜେଟରେ ମହାନଦୀ ଅବବାହିକାରେ ମୃତ୍ତିକା କ୍ଷୟ ରୋକିବା, କୂଳର ସୌନ୍ଦର୍ଯ୍ୟକରଣ ଏବଂ ଆଧ୍ୟାମତ୍ିକ ଐତିହ୍ୟର ପ୍ରସାରକୁ ବିଶେଷ ଦୃଷ୍ଟି ଦେଇଛନ୍ତି। ତଦନୁଯାୟୀ ମହାନଦୀ ରିଭରଫ୍ରଣ୍ଟ ଡେଭେଲପ୍ମେଣ୍ଟ ଯୋଜନା କରାଯାଇଛି। ସମ୍ବଲପୁର…
ରୋହିତ ଶର୍ମା ବେହୋସ ହୋଇଯିବେ: ଜାଣନ୍ତୁ କାହିଁକି ଏମିତି କହିଲେ ପ୍ରସିଦ୍ଧ କ୍ରିକେଟର୍
ନୂଆଦିଲ୍ଲୀ,୨୬।୭: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୪ ଟି-୨୦ ବିଶ୍ୱକପ ଟାଇଟଲ ଜିତିଥିଲା। ଏହାପୂର୍ବରୁ ଟିମ ଇଣ୍ଡିଆ ମଧ୍ୟ ୨୦୨୩ ଦିନିକିଆ ବିଶ୍ୱକପ ଫାଇନାଲରେ ହାରି ଯାଇଥିଲା। ଏବେ ସମସ୍ତଙ୍କ ଲକ୍ଷ୍ୟ ୨୦୨୭ ଦିନିକିଆ ବିଶ୍ୱକପ ଉପରେ ରହିଛି। ୨୦୨୭ରେ…
ଚିଠିରେ ସୀମିତ, ମଗାଯାଉନି ଡିଗ୍ରୀ ଯାଞ୍ଚ ରିପୋର୍ଟ
ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତିକୁ ନେଇ ବରଗଡ଼ ଜିଲା ଗତ କିଛିଦିନ ହେଲା ଉଠୁଛି ଓ ପଡ଼ୁଛି। ଜିଲାବ୍ୟାପି ଏହା ପ୍ରମୁଖ ଚର୍ଚ୍ଚାର ବିଷୟ ହୋଇଛି। ଚା ଖଟିଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ ଦପ୍ତରରେ ଏହି ପ୍ରସଙ୍ଗକୁ ନେଇ…
ଆଖିବୁଜିଲେ ବରିଷ୍ଠ ଭାଜପା ନେତା
ନୂଆଦିଲ୍ଲୀ,୨୬।୭: ବରିଷ୍ଠ ଭାଜପା ନେତା ତଥା ରାଜ୍ୟ ସଭା ଏମ୍ପି ପ୍ରଭାସ ଝାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ମେଦାଣ୍ଟା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ମୂଳତଃ ବିହାରର ଥିଲେ। ରାଜ୍ୟ ସଭାର ୨ଥର…

