Home

ନଦୀକୂଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ, ଲାଗିଛି ଅନ୍ତନାଡ଼ୀ; କିଏ ଫିଙ୍ଗିଛି…

କେନ୍ଦ୍ରାପଡା, ୧୧।୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡ଼ା ଜିଲା ସଦର ଥାନା କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଭ୍ରମରଦିଆ ପାଟଣା ନିକଟ ଗୋବରୀ ନଦୀକୂଳରୁ ଶିଶୁପୁତ୍ରର ମୃତଦେହ ରବିବାର ଉଦ୍ଧାର ହୋଇଛି। ଥାନା ପୋଲିସ ତତ୍ତ୍ୱାବଧାନରେ ଏହି ମୃତଦେହକୁ ନିକଟସ୍ଥ କଜଳା ଶ୍ମଶାନରେ…

ଅଶ୍ଳୀଳ ଫଟୋକୁ ନେଇ ବିବାଦ ପରେ, ଭୁଲ ସ୍ବୀକାର କଲେ X, ୩,୫୦୦ ପୋଷ୍ଟ ସମେତ ୬୦୦ ଆକାଉଣ୍ଟ ଡିଲିଟ

ଓ୍ବାଶିଂଟନ,୧୧।୧: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ, X ଅନେକ ଉପଭୋକ୍ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୬୦୦ ଆକାଉଣ୍ଟ ଡିଲିଟ କରିଛି ଏବଂ ୩,୫୦୦ରୁ ଅଧିକ ପୋଷ୍ଟ ତାର ପ୍ଲାଟଫର୍ମରୁ ହଟାଇ ଦେଇଛି। X ରେ ଅଶ୍ଳୀଳ…

Pakistan Terrorism: ପାକିସ୍ତାନର ପୋଲ୍‌ ଖୋଲିଲେ ଲସ୍କର ଆତଙ୍କବାଦୀ, କହିଲେ ପାକିସ୍ତାନ ସେନା ମୋତେ ଦେଉଥିଲା…

ଇସଲାମାବାଦ,୧୧।୧: ପାକିସ୍ତାନ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (LeT) ମଧ୍ୟରେ ସମ୍ପର୍କର ଦୀର୍ଘ ଦିନର ଅଭିଯୋଗ ପୁଣିଥରେ ପ୍ରମାଣିତ ହୋଇଛି। ଲସ୍କର-ଏ-ତୋଇବାର ଉପମୁଖ୍ୟ ଏବଂ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସୈଫୁଲ୍ଲା କସୁରୀ ପାକିସ୍ତାନ ସେନା ସହିତ ତାଙ୍କର…

Colombia Plane Crash: କଲମ୍ବିଆ ବିମାନ ଦୁର୍ଘଟଣାରେ ପ୍ରସିଦ୍ଧ ଗାୟକଙ୍କ ସମେତ ୬ ମୃତ

ବୋଗୋଟା,୧୧।୧: କଲମ୍ବିଆରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣାରେ ପ୍ରସିଦ୍ଧ ଗାୟକ ୟେସନ ଜିମେନେଜଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ଶନିବାର (ଜାନୁଆରୀ ୧୦) କଲମ୍ବିଆର ବୋୟାକାର ପାଇପାରେ ଏକ ଛୋଟ ଚାର୍ଟର ବିମାନ ଉଡ଼ାଣ…

ହସଖୁସିରେ ଘରୁ ବୁଲି ବାହାରିଥିଲେ: ତପ୍ତପାଣି ଘାଟିରେ ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ଟାଭେଲର୍ସ, ୨୫ ଯାତ୍ରୀ…

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ପାଳୁଖଳା ଗ୍ରାମ ନିକଟ ମୁଖ୍ୟରାସ୍ତାରେ ରବିବାର ଭୋରରେ ଏକ ଲୁହାଛଡ଼ ବୋଝେଇ ଟ୍ରକକୁ ଯାତ୍ରୀବାହୀ ଟ୍ରାଭେଲର୍ସ ନଂ.(ଓଡ଼ି୦୫ ବିଏମ – ୧୫୧୯) ଧକ୍କା ଦେବାରୁ ଟ୍ରାଭେଲର୍ସ…

Rahul Dravid Net Worth: ରାହୁଲ ଦ୍ରାଭିଡଙ୍କ ନେଟ ଓ୍ବର୍ଥ କେତେ? ଜାଣନ୍ତୁ କେଉଁଠୁ ଆସୁଛି ଏହି ଅର୍ଥ

ନୂଆଦିଲ୍ଲୀ,୧୧।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଆଜି ଜାନୁଆରୀ ୧୧ ତାରିଖରେ ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦ୍ରାବିଡ କେବଳ ଜଣେ ଚମତ୍କାର କ୍ରିକେଟର ନଥିଲେ ବରଂ ଜଣେ ଚମତ୍କାର ପ୍ରଶିକ୍ଷକ…

ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା, ବାହାରିଗଲେ ଏହି ଖେଳାଳି, ଜାଣନ୍ତୁ ବଡ଼ କାରଣ

ନୂଆଦିଲ୍ଲୀ,୧୧।୧: ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ଜାନୁଆରୀ ୧୧ରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଖରାପ ଖବର ଆସିଛି, କାରଣ ରିଷଭ ପନ୍ତ ଆଘାତ ଯୋଗୁ ଦିନିକିଆ ଦଳରୁ ବାଦ ପଡ଼ିଛନ୍ତି। ଶନିବାର ବରୋଦାରେ…

ସିରିଆ ଉପରେ ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଆଇଏସ୍‌ ଆତଙ୍କବାଦୀ ଶିବିର

ଫ୍ଲୋରିଡା,୧୧।୧: ଆମେରିକା ପୁଣି ଥରେ ସିରିଆରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଆମେରିକାର କେନ୍ଦ୍ରୀୟ କମାଣ୍ଡ (CENTCOM) ବାହିନୀ, ସହଯୋଗୀ ବାହିନୀ ସହିତ, ଅପରେଶନ ହକିଆଇଷ୍ଟ୍ରାଇକର ଅଂଶ ଭାବରେ ସମଗ୍ର ସିରିଆରେ ଏକାଧିକ ଆଇଏସ ଲକ୍ଷ୍ୟସ୍ଥଳ ବିରୁଦ୍ଧରେ…

ଥଣ୍ଡାରେ କମ୍ପୁଛି ଉତ୍ତର ଭାରତ, ପାରଦ ଛୁଇଁଲା ୧.୧ ଡିଗ୍ରୀ

ଚଣ୍ଡିଗଡ଼,୧୧।୧: ଉତ୍ତର ଭାରତର ପାହାଡିଆ ଏବଂ ସମତଳ ଅଞ୍ଚଳରେ ଶନିବାର ପ୍ରବଳ ଥଣ୍ଡା ଦିନ ଥିଲା, ଲୋକମାନେ ପ୍ରବଳ ଥଣ୍ଡାରେ ଥରୁଥିଲେ। ଗତ କିଛି ଦିନ ଧରି କଶ୍ମୀର ଉପତ୍ୟକାରେ ତାପମାତ୍ରା ଶୂନ୍ୟ ସୀମା ତଳେ ରହିଛି ଏବଂ ଦିଲ୍ଲୀ ଶୀତ…

ଏଇ ଭାରତରେ

ଘିକୁଆଁରି ଚାଷ ଲାଭଜନକ ବୋଲି ପ୍ରମାଣ କରିଛନ୍ତି ମହାରାଷ୍ଟ୍ରର ହୃଷୀକେଶ ଜୟସିଂ ଧାନେ । ସତାରା ଜିଲା ପଡାଲି ଗାଁରେ ରୁହନ୍ତି ଜୟସିଂ। ସେଠାରେ ସେ ୮ ଏକର ଜମିରେ ଘିକୁଆଁରି ଚାଷ କରୁଛନ୍ତି। ଏହି ଚାଷରୁ ସେ ବର୍ଷକୁ ୩.୫…

ଇରାନର ନିର୍ବାସିତ ଯୁବରାଜ

ଇରାନରେ ଅର୍ଥନୈତିକ ସମସ୍ୟା ତୀବ୍ର ରୂପ ଧାରଣ କରିବା ସହ ଏହାର ମୁଦ୍ରା ‘ରିୟାଲ’ର ମୂଲ୍ୟ ବହୁ ମାତ୍ରାରେ ହ୍ରାସପାଇବା ପରେ ସେଠାରେ ଅରାଜକତା ସୃଷ୍ଟି ହୋଇଛି। ସାମଗ୍ରୀ ଦରଦାମ୍‌ ବଢ଼ିବା ସହ ନିଯୁକ୍ତି ସଙ୍କୁଚିତ ହୋଇଯାଇଥିବାରୁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି।…

ଯେତେ ବିଜ୍ଞ ସେତେ ଅଜ୍ଞ

ପ୍ରତ୍ୟେକ ସାହିତ୍ୟ ସଭାର ଆୟୋଜନ ଏକପ୍ରକାର ସ୍ବତନ୍ତ୍ର। ବିଶେଷକରି ରବିବାର ଦିନ ଆୟୋଜିତ ସାହିତ୍ୟ ଆସର ଅବସରର ଆନନ୍ଦ ସମ୍ପୂର୍ଣ୍ଣ ନିଆରା। ଜିଲା ସଂସ୍କୃତି ଭବନରେ ଜଣେ ଶିକ୍ଷାବିତ୍‌ଙ୍କ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବର ଏକ ଭବ୍ୟ ସଭାରେ ମୋର ଉପସ୍ଥିତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri