Home

ଭାଜପାରେ ମିଶିଲେ ପୂର୍ବତନ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ,୨୪।୩: ଭାରତୀୟ ବାୟୁସେନାର ପୂର୍ବତନ ମୁଖ୍ୟ ବାୟୁସେନା ମାର୍ଶଲ (ଅବସରପ୍ରାପ୍ତ) ଆର.କେ.ଏସ ଭଦୌରିଆ ରବିବାର ଭାଜପାରେ ଯୋଗ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଭାଜପା ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଥିଲେ। ତବସରପ୍ରାପ୍ତ…

ଅବକାରୀ ଘୋଟାଲା: ଗିରଫ ପରେ ଭାଜପାକୁ ୫ କୋଟି ଚାନ୍ଦା ଦେଲେ ଫାର୍ମା ମାଲିକ, ପରେ ହୋଇଗଲେ ସରକାରୀ ସାକ୍ଷୀ

ନୂଆଦିଲ୍ଲୀ,୨୪।୩: ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଅରୋବିନ୍ଦ ଫାର୍ମା ନିର୍ଦ୍ଦେଶକ ପି ସାରଥ ଚନ୍ଦ୍ର ରେଡ୍ଡୀଙ୍କୁ ଗିରଫ ହେବାର ମାତ୍ର ପାଞ୍ଚ ଦିନ ପରେ ଅରୋବିନ୍ଦ ଫାର୍ମା ୨୦୨୨ ନଭେମ୍ବର ୧୫ ରେ ମୋଟ ୫…

ଲାଇଭ୍‌ ମ୍ୟାଚ୍‌ବେଳେ ସିଗାରେଟ୍‌ ଟାଣିଲେ ଶାହରୁଖ: ଭାଇରାଲ ହେଉଛି

କୋଲକତା,୨୪।୩: ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚ ରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। କୋଲକାତା ନାଇଟ ରାଇଡର୍ସ ୪ ରନ୍‌ରେ ଜିତିଥିଲେ। କିନ୍ତୁ କୋଲକାତା ନାଇଟ ରାଇଡର୍ସ ମାଲିକ ଶାହାରୁଖ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ…

ଶଙ୍ଖ ଭବନରେ ମକରନ୍ଦ, ବିଜେଡିରେ ଯୋଗ ଦେବାକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୨୪ା୩: ରବିବାର ଶଙ୍ଖ ଭବନରେ ରାୟଗଡ଼ାର ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି ପହଞ୍ଚିଛନ୍ତି। ସେ ବିଜେଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଚର୍ଚ୍ଚା ଜୋର୍‌ ଧରିଛି। ୨୦୧୯ ନିର୍ବାଚନରେ ରୟଗଡ଼ା ଆସନ ପାଇଁ ସ୍ବାଧୀନ ପ୍ରାର୍ଥୀ ମକରନ୍ଦ ନିର୍ବାଚନ ଜିତିଥିଲେ। ବିଧାୟକ ହେବା…

ପଡିଆ ମଝିରେ ଚୁମ୍ବନ ଦେଇ ଫସିଲେ ହର୍ଷିତ

କୋଲକତା,୨୪।୩: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ର ତୃତୀୟ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସମୟରେ କେକେଆର୍‌ ବୋଲର ହର୍ଷିତ ରାଣା ମୟଙ୍କ ଅଗ୍ରୱାଲଙ୍କୁ ବରଖାସ୍ତ କରିବା ପରେ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ। ଏହି…

ମା-ବାପାଙ୍କ ଜୀବନ ନେଲେ ପୁଅ

କେନ୍ଦୁଝର,୨୪ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଞ୍ଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ମା ଓ ବାପାଙ୍କ ଶୋଚନୀୟ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳେ ଏହି ଘଟଣା ଘଟିଛି। ମୃତ…

କିଏ ସେହି ଅଜୟ ରାୟ: ଯିଏ ଲଗାତର ୩ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ରାଜ୍ୟ ସଭାପତି ଅଜୟ ରାୟଙ୍କୁ ବାରାଣସୀ ଲୋକ ସଭା ଆସନରୁ ପ୍ରାର୍ଥୀ କରିଛି। ସେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ତାଙ୍କ ନାମ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। ସେ ୨୦୧୪…

ବିଦେଶ ମାଟିରେ ବସି ଚାଇନାର କ୍ଲାସ ନେଲେ ଜୟଶଙ୍କର

ସିଙ୍ଗାପୁର,୨୪।୩: ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ କଡ଼ା ନିନ୍ଦା କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ଏହି ଉତ୍ତର-ପୂର୍ବ ରାଜ୍ୟ ଭାରତର ଏକ ଅଂଶ ବୋଲି କହିଛନ୍ତି। ବେଜିଂର ଦାବିକୁ ହାସ୍ୟାସ୍ପଦ ବୋଲି ବର୍ଣ୍ଣନା କରି ବୈଦେଶିକ ମନ୍ତ୍ରୀ କହିଛନ୍ତି,…

ଶିଳ୍ପ ବଦଳରେ ମୋରମ ଲୁଟ୍‌ ଅଭିଯୋଗ

ଯାଜପୁର,୨୪ା୩(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଶିଳ୍ପ ସହ ନିଯୁକ୍ତିକୁ ଗୁରୁତ୍ୱ ଦେଇ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସ୍ବତନ୍ତ୍ର ଶିଳ୍ପ ଜୋନ୍‌ ଭାବେ ପରିଗଣିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଡାଉନଷ୍ଟ୍ରିମ୍‌ ଶିଳ୍ପକୁ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏଥିପାଇଁ ଗୋସୁଇପ୍ଟ ପୋର୍ଟାଲ ଜରିଆରେ ଆବେଦନ…

ସାଇକେଲରେ ପଞ୍ଚଲିଙ୍ଗେଶ୍ୱର ପହଞ୍ଚିଲେ ବିଦେଶୀ ପର୍ଯ୍ୟଟକ

ନୀଳଗିରି, ୨୪।୩(ପ୍ରଶାନ୍ତ ବିଶ୍ୱାଳ):ପର୍ଯ୍ୟଟନ ମାନଚିତ୍ରରେ ଉତ୍ତରଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପଞ୍ଚଲିଙ୍ଗେଶ୍ୱର। ବିସ୍ତୀର୍ଣ୍ଣ ସବୁଜ ବନାନୀ ପଞ୍ଚଲିଙ୍ଗେଶ୍ୱରକୁ ପ୍ରତିଦିନ ଦେଶ ଓ ଦେଶ ବାହାରର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଶୁକ୍ରବାର ଅପରାହ୍ନରେ ବେଲଜିୟମ ନାଗରିକ ଥିଏରି ଦେମିନ୍ସେଉ ଗୁଗଲର ସହାୟତା ନେଇ ବାଙ୍ଗାଲୋରରୁ…

‘ପଲିଥିନ୍‌ ତଳେ ଅସହାୟ ଜାନକୀ’

ହାଟଡ଼ିହୀ,୨୪ା୩(ପାର୍ଥ ସୌରଭ ସା):ତିନିବର୍ଷ ହେଲା ସ୍ବାମୀଙ୍କ ମୃତ୍ୟୁ ଘଟିଛି। ପୁଅ ରୋଜଗାର ପାଇଁ ବାହାରକୁ ଯାଇ ଆଉ ଘରକୁ ଆସୁନି। ମରାମତି ଅଭାବରୁ ଘର ଭାଙ୍ଗି ମାଟିରେ ମିଶିଯାଇଛି। ଚାଷଜମି କି ରୋଜଗାର ମାଧ୍ୟମ ନ ଥିବାରୁ ଦୟନୀୟ ଅବସ୍ଥାରେ ଏକ…

ମାରାଥନ ଚଢ଼ାଉ, ଚୋରା ବେପାରୀ ଛାନିଆଁ

ବାଲେଶ୍ୱର,୨୪।୩(ମାନସ ବିଶ୍ୱାଳ):ବାଲେଶ୍ୱର ସହର ନିକଟସ୍ଥ ପୁରୁଣା ବାଲେଶ୍ୱର ଓ ବସ୍ତା ଥାନା ଅଧୀନ ଗାନ୍ଧି ଛକ ଦେଶୀ ମଦ କାରବାରର ହବ୍‌ ପାଲଟିଛି। ପୁରୁଣାବାଲେଶ୍ୱରରୁ ଜିଲାର ବିଭିନ୍ନ ସ୍ଥାନ ସମେତ ଭଦ୍ରକ ଓ ଯାଜପୁର ଜିଲା ଏବଂ ଗାନ୍ଧି ଛକରୁ ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri