ଶଙ୍ଖ ଫୁଙ୍କିଲେ ଭୃଗୁ ବକ୍ସିପାତ୍ର
ଭୁବନେଶ୍ୱର,୩।୪: ବିଜେଡିରେ ଯୋଗ ଦେଲେ ଭୃଗୁ ବକ୍ସିପାତ୍ର । ଆଜି ସକାଳୁ ସକାଳୁ ଭାଜପା ଛାଡିଥିବାବେଳେ ଏବେ ବିଜେଡି ସାମିଲ୍ ହୋଇଛନ୍ତି। ଶହ ଶହ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜେଡିରେ ଯୋଗ ଦେଇଛନ୍ତି ଭୃଗୁ । ବ୍ରହ୍ମପୁର ଏମପି…
ବାକି ୩୫ ଆସନ କେବେ? ଏଥର ସାଲେପୁରରୁ ସରପ୍ରାଇଜ୍ ପ୍ରାର୍ଥୀ ଦେଇ ଚମକାଇ ଦେବ ଭାଜପା
ଭୁବନେଶ୍ୱର, ୩।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବାକି ୩୫ଟି ଆସନକୁ ନେଇ ଏବେବି ସସପେନ୍ସ ଲାଗି ରହିଛି। ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ,…
ଓ୍ବାୟନାଡରୁ ଆରମ୍ଭ ହେଲା ଲଢେଇ, ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୩।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର କେରଳର ୱାୟନାଡ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ରାହୁଲ…
ରୋଚକ ହେଉଛି ବାଲେଶ୍ୱର ପଲଟିକ୍ସ,ଶ୍ରୀକାନ୍ତ ଫାଇନାଲ, ବିଜେଡି ଖୋଜୁଛି ପ୍ରାର୍ଥୀ
ବାଲେଶ୍ୱର,୩।୪: ବିଜେଡି ଓ ଭାଜପା ପରେ କଂଗ୍ରେସ ଗତକାଲି ୪୭ ବିଧାନସଭା ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି। ଅର୍ଥାତ୍ ରାଜ୍ୟରେ ୩ଟି ଦଳ ଅଧାରୁ ଅଧିକ ବିଧାନସଭା ଓ ଲୋକ ସଭା ପାଇଁ ପ୍ରାର୍ଥୀ ଘୋଷଣା କରିସାରିଲେଣି। ହେଲେ…
ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା
ଭୁବନେଶ୍ୱର, ୩।୪: ବିଜେଡିରେ ସାମିଲ ହେଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ବୁଧବାର ସେ ଶଙ୍ଖ ଧରିଛନ୍ତି। ମାର୍ଚ୍ଚ ୨୯ ତାରିଖରେ ପ୍ରକାଶ ଭାଜପାରୁ ଇସ୍ତଫା ଦେଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ…
କ୍ୟାନସର ସହ ଲଢୁଛନ୍ତି ସୁଶୀଲ ମୋଦି, ଲଢ଼ିବେନି ନିର୍ବାଚନ
ନୂଆଦିଲ୍ଲୀ,୩।୪: ଭାଜପା ନେତା ତଥା ବିହାରର ପୂର୍ବତନ ଡେପୁଟି ସିଏମ ସୁଶୀଲ କୁମାର ମୋଦି କ୍ୟାନସରରେ ପୀଡିତ ଅଛନ୍ତି। ଏକ୍ସ’ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ ଗତ ୬ ମାସ ଧରି କ୍ୟାନସର ସହ ସଂଘର୍ଷ କରୁଛି। ଲୋକ…
ଟିକେଟ୍ ଛକାପଞ୍ଝା: ନବୀନ ନିବାସରେ ଅନନ୍ତ ନାରାୟଣଙ୍କ ଶକ୍ତି ପ୍ରଦର୍ଶନ
