Home

ବ୍ରାଉନସୁଗାର ଧରି ଚମ୍ପଟ ମାରୁଥିଲେ ଯୁବକ, ମାଡିବସିଲା ପୋଲିସ: ଦୁଇ ଗିରଫ

ସମ୍ବଲପୁର,୪।୯(ପ୍ରମୋଦ ବହିଦାର): ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ବୁଧବାର ଧନୁପାଲିଥାନା ଅନ୍ତର୍ଗତ ସୁନାପାଲି ଅଞ୍ଚଳରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ବ୍ରାଉନସୁଗାର(ହେରୋଇନ) ଜବତ କରାଯାଇଛି। ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଚଢ଼ାଉ କରି ବେଆଇନ ଭାବେ ଗଛିତ ପ୍ରାୟ ୧୨୦ ଗ୍ରାମ…

ବରସୁଆଁ ଲୁହା ଖଣିରେ ସିବିଆଇ ଚଢାଉ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ସେଲ (SAIL) ଆର୍‌.ଏସ.ପି (Rourkela Steel Plant) ପରିଚାଳିତ ବରସୁଆଁ ଲୌହଖଣିରେ ସିବିଆଇ ଚଢ଼ାଉ ଜାରି ରହିଛି। ସୁଚନା ମୁତାବକ, ବିଗତ ଦୁଇ ତିନୋଟି ଆର୍ଥିକ ବର୍ଷରେ ସେଲ ଆର୍‌.ଏସ.ପି ପରିଚାଳିତ ବରସୁଆଁ ଲୌହ…

ବ୍ୟାଙ୍କ୍‌ରେ ନକଲି ଅଳଙ୍କାର ରଖି ୫୫ ଲକ୍ଷ ଟଙ୍କା ଆତ୍ମସାତ୍‌: ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ

ବାଲିଗୁଡା,୪।୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ୟୁକୋ ବ୍ୟାଙ୍କରେ ବଡ଼ଧରଣର ସୁନାଋଣ ଦୁର୍ନୀତି ପଦାକୁ ଆସିଛି। ବ୍ୟାଙ୍କରେ ସୁନା ଆପ୍ରାଇଜର ଭାବେ କାମ କରୁଥିବା ଜଣେ ବ୍ୟକ୍ତି ବ୍ୟାଙ୍କରେ ନକଲି ସୁନା ବନ୍ଧକ ରଖି ପ୍ରାୟ ୫୫ ଲକ୍ଷ ଟଙ୍କା…

୨ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

ବଲାଙ୍ଗୀର, ୪।୯(ସୁନିଲ କୁମାର ମହାନ୍ତି): ସଇଁତଲା ଥାନା ବଡ଼ମାଳ ଫାଣ୍ଡି ଅନ୍ତର୍ଗତ ଗୋଏଲଭାଡ଼ି ଗ୍ରାମ ନିକଟସ୍ଥ ବର୍ଣ୍ଣି ସଂରକ୍ଷିତ ଜଙ୍ଗଲରୁ ଜଣେ ଫାଇନାନ୍ସ କମର୍ର୍ଚାରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି । ସଇଁତଲା ଥାନା ଅଧିକାରୀଙ୍କ ସୂଚନା ଅନୁସାରେ ଟିଟିଲାଗଡ଼ସ୍ଥିତ…

ହାତୀ ଘଉଡାଇବାକୁ ଯାଇ ଜୀବନ ହାରିଲେ ଯୁବକ

ବଣାଇଁ,୪।୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ବନାଞ୍ଚଳ ସରସରା ସେକସନ କୁଲୁକୁତାରେ ଏକ ଦୁଃଖଦ ଘଟଣା ଘଟିଛି। କୁଲୁକୁତା ଅଞ୍ଚଳରେ ପ୍ରାୟ ୭ ଦିନ ଧରି ଏକ ଗୋଠଛଡା ଦନ୍ତା ଘୁରି ବୁଲି ଆତଙ୍କ ସୃଷ୍ଟି କରୁଥିଲା l ଧନ ଜୀବନ…

ମୁହଁରେ କପଡ଼ା ପକାଇ ସୁନାଚେନ୍‌ ଲୁଟିନେଲେ ଲୁଟେରା

ଗଞ୍ଜାମ,୪।୯(ବିଦ୍ୟାଧର ସାହୁ):ଗଞ୍ଜାମ ବଡ଼ ବଜାର ଅଞ୍ଚଳରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରୁ ଚୋରି ହୋଇଥିବା ଜଣାପଡିଛି । ବଜାର ହରିଜନ ସାହିରୁ ମନୋଜ ନାୟକଙ୍କ ପଲସର ଗାଡି, ଟୁଟୁକେଶରୀ ନାୟକଙ୍କ (ଓଡିଆଇ୦୭ଭି ୮୬୦୭)ସିଡ଼ି ଡିଲକ୍ସ ଗାଡି…

ପ୍ରଶାନ୍ତ କିଶୋରଙ୍କ ସହ ମିଶି ମୁଖ୍ୟମନ୍ତ୍ରୀ ପଦ ପାଇଁ ଗୋଟି ଚାଳନା କରିବେ ଚିରାଗ ପାସଓ୍ବାନ! ତାଙ୍କ ଇସାରାରୁ ବଢିଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ବିହାର ରାଜନୀତିରେ ଆଜିକାଲି ଲୋକଜନଶକ୍ତି ପାର୍ଟିର ସଭାପତି ତଥା ହାଜିପୁର ଏମପି ଚିରାଗ ପାସୱାନ ଏବେ ଚର୍ଚ୍ଚାରେ ଅଛନ୍ତି। ସାମ୍ପ୍ରତିକ ସମୟରେ, ତାଙ୍କର ବୟାନ ଓ କାର୍ଯ୍ୟକଳାପ ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ରାଜନୈତିକ ମହଲରେ ଚର୍ଚ୍ଚା…

କାଙ୍ଗାଳ ସ୍ଥିତିରେ ପାକିସ୍ତାନ: ପାନେ ଦେଲେ ଚାଇନା-ସାଉଦି ଆରବ

ଇସଲାମାବାଦ୍‌,୪।୯: କରଜ ଜାଲରେ ପଡ଼ିଥିବା ପାକିସ୍ତାନ ପୁଣି ଦାରିଦ୍ର୍ୟର ସମ୍ମୁଖୀନ ହୋଇଛି। ପାକିସ୍ତାନକୁ ତାର ବନ୍ଧୁ ଚାଇନା ଏବଂ ସାଉଦି ଆରବକୁ ମଧ୍ୟ ଝଟ୍‌କା ଦେଇଛି। ବର୍ତ୍ତମାନ ଉଭୟ ଦେଶ ପାକିସ୍ତାନରେ ନିବେଶରୁ ଓହରିଯିବାକୁ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନରେ ଅର୍ଥନୈତିକ ଅବନତିର…

ବୁଲ୍‌ଡୋଜର ଚଳାଇବା ପାଇଁ ସାହସ ଦରକାର: ଅଖିଳେଶଙ୍କୁ ଟାର୍ଗେଟ୍‌ କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୪।୯: ଆଜିକାଲି ଉତ୍ତରପ୍ରଦେଶ ରାଜନୀତିରେ ବୁଲଡୋଜର ଆଲୋଚନାର ବିଷୟ ହୋଇଛି। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ତଥା କନୌଜର ଏମ୍‌ପି ଅଖିଳେଶ ଯାଦବ ଗୋରଖପୁରରେ କହିଥିଲେ, ଯଦି ୨୦୨୭ରେ ସରକାର ପରିବର୍ତ୍ତନ କରନ୍ତି ତେବେ ବୁଲଡୋଜରଗୁଡିକ ଗୋରଖପୁର ଆଡକୁ ଯିବ। ମୁଖ୍ୟମନ୍ତ୍ରୀ…

କଂଗ୍ରେସ ଟିକେଟରୁ ହରିୟାଣା ବିଧାନସଭା ନିର୍ବାଚନରେ ଏଣ୍ଟ୍ରି କରିବେ ଭିନେଶ! ରାହୁଲଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୪।୯: ହରିୟାଣା ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ମହଲ ଗରମ ରହିଛି । ଏହି ସମୟରେ କୁସ୍ତି ଖେଳାଳି ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ଉଭୟ କୁସ୍ତିଯୋଦ୍ଧା ନିର୍ବାଚନ ପ୍ରାର୍ଥୀ ଘୋଷଣା…

ବଢୁଛି ଡଲି ଚାଏଓ୍ବାଲାଙ୍କ କ୍ରେଜ୍‌: ଗୋଟିଏ କାର୍ଯ୍ୟକ୍ରମ ପାଇଁ ମାଗୁଛନ୍ତି ଏତିକି ଲକ୍ଷ ଟଙ୍କା

ନାଗପୁର,୪।୯:ହାଇଦ୍ରାବାଦରେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ଚା’ ପରିବେଷଣ କରିବା ପରେ ନାଗପୁରର ଡଲି ଚାଏୱାଲା ରାତାରାତି ସୋସିଆଲ ମିଡିଆ ଷ୍ଟାର୍‌ ପାଲଟିଯାଇଥିଲେ। ଇନଷ୍ଟାଗ୍ରାମରେ ତାଙ୍କର ୪.୨ ମିଲିୟନ୍‌ ଫଲୋଅର୍ସ ଅଛନ୍ତି। ଡାଲି ଚାଏୱାଲା ଏତେ ପ୍ରସିଦ୍ଧ ହୋଇଗଲେ ଯେ, ଲୋକମାନେ…

ଲଜ୍ଜାଜନକ ରେକର୍ଡ କଲା ପାକିସ୍ତାନ,୧୯୬୫ ପରେ ପ୍ରଥମଥର ଘଟିଲା ଏମିତି…

ରାଓ୍ବଲପିଣ୍ଡି,୪।୯: ବାଂଲାଦେଶ ବିପକ୍ଷରେ ଘରେ ଅପମାନଜନକ ପରାଜୟର ସମ୍ମୁଖୀନ ହେବା ପରେ ପାକିସ୍ତାନ ଦଳ ବହୁ ସମାଲୋଚନାର ସମ୍ମୁଖୀନ ହୋଇଛି। ଏହି ପରାଜୟର ଗୋଟିଏ ଦିନ ପରେ ପାକିସ୍ତାନ ଦଳ ଆଉ ଏକ ବଡ଼ ଝଟକା ଦେଇଛି। ୨ ମ୍ୟାଚ୍‌ ଟେଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?