Home

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ନୋଟିସ୍‌

ଭୁବନେଶ୍ୱର,୨୯ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ…

ଭାରତୀୟ ନୌସେନାକୁ ଏମିତି ସ୍ବାଗତ କଲେ ପୁଟିନ: ଦେଖିଲେ ଆଖି ଯିବ ଲାଖି…

ମସ୍କୋ,୨୯।୭: ଭାରତୀୟ ନୌସେନାର ଆଇଏନ୍‌ଏସ୍‌ ଟାବର ରୁଷିଆ ନୌସେନା ଦିବସ ଉତ୍ସବରେ ଭାଗ ନେବାକୁ ରୁଷିଆରେ ପହଞ୍ଚିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଇଏନ୍‌ଏସ୍‌ ଟାବରରେ ଥିବା ଭାରତୀୟ ନୌସେନା କର୍ମଚାରୀଙ୍କୁ ସ୍ବାଗତ କରିବା ସହ ଉତ୍ସବରେ ଯୋଗ ଦେଇଥିବାରୁ ସେମାନଙ୍କୁ…

ଖାଉଟିଙ୍କୁ ବାଧିଲାଣି ବଜାର ଦର

ବୌଦ୍ଧ,୨୯ା୭( ଅଜିତ କୁମାର ବାରିକ): ସାରା ରାଜ୍ୟରେ ଆଳୁକୁ ନେଇ ଖାଉଟି ଚିନ୍ତାରେ ପଡିଥିବା ବେଳେ ବୌଦ୍ଧରେ ଆଳୁ କିଲୋ ୫୦ ଟଙ୍କା ଉପରେ ରହିଛି। ଏପଟେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଆଳୁ କିଲୋ ୩୨ରୁ ୩୪ ଟଙ୍କା ଉପରେ…

ବିହାର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍‌କା

ନୂଆଦିଲ୍ଲୀ,୨୯ା୭: ସୋମବାର ବିହାର ସରକାର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍‌କା ପାଇଛନ୍ତି। ବିହାରରେ ସଂରକ୍ଷଣକୁ ୬୫ପ୍ରତିଶତକୁ ବୃଦ୍ଧି କରିବା ବିରୋଧରେ ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ରହିବ। ଏହାକୁ ନିଷିଦ୍ଧ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସେପ୍ଟେମ୍ବରରେ ଏହି…

ଆଜି ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ: ଜାଣନ୍ତୁ କେଉଁ ଖେଳାଳି ଅଛନ୍ତି ରେସ୍‌ରେ

ପ୍ୟାରିସ୍‌,୨୯ା୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ମନୁ ଭାକର ବ୍ରୋଞ୍ଜ ପଦକ ଜିତିଥିବା ବେଳେ ସମ୍ଭାବ୍ୟ ପଦକ ରେସ୍‌ରେ ନିଜକୁ ସାମିଲ କରି ଫାଇନାଲରେ ପ୍ରବେଶ କରିଛନ୍ତି ଆଉ ୨ ଜଣ ଭାରତୀୟ। ରବିବାର ୧୦ ମିଟର ଏୟାର ରାଇଫଲ ମହିଳା ଓ…

ବିଶ୍ୱରେକର୍ଡ କଲା ଟିମ୍‌ଇଣ୍ଡିଆ: ଏମିତି କରିବାରେ ବିଶ୍ୱର ପ୍ରଥମ ଦଳ

କଲମ୍ବୋ,୨୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଉଛି। ସିରିଜର ୨ଟି ମ୍ୟାଚ ଶେଷ ହୋଇଛି ଏବଂ ଉଭୟ ମ୍ୟାଚ ଜିତି ଟିମ ଇଣ୍ଡିଆ ଏକ ବଡ଼ ଅଗ୍ରଣୀ ହାସଲ କରିଛି। ଏହି ଅଗ୍ରଣୀ…

ଆଜି ବସିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ: ଆସିପାରେ ବଡ଼ ନିଷ୍ପତ୍ତି

ପୁରୀ,୨୯ା୭: ସୋମବାର ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ବୈଠକ ବସିବ। ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ଏଏସ୍‌ଆଇ ସହ ଏହି ବୈଠକ ବସିବ। ଉକ୍ତ ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟିତ୍ୱ ନେଇ ଆଲୋଚନା ହେବା ସହ ବଡ଼…

ସୁବର୍ଣ୍ଣପୁର ସହର ପାଇଁ ସିସି କ୍ୟାମେରା ସ୍ବପ୍ନ

ସୋନପୁର,୨୯ା୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରର ଗୁରୁତ୍ୱପୂର୍ଣ୍ଣ ଛକ ଏବଂ ଜିଲାର ବିନିକା ଓ ତରଭା ସହରରେ ସିସି ଟିଭି କ୍ୟାମେରା ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ଜାନୁୟାରୀ ମାସରେ ଜିଲା ସଡକ ସୁରକ୍ଷା କମିଟି ଓ ସଚେତନ ନାଗରିକଙ୍କୁ ନେଇ ଅନୁଷ୍ଠିତ…

ଆମେରିକାକୁ ଖୋଲା ଚେତାବନୀ ଦେଲେ: ଏମିତି କଲେ ହେବ ଶୀତଳ ଯୁଦ୍ଧ

ମସ୍କୋ,୨୯।୭: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆମେରିକାକୁ ଚେତାବନୀ ଦେଇଛନ୍ତି। ଯଦି ଆମେରିକା ଜର୍ମାନୀରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ନିୟୋଜନ କରେ ତେବେ ଏହାର ପ୍ରତିକ୍ରିୟାରେ ମଧ୍ୟବର୍ତ୍ତୀକାଳୀନ ଆଣବିକ କ୍ଷେପଣାସ୍ତ୍ର ଉତ୍ପାଦନ ଆରମ୍ଭ କରିବ। ପୁଟିନ ଏହା ମଧ୍ୟ କହିଛନ୍ତି, କ୍ଷେପଣାସ୍ତ୍ର…

ଅବକାରୀ ଜଏଣ୍ଟ କମିଶନରଙ୍କ ଘରେ ରେଡ୍‌

ଭୁବନେଶ୍ୱର,୨୯ା୭: ଭୁବନେଶ୍ବର ଅବକାରୀ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସୋମବାର ଶ୍ରୀ ମିଶ୍ରଙ୍କ ଘରେ ରେଡ୍‌ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ଚାଲିଥିବା ଜଣାପଡ଼ିଛି। ଏକାସାଙ୍ଗରେ ୧୦ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌…

ବାଲି ଚୋରାଚାଲାଣବେଳେ ହାଇଓ୍ବା ଜବତ

ପାଟଣା,୨୯।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ବାଲି ମାଫିଆମାନେ ଦିନରାତି ବିଭିନ୍ନ ନଦୀ ନାଳରୁ ଏଭଳି କି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଥିବା ନଦୀ ନାଳରୁ ଚୋରା ବାଲି ଉତ୍ତୋଳନ କରି ଚାଲାଣ କରୁଛନ୍ତି। ଏଥିପାଇଁ ବାଲି…

ଆଖିବୁଜି ଅତିଥି ଶିକ୍ଷକ ନିଯୁକ୍ତି

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ନକଲି ଶିକ୍ଷକ ନିଯୁକ୍ତି ବରଗଡ଼ ଜିଲାରେ ହଇଚଇ ସୃଷ୍ଟି କରିଛି। ପ୍ରସଙ୍ଗ ନୂଆ ନ ହେଲେ ମଧ୍ୟ ଏହାକୁ ନେଇ ଜିଲା ଶିକ୍ଷା ବିଭାଗ ଉଠୁଛି ଓ ପଡ଼ୁଛି। ଜିଲାସାରା ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଆଲୋଡ଼ନ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?