ଭୁବନେଶ୍ୱର, ୩।୪: ନବୀନ ନିବାସରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଶକ୍ତି ପ୍ରଦର୍ଶନ। ଟିକେଟ୍ ଛକାପଞ୍ଝା ମଧ୍ୟରେ ଶହ ଶହ ସମର୍ଥକଙ୍କ ସହ ସେ ନବୀନ ନିବାସରେ ପହଞ୍ଚିଛନ୍ତି । ଅମରେଶ ଜେନା ମଧ୍ୟ ଭୁବନେଶ୍ୱର ମଧ୍ୟ ଆସନ…
ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଖାନ୍ତୁ ଏସବୁ ଜିନିଷ
ପିଲାଙ୍କୁ ସବୁକ୍ଷେତ୍ରରେ ସଫଳତା ନିମନ୍ତେ ଶିଷ୍ଟାଚାର ଓ ଅନୁଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ପିଲାବେଳୁ ଅଭିଭାବକମାନେ ହିଁ ଏନେଇ ଧ୍ୟାନଦେବା ଦରକାର… ପିଲାଙ୍କ ବ୍ୟବହାର ଉପରେ ଦୃଷ୍ଟି ରଖନ୍ତୁ। ପରିବାରର ସମସ୍ତଙ୍କୁ ସେମାନେ କିଭଳି ବ୍ୟବହାର କରୁଛନ୍ତି ଲକ୍ଷ୍ୟ…
ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା, ସାଲେପୁରରୁ ମିଳିପାରେ ଟିକେଟ୍
କଟକ,୩।୪: ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା । ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତି । ବୁଧବାର ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେବା ସୂଚନା ରହିଛି । ସେପଟେ ସାଲେପୁରରୁ…
ସ୍କିନ୍ ଆଲର୍ଜି ଅଛି କି? ଆପଣାନ୍ତୁ ଏହି ଉପାୟ
କସ୍ମେଟିକ୍ ପ୍ରଭାବରୁ କିମ୍ବା ପ୍ରଦୂଷଣ, ଖରା ଆଦି ବିଭିନ୍ନ କାରଣରୁ ତ୍ୱଚାରେ ଆଲର୍ଜି ହୋଇଥାଏ। ଏ ସବୁରୁ ରକ୍ଷାପାଇବା ପାଇଁ ଘରୋଇ ଉପାୟ ଆପଣାନ୍ତୁ… ଧୂଳିଧୂଆଁ ଆଦି ପ୍ରଦୂଷଣ କାରଣରୁ ଆଲର୍ଜି ହେଲେ ହଠାତ୍ ତ୍ୱଚା କୁଣ୍ଡାାଇହେବା କିମ୍ବା ଛିଙ୍କହେବା, ଆଖିରୁ…
ଝୁଲିରହିଛି ବାରବାଟୀ-କଟକ, ସାଲେପୁର
କଟକ,୩।୪(ଶିଳ୍ପା ପ୍ରିୟଦର୍ଶିନୀ):ଭାଜପା ୧୧୨ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ନାମ ମଙ୍ଗଳବାର ଘୋଷଣା କରିଛି। ଏଥିମଧ୍ୟରୁ କଟକ ଜିଲାର ୯ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୭ଟି ତଥା ଚୌଦ୍ୱାର-କଟକରୁ ନୟନ କିଶୋର ମହାନ୍ତି, କଟକ ସଦରରୁ ପ୍ରକାଶ ସେଠୀ, ବାଙ୍କୀରୁ ତୁଷାରକାନ୍ତ ଚକ୍ରବର୍ତ୍ତୀ, ଆଠଗଡରୁ…
ଭାଜପା ଛାଡିଥିବା ଭୃଗୁ ବକ୍ସିପାତ୍ରଙ୍କ ପାଇଁ ଦ୍ୱାର ଖୋଲିଦେଲା ବିଜେଡି
ଭୁବନେଶ୍ୱର,୩।୪: ନିର୍ବାଚନ ପୂର୍ବରୁ ଭାଜପାର ଉପସଭାପତି ଭୃଗୁ ବକ୍ସିପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିକଟରୁ ସେ ନିଜ ଇସ୍ତଫା ପତ୍ର ଫଠାଇ ଦେଇଛନ୍ତି। ଭାଜପା ଛାଡିବା ପରେ ସେ ବିଜେଡିରେ ଯୋଗ…
Archives